Latest Odisha News

BREAKING NEWS

Browsing Category

ଫିଚର

ଏକାମ୍ର କ୍ଷେତ୍ର ପାଇଁ NMAର ବାଇ-ଲ’ ପ୍ରତ୍ୟାହାର ନେଇ କଂଗ୍ରେସର ଦସ୍ତଖତ ଅଭିଯାନ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ର ପାଇଁ ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନଏମଏର ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର ଦାବି ତେଜିବାରେ ଲାଗିଛି । ଆଜି ଦସ୍ତଖତ ଅଭିଯାନ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ । ଲିଙ୍ଗରାଜ ମନ୍ଦିର ଆଗରୁ ଅଭିଯାନର ଶୁଭାରମ୍ଭ କରିଛି ଦଳ । ଏହି ଅଭିଯାନର ଶୁଭାରମ୍ଭ…

ଆସନ୍ତାକାଲି କଂଗ୍ରେସର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ସୋମବାର ଓଡ଼ିଶା ବନ୍ଦ । କଂଗ୍ରେସ ଦଳ ପକ୍ଷରୁ ଆସନ୍ତାକାଲି ଦିଆଯାଇଥିବା ଓଡ଼ିଶା ବନ୍ଦ ଶାନ୍ତିପୂର୍ଣ୍ଣ ରହିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । କଂଗ୍ରେସ ସକାଳ ୭ଟାରୁ ଦିନ ଗୋଟାଏ ଯାଏ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ବନ୍ଦରୁ ଅତ୍ୟାବଶ୍ୟକୀୟ ସେବା…

ରେସ ୱାକର ରାହୁଲ, ପ୍ରିୟଙ୍କା, ସନ୍ଦୀପ ହାସଲ କଲେ ଅଲିମ୍ପିକ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତର ରେସ ୱାକର ରାହୁଲ କୁମାର, ସନ୍ଦୀପ କୁମାର ଓ ପ୍ରିୟଙ୍କା ଗୋସ୍ୱାମୀ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ନ୍ୟାଶନାଲ ଓପନ ରେସ ୱାକିଂରେ ସନ୍ଦୀପ ଓ ପ୍ରିୟଙ୍କା ୨୦କିମି ବିଭାଗରେ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ଅଲିମ୍ପିକ କ୍ୱାଲିଫିକେଶନ ଟାଇମ…

ଭାରତ ୩୨୯ ରନରେ ଅଲଆଉଟ, ଇଂଲଣ୍ଡ ୩୯/୪

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିିତୀୟ କ୍ରିକେଟ ଟେଷ୍ଟର ଲଂଚ ବ୍ରେକ ସୁଦ୍ଧା ଟିମ୍ ଇଣ୍ଡିଆ ଭଲ ସ୍ଥିତିରେ ରହିଛି । ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୨୯ ରନ କରି ଅଲଆଉଟ ହୋଇ ଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ୪ ଉଇକେଟ ହରାଇ ୩୯ ରନ ସଂଗ୍ରହ କରିଛି । ବେନ ଷ୍ଟୋକ୍ସ ୧୧ ଓ ଓଲୀ ପୋପ୍ କୌଣସି…

ପୁଲଓ୍ବାମା ଆକ୍ରମଣକୁ ପୂରିଲା ୨ ବର୍ଷ; ଏହି ଦିନରେ ଭାରତ ହରାଇଥିଲା ୪୦ ଯବାନ

ନୂଆଦିଲ୍ଲୀ: ସାରା ଭାରତୀୟ ବାସୀ ଆଜିର ଦିନକୁ କେବେବି ଭୁଲିପାରିବେନି। ୨୦୧୮ ମସିହା ଫେବୃଆରୀ ୧୪ ତାରିଖ ଦିନ ପୁଲୱାମା ବିସ୍ଫୋରଣରେ ସିଆରପିଏଫର ୪୦ ଜଣ ଯବାନ ସହୀଦ ହୋଇଥିଲେ। ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା। ଏହି ଆକ୍ରମଣ ଘଟଣାକୁ ୨ ବର୍ଷ ପୂରିଥିବା ବେଳେ ଭାରତୀୟ ସେନା ପକ୍ଷରୁ…

ଝରାଫୁଲ ମୃତ୍ୟୁ ମାମଲା; ବିଧାନସଭା ସମ୍ମୁଖରେ ଆତ୍ମହୁତି ଲାଗି ଧମକ ଦେଲେ ବାପା

ଭୁବନେଶ୍ୱର: ଝରାଫୁଲା ନାୟକ ମୃତ୍ୟୁ ମାମଲାକୁ ଅନେକ ଦିନ ବିତିଯାଇଥିଲେ ମଧ୍ୟ ଘଟଣା ଉପରୁ ରହସ୍ୟ ଖୋଲିପାରୁନି। ସତ୍ୟତା ଉନ୍ମୋଚିତ ନହେଲେ ଝରାଫୁଲାଙ୍କ ବାପା ରାମକାନ୍ତ ନାୟକ ବିଧାନସଭା ସମ୍ମୁଖରେ ଆତ୍ମହୁତି କରିବାକୁ ଧମକ ଦେଇଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ କମିଶନରେଟ୍ ପୋଲିସ ୭ ଦିନ…

ସ୍ତ୍ରୀକୁ ମାରିବା ପାଇଁ ସ୍ୱୀମା ଦେଇଥିଲା ସୁପାରୀ, ୪ ଜଣ ଗିରଫ

ନୟାଗଡ଼: ସାତ ଜନ୍ମର ସାଥି ପାଲଟିଲା ସୈତାନ । ପରକୀୟ ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ପିଶାଚ ପାଲଟିଗଲା ସ୍ୱାମୀ । ସବୁଦିନ ପାଇଁ ସ୍ତ୍ରୀକୁ ନିଜ ରାସ୍ତାକୁ ହଟାଇ ଦେବାକୁ ଯୋଜନା କଲା । ଶେଷରେ ସୁପାରୀ କିଲର ଲଗାଇ ପତ୍ନୀଙ୍କୁ ହତ୍ୟା କଲା ସ୍ୱାମୀ । ନୟାଗଡ଼ ଜିଲ୍ଲା ଶରଣକୁଳ ବଧୂ ହତ୍ୟା…

କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ଚିନ୍ତା ପ୍ରକଟ କଲେ ଧର୍ମେନ୍ଦ୍ର, କହିଲେ- ‘ମୁଖ୍ୟମନ୍ତ୍ରୀ ପଦକ୍ଷେପ ନିଅନ୍ତୁ’

ଭୁବନେଶ୍ୱର: ଓଡ଼ିଶା ଭୂଇଁରେ ଆନ୍ଧ୍ରର ନିର୍ବାଚନ । କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆରେ ଶନିବାର ବଳପୂର୍ବକ ଫୋର୍ସ ଲଗାଇ ଆନ୍ଧ୍ର ସରକାର ନିର୍ବାଚନ କରାଇଛନ୍ତି । ସୁପ୍ରିମକୋର୍ଟଙ୍କ ନୋଟିସ୍ ସତ୍ତ୍ୱେ ଆନ୍ଧ୍ର ପ୍ରଶାସନ କୋଟିଆରେ ଭୋଟିଂ କରାଇଥିବା ବେଳେ ଏହାକୁ ଚିନ୍ତାର ବିଷୟ ବୋଲି…

ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପିଟା ଖାଇଲା ଯୁବକ

କେନ୍ଦୁଝର: ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ଯୁବକଙ୍କୁ ଉତ୍ତମ ମଧ୍ୟମ ଦେଇଛନ୍ତି ଗାଁ ଲୋକ । ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଛି…

ଗ୍ରେଟା ଟୁଲକିଟ୍ ମାମଲା, ବେଙ୍ଗଳୁରୁରୁ ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବି ଗିରଫ

ନୂଆଦିଲ୍ଲୀ: ଗ୍ରେଟା ଥନବର୍ଗ ଟୁଲକିଟ୍ ମାମଲାରେ ଦିଲ୍ଲୀ ପୋଲିସର ସାଇବର ସେଲ୍ ବେଙ୍ଗଳୁରୁରୁ ଦିଶା ରବିକୁ ଗିରଫ କରିଛି । ୨୧ ବର୍ଷୀୟା ଜଳବାୟୁ ସଂରକ୍ଷକ ଦିଶା ରବିକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଫ୍ରାଇଡେ ଫର୍ ଫ୍ୟୁଚର କ୍ୟାମ୍ପେନର ପ୍ରତିଷ୍ଠାତା ଦିଶା ରବିଙ୍କୁ ଶନିବାର ଗିରଫ କରାଯାଇଛି…