Latest Odisha News

BREAKING NEWS

Browsing Category

ଫିଚର

ନାଗେଶ ଟ୍ରଫି: ଓଡିଶାର କ୍ରମାଗତ ଦ୍ୱିତୀୟ ବିଜୟ

ଭୁବନେଶ୍ୱର: ଚଳିତ ନାଗେଶ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟ (ଦୃଷ୍ଟିହୀନ ଟି୨୦)ରେ ଓଡିଶା କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି । ସଚିନ ତେନ୍ଦୁଲକର ଗ୍ରାଉଣ୍ଡରେ ଓଡିଶା ୧୨୨ ରନରେ ପଶ୍ଚିମବଙ୍ଗକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ଓଡିଶା ପଙ୍କଜଙ୍କ ୯୬ ଏବଂ ଲାଲ ପ୍ରସାଦ ସୋରେନଙ୍କ ୪୬…

୮ଟି ଶିଳ୍ପ ପ୍ରକଳ୍ପକୁ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍ସ କମିଟିର ମଞ୍ଜୁରୀ, ୩୧୫୩ ଜଣଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ କମିଟି ୧୨୪୨ କୋଟିର ୮ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରି ଦେଇଛି । ୮ଟି ଶିଳ୍ପରେ ୩୧୩୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଡିଜିଟାଲ୍ ମୋଡରେ ବସିଥିବା ବୈଠକରେ ଏହି…

କାଲିଠୁ ରାଜ୍ୟରେ ଖୋଲିବ ଇଂଜିନିୟରିଂ କଲେଜ, ୧୭ରୁ ପାଠପଢ଼ା

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଖୋଲିବ ସବୁ ଇଞ୍ଜିନୟରିଂ କଲେଜ୍ । ଏହାସହ ୧୭ ତାରିଖରୁ କ୍ଲାସ ରୁମରେ ଆରମ୍ଭ ହେବ ପାଠପଢ଼ା । କୋଭିଡ ଗାଇଡଲାଇନ ଭିତରେ ପାଠ ପଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଇଟିଆଇ, ପଲିଟେକନିକ୍ ଓ ଇଞ୍ଜିନିୟରିଂ କଲେଜ ଗୁଡିକରେ ପାଠପଢା ହେବ। ସେହିପରି…

କମୁଛି କରୋନା : ୧୫ ରାଜ୍ୟରେ ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ

ନୂଆଦିଲ୍ଲୀ : ଦେଶରେ ସୁଧୁରୁଛି କରୋନା ସ୍ଥିତି । କରୋନାରେ ଗତ ୨୪ ଘଣ୍ଟାରେ ଦେଶର ୧୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ କାହାର ମୃତ୍ୟୁ ହୋଇନଥିବା ସରକାର ଘୋଷଣା କରିଛନ୍ତି । ଦେଶରେ ବିଗତ ୫ ସପ୍ତାହ ହେଲାଣି କରୋନା ସଂକ୍ରମଣ ହାର ହ୍ରାସ ପାଉଛି । ସେହିପରି ଗତ ଗୋଟିଏ ସପ୍ତାହ…

ଶଶି ଥରୁର ଓ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସ ଟ୍ରାକ୍ଟର ରାଲି ବେଳେ ଘଟିଥିବା ହିଂସାକାଣ୍ଡ ଘଟଣାରେ ବରିଷ୍ଠ କଂଗ୍ରେସ ନେତା ଶିଶ ଥରୁର, ସାମ୍ବାଦିକ ରାଜଦୀପ ସରଦେଶାଇ ଓ ଅନ୍ୟ ୫ ସାମ୍ବାଦିକଙ୍କ ଗିରଫଦାରୀ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଏମାନେ ସମସ୍ତେ ଟ୍ରାକ୍ଟର ରାଲି ବେଳେ ସୋସିଆଲ ମିଡିଆ ଓ…

ରିପୋର୍ଟ ଦେଲେ ହୁର ତଦନ୍ତକାରୀ ଟିମ୍‌: ଚୀନ ଲ୍ୟାବରୁ କରୋନା ବ୍ୟାପିନି

ବେଜିଂ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର ତଦନ୍ତକାରୀ କମିଟି କରେନା ଭାଇରସ ଉତ୍ପତି ନେଇ ରିପୋର୍ଟ ଦାଖଲ କରିଛନ୍ତି । ଚୀନର ଉହାନ ସହରକୁ ସେମାନେ ତଦନ୍ତ ପାଇଁ ଯାଇଥିଲେ । ରିପୋର୍ଟରେ ୨୦୧୯ ଡିସେମ୍ବର ପୂର୍ବରୁ ଉହାନ କରୋନାମୁକ୍ତ ଥିଲା ବୋଲି ଘୋଷଣା କରିଛନ୍ତି । ଏହା ପରେ ବାଦୁଡିରୁ କିପରି…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନବୀନଙ୍କ କ୍ୟାବିନେଟ୍ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ବୟନଶିଳ୍ପ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା, ମହିଳା ଓ ଶିଶୁ…

ଦିଲ୍ଲୀରେ ପୁଣି ବାର୍ଡ ଫ୍ଲୁ ଆତଙ୍କ

ନୂଆଦିଲ୍ଲୀ : ପୁଣି ଦିଲ୍ଲୀରେ ବାର୍ଡ ଫ୍ଲୁ ଆତଙ୍କ । କିଛି ଦିନ ତଳେ ଜାତୀୟ ପ୍ରାଣୀ ଉଦ୍ୟାନରୁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଥିବା ବେଳେ, ଏବେ ପୁଣି ୭ଟି ନମୁନା ପଜିଟିଭ ଆସିଥିବା ଜଣାପଡ଼ିଛି । ବାର୍ଡ ଫ୍ଲୁ ବ୍ୟାପିକାକୁ ଦୃଷ୍ଟିରେ ରଖି ଜାତୀୟ ପ୍ରାଣୀ ଉଦ୍ୟାନରୁ ମୋଟ ୭ଟି ନମୁନାକୁ ପରୀକ୍ଷା…

୨୦୧୯-୨୦ର ସମସ୍ତ ନବମ ଶ୍ରେଣୀ ପିଲା ୨୦୨୧ ମେ’ ମାସରେ ଦେଇପାରିବେ ମାଟ୍ରିକ୍ ପରୀକ୍ଷା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଲାଗି ବଡ଼ ଖବର । ୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଦେଇପାରିବେ ମାଟ୍ରିକ୍ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ୨୦୨୧ ମେ’ ମାସରେ ଆୟୋଜିତ ହେବାକୁ ଥିବା ବାର୍ଷିକ ସାର୍ଟିଫିକେଟ୍ ପରୀକ୍ଷା ଦେଇପାରିବେ ବୋଲି…

ରାଜ୍ୟ ସ୍ୱାର୍ଥ ନେଇ ପୁଣି ରାଜ୍ୟସଭାରେ ଦାବି ରଖିଲେ ସାଂସଦ ସସ୍ମିତ ପାତ୍ର

ଭୁବନେଶ୍ୱର : ରାଜ୍ୟର ବିକାଶ ନେଇ ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ଏହି ପ୍ରସଙ୍ଗରେ ଆଲୋଚନା କରିବା ସହ କେନ୍ଦ୍ର ସରକାର ଓଡ଼ିଶା ପ୍ରତି କରିଥିବା ଅବହେଳା କଥା ମଧ୍ୟ ଉଠାଇଛନ୍ତି । ତେଣୁ କେନ୍ଦ୍ର ସରକାର ଓଡ଼ିଶାର ଦାବିକୁ ପୂରଣ କରନ୍ତୁ…