Latest Odisha News

BREAKING NEWS

Browsing Category

ଫିଚର

ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ୩୨୯ ରନରେ ଅଲଆଉଟ୍

ଚେନ୍ନାଇ: ଦ୍ୱିତୀୟ ଟେଷ୍ଟରେ ଭାରତ ୩୨୯ ରନରେ ଅଲଆଉଟ୍ ହୋଇଛି । ଗତକାଲିର ଅସମାପ୍ତ ୬ ଓ୍ୱିକେଟରେ ୩୦୦ ରନରୁ ଖେଳ ଆରମ୍ଭ କରି ଟିମ୍ ଇଣ୍ଡିଆ ଆଜି ମାତ୍ର ୨୯ ରନ୍ ଯୋଡ଼ିଥିଲା । ଏହି ୨୯ ରନ୍ ଭିତରେ ୪ଟି ଓ୍ୱିକେଟ ଖସାଇଥିଲେ ଇଂଲଣ୍ଡ ବୋଲର । ଗୋଟିଏ ଓଭରରେ ଅକ୍ଷର ପଟେଲ ଓ ଇଶାନ୍ତ ଶର୍ମାଙ୍କ…

ନିର୍ବାଚନ ପୂର୍ବରୁ CAAକୁ ନେଇ ରାଜନୀତି, କେରଳରେ ସଂଶୋଧିତ ଆଇନ୍ ଲାଗୁ ହେବନାହିଁ କହିଲେ ବିଜୟନ

ଥିରୁଅନନ୍ତପୁରମ୍: କେରଳରେ ଆଗକୁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନ ପୂର୍ବରୁ ସଂଶୋଧିତ ନାଗରିକତା ଆଇନକୁ ନେଇ ଆରମ୍ଭ ହୋଇଛି ଭୋଟ୍ ରାଜନୀତି । ଗୋଟିଏ ପଟେ କୋଭିଡ୍ ଟିକାକରଣ ସରିବା ପରେ ଦେଶରେ ସଂଶୋଧିତ ନାଗରିକା ଆଇନ୍ ଲାଗୁ ହେବା ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ।…

ପୁଲୱାମା ଆକ୍ରମଣର ସହିଦଙ୍କ ସ୍ମୃତିରେ ବିରାଟ ତ୍ରିରଙ୍ଗା ଯାତ୍ରା

ଭୁବନେଶ୍ୱର: ଜମ୍ମୁ କଶ୍ମୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ୨ ବର୍ଷ ପୁରିଛି  । ସହିଦ ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ । ଏହି ଅବସରରେ ଭୁବନେଶ୍ୱରରେ ବିରାଟ ତ୍ରିରଙ୍ଗା ଯାତ୍ରାର ଆୟୋଜନ କରାଯାଇଛି । ଭୁବନେଶ୍ୱର ଉତ୍କଳ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷରୁ ବାଣୀବିହାରରୁ…

କାବୁ ପାଉଛି କରୋନା: ୨୪ ଘଣ୍ଟାରେ ଦେଶରୁ ୧୨ ହଜାର ପଜିଟିଭ୍, ୧୧ ହଜାର ସୁସ୍ଥ, ୯୨ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଚେନ୍ ଭାଙ୍ଗୁଛି । ଦୈନିକ ସଂକ୍ରମଣ ଖସୁଛି । ସୁସ୍ଥ ହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ଆଉ ୧୨ହଜାର ୧୯୪ ଜଣ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୧ହଜାର ୧୦୬ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା…

ପୁଣି ବଢ଼ିଲା ତୈଳଦର, ମାଲକାନଗିରି ଜିଲ୍ଲାରେ ୯୪ ଟଙ୍କା ଡେଇଁଲା ପେଟ୍ରୋଲ

ଭୁବନେଶ୍ୱର: ହୁ ହୁ ହୋଇ ବଢ଼ିଚାଲିଛି ତୈଳଦର । ରାଜ୍ୟର ୨୦ଟି ଜିଲ୍ଲାରେ ପେଟ୍ରୋଲ ଦାମ ୯୦ ଟଙ୍କା ଉପରେ ରହିଛି । ରାଜ୍ୟର ପେଟ୍ରୋଲର ସର୍ବାଧିକ ଦର ମାଲକାନଗିରି ଜିଲ୍ଲାରା ଲିଟର ପିଛା ୯୪ ଟଙ୍କା ୮ ପଇସା ରହିଛି । ଲଗାତାର ଦୈଳଦର ବଢ଼ୁଥିବା ବେଳେ ଆସନ୍ତାକାଲି ୬ ଘଣ୍ଟିଆ ହରତାଳ ଡାକରା…

ପୁରୀ ପୋଲିସର ସ୍ପେଶାଲ୍ ଅପରେସନ: ବିଭିନ୍ନ ସ୍ଥାନରୁ ୧୦ ଡକାୟତ ଗିରଫ

ପୁରୀ: ଅପରାଧୀଙ୍କୁ ସାବାଡ କରୁଛି ପୁରୀ ପୋଲିସ । ବିଭିନ୍ନ ସ୍ଥାନରେ ରେଡ୍ କରି ଡକାୟତଙ୍କୁ ପିନ୍ଧାଉଛି ହାଡ଼କଡ଼ି । ପୁରୀ ବଳିଆପଣ୍ଡା ଓ ପିପିଲି ଅଞ୍ଚଳରୁ ୧୦ ଜଣ ଲୁଟେରାଙ୍କୁ ଗିରଫ କରିଛି ପୁରୀ ପୋଲିସ । ସେମାନଙ୍କ ନିକଟରୁ ବିଭିନ୍ନ ପ୍ରକାର ମାରଣାସ୍ତ୍ର ବି ଜବତ ହୋଇଛି । ପୁରୀ…

ପୋଡ଼ି ହୋଇ ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

କେନ୍ଦ୍ରାପଡ଼ା: ନିଆଁରେ ପୋଡ଼ି ହୋଇ ସ୍ତ୍ରୀ ମୃତ । ଗୁରୁତର ଅବସ୍ଥାରେ ସ୍ୱାମୀ ହସ୍ପିଟାଲରେ ଭର୍ତ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତର୍ଗତ ଅରଡପଲ୍ଲୀ ଗାଁରେ । ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଘର ଭିତରେ ପୋଡ଼ି ହୋଇ…

ଉତ୍ତରାଖଣ୍ଡ ପ୍ରଳୟକୁ ସପ୍ତାହେ; ତପୋବନ ସୁଡ଼ଙ୍ଗରୁ ଆଉ ୫ ମୃତଦେହ ଉଦ୍ଧାର, ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି

ଡେରାଡୁନ୍: ସପ୍ତାହେ ହେଲା ସ୍ତବ୍ଧ ତପୋବନ । ଚାମୋଲି ଜିଲ୍ଲାରେ ବରଫ ପାହାଡ଼ ଧସିବା ପରେ ସୃଷ୍ଟି ହୋଇଥିଲା ଜଳପ୍ରଳୟ । ପ୍ରକୃତିର କୋପ ଆଗରେ ନିସହାୟ ହୋଇ ଯାଇଥିଲେ ସମସ୍ତେ । ଏହି ଘଟଣାରେ ମୃତ୍ୟୁସଂଖ୍ୟା ୪୩କୁ ବୃଦ୍ଧି ପାଇଛି । ରବିବାର ଉଦ୍ଧାର କାର୍ଯ୍ୟ ବେଳେ ତପୋବନ ସୁଡ଼ଙ୍ଗରୁ ଆଉ ୫…

ମାଲକାନଗିରିରୁ ହନୁମାନ ପଇସା ରାକେଟର ପର୍ଦ୍ଦାଫାସ, ୩ ଗିରଫ

ମାଲକାନଗିରି: ହନୁମାନ ପଇସା ରାକେଟ୍‌ର ପର୍ଦ୍ଦାଫାସ୍‌ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାରୁ ଗିରଫ ହୋଇଛନ୍ତି ୩ ଜଣ । ଚିତ୍ରକୋଣ୍ଡା ବଜାରରେ ଜଣଙ୍କ ଘରେ ଚଢ଼ାଉ ବେଳେ ବିପୁଳ ପରିମାଣର ହନୁମାନ ପଇସା, ରତ୍ନ ପଥର, ହରିଣ ଛାଲ ଓ ଡବଲ ବ୍ୟାରେଲ ବନ୍ଧୁକ ଜବତ କରିଛି ଚିତ୍ରତକୋଣ୍ଡା ଥାନା…

ପୁଣି ମହାଭିଯୋଗରୁ ବର୍ତ୍ତିଗଲେ ଟ୍ରମ୍ପ, ସପକ୍ଷରେ ଭୋଟ୍ ଦେଲେ ରିପବ୍ଲିକନ ପାର୍ଟିର ୭ ସାଂସଦ

ୱାଶିଂଟନ୍: ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦ୍ୱିତୀୟ ଥର ଲାଗି ମହାଭିଯୋଗରୁ ବଞ୍ଚି ଯାଇଛନ୍ତି ।  କ୍ୟାପିଟାଲ ହିଂସାକୁ ନେଇ ଜାନୁଆରୀ ୬ରେ ସିନେଟ୍ ଟ୍ରମ୍ପଙ୍କୁ ଦୋଷୀ କହିଥିଲା । ଆମେରିକା ସିନେଟରେ ହୋଇଥିବା ଭୋଟିଂରେ ୫୭ ସିନେଟର ଟ୍ରମ୍ପଙ୍କୁ ମହାଭିଯୋଗରେ ଦୋଷୀ ପାଇଥିବା…