Latest Odisha News

BREAKING NEWS

Browsing Category

ଫିଚର

ଆସନ୍ତାକାଲି ସବୁ ସରକାରୀ ଓ ବେସରକାରୀ କଲେଜ ବନ୍ଦ

ଭୁବନେଶ୍ବର : ଆସନ୍ତାକାଲି ସମସ୍ତ ସରକାରୀ ଓ ବେସକାରୀ କଲେ ବନ୍ଦ ରହିବ । ଏ ନେଇ ଉଚ୍ଚ ଶିକ୍ଷା ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାକାଲି କଂଗ୍ରେସ ବନ୍ଦ ଡାକରା ଦେଇଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧିକୁ ନେଇ କଂଗ୍ରେସ…

ସେନାରେ ସାମିଲ ହେଲା ୧୧୮ ଅର୍ଜୁନ ଟ୍ୟାଙ୍କ

ନୂଆଦିଲ୍ଲୀ : ଶତୃଙ୍କୁ ସାବାଡ କରିବା ପାଇଁ ସଶକ୍ତ ହେଉଛି ଭାରତୀୟ ସେନା । ଏଥିପାଇଁ ଭାରତୀୟ ସେନାରେ ସାମିଲ ହୋଇଛି ଶକ୍ତିଶାଳୀ ଯୋଦ୍ଧା ଟ୍ୟାଙ୍କ ଅର୍ଜୁନ ମାର୍କ (1A)। ଚେନ୍ନାଇର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶ ଉଦେଶ୍ୟରେ ଅର୍ଜୁନ ଟ୍ୟାଙ୍କକୁ…

ଦ୍ୱିତୀୟ ଟେଷ୍ଟରେ ଅଶ୍ୱିନୀଙ୍କ ରେକର୍ଡ

ଚେନ୍ନାଇ: ଚଳିତ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅନେକ କୀର୍ତିମାନ ସ୍ଥାପନ କରିଛନ୍ତି । ସେ ବିଶ୍ୱ କ୍ରିକେଟରେ ପ୍ରଥମ ଖେଳାଳି ଭାବେ ୨୦୦ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ଉଇକେଟ ହାସଲ କରିଛନ୍ତି । ୨୯ଥର ୫ ଉଇକେଟ ସଫଳତା: ରବିଚନ୍ଦ୍ରନ…

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି

ଚମୋଲି : ଉତ୍ତରାଖଣ୍ଡର ଚମୋଲିରେ ଭୁସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ଆଜି ମଧ୍ୟାହ୍ନ ସୁଦ୍ଧା ତପୋବନ ଟନେଲରୁ ଆଉ ୧୨ଟି ଶବ ଉଦ୍ଧାର କରାଯିବା ପରେ ମୃତ୍ୟୁ ସଂଖ୍ୟା ୫୦କୁ ବୃଦ୍ଧି ପାଇଛି । ମୃତ୍ୟୁସଂଖ୍ୟା ବଢ଼ିବାର ଆଶଙ୍କା ଥିବା ସହ ଅନେକ କାଦୁଅରେ ଫସି ରହିଥିବା…

ଜମ୍ମୁ ବସଷ୍ଟାଣ୍ଡରେ ଆତଙ୍କବାଦୀଙ୍କ ବଡ ଧରଣର ବିସ୍ଫୋରଣ ଷଡଯନ୍ତ୍ର ବିଫଳ

ଜମ୍ମୁ: ସାରା ଦେଶ ଆଜି ପୁଲୱାମା ଆକ୍ରମଣ ଘଟଣାର ଦ୍ୱିତୀୟ ବାର୍ଷିକୀ ନେଇ ଶହୀଦଙ୍କୁ ମନେ ପକାଉଥିବା ବେଳେ ଆତଙ୍କବାଦୀମାନେ ପୁନର୍ବାର ଏକ ବଡ ଧରଣର ଷଡଯନ୍ତ୍ର ରଚିଥିଲେ । ସୁରକ୍ଷାକର୍ମୀଙ୍କ ସତର୍କତା ଯୋଗୁ ଜମ୍ମୁ ବସଷ୍ଟାଣ୍ଡରୁ ୭ କିଲୋଗ୍ରାମ ବିସ୍ଫୋରକ ଜବତ ହୋଇଛି । ପ୍ରାରମ୍ଭିକ ତଦନ୍ତରେ…

ଦ୍ୱିତୀୟ ଦିବସ ଶେଷ ସୁଦ୍ଧା ଭାରତକୁ ୨୪୯ ରନର ଅଗ୍ରଣୀ, ଅଶ୍ୱିନଙ୍କୁ ୫ ଉଇକେଟ

ଚେନ୍ନାଇ: ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟର ଦ୍ୱିତୀୟ ଦିବସ ଖେଳ ଶେଷ ସୁଦ୍ଧା ଇଂଲଣ୍ଡ ବିପକ୍ଷରେ ଭାରତ ୨୪୯ ରନର ଅଗ୍ରଣୀ ହାସଲ କରି ସୁବିଧାଜନକ ସ୍ଥିତିରେ ରହିଛି । ଭାରତର ପ୍ରଥମ ଇନିଂସ ସ୍କୋର ୩୨୯ ରନ ଜବାବରେ ଭ୍ରମଣକାରୀ ଦଳ ୧୩୪ ରନ କରି ଅଲଆଉଟ ହୋଇ ଯାଇଥିଲା । ରବିଚନ୍ଦ୍ରନ…

ଫେବୃଆରୀ ୧୫ରେ ଓଡ଼ିଶାର ସମସ୍ତ ବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର: ଫେବୃଆରୀ ୧୫ରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଯାହାକୁ ଦୃଷ୍ଟିରେ ସେହି ଦିନ ରଖି ରାଜ୍ୟର ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରବିବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବନ୍ଦରେ…

କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ, ୧୮ରୁ ବଜେଟ୍ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୧୮ ତାରିଖରୁ ଆରମ୍ଭ ହେଉଛି ବିଧାନସଭାର ବଜେଟ୍ ଅଧିବେଶନ । ତାପୂର୍ବରୁ କାଲିଠୁ ବିଧାନସଭାରେ କୋଭିଡ୍ ଟେଷ୍ଟ କରାଯିବ । ସକାଳ ସାଢେ ୮ଟାରୁ ଅପରାହ୍ନ ୫ ଯାଏଁ ଟେଷ୍ଟ ଚାଲିବ । ସମସ୍ତ ବିଧାୟକ, ମନ୍ତ୍ରୀ, ସୁରକ୍ଷାକର୍ମୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ଟେଷ୍ଟ…

ଭାବପ୍ରବଣ ହୋଇ ରଣଧୀର କହିଲେ ମୁଁ ଏବେ ଘରେ ଏକୁଟିଆ

ମୁମ୍ବାଇ: ରାଜୀବ କାପୁରଙ୍କ ମୃତ୍ୟୁ ପରେ ରଣଧୀର କାପୁର ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଛନ୍ତି । ଏକ ସାକ୍ଷାତକାରରେ ସେ କହଛନ୍ତି ମୁଁ ଜାଣିନି କଣ ଘଟୁଛି । ଏବେ ଏତେ ବଡ ଘରେ ମୁଁ ଏକୁଟିଆ ହୋଇ ପଡିଛି ବୋଲି କହିଛନ୍ତି । ୨ ବର୍ଷ ମଧ୍ୟରେ ପରିବାରର ୪ ସଦସ୍ୟଙ୍କୁ ହରାଇ ସାରିଛି । ସମସ୍ତେ ମୋର…

ଓଡ଼ିଶାରେ ୮୦ ଲକ୍ଷ ପାର କଲା କୋଭିଡ୍ ଟେଷ୍ଟ, ଆଜି ଚିହ୍ନଟ ହେଲେ ୭୩ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିଲେ ବି ଦୈନିକ ସଂକ୍ରମଣ ଏବେ ଶହେ ଭିତରେ ରହୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୭୩ଜଣ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୯ଟି । ୧୯ ଜିଲ୍ଲାରୁ ନୂଆ ପଜିଟିଭ୍…