Latest Odisha News

BREAKING NEWS

Browsing Category

ଫିଚର

ବିସିସିଆଇର ନୂଆ ଫିଟନେସ ଟେଷ୍ଟରେ ୬ ଖେଳାଳି ବିଫଳ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡର ନୂତନ ଫିଟନେସ ଟେଷ୍ଟରେ ୬ଯୁବ ଖେଳାଳି ବିଫଳ ହୋଇଛନ୍ତି । ଖେଳାଳିମାନଙ୍କୁ ୮.୩୦ ମିନିଟରେ ୨କିଲୋମିଟର ଦୌଡିବାକୁ କୁହାଯାଇଥିଲା । ଏହାର ନାମ ୟୋ ୟୋ ଟେଷ୍ଟ ରଖାଯାଇଛି । ଖେଳାଳିମାନେ ଏନସିଏରେ ଏହି ଟେଷ୍ଟ ଦେଇଥିଲେ । ସଞ୍ଜୁ ସାମସନ, ଈଶାନ…

ରଥ ନିର୍ମାଣ ଲାଗି ପୁରୀରେ ପହଞ୍ଚିଲା ରଥ କାଠ

ପୁରୀ : ଚଳିତବର୍ଷ ରଥଯାତ୍ରା ଲାଗି ନୟାଗଡ଼ ଦଶପଲ୍ଲା ବନାଞ୍ଚଳରୁ ପୁରୀକୁ ପଠାଗଲା ପ୍ରଥମ ପର୍ଯ୍ୟାୟ ରଥକାଠ । ଦଶପଲ୍ଲା ବନାଞ୍ଚଳର ପୋଖରୀଗୋଚ୍ଛା ଜଙ୍ଗଲରୁ ୨ ଟ୍ରିପ୍ କାଠ ସଂଗ୍ରହ କରାଯାଇ ପୁରୀକୁ ପଠା ଯାଇଛି । ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ । ଏଥିପାଇଁ ଆଜି ନୟାଗଡ଼…

କଟାମୁଣ୍ଡ ମାମଲାରେ ୩ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ

ଭୁବନେଶ୍ବର : ମହିଳାଙ୍କୁ ହତ୍ୟା ପରେ ମୁଣ୍ଡ କାଟିବା ମାମଲାରେ ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ହତ୍ୟାକାରୀ ୨ ଅଭିଯୁକ୍ତଙ୍କୁ ୩ ଦିନିଆ ରମାଣ୍ଡରେ ନେଇଛି କମିଶନରେଟ ପୋଲିସ । ୨ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଜେଏମ୍ଏଫସି କୋର୍ଟ । ପୋଲିସ…

କାଳିଆ ଯୋଜନାରେ ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ୧୨୭୨ କୋଟି ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଦିନ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ପ୍ରଦାନ କରିଛନ୍ତି। ୫୩ ଲକ୍ଷରୁ ଅଧିକ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି। ସମୁଦାୟ ୧୨୭୨ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି। ଏହି…

ନାଗେଶ ଟ୍ରଫି କ୍ରିକେଟ: ଓଡିଶାର ବିଜୟଧାରା ଜାରି, ହରିୟାଣାକୁ ହରାଇଲା

ଭୁବନେଶ୍ୱର:ବେଙ୍ଗାଲୁରରେ ଖେଳାଯାଉଥିବା ନାଗେଶ ଟ୍ରଫି (ଜାତୀୟ ଟି୨୦ ଦୃଷ୍ଟି ବାଧିକ କ୍ରିକେଟ)ରେ ଓଡିଶାର ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ଶୁକ୍ରବାର ଓଡିଶା ୪୭ ରନରେ ହରିୟାଣାକୁ ପରାସ୍ତ କରି ବିଜୟ ଧାରା ଜାରି ରଖିଛି । ଏ ଗ୍ରୁପରୁ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ସାରିଥିବା ଓଡିଶା…

ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ

ଭୁବନେଶ୍ବର : ବିଧାନସଭା ବଜେଟ୍ ଅଧିବେଶନ ପୂର୍ବରୁ ବିଧାୟକଙ୍କର ହେବ କୋଭିଡ୍ ଟେଷ୍ଟ । ଆସନ୍ତା ଫେବ୍ରୁଆରି ୧୫ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ କୋଭିଡ ଟେଷ୍ଟ କରାଯିବ । ଏହି ଟେଷ୍ଟରେ ବିଧାୟକମାନଙ୍କ ସହିତ ସେମାନଙ୍କ ସୁରକ୍ଷାକର୍ମୀ, ଡ୍ରାଇଭରମାନେ ବି ସାମିଲ ହେବେ ।…

ଜୟପୁର ଏୟାରଷ୍ଟ୍ରିପର ବିକାଶମୂଳକ କାର୍ଯ୍ୟର ତଦାରଖ

ଜୟପୁର : ଜୟପୁର ଏୟାରଷ୍ଟ୍ରିପରୁ ଉଡ଼ିବ ବିମାନ । ୬ ମାସ ଭିତରେ ସରିବ କାମ । ପ୍ରମୁଖ ସଚିବ ମଧୁସୂଦନ ପାଢୀଙ୍କ ନେତୃତ୍ୱରେ ଆସିଥିବା ଏକ ପ୍ରତିନିଧି ଦଳ ଜୟପୁର ଏୟାରଷ୍ଟ୍ରିପରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଉଡ଼ାଣ ଯୋଜନାରେ ଜୟପୁର ଏୟାରଷ୍ଟ୍ରିପରୁ ବିମାନ ଉଡ଼ାଣ ହେବାକୁ…

ଇସ୍ତଫା ଦେଲେ ଟିଏମସିର ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ

ନୂଆଦିଲ୍ଲୀ:ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ଆଜି ତୃଣମୂଳ କଂଗ୍ରେସର ସିନିୟର ନେତା ଦୀନେଶ ତ୍ରିବେଦୀ ରାଜସଭାରୁ ଇସ୍ତଫା ଦେଇଛନ୍ତି । ଏହା ମମତା ବାନାର୍ଜୀଙ୍କ ପ୍ରତି ଏକ ବଡ ଧକ୍କା ସଦୃଶ । ମୁଁ ଅଣ ନିଃଶ୍ୱାସୀ ହୋଇ ପଡିଥିଲି । ରାଜ୍ୟରେ ହିଂସା ରୋକିବାରେ ବ୍ୟକ୍ତିଗତ ଭାବେ ବିଫଳ । ଆମେ…

ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ବାଇ-ଲ ତୁରନ୍ତ ପ୍ରତ୍ୟାହାର ଲାଗି ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏକାମ୍ର କ୍ଷେତ୍ରର ଦୁଇ ମନ୍ଦିର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିରରୁ ପ୍ରସ୍ତାବିତ ବାଇ-ଲ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦାବି କରିଛନ୍ତି । ଏ ନେଇ ସେ ଟ୍ୱିଟ୍ କରିଛନ୍ତି । Central Govt should immediately withdraw the…

ଆଇପିଏଲ ନିଲାମ ପାଇଁ ଶର୍ଟଲିଷ୍ଟ ଜାରି

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗ୍ ୧୪ତମ ସିଜନ ପାଇଁ ଖେଳାଳିଙ୍କ ମିନ ଅକ୍ସନ ୧୮ ଫେବୃୟାରୀରେ ହେବ । ଏଥିପାଇଁ ୧୬୪ ଭାରତୀୟ ଓ ୧୨୮ ବିଦେଶୀ ଖେଳାଳିଙ୍କ ଶର୍ଟଲିଷ୍ଟ କରାଯାଇଛି । ୧. ଆଫଗାନିସ୍ତାନର ସ୍ପିନ ବୋଲର ନୂର ଅହମ୍ମଦ ସବୁଠାରୁ ଯୁବ ଖେଳାଳି(୧୬ବର୍ଷ) ଭାବେ ନିଲାମ ପ୍ରକ୍ରିୟାରେ…