Latest Odisha News

BREAKING NEWS

Browsing Category

ଫିଚର

ଖାସ୍ ପର୍ବ ପାଇଁ ବଜାରକୁ ଆସଲା ସୁନାରେ ପ୍ରସ୍ତୁତ ମିଠା !

ଗୁଜରାଟ: ବଜାରକୁ ଆସିଲା ସୁନାରେ ପ୍ରସ୍ତୁତ ମିଠା । ନାଁ ରହିଛି ଗୋଲ୍ଡ ଘାରି । ତେବେ ଖାଲି ନାଁ ନୁହେଁ ବରଂ ଏହି ମିଠାରେ ବି ରହିଛି ସୁନାର ଆବରଣ । ଏହି ମିଠା ଖାଇବାକୁ ହେଲେ ଆପଣଙ୍କୁ ସୁରଟ୍ ଯିବାକୁ ପଡିବ । ଏପରି ମିଠା ପ୍ରସ୍ତୁତ କରି ସୁରଟର ଏକ ମିଠା ଦୋକାନ ଚର୍ଚ୍ଚାକୁ ଆସିଛି ।…

କନ୍ନଡ ଜାଣିନଥିଲେ ମିଳିବନି ଚାକିରି !

ବେଙ୍ଗଳୁରୁ: ଏଣିକି ରାଜ୍ୟ ସରକାରଙ୍କ ଚାକିରି କରିବାକୁ ହେଲେ ରାଜ୍ୟର ସ୍ଥାନୀୟ ଭାଷା ଜାଣିବା ଜରୁରୀ । ଆଂଚଳିକ ଭାଷା ଜାଣିନଥିଲେ ମିଳିବନି ଚାକିରି । ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ବି ମିଳିବା ସମ୍ଭାବନା ନାହିଁ । ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ପରୀକ୍ଷା କରିବାକୁ…

ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ବିଳମ୍ବ ହେଉଛି କାହିଁକି, ରିପୋର୍ଟ ମାଗିବେ ଶିଶୁ ସୁରକ୍ଷା ଆୟୋଗ

ଭୁବନେଶ୍ୱର: ରାଜଧାନୀର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ମାମଲାରେ ଡିସିପି ଦେଇଥିବା ରିପୋର୍ଟ ଅନୁସାରେ କ୍ରାଇମବ୍ରାଂଚ ତଦନ୍ତ କରୁଛି । ଖୁବଶୀଘ୍ର କ୍ରାଇମବ୍ରାଂଚକୁ ତଦନ୍ତ ରିପୋର୍ଟ ମଗାଯିବ । ତେବେ ତଦନ୍ତ କାହିଁକି ବିଳମ୍ବ ହେଉଛି ସେନେଇ କ୍ରାଇମବ୍ରାଂଚକୁ ରିପୋର୍ଟ ମଗାଯିବ ବୋଲି ରାଜ୍ୟ…

୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର କଫ ସିରପ ଜବତ

କଟକ: କଟକରୁ ବିପୁଳ ପରିମାଣର ବେଆଇନ କଫ ସିରପ ଜବତ । ମର୍କତନଗର ଥାନା ଚଢ଼ାଉ କରି ୪ଲକ୍ଷ ୧୫ ହଜାର ଟଙ୍କାର ବେଆଇନ କଫ ସିରପ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି ପୋଲିସ । ଏମାନଙ୍କ ସହ ଆଉ କିଏ ସଂପୃକ୍ତ ଅଛି ସେନେଇ ତଦନ୍ତ ଜାରି ରଖିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ…

ଓଟିଭି ସିଏଫ୍‌ଓଙ୍କୁ ଉଠାଇନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଓଟିଭି ସିଏଫ୍ଓଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ। ଖୋର୍ଦ୍ଧା ଜିଲ୍ଲା ସାରୁଅ ଜମି କିଣାବିକା ମାମଲାରେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ କ୍ରାଇମ୍‌ବ୍ରାଞ୍ଚ ଉଠାଇ ନେଇଛି। କୌଣସି ନୋଟିସ୍ ନ ଦେଇ ତାଙ୍କୁ ଉଠାଇ ନେଇଥିବା ଜଣାପଡ଼ିଛି। ବହୁ ସମୟ ବିତି ଯାଇଥିଲେ ମଧ୍ୟ ଏ…

ଦିନକୁ ୬ଥର ପୁରୀ ଓ କୋଣାର୍କକୁ ଗଡିବ ‘ମୋ ବସ୍‌’, ଜାଣନ୍ତୁ ସମୟ

ଭୁବନେଶ୍ୱର: କ୍ୟାପିଟାଲ୍ ରିଜିଅନ୍ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ କୋଣାର୍କକୁ ଦୈନିକ ୬ଥର ଚଳାଚଳ କରିବ ‘ମୋ ବସ୍‌’। ଏନେଇ କ୍ରୁଟ୍ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । https://twitter.com/CRUT_BBSR/status/1322807068374396929?s=08 ଟ୍ୱିଟ୍…

ମୋଦିଙ୍କୁ ଟାର୍ଗେଟ କଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବାଣ ମାରିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶତ୍ରୁଘ୍ନ ସିହ୍ନା । ବିଜେପି ଛାଡିବା ପରେ ମଜା ମଜାରେ ସେ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଟ୍ୱିଟର ପୋଷ୍ଟ ଜରିଆରେ ଶତ୍ରୁଘ୍ନ ପ୍ରଧାନମନ୍ତ୍ରୀଙ୍କୁ ମଜାରେ ମଜାରେ ତୀକ୍ଷ୍ମ ତୀର ମାରିଛନ୍ତି।…

ତିର୍ତ୍ତୋଲରେ ୧୫୫ଟି ପୋଲିଂ ବୁଥ ସମ୍ବେଦନଶୀଳ

ତିର୍ତ୍ତୋଲ: ଆଉ ଦିନକ ପରେ ବାଲେଶ୍ୱର-ତିର୍ତ୍ତୋଲ ଉପନିର୍ବାଚନ । ଏହା ପୂର୍ବରୁ ତିର୍ତ୍ତୋଲରେ ପ୍ରସ୍ତୁତି ଚୂଡାନ୍ତ ପ୍ରର୍ଯ୍ୟାରେ ପହଂଚିଛି । ଉପନିର୍ବାଚନ ପାଇଁ ୩୭୩ଟି ପୋଲିଂ ବୁଥ ରହିଛି । ଏଥିରୁ ୧୫୫ଟି ବୁଥ ସମ୍ବେଦନଶୀ ରହିଛି । ଏନେଇ ଜଗତସିଂହପୁର ଜିଲ୍ଲାପାଳ ସୂଚନା ଦେଇଛନ୍ତି ।…

ଓଟିଭି ଷ୍ଟୁଡିଓ ଆଗରେ ଠିକା କର୍ମଚାରୀଙ୍କ ଧାରଣା

ଖୋର୍ଦ୍ଧା: ଓଟିଭି ଷ୍ଟୁଡିଓ ସମ୍ମୁଖରେ ଧାରଣାରେ ବସିଲେ ଠିକା କର୍ମଚାରୀ । ଖୋର୍ଦ୍ଧା ସାରୁଆ ଥିବା ଷ୍ଟୁଡିଓ ଆଗରେ କର୍ମଚାରୀମାନେ ଧାରଣା ଦେଇଛନ୍ତି । ଆଜି ସକାଳେ ସେମାନେ କାମ ପାଇଁ ଭିତରକୁ ଯିବା ସମୟରେ ବାରଣ କରାଯାଇଥିଲା । କର୍ମଚାରୀ ଅଭିଯୋଗ କରିଛନ୍ତି, ଓଟିଭି ଏମଡି ଜାଗି…

‘ବନ୍ଦେ ମାତରମ୍‌’ ଗାଇ ଧମାଲ କରିଥିବା କୁନି ଝିଅକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ’ର କଣ୍ଟେମପୋରାରୀ ଭର୍ସନ ଗାଇ ଧମାଲ କରିଥିବା ମିଜୋରାମର ୪ ବର୍ଷୀୟ କୁନି ଝିଅକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି । ମିଜୋରାମର ୪ ବର୍ଷୀୟ ଏସ୍ତେର ହମତେ ନାମକ କୁନି ଝିଅର ଏହି ଭିଡିଓ ଖୁବ୍ ପପୁରାଲ୍ ହୋଇଥିବା ବେଳେ ଏହା…