Latest Odisha News

BREAKING NEWS

Browsing Category

ଫିଚର

ବିହାର ରେଜଲ୍ଟ; ତେଜସ୍ୱୀ ଯାଦବଙ୍କ ପାଇଁ ଖଳନାୟକ ସାଜିଲେ ଓବେସି

ପାଟନା: ବିହାରରେ ବିରୋଧୀ ଦଳର ମହାମେଣ୍ଟ ବିଜେପି ଏବଂ ବିଶେଷକରି ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ବିଫଳ ହୋଇଛି। ବିଜେପି ନେତୃତ୍ୱାଧୀନ ଏନଡିଏ ଏଠାରେ ସମ୍ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଗତକାଲି ବିଳମ୍ବିତ ରାତିରେ ନିର୍ବାଚନ ଆୟୋଗ ସମସ୍ତ ୨୪୩ଟି ଆସନରେ ଫଳାଫଳ ଘୋଷଣା…

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ରାଶି ଫଳ   ତା୧୧-୧୧-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ୨୦୨୦ ମସିହା ନଭେମ୍ବର ତା ୧୧ ରିଖ ବୁଧବାର ତୁଳା ୨୬ ଦିନ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ଏକାଦଶୀ ତିଥି ଉତ୍ତରାଫାଲଗୁନୀ ନକ୍ଷତ୍ର ସିଂହ ଚନ୍ଦ୍ର ଦିନ ୧୨ଟା ୩ ମିନିଟ୍ ପର୍ଯ୍ୟନ୍ତ ତାପରେ କନ୍ୟା ଚନ୍ଦ୍ର ଭୋଗ ହେବ ।  ଘାତ…

ବିହାର ନିର୍ବାଚନ ଫଳାଫଳରେ ଏବେ ବି ସସ୍ପେନ୍ସ ଜାରି :ଏନଡିଏ ୧୨୩, ମହାଗଠବନ୍ଧନ ୧୧୩

ପାଟନା: ବିହାର ନିର୍ବାଚନ ଫଳାପଳ ଭାରତ-ପାକିସ୍ତାନ ମ୍ୟାଚର ରୋମାଂଚକୁ ପଛରେ ପକାଇ ଦେଇଛି । ରାତି ୯ଟା ୩୦ରେ ପ୍ରାପ୍ତ ରିପୋର୍ଟ ଅନୁସାରେ ଏନଡିଏ ୧୨୩ ଓ ମହାଗଠବନ୍ଧନ ୧୧୩ ରେ ଆଗେଇଛନ୍ତି । ଏନଡିଏ ସରକାର ଗଢ଼ିବା ପାଇଁ ଆବଶ୍ୟକ ୧୨୨ ସିଟରୁ ଆଗରେ ଥିଲେ ମଧ୍ୟ ଖୁସି ମନାଇ ପାରୁ ନାହିଁ ।…

ଆୟାର, ପନ୍ତଙ୍କ ଲଢ଼ୁଆ ବ୍ୟାଟିିଂ, ମୁମ୍ବାଇ ସମ୍ମୁଖରେ ୧୫୭ ରନର ଲକ୍ଷ୍ୟ

ଦୁବାଇ: ଶ୍ରେୟାଶ ଆୟାର ଓ ଋଷଭ ପନ୍ତଙ୍କ ଲଢ଼ୁଆ ବ୍ୟାଟିଂ ସହାୟତାରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ ଫାଇନାଲରେ ଦିଲ୍ଲୀ କ୍ୟାପିଟାଲ୧୫୭ ରନର ବିଜୟ ଲକ୍ଷ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସମ୍ମୁଖରେ ରଖିଛି । ଦିଲ୍ଲୀ ୨୦ ଓଭରରେ ୭ ଉଇକେଟ ହରାଇ ୧୫୬ ରନ କରିଥିଲା । ଟସ୍ ଜିତି ଦିଲ୍ଲୀ ଅଧିନାୟକ…

ବିଜେଡି ଦଖଲରେ ବାଲେଶ୍ୱର ଓ ତିର୍ତ୍ତୋଲ; ବିଜୟୀ ପ୍ରାର୍ଥୀଙ୍କୁ ସୁପ୍ରିମୋଙ୍କ ଶୁଭେଚ୍ଛା

ଭୁବନେଶ୍ୱର: ବାଲେଶ୍ଵରରେ ପୁଣି ବାଜିଲା ଶଙ୍ଖ। ବାଲେଶ୍ଵର ଓ ତିର୍ତ୍ତୋଲ ବିଧାନସଭା ଲାଗି ଆସନ ଲାଗି ଚାଲିଥିବା ଭୋଟ ଗଣତି ଶେଷ ହୋଇଛି। ଏହି ଦୁଇ ଉପନିର୍ବାଚନରେ ବିଜୁ ଜନତା ଦଳ ବାଜିମାତ୍‌ କରିଛି । ଯଦିଓ ବିଜେଡିର ବିଜୟ ସୁନିଶ୍ଚିତ ହୋଇଛି ତେବେ ନିର୍ବାଚନ ଅଧିକାରୀଙ୍କ ଆନୁଷ୍ଠାନିକ…

ଓଡ଼ିଶାରୁ ସୁସ୍ଥ ହେଲେ ଆଉ ୧୪୪୮ କରୋନା ରୋଗୀ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୪୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ ଷ୍ଟେଟ୍ ପୁଲକୁ ସମେତ ରାଜ୍ୟର ୨୯ ଜିଲ୍ଲାରୁ ୧୪୪୮ କୋଭିଡ ସଂକ୍ରମିତ ସୁସ୍ଥ…

ବିବାହ ଓ ଅନ୍ତ୍ୟେଷ୍ଟି ଲାଗି ବିଏମସିର ନୂଆ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ବିବାହ ଏବଂ ଅନ୍ତ୍ୟେଷ୍ଟି କ୍ରିୟା ସମ୍ବନ୍ଧୀୟ ଏକ ନୂଆ ନିର୍ଦ୍ଦେଶାନାମା ଜାରି କରାଯାଇଛି। ବିଏମସିର ନୂଆ ନିୟମ ଅନୁଯାୟୀ, ବିବାହ ସମ୍ବନ୍ଧୀୟ କାର‌୍ୟ୍ୟରେ ଯୋଗଦାନ କରିବା…

ଆଇପିଏଲ ଫାଇନାଲ : ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ଆଇପିଏଲର ଫାଇନାଲରେ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହେଉଛନ୍ତି । ଟସ୍ ଜିତି ଦିଲ୍ଲୀ କ୍ୟାପିଟାଲ୍ସ କ୍ୟାପଟେନ୍ ଶ୍ରେୟସ ଆୟର୍ ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛନ୍ତି । ଚାରିଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବୋଲିଂ କରିବ । ମୁମ୍ବାଇ…

ଲକ୍ଷ୍ମୀରେ ଶରଦଙ୍କ ଆଗରେ ଫିକା ପଡିଲେ ଅକ୍ଷୟ

ମୁମ୍ବାଇ: ସୋମବାର ରିଲିଜ୍ ହୋଇଥିଲା ବିବାଦୀୟ ତଥା ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ । ତେବେ ଆଶାନୁଯାୟୀ ଦର୍ଶକଙ୍କ ତରଫରୁ ଫିଲ୍ମକୁ ମିଳିନି ଏତେଟା ସକରାତ୍ମକ ପ୍ରତିକ୍ରିୟା । ଅକ୍ଷୟଙ୍କ ନିକଟରୁ ଦର୍ଶକ ଅନେକ କିଛି ଆଶା କରିଥିଲେ ବି ଶେଷରେ ସମସ୍ତେ ନିରାଶ ହୋଇଛନ୍ତି । ହେଲେ ଫିଲ୍ମରେ…

ବିହାର ନିର୍ବାଚନ: ସନ୍ଧ୍ୟା ହେଲା ଲଣ୍ଠନ ପୁଣି ଜଳିଲା

ପାଟନା: ବିହାର ନିର୍ବାଚନରେ ଘଡିକେ ଘୋଡା ଛୁଟୁଛି । ପ୍ରାରମ୍ଭିକ ପର୍ଯ୍ୟାୟରେ ମହାଗଠବନ୍ଧନ ଏବଂ ଏହା ପରେ ଏନଡିଏ ସରକାର ଗଢ଼ିବା ଟ୍ରେଣ୍ଡ ଧରିଥିଲା । ତେବେ ସନ୍ଧ୍ୟା ବେଳକୁ ପୁଣି ଲଣ୍ଠନ ଜଳିଛି । ଆରଜେଡି ନେତା ମଧ୍ୟ ବିଜୟୀ ନେଇ ଏବେ ମଧ୍ୟ ନିଶ୍ଚିତ ଅଛନ୍ତି । ଏନଡିଏ ୧୩୪ରୁ ୧୨୦କୁ ଖସି…