Latest Odisha News

BREAKING NEWS

Browsing Category

ଫିଚର

ପୁଅ ସହ ସୁଇମିଂ ପୁଲରେ ମଜା ଉଠାଇଲେ ହାର୍ଦ୍ଦିକ-ନତାଶା

ମୁମ୍ବାଇ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ପତ୍ନୀ ନତାଶା ଷ୍ଟାନାକୋଭିଚ ବୁଧବାର ପୁଅ ଅଗସ୍ତ୍ୟ ସହ ପ୍ରଥମ ଥର ପାଇଁ ସୁଇମିଂ ପୁଲରେ ମଜା ଉଠାଇଛନ୍ତି । ଏହାର ଫଟୋ ହାର୍ଦ୍ଦିକ ଶେୟାର କରିବା ସହ କ୍ୟାପଶନରେ ଲେଖିଛନ୍ତି ଦି କୁଲ ଫର ଦି ପୁଲ୍ । ଏହା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି । ନତାଶା…

ନାଁ ଟା ତାହାହେଲେ ଶିବରାଜ ! ଘୋଡରେ ବସି ସ୍କୁଲ ଆସୁଛି ଏହି ୫ମ ଶ୍ରେଣୀର ଛାତ୍ର

ଭୋପାଳ: ମଧ୍ୟପ୍ରଦେଶର ଶିବରାଜ ନାମକ ଛାତ୍ର ଏବେ ସାରା ଭାରତରେ ଚର୍ଚ୍ଚାର କାରଣ ସାଜିଛି । ଖଣ୍ଡୱାର ଛୋଟ ଗାଁ ଗୋରାଡିମାଲରେ ରହୁଥିବା ୫ମ ଶ୍ରେଣୀର ଛାତ୍ର ଶିବରାଜ ୫ କିଲୋମିଟର ଦୂରରେ ଥିବା ସ୍କୁଲକୁ ଘୋଡା ଚଳାଇ ଯାଉଛନ୍ତି । କରୋନା ଯୋଗୁ ସ୍କୁଲ ବନ୍ଦ ଥିଲା । ଏହା ଖୋଲିବା ପରେ ବସ୍ ଏବଂ…

ଉତ୍ତରାଖଣ୍ଡ ହିମସ୍ଖଳନରେ ଓଡିଶାର ଦୁଇ ନିଖୋଜ

ତପୋବନ: ଉତ୍ତରାଖଣ୍ଡ ଚମୋଲିରେ ହିମସ୍ଖଳନରେ ନିଖୋଜ ୨୦୦ ବ୍ୟକ୍ତିଙ୍କ ମଧ୍ୟରେ ଦୁଇ ଜଣ ଓଡିଆ ଥିବା ଜଣାପଡିଛି । ଉଦ୍ଧାରକାରୀ ଟିମ୍ ତପୋବନ ସୁଡଙ୍ଗ ଭିତରେ ଖୋଜାଖୋଜି କରୁଛନ୍ତି । ମାତ୍ର ୩୨ ଜଣଙ୍କର ମୃତଦେହ ମିଳିପାରିଛି । ଓଡିଶାରୁ ନିଖୋଜ ଥିବା ଦୁଇ ବ୍ୟକ୍ତି ମଧ୍ୟରୁ ଜଣେ ଭଦ୍ରକ…

ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ଗିରଫ ହୋଇଥିବା ଗହନାଙ୍କୁ କରୋନା

ମୁମ୍ବାଇ: ନିକଟରେ ସଫ୍ଟ ପର୍ଣ୍ଣ ଫିଲ୍ମ ର‌୍ୟାକେଟରେ ସମ୍ପୃକ୍ତି ନେଇ ଗିରଫ ହୋଇଥିବା ଗହନା ବଶିଷ୍ଠ ଓରଫ ବନ୍ଦନା ତିୱାରୀ କରୋନା ପଜିଟିଭ ଥିବା ଜଣାପଡିଛି । ଗହନା ୧୦ ଫେବୃୟାରୀରୁ କ୍ରାଇମବାଂଚ କଷ୍ଟଡିରେ ରହିଛି । ତାଙ୍କୁ ଗିରଫ ଏବଂ ଜେରା କରିଥିବା ଅଧିକାରୀମାନଙ୍କୁ କ୍ୱାରେଂଟାଇନରେ…

ଏବେ ବି ଭାରତରେ ସକ୍ରିୟ ଅଛନ୍ତି ୮୦ ଚୀନ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଏବେ ବି ୮୦ ଚୀନ କମ୍ପାନୀ ସକ୍ରିୟ ଅଛନ୍ତି ବୋଲି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କହିଛନ୍ତି । ପୂର୍ବରୁ ୯୨ କମ୍ପାନୀ ରିଜର୍ଭ ବ୍ୟାଙ୍କରୁ ଅନୁମତି ନେଇ ଭାରତରେ ବ୍ୟବସାୟ କରୁଥିଲେ । ଭାରତୀୟ କମ୍ପାନୀଙ୍କୁ ଚୀନ ସହ କାରୋବାର ନ କରିବା ପାଇଁ କୌଣସି…

ବିଜୟ ହଜାରେ ଟ୍ରଫି ପାଇଁ ୨୨ଜଣିଆ ଓଡିଶା ଦଳ ଘୋଷିତ

ଭୁବନେଶ୍ୱର: ବାଙ୍ଗାଲୋରରେ ୨୦ ଫେବୃୟାରୀରୁ ଆରମ୍ଭ ହେବାକୁ ଯାଉଥିବା ବିଜୟ ହଜାରେ ଟ୍ରଫି ପାଇଁ ବୁଧବାର ୨୨ ଜଣିଆ ଓଡିଶା ଦଳ ଘୋଷଣା କରାଯାଇଛି । ଦଳର ନେତୃତ୍ୱ ଶାନ୍ତନୁ ମିଶ୍ର ନେବେ । ଚୟନ କମିଟି ମୂଖ୍ୟ ପ୍ରଭଞ୍ଜନ ମଲ୍ଲିକଙ୍କ ଉପସ୍ଥିତିରେ ଏହି ଦଳ ବଛା ଯାଇଥିଲା । ଖେଳାଳିଙ୍କ ନାମ:…

ଗୁରୁତର ଅବସ୍ଥାରେ ପୁରୀରୁ ବିଦେଶୀ ଉଦ୍ଧାର, କଣ୍ଟାବୁଦାରେ ବସି କରୁଥିଲେ ତପସ୍ୟା

ପୁରୀ: ଶ୍ରୀକ୍ଷେତ୍ର ପୁରୀରୁ ଜଣେ ବିଦେଶୀ ଇସ୍କନ ଶ୍ରଦ୍ଧାଳୁଙ୍କି ଉଦ୍ଧାର କରାଯାଇଛି । ବଳିଆପଣ୍ଡା ଥାନା ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରିଛି ପୋଲିସ । ବିଦେଶୀ ଜଣଙ୍କ ଋଷିଆର ମହା ଆନନ୍ଦ ବୋଲି ଜଣାପଡ଼ିଛି । ସେ ବଳିଆପଣ୍ଡା ଥାନା ଅନ୍ତର୍ଗତ ବେଳାଭୂମିରେ ଥିବା ଏକ କଣ୍ଟାବୁଦାରେ ବସି କିଛିଦିନ…

ଇରାନ ଧର୍ମଗୁରୁ ଡରାଇଲେ, କରୋନା ଭ୍ୟାକ୍ସିନ ସମଲିଙ୍ଗୀ କରାଇଦେବ

ତେହେରାନ: କୋଭିଡ-୧୯ର ମୁକାବିଲା ପାଇଁ ବିଭିନ୍ନ ଦେଶ ପକ୍ଷରୁ ଭ୍ୟାକ୍ସିନ ବାହାର କରାଯିବା ପରେ ଏବେ ଏହାକୁ ଦିଆଯିବା ଆରମ୍ଭ ହୋଇଛି । ଏହା ମଧ୍ୟରେ ଇରାନର ଏକ ଧର୍ମଗୁରୁ ଲୋକମାନଙ୍କୁ ଏଥିନେଇ ଭୟର ବାତାବରଣ ସୃଷ୍ଟି କରାଉଛନ୍ତି । ସେ କହିଛନ୍ତି ଭ୍ୟାକ୍ସିନ ନେବା ପରେ ଲୋକେ ସମଲିଙ୍ଗୀ ପାଲଟି…

ଓସ୍କାର ଦୌଡରୁ ବାଦ୍ ପଡିଲା ଜଲ୍ଲିକଟ୍ଟୁ, ବିଟ୍ଟୁ ରେସରେ ଅଛି

ମୁମ୍ବାଇ: ସମ୍ମାନଜନକ ୯୩ତମ ଓସ୍କାର ଏକାଡେମୀ ପୁରସ୍କାର ପାଇଁ ଭାରତ ପକ୍ଷରୁ ଜଲ୍ଲିକଟ୍ଟୁକୁ ମନୋନୀତ କରାଯାଇଥିଲା । ତେବେ ଏହା ଶର୍ଟଲିଷ୍ଟରେ ସ୍ଥାନ ପାଇବାରେ ବିଫଳ ହୋଇଛି । ତେବେ ଲାଇଭ ଆକ୍ସନ ଶର୍ଟଫିଲ୍ମ କାଟାଗୋରିରେ କରିଶ୍ମା ଦୁବେଙ୍କ ବିଟ୍ଟୁ ଏବେ ବି ଦୌଡରେ ରହିଛି । ଫାଇନାଲ…

ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଲେ ହାଇକୋର୍ଟ

ଥିରୁଅନନ୍ତପୁରମ୍: ୨୯ ଲକ୍ଷ ଟଙ୍କାର ଠକେଇ ମାମଲାରେ ଗିରଫ ହେବେନି ସନ୍ନି ଲିଓନି । ଅଭିନେତ୍ରୀ ସନ୍ନି ଲିଓନିଙ୍କ ଗିରଫଦାରୀ ଉପରେ କେରଳ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ସନ୍ନିଙ୍କ ଆଣ୍ଟିସିପାଟୋରୀ ବେଲ୍ ଆବେଦନର ଶୁଣାଣି କରି ଏଭଳି ରାୟ ଦେଇଛନ୍ତି କେରଳ ହାଇକୋର୍ଟ । ୨୯ ଲକ୍ଷ ଟଙ୍କା ଠକେଇ…