Latest Odisha News

BREAKING NEWS

Browsing Category

ଫିଚର

[ଭିଡିଓ] ଆମେରିକୀୟ ଗାୟିକା ମେରି ମିଲବେନ୍ ଗାଇଲେ ହିନ୍ଦୀ ଭଜନ !

ଭୁୁବନେଶ୍ୱର: ଜଣାଶୁଣା ଆମେରିକୀୟ ଗାୟିକା ମେରି ମିଲବେନ୍ । ଦୀପାବଳି ଅବସରରେ ଏହି ବିଦେଶୀ ଗାୟିକା ନିଜ କଣ୍ଠରେ ଏକ ହିନ୍ଦୀ ଭଜନକୁ ସଜାଇ ଚର୍ଚ୍ଚାକୁ ଆସିଛନ୍ତି । ଭଜନର ଲିରିକ୍ସ ଲାଇନ୍ ଓମ୍ ଜୟ ଜଗଦିଶ ହରେ ଥିବାବେଳେ ସୋସିଆଲ୍ ମିଡିଆରେ ଏହା ଭାଇରାଲ୍ ହୋଇଛି । ବୁଧବାର ଏହି ଭଜନକୁ…

ସେହ୍ୱାଗଙ୍କ ଶ୍ରେଷ୍ଠ ଆଇପିଏଲ ଏକାଦଶରେ ରୋହିତଙ୍କୁ ସ୍ଥାନ ନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ ବୀରେନ୍ଦ୍ର ସେହ୍ୱାଗ ନିକଟରେ ସମ୍ପନ୍ନ ହୋଇଥିବା ଆଇପିଏଲର ଶ୍ରେଷ୍ଠ ଏକାଦଶ ବାଛିଛନ୍ତି । ତେବେ ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମାଙ୍କୁ ସ୍ଥାନ ମିଳି ନାହିଁ । ଯାହା କି ଅନେକଙ୍କୁ ଚକିତ କରିଛି ।…

ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ କନଭୟ ଉପରେ ଆକ୍ରମଣ

କୋଲକାତା: ନିର୍ବାଚନ ଉଷ୍ମତା ବଢ଼ିବା ପରେ ପଶ୍ଚିମବଙ୍ଗ ପୁଣି ସାଇଲେଂଟରୁ ଭାଓଲେଂଟ ହେଉଛି । ବିଜେପି ଓ ଟିଏମସି ନେତା ଏଥର ମୁହାଁ ମୁହିଁ ହେବା ଆରମ୍ଭ କରିଛନ୍ତି । ବିଜେପିର ବେଙ୍ଗଲ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଓ ଅନ୍ୟ ଦଳୀୟ ନେତାଙ୍କ କନଭୟ ଉପରେ ଆଜି ଜୋରଦାର ଆକ୍ରମଣ କରାଯାଇଛି ।…

କଟକରେ ୪୬.୩୯ % ଲୋକଙ୍କ ଦେହରେ ଆଣ୍ଟିବଡି

କଟକ: ଧୀରେ ଧୀରେ ରାଜ୍ୟରେ କମୁଛି କରୋନା । ଏଥିସହ ସୁସ୍ଥ ହାର ମଧ୍ୟ ବଢ଼ିଚାଲିଛି । ଏଥିସହ ଲୋକଙ୍କ ଦେହରେ ବିକଶିତ ହେଉଛି ଆଂଟିବଡି । କଟକ ସହରରେ ୪୬.୩୯ ପ୍ରତିଶତ ଲୋକଙ୍କ ଦେହରେ ଆଣ୍ଟିବଡି ବିକଶତି ହୋଇଛି। ଆର୍‌ଏମ୍‌ଆର୍‌ସି ପକ୍ଷରୁ କରାଯାଇଥିବା ସେରୋ ସର୍ଭେ ରିପୋର୍ଟରୁ ଏଭଳି ତଥ୍ୟ…

ଟିଏମସି ଛାଡିବେ ଶୁଭେନ୍ଦୁ, ଅମିତ ଶାହଙ୍କ ଗସ୍ତ ପରେ ରାଜନୀତି ଜୋର ଧରିଲା

କୋଲକାତା: ବିହାର ନିର୍ବାଚନ ସଫଳତା ପରେ ପଶ୍ଚିମବଙ୍ଗରେ ରାଜନୀତି ସରଗରମ ଜୋର ଧରିଛି । ଅମିତ ଶାହଙ୍କ ଗସ୍ତ ପରେ ଟିଏମସିର ପ୍ରମୁଖ ନେତା ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ବିରୋଧ କରିବା ଆରମ୍ଭ କରିଛନ୍ତି । ଗୁରୁବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଯୋଗ ନ ଦେବା ଫଳରେ…

୬ ମାସ ମଧ୍ୟରେ ହେବ ପୌର ନିର୍ବାଚନ !

ଭୁବନେଶ୍ୱର: ପୌର ନିର୍ବାଚନକୁ ନେଇ ୨ ବର୍ଷ ହେବ ଲାଗି ରହିଛି ଅଚଳାବସ୍ଥା । ଏହାରି ଭିତରେ କେବେ ହେବ ପୌର ନିର୍ବାଚନ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଗଲାଣି। ଦୀର୍ଘ ୩ ବର୍ଷ ଧରି ପୌର ନିର୍ବାଚନ ହୋଇନଥିବା ବେଳେ ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ରବୀନ୍ଦ୍ରନାଥ ସାହୁ ଆଜି ଏନେଇ ସୂଚନା…

ରାଉରକେଲାରେ ଏ ବର୍ଷ ଛଟ୍ ପୂଜା ମନା

ରାଉରକେଲା: ଏ ବର୍ଷ ରାଉରକେଲାରେ ହେବନି ଛଟ୍ ପୂଜା । ଏଥିସହ ନଭେମ୍ବର ୩୦ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ । କରୋନା ଯୋଗୁଁ ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଏହାଛଡ଼ା ନଭେମ୍ବର ୩୦ ତାରିଖ ଯାଏଁ ରାଉରକେଲା ସହରରେ କୌଣସି ପୂଜା ହେବ ନାହିଁ। ଛଟ୍‌ ପୂଜା ପରି ଦୀପାବଳି,…

ବଲିଉଡ ଅଭିନେତା ଆସିଫ ବସ୍ରାଙ୍କ ଆତ୍ମହତ୍ୟା

ମୁମ୍ବାଇ: ବଲିଉଡ ଅଭିନେତା ଆସିଫ ବାସ୍ରା ଗୁରୁବାର ଆତ୍ମହତ୍ୟା କରିଛନ୍ତି ବୋଲି ପୋଲିସର ପ୍ରାରମ୍ଭିକ ରିପୋର୍ଟରୁ ଜଣାପଡିଛି । ହିମାଚଳପ୍ରଦେଶର କାଙ୍ଗଡାଜିଲାରେ ସେ ଭଡା ରହୁଥିବା ଘରେ କୁକୁର ବନ୍ଧା ବେଲ୍ଟରେ ଆତ୍ମହତ୍ୟା କରିଛନ୍ତି । ରିପୋର୍ଟ ମୁତାବକ ଅଭିନେତା ଆସିଫ ୫ ବର୍ଷ ହେବ…

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ମନା

ପୁରୀ: ଏଥର ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ପିଣ୍ଡଦାନ କରିପାରିବେନି ସାଧାରଣ ଲୋକ । ଚଳିତ ବର୍ଷ କରୋନା ପାଇଁ ସିଂହଦ୍ୱାର ସମ୍ମୁଖରେ ପୟା ଶ୍ରାଦ୍ଧ ତଥା ପିଣ୍ଡ ଦାନ କରିବାକୁ ମନା ହୋଇଛି। ପୟା ଶ୍ରାଦ୍ଧ କ’ଣ? ଘରେ ରହି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପୟାଶ୍ରାଦ୍ଧ କରିବାକୁ ଲୋକମାନଙ୍କୁ…

କରୋନା ଟିକା ପାଇଁ ୯୦୦ କୋଟି

ନୂଆଦିଲ୍ଲୀ: ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆତ୍ମନିଭର ଭାରତ ୩.୦ ଘୋଷଣା କରିଛନ୍ତି । ଏଥିରେ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ଟିକା ପାଇଁ ୯ ଶହ କୋଟି ଟଙ୍କା ଘୋଷଣା ହୋଇଛି । କୋଭିଡ ସୁରକ୍ଷା ମିଶନ ଜରିଆରେ ବାୟୋଟେକ୍ନୋଲଜି ବିଭାଗକୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା…