Latest Odisha News

BREAKING NEWS

Browsing Category

ଫିଚର

ସମ୍ବିଧାନ ଦିବସ; ନଭେମ୍ବର ୨୬ରେ କାହିଁକି ହୋଇଥାଏ ପାଳନ

ନୂଆଦିଲ୍ଲୀ: ନଭେମ୍ବର ୨୬ ତଥା ଆଜିର ଦିନରେ ଆମ ଦେଶର ପାଳିତ ହେଉଛି ‘ସମ୍ବିଧାନ ଦିବସ’। ୧୯୪୯ ନଭେମ୍ବର‌ ୨୬ ତାରିଖରେ ‘ସମ୍ବିଧାନ ସଭା’ ଦ୍ବାରା ଆମ ସମ୍ବିଧାନ ଗୃହୀତ ହୋଇଥିଲା ଏବ˚ ପର ବର୍ଷ ଜାନୁଆରି ୨୬ରେ ଲାଗୁ କରାଯାଇଥିଲା। ହେଲେ ୨୦୧୫ରୁ ଏହି ଦିବସ ପାଳନ କରାଯାଉଛି। ସେହି…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶିଫଳ   ତା୨୬-୧୧-୨୦୨୦ ଗୁରୁବାର ଆଜି ଦିନର ମହତ୍ତ୍ୱ. ଆଜି ହେଉଛି ୨୦୨୦ ମସିହା ନଭେମ୍ବର ତା ୨୬ ରିଖ ଗୁରୁବାର ବିଛା ୧୧ ଦିନ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ୱାଦଶୀ ତିଥି ରେବତୀ ନକ୍ଷତ୍ର ମୀନ ଚନ୍ଦ୍ର ଘାତ ବାର-: ତୁଳା ଓ କୁମ୍ଭ ରାଶିର ଘାତ ଚନ୍ଦ୍ର:- ଧନୁ ରାଶି ପୁରୁଷ ଓ ତୁଳା…

ଆରପାରିରେ ଫୁଟବଲ ଯାଦୁଗର ମାରାଡୋନା !

ଭୁବନେଶ୍ୱର: ଆର୍ଜେଣ୍ଟିନାର ମହାନ୍ ଫୁଟବଲର୍ ଡିଏଗୋ ମାରାଡୋନା । ସାରା ବିଶ୍ୱରେ ଜଣେ ଅନନ୍ୟ ଖେଳାଳି ରୂପେ ଇତିହାସର ସ୍ୱର୍ଣ୍ଣ ପୃଷ୍ଠାରେ ତାଙ୍କ ନାଁ ଲିପିବଦ୍ଧ । ତେବେ ବୁଧବାର ଏହି ମହାନ ଖେଳାଳି ଅଗଣିତ ଫୁଟବଲ ପ୍ରେମୀଙ୍କୁ ଏକାକି କରି ଆରପାରିକୁ ଚାଲିଯାଇଛନ୍ତି । ସ୍ଥାନୀୟ ଗଣମାଧ୍ୟମର…

ଆଖିବୁଜିଲା କନ୍ଧମାଳର ଯୋଡାମୁଣ୍ଡ ଶିଶୁ କାଳିଆ

କଟକ: ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକାଳିଆ ମଧ୍ୟରୁ କାଳିଆର କଟକ ଏସସିବିରେ ଆଜି ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ହୋଇଛି । ଆଜି ଆପରାହ୍ନରେ ସେ ଗୁରୁତର ହୋଇପଡିବାରୁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାର ଚିକିତ୍ସା କରୁଥିଲେ । କିନ୍ତୁ ସବୁ ଚେଷ୍ଟା ସତ୍ତ୍ବେ ସେ କିଛି ସମୟ ତଳେ ସେ…

ନ୍ୟୁଜିଲାଣ୍ଡ ସଂସଦରେ ସଂସ୍କୃତରେ ଶପଥପାଠ କରି ଇତିହାସ ରଚିଲେ ଗୌରବ

ହାମିଲଟନ: ନ୍ୟୁଜିଲାଣ୍ଡରେ ନିକଟରେ ସମ୍ପନ୍ନ ହୋଇଥିବା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍ଡେନଙ୍କ ପାର୍ଟି ବିଜୟ ହାସଲ କରିଛି । ବୁଧବାର ନ୍ୟୁଜିଲାଣ୍ଡ ସଂସଦରେ ନିର୍ବାଚନରେ ବିଜୟୀ ହୋଇଥିବା ଭାରତୀୟ ବଂଶୋଦ୍ଭବ ଗୌରବ ଶର୍ମା ଶପଥପାଠ କରିଥିଲେ । ତେବେ ସଂସ୍କୃତରେ ଶପଥପାଠ କରି ସେ…

ପାହ୍ୟା ସାଧାରଣ, କର୍ମ ଅସାଧାରଣ !

ନନ୍ଦୁରବାର: ପେଶାରେ ଜଣେ ସାଧାରଣ ଅଙ୍ଗନୱାଡି କର୍ମୀ । ହେଲେ ଲୋକଙ୍କ ପାଖରେ ସେ ପାଲଟିଛନ୍ତି ଭଗବାନ ସଦୃଶ । ସ୍ୱଳ୍ପ ଆୟ, ଅସ୍ଥାୟୀ ଚାକିରୀ । ହେଲେ ମନରେ ନାହିଁ କୌଣସି ଅବଶୋଷ । ନିଃସ୍ୱାର୍ଥପର ଭାବେ ଆଦିବାସୀ ସଂପ୍ରଦାୟର ଲୋକଙ୍କ ପାଇଁ ଅବିରତ ଖଟି ଚାଲିଛନ୍ତି । ଏପରିକି କି କରୋନା…

ନ୍ୟୁଜିଲାଣ୍ଡ ସମୁଦ୍ର କୂଳରେ ପଡିରହିଛି ଶହେରୁ ଊର୍ଦ୍ଧ୍ୱ ତିମିଙ୍କ ମୃତ ଦେହ

ୱିଲିଂଟନ: ନ୍ୟୁଜିଲାଣ୍ଡର ସମୂଦ୍ର କୂଳରେ ଶହ ଶହ ତିମି ଓ ଡଲଫିନଙ୍କ ମୃତଦେହ ଚାଥମ ଦ୍ୱୀପରେ ପଡିରହିଛି । ବୁଧବାର ସୁଦ୍ଧା ୯୭ ତିମି ଏବଂ ୩ଟି ଡଲଫିନଙ୍କ ମୃତ ଦେହ ଲାଗିଛି ।୩୦ ପାଖାପାଖି ତିମିଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ଚିକିତ୍ସା କରାଯାଉଛି…

ପରୀ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ: କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

ଭୁବନେଶ୍ୱର: ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିଷ୍ପତ୍ତି ନେଲେ ସରକାର। ଏନେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି। ପରୀକୁ ଅପହରଣ ପରେ ହତ୍ୟା କରାଯାଇଥିବା ସେ ସ୍ପଷ୍ଟ କରିଛନ୍ତି । ପରୀର ଶବ ନଷ୍ଟ ହୋଇଯାଇଥିବାରୁ କେଉ…

ଭାରତୀୟ ନୌସେନାରେ ଆମେରିକୀୟ ଡ୍ରୋନ୍‌, ଚୀନ୍ ଉପରେ ରଖିବ ନଜର

ନୂଆଦିଲ୍ଲୀ: ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକୀୟ ଡ୍ରୋନ୍ । ଚୀନ୍ ସହ ସୀମା ବିବାଦକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନୌସେନାରେ ଏହି ଦୁଇଟି ଡ୍ରୋନ୍ ସାମିଲ କରାଯାଇଛି । ଚୀନ୍ ସୀମାରେ ଏହି ଡ୍ରୋନ୍ ମୁତୟନ କରାଯାଇପାରେ । ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗର…

ରୋହିତଙ୍କ ବାପାଙ୍କୁ କରୋନା, ଅଷ୍ଟ୍ରେଲିଆ ଏଥିପାଇଁ ଯାଇ ନ ଥିଲେ କି !

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଦିନିକିଆ ଓ ଟି୨୦ ଉପ ଅଧିନାୟକ ରୋହିତ ଶର୍ମାଙ୍କ ବାପାଙ୍କୁ କରୋନା ହୋଇଥିବା ଜଣାପଡିଛି । ଟାଇମ୍ସ ନାଓ ଖବର ଅନୁସାରେ ରୋହିତ ଆଘାତ ସମସ୍ୟା ଯୋଗୁଁ ନୁହେଁ ବାପାଙ୍କ ଲାଗି ଅଷ୍ଟ୍ରେଲିଆ ଗସ୍ତରେ ଯାଇ ନାହାନ୍ତି । ପୂର୍ବରୁ ସେ ଅଷ୍ଟ୍ରେଲିଆ ଗସ୍ତରେ କାହିଁକି ଗଲେ…