Latest Odisha News

BREAKING NEWS

Browsing Category

ଫିଚର

ଓଡିଶା ଇନଫ୍ରାଟେକର ନିର୍ଦ୍ଦେଶକ ଗିରଫ

ଭୁବନେଶ୍ୱର: କ୍ରାଇମ୍ ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ରବିବାର ଦିନ ଜମି କେଳେଙ୍କାରୀ ଅଭିଯୋଗରେ ଓଡିଶା ଇନଫ୍ରାଟେକ୍ ପ୍ରା. ଲି.ର ନିର୍ଦ୍ଦେଶକ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରିଛି । ଯାହାଙ୍କୁ ପରବର୍ତ୍ତୀ ସମୟରେ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଇଓଡବ୍ଲ୍ୟୁର…

ପ୍ଲେ ଅଫ ରେସରୁ ବାଦ୍ ପଡିଲା ପଞ୍ଜାବ

ଆବୁଧାବି: ଇଣ୍ଡିଆନ ପ୍ରିମିୟର ଲିଗ୍ ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ପ୍ଲେଅଫକୁ ଯାଇପାରି ନାହିଁ । ତେବେ ରବିବାର ଚେନ୍ନାଇ ୯ ଉଇକେଟରେ କିଙ୍ଗ୍‌ସ ଏକାଦଶ ପଞ୍ଜାବକୁ ହରାଇ ଦେଇଛି । ଫଳରେ ପଞ୍ଜାବ ପ୍ଲେ ଅଫ ଦୌଡରୁ ବାଦ୍ ପଡିଛି । ଏହି ମ୍ୟାଚ୍‌ରେ ଚେନ୍ନାଇ ଟିମ୍ ଟସ୍ ଜିଣି…

“RRR” ନିର୍ଦ୍ଦେଶକ ରାଜାମୌଲୀଙ୍କୁ ଖୋଲା ଧମକ ଦେଲେ ସାଂସଦ !

ତେଲେଙ୍ଗାନା: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣକ ପରେ ଜଣେ ଫିଲ୍ମ ନିର୍ଦ୍ଦେଶକଙ୍କୁ ମିଳୁଛି ଖୋଲା ଧମକ । କିଛିଦିନ ପୂର୍ବରୁ ବାୟୋପିକ ୮୦୦କୁ ନିର୍ମାଣ ନେଇ ନିର୍ଦ୍ଦେଶକ ସିନୁ ରାମାସ୍ୱାମୀଙ୍କୁ ମିଳିଥିଲା ଖୋଲା ଧମକ । ଆଉ ଏବେ "RRR" ଫିଲ୍ମର ନିର୍ଦ୍ଦେଶକ ତଥା ବାହୁବଲି ଫେମ୍ ଏସ୍‌.ଏସ୍…

‘ମୋ ଧାମ ମୋ ଗର୍ବ’ ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ସ୍ୱଚ୍ଛତା ପାଇଁ ଆରମ୍ଭ କରାଯାଇଥିବା "ମୋ ଧାମ ମୋ ଗର୍ବ" ଅଭିଯାନର ଲୋଗୋ ଓ ଟ୍ୟାଗଲାଇନ ଉନ୍ମୋଚିତ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି। ଲୋକାର୍ପଣ ଉତ୍ସବରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ,…

[ଭିଡିଓ] ଦ୍ୱନ୍ଦ ଦୂର କଲେ ଧୋନୀ, ଜାରି ରହିବ ଖେଳ !

ଦୁବାଇ: ଚଳିତ ବର୍ଷ ଆଇପିଏଲ୍‌ରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ଓ ଝଡ ଉଠିଛି । ଖରାପ ଫର୍ମ, ଲଗାତାର ମ୍ୟାଚରେ ପରାଜୟ, ଦଳରେ ଯୁବ ଖେଳାଳିଙ୍କ ଅଭାବ, ବରିଷ୍ଠ ଖେଳାଳି ମ୍ୟାଚ ଜିତିଇବାରେ ଅସଫଳ ଓ ଶେଷରେ ପ୍ଲେ-ଅଫ୍‌ରୁ ବାଦ୍…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ନିର୍ମାଣଧୀନ ଅଯୋଧ୍ୟା ମନ୍ଦିରର ଫଟୋ, ସତ ନା ମିଛ ?

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଘୁରିବୁଲୁଛି ନିର୍ମାଣଧୀନ ଅଯୋଧ୍ୟା ରାମ ମନ୍ଦିରର ପ୍ରଥମ ଫଟୋ । ଏ ନେଇ ଖାସ କରି ଦୁଇଟି ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଅନେକ ଲୋକ ଏହି ଫଟୋର ସତ୍ୟତାକୁ ନେଇ ଅଙ୍ଗୁଳି ଉଠାଇବା ପରେ ଶେଷରେ ଟିମ୍ ଭାଇରାଲ୍ ପୋଷ୍ଟମୋର୍ଟମ ଆରମ୍ଭ କରିଥିଲା ଏହାର…

୪୦ ଘଣ୍ଟା ଜଳିପାରୁଛି ମାଟିରୁ ପ୍ରସ୍ତୁତ ଦୀପ

ନୂଆଦିଲ୍ଲୀ: ପାର୍ବଣ ଋତୁର ମଉଜ ଆରମ୍ଭ ହୋଇଯାଇଥିବା ବେଳେ ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ଦୀପାବଳି ପାଇଁ ସାରା ଦେଶରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ସମୟରେ ଛତିଶଗଡର କୋଣ୍ଡାଗାଁଓ ନିବାସୀ ଅଶୋକ ଚକ୍ରଧାରୀ ଏକ ମାଟି ଦୀପ ତିଆରି କରିଛନ୍ତି ଯାହା ଅ‌ାକର୍ଷଣର କେନ୍ଦ୍ର ପାଲଟିଛି।…

ହିଜବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ସଫା, ୭୨ ଘଂଟାରେ ଫୈସଲା ଅନ ଦି ସ୍ପଟ

ଶ୍ରୀନଗର:ଜମ୍ମୁ-କଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀଙ୍କୁ ଆଜି ବହୁତ ବଡ ସଫଳତା ମିଳିଛି । ବିଜେପି ନେତାଙ୍କ ହତ୍ୟାରେ ସାମିଲ ଥିବା ହିଜୁବୁଲ ମୁଜାହିଦ୍ଦିନ ମୁଖ୍ୟ କମାଣ୍ଡର ସୈଫୁଲ୍ଲା ପୋଲିସ ଗୁଳିରେ ଟଳିଛନ୍ତି । ମାତ୍ର ୭୨ ଘଂଟା ମଧ୍ୟରେ ଆତଙ୍କବାଦୀଙ୍କ ବିରୋଧରେ ଫୈସଲା ଅନ ଦି ସ୍ପଟ…

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ…

ଶେଫିଲ୍ଡ ଶିଲ୍ଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ: ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ପୁକୋଭସ୍କି-ମାର୍କସ୍ ହାରିସ୍

ସିଡନୀ: ଅଷ୍ଟ୍ରେଲିଆରେ ଚାଲିଥିବା ଘରୋଇ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଶେଫିଲ୍ଡ ଶିଲ୍ଡରେ ୩୦ ବର୍ଷ ତଳର ରେକର୍ଡ ଭାଙ୍ଗିଛି । ସାଉଥ୍ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଭିକ୍ଟୋରିଆର ଦୁଇ ଓପ୍ନର ୱିଲ୍ ପୁକୋଭସ୍କି ଓ ମାର୍କସ୍ ହାରିସ୍ ନୂତନ କୀର୍ତିମାନ କରିଛନ୍ତି । ଦୁହେଁ ପ୍ରଥମ ୱିକେଟ୍ ପାଇଁ…