Latest Odisha News

BREAKING NEWS

Browsing Category

ଫିଚର

ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ

ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ୱବିଦୟାଳୟର ପୂର୍ବତନ କୁଳପତି ପ୍ରଫେସର ହରିହର ଦାସଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । କିଛି ଦିନ ପୂର୍ବରୁ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । ଚିକିତ୍ସା ପରେ ସୁସ୍ଥ ହେବାରୁ ଗତକାଲି ସେ ଘରକୁ ଫେରିଥିଲେ । ଆଜି ହଠାତ୍ ସେ…

ଉଜାଗର ହେଲା ପଞ୍ଜାବ ଗୁରୁଦ୍ୱାର କୂଅରୁ ମିଳିଥିବା ୨୮୨ ସୈନିକଙ୍କ କଙ୍କାଳର ରହସ୍ୟ

ମୋହାଲୀ: ପଞ୍ଜାବର ଅଜନାଲା ଗୁରୁଦ୍ୱାର ସ୍ଥିତ ଏକ କୂଅରୁ ୨୮୨ ସୈନିକଙ୍କ କଙ୍କାଳ ମିଳିଥିଲା । ପ୍ରାରମ୍ଭିକ ଯାଂଚରେ ଏହି କଙ୍କାଳ ୧୯୪୭ ଦଙ୍ଗାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ବୋଲି ଦର୍ଶାଯାଇଥିଲା । ମାତ୍ର ଦୀର୍ଘ ଦିନ ପରୀକ୍ଷଣ ପରେ ଏବେ ଏହାର ରହସ୍ୟ ଉଜାଗର ହୋଇଛି । ଏହି ସବୁ…

ପଠାନ ଫିଲ୍ମ ପାଇଁ ଜନ ଆବ୍ରାହମ ନେବେ ୨୦ କୋଟି!

ମୁମ୍ବାଇ: ଶାହାରୁଖ ଖାଁ ଅଭିନୀତ ପଠାନ ଫିଲ୍ମରେ ଖଳନାୟକ ଭୂମିକା ତୁଲାଇବା ପାଇଁ ଜନ ଆବ୍ରାହମ ୨୦ କୋଟି ଟଙ୍କା ଦାବୀ କରିଛନ୍ତି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ହି ଫିଲ୍ମ ୟଶରାଶ ବ୍ୟାନରରେ ନିର୍ମିତ ହେଉଛି । ଜିରୋ ଫିଲ୍ମର ବିଫଳତା ପରେ ଶାହାରୁଖ ଏହି…

‘ଶୀତ ଦିନ ପାଇଁ ସାବଧାନ’

ଭୁବନେଶ୍ୱର: ରାଜ୍ୟରେ ଏବେ କରୋନା ତଳମୁହାଁ ରହିଛି । ହେଲେ ରାଜ୍ୟରୁ କରୋନାର କୋପ କମିନି । ଅନ୍ୟ ଭୂତାଣୁ ଓ କରୋନା ଭାଇରସ ମଧ୍ୟରେ ଅନେକ ଫରକ ରହିଛି । ଆଗକୁ ଶୀତ ଆସୁଥିବାରୁ ସଜାଗ ରହିବା ଆବଶ୍ୟକ । ଶୀତ ଲାଗି କରୋନା ବ୍ୟାପିବା ଅଧିକ ସମ୍ଭାବନା ରହିଥିବା ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ…

ନଭେମ୍ବର ୨୦ରୁ ବିଧାନସଭା ଶୀତ ଅଧିବେଶନ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨୦ରୁ ବସିବ ବିଧାନସଭା ଶୀତ ଅଧିବେଶନ । ଏହା ନଭେମ୍ବର ୨୦ରୁ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ । ବିଧାନସଭା ଶୀତ ଅଧିବେଶନର ପ୍ରଥମ ଦିନରେ ହିଁ ୨୦୨୦-୨୧ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଆଗତ ହେବ ବୋଲି କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଛି। ଚଳିତଥର…

ରାସ୍ତା ମଝିରେ ଦୁଇ ଯୁବତୀଙ୍କୁ ଛୁରାମାଡ

ନୂଆପଡା: ବିଚ ରାସ୍ତାରେ ଦୁଇ ଯୁବତୀଙ୍କୁ ଛୁରାମାଡ । ଥରେ କି ଦୁଇ ଥର ନୁହେଁ ବାରମ୍ବାର ଛୁରାମାଡ କଲା ଯୁବକ । ଏଭଳି ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା ବୋଡେନ୍ ବଜାର ରାସ୍ତାରେ । ଏକ ତରଫା ପ୍ରେମରେ ବିଫଳ ହେବା ପରେ ଯୁବକ ଜଣକ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଛୁରାମାଡରେ…

ମହାରାଷ୍ଟ୍ର ପରେ ଏବେ କେରଳରେ ପଶି ପାରିବନି CBI !

କେରଳ: ଏବେ କେରଳରେ ପଶି ପାରିବନି ସିବିଆଇ । ମହାରାଷ୍ଟ୍ର ସରକାରଙ୍କ ଭଳି ରାଜ୍ୟରେ ସିବିଆଇର ଅବାଧ ପ୍ରବେଶ ଉପରେ କେରଳ ସରକାର ରୋକ ଲଗାଇଛନ୍ତି। ପୂର୍ବରୁ ଥିବା ନିୟମ ଅନୁଯାୟୀ, ସିବିଆଇ ଯେ କୌଣସି ମାମଲାରେ କେରଳରେ ପଶି ତଦନ୍ତ କରିବାର କ୍ଷମତା ରଖିଥିଲା। ଏଥିପାଇଁ ରାଜ୍ୟ ସରକାର ଓ ସିବିଆଇ…

ପୁଣି ଯମୁନାକୁ ଫେରିଲା ବିଷାକ୍ତ ଫେଣ !

ନୂଆଦିଲ୍ଲୀ: କରୋନା ମହାମାରୀ ପାଇଁ ମାର୍ଚ୍ଚ ମାସରୁ ସାରା ଦେଶରେ ଲକଡାଉନ୍ ଆଦେଶ ଜାରି ହୋଇଥିଲା । ଦିଲ୍ଲୀର ଯମୁନା ନଦୀ ଅପ୍ରତ୍ୟଶିତ ଭାବେ ନିଜ ପୂର୍ବ ରୂପ ଫେରିପାଇଥିଲା । ହେଲେ ଯମୁନା ନଦୀର ଏହି ରୂପ ଯେ କ୍ଷଣସ୍ଥାୟୀ ତାହା ପୁଣିଥରେ ପ୍ରମାଣିତ ହୋଇଛି । ସରକାରଙ୍କ ଦ୍ୱାରା ଜାରି…

ଶ୍ରୀମନ୍ଦିର ବାଇଶି ପାହାଚର ସ୍ଥିିତି ଅନୁଧ୍ୟାନ କଲା ASI ଟିମ୍‌

ପୁରୀ: ଶ୍ରୀମନ୍ଦିର ବାଇଶି ପାହାଚର ମରାମତି ହେବ । ଏଥିପାଇଁ ଆଜି ପ୍ରତ୍ନତତ୍ତ୍ୱ ବିଭାଗ ତଥା ଏଏସ୍‌ଆଇର ୫ ଜଣିଆ ଟିମ୍ ଶ୍ରୀମନ୍ଦିର ଯାଇ ବାଇଶି ପାହାଚର ଅବସ୍ଥା ଓ ସ୍ଥିତି ଅନୁଧ୍ୟାନ କରିଛି । ଏଥିସହ ମହାଲକ୍ଷ୍ମୀ ମନ୍ଦିର ଭିତରର ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି ଏଏସ୍‌ଆଇ ଟିମ୍ ।…

ଲ୍ୟାଣ୍ଡମାଇନ୍ ଉଦ୍ଧାର, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍ ଯବାନଙ୍କୁ ମିଳିଛି ବଡ ସଫଳତା । ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଗୋରାସେତୁ ଜଙ୍ଗଲରେ ଠାବ ହୋଇଛି ମାଓ କ୍ୟାମ୍ପ । କମ୍ୱିଂ ଅପରେଶନ୍‌ରେ ଗଲା ବେଳେ ମିଳିଲା ଲ୍ୟାଣ୍ଡମାଇନ୍‌। ଏଥିସହ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି। ସ୍ୱାଭିମାନ…