Latest Odisha News

BREAKING NEWS

Browsing Category

ଫିଚର

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର: ହାରୁଛି କରୋନା ଜିତୁଛି ଓଡ଼ିଶା । ରାଜ୍ୟରେ କମୁଛି ଦୈନିକ ସଂକ୍ରମଣ । ଏହି କ୍ରମରେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦୈନିକ ସଂକ୍ରମଣ ସଂଖ୍ୟା ୬୦ ତଳକୁ ଖସିଛି । ଗତ ୨୪ ଘଂଟାରେ ଭୁବନେଶ୍ୱରରେ ୫୯ଟି ନୂଆ ମାମଲା ସାମ୍ନାକୁ ଆସିଛି । Update on newly detected #COVID19…

ଦୀପାବଳିରେ ଭାରତ-ଚୀନ ସୀମାରେ ଶାନ୍ତିର ଦୀପ ଜଳିବ !

ନୂଆଦିଲ୍ଲୀ:ଲଦାଖର ପୂର୍ବାଂଚଳରେ ଭାରତ-ଚୀନ ସୀମା ବିବାଦର ଉତେଜନା ଏବେ ମଧ୍ୟ ହ୍ରାସ ପାଇନି । ବାରମ୍ବାର ଆଲୋଚନା ବିଫଳ ହେବା ପରେ ଏଥର କିନ୍ତୁ ଆଶା ଉଜ୍ଜୀବିତ ହୋଇଛି । ଦୀପାବଳି ପୂର୍ବରୁ ଭାରତ-ଚୀନ ବିବାଦୀୟ ଅଂଚଳରୁ ପଛକୁ ହଟିବା ନେଇ ରାଜି ହୋଇଛନ୍ତି । ଫିଙ୍ଗର ଏବଂ ପୋଙ୍ଗାଙ୍ଗ ହ୍ରଦ…

ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ

ମୁମ୍ବାଇ: ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ମିଳିଲା ଜାମିନ । ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ଫଳରେ ସେ ୮ ଦିନ ପରେ ଜେଲ୍‌ରୁ ମୁକ୍ତି ପାଇବେ । ୨୦୧୮ ଏକ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ଅର୍ଣ୍ଣବଙ୍କୁ ଗିରଫ କରିଥିଲା ।…

କିଏ ଡ୍ରାମେବାଜ? ଫାତିମା ନା’ ଦିଲଜିତ, ଦେଖନ୍ତୁ ଭିଡିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଫାତିମା ସନା ଶେଖଙ୍କୁ ଡ୍ରାମେବାଜ କହିଲେ ଅଭିନେତା ଦିଲ୍‌ଜିତ ଦୋସାଞ୍ଜ । ତେବେ ପ୍ରକୃତ ଜୀବନରେ ନୁହେଁ, ଅପ୍‌କମିଂ ଫିଲ୍ମ ‘ସୁରଜ ପେ ମଙ୍ଗଲ ଭାରି’ର ଏକ ଗୀତରେ ସେ ଏଭଳି କହିଛନ୍ତି । ରିଲିଜ ହୋଇଛି ଏହି ଫିଲ୍ମର ଏକ ପେପି ଟ୍ରାକ ତଥା ପାର୍ଟି ସଙ୍ଗ । ଏହି…

କରୋନା ଭାଇରସ: ଜୈବିକ ପ୍ରତିରୋଧ, ମହାମାରୀ ରୂପ ଦେଉଥିବା ଜିନ୍‌ର ଚିହ୍ନଟ

ନ୍ୟୁୟର୍କ: ଆମେରିକା ବୈଜ୍ଞାନିକମାନଙ୍କୁ ବୁଧବାର କରୋନା ଭାଇରସ ଗବେଷଣାରେ ବହୁତ ବଡ ସଫଳତା ମିଳିଛି । କରୋନା ଭାଇରସକୁ ପ୍ରତିରୋଧ କ୍ଷମତା ଓ ମହାମାରୀ ରୂପ ଦେଉଥିବା ଜିନର ଚିହ୍ନଟ ସେମାନେ କରିପାରିଛନ୍ତି । ଏହା ଦ୍ୱାରା କରୋନା ଭାଇରସର ଭ୍ୟାକ୍ସିନ ପ୍ରସ୍ତୁତ କରିବାରେ ସହାୟ ହେବ । କରୋନା…

ମନ୍ଦିର ଖୋଲିବାକୁ ଦାବି, ଆଜିଠୁ ସେବାୟତଙ୍କ ଘଣ୍ଟ ପ୍ରତିବାଦ ଆରମ୍ଭ

ଭୁବନେଶ୍ୱର: କରୋନା କଟକଣା ମଧ୍ୟରେ ରାଜ୍ୟର ସବୁ ମନ୍ଦିର ବନ୍ଦ ରହିଛି । ତେବେ ମନ୍ଦିର ଖୋଲିବା ପାଇଁ ଦାବି କରୁଛନ୍ତି ସେବାୟତ । ଏଥିପାଇ ଓଡ଼ିଶା ମନ୍ଦିର ସେବାୟତ ସଂଘ ପକ୍ଷରୁ ଆଜିଠାରୁ ପ୍ରତିଦିନ ୯ ମିନିଟ୍ ଘଂଟ ବାଡେଇ ପ୍ରତିବାଦ ଆରମ୍ଭ ହୋଇଛି । ଆସନ୍ତା ୨୦ ତାରିଖ ଯାଏଁ ଏଭଳି ପ୍ରତିବାଦ…

ଡେଲିଭରି ବୟ ନାଁରେ ୧୦ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ

ରାଉରକେଲା: ଜଣେ ଡେଲିଭରି ବୟ ନାଁରେ ୧୦ ଲକ୍ଷ ଟଙ୍କାର ଜିଏସ୍‌ଟି ଠକେଇ ହୋଇଛି । ଏଭଳି ଅଭିଯୋଗ ଆସିଛି ଇସ୍ପାତ ନଗରୀ ରାଉରକେଲାରୁ । କମ୍ପାନୀ ଖୋଲି ୭୦ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ କରି ଜିଏସ୍‌ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ଜିଏସ୍‌ଟି ଅଧିକାରୀ ସୂଚନା ଦେଇଛନ୍ତି ।

ଅର୍ଣ୍ଣବ ଗୋସ୍ୱାମୀ ମାମଲା: ବିରକ୍ତି ହେଲେ ସୁପ୍ରିମକୋର୍ଟ, ମହାରାଷ୍ଟ୍ର ସରକାରଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ: ରିପବ୍ଲିକ ଟିଭି ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଅନ୍ତରୀଣ ଜାମିନ ଆବେଦନ ଶୁଣାଣିବେଳେ ସୁପ୍ରିମକୋର୍ଟ କଡା ମନ୍ତବ୍ୟ ଦେଇଛନ୍ତି । ଯଦି ରାଜ୍ୟ ସରକାର ବ୍ୟକ୍ତିବିଶେଷଙ୍କୁ ଟାର୍ଗେଟ କରିବେ, ତାହେଲେ ସେମାନେ ଜାଣିବା ଦରକାର ଯେ ପ୍ରତ୍ୟେକ ନାଗରିକଙ୍କ ସ୍ୱାଧୀନତା ରକ୍ଷା କରିବା…

ଜୟଦେବ ବାଟିକା ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଜୟଦେବ ବାଟିକାରୁ ଅଜଣା ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ତେବେ ତାଙ୍କୁ ହତ୍ୟା କରାଯାଇଛି ନା ସେ ନିଜେ ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଖଣ୍ଡଗିରି ଥାନା ପୋଲିସ ଓ ଫୋରେନସିକ୍ ଟିମ୍ ତଦନ୍ତ ଜାରି ରଖିଛି । ସୂଚନା…

ବଲିଉଡ ଡ୍ରଗ୍ସ ଲିଙ୍କ: NCBରେ ହାଜର ହେଲେ ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା

ମୁମ୍ବାଇ: ଡ୍ରାଗ୍ସ ଲିଙ୍କ ମାମଲାରେ ଏନ୍‌ସିବି ଅଫିସ୍‌ରେ ହାଜର ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଗାର୍ଲଫ୍ରେଣ୍ଡ ଗେବ୍ରିଏଲା ଡେମୋଟ୍ରିଏଡସ । ଏନ୍‌ସିବି ଆଜି ସାକଳେ ପଚରାଉଚରା କରିବା ପାଇଁ ତାଙ୍କୁ ସମନ ପଠାଇଥିଲା । ଗେବ୍ରିଏଲାଙ୍କ ସହ ଅଜୁର୍ନଙ୍କୁ ମଧ୍ୟ ପଚରାଉଚରା ପାଇଁ ସମନ…