Latest Odisha News

BREAKING NEWS

Browsing Category

ଫିଚର

ରନ୍ଧା ହୋଇନଥିଲା ଅଣ୍ଡା ତରକାରୀ, ଘଟିଗଲା ହତ୍ୟାକାଣ୍ଡ !

ମହାରାଷ୍ଟ୍ର: ବରାଦ ମୁତାବକ ରନ୍ଧା ହୋଇନଥିଲା ମନ ପସନ୍ଦର ବ୍ୟଂଜନ । କ୍ରୋଧ ଜର୍ଜରିତ ମାନସିକତା ଘଟାଇଥିଲା ବର୍ବର କାଣ୍ଡ । ପଢି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ମହାରାଷ୍ଟ୍ର ନାଗପୁରରେ ସାଧାରଣ ଅଣ୍ଡା ତରକାରି ପାଇଁ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ଶନିବାର ନିଜ ବନ୍ଧୁ…

ଡି କକ୍, ପୋଲାର୍ଡଙ୍କ ଧୂଆଁଧାର ବ୍ୟାଟିଂ, ପଞ୍ଜାବ ସମ୍ମୁଖରେ ୧୭୭ ରନର ବିଜୟ ଲକ୍ଷ୍ୟ

ଦୁବାଇ:ଆଇପିଏଲର ରବିବାର ଦ୍ୱିତୀୟ ମୁକାବିଲାରେ କ୍ୱିଂଟନ ଡିକକ୍ ଓ କିରନ ପୋଲାର୍ଡଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦ ଓଭରରେ ୬ଉଇକେଟ ହରାଇ ୧୭୬ ରନ ସଂଗ୍ରହ କରିଛି । ପଞ୍ଜାବ ସମ୍ମୁଖରେ ବିଜୟ ପାଇଁ ୧୭୭ ରନର ଲକ୍ଷ୍ୟ ରହିଛି । ଡିକକ୍ ୫୩ ରନ କରି ଇନିଂସ ସମ୍ଭାଳିଥିବା…

ଭଲ ଖବର: ରାଜ୍ୟରେ ସୁସ୍ଥ ହେଲେଣି ୯୧% କରୋନା ଆକ୍ରାନ୍ତ, ଆଜି ଡିସଚାର୍ଜ ହେଲେ ୨୬୧୦ ଜଣ

ଭୁବନେଶ୍ୱର: ରାଜ୍ୟବାସୀଙ୍କ ପାଇଁ ଭଲ ଖବର । ଦୁଇ ଦିନ ଭିତରେ ରାଜ୍ୟରେ କରୋନା ସୁସ୍ଥ ସଂଖ୍ୟା ଅଢେଇ ଲକ୍ଷ ଛୁଇଁବ । ଆଜି ଆରୋଗ୍ୟ ଲାଭ କରିଛନ୍ତି ଆଉ ୨ ହଜାର ୬୧୦ ଆକ୍ରାନ୍ତ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ୨ ଲକ୍ଷ ୪୬ ହଜାର ୮୩୭କୁ ବୃଦ୍ଧି ପାଇଛି । Another 2610…

ସୁପର ଓଭରରେ କୋଲକାତା ଜିତିଲା

ଦୁବାଇ: ରବିବାର ଆଇପିଏଲର ଏକ ରୋମାଂଚକ ମୁକାବିଲାରେ କୋଲକାତା ନାଇଟ ରାଇଡର୍ସ ସୁପର ଓଭରରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ୬ ବଲରୁ ମାତ୍ର ୩ ରନର ବିଜୟ ଲକ୍ଷ୍ୟ ପାଇଥିବା ନାଇଟ ରାଇଡର୍ସ ଦୁଇଟି ବଲ ପୂର୍ବରୁ ଏହି ସହଜ ବିଜୟ ଲକ୍ଷ୍ୟ ହାସଲ କରିଥିଲା । କୋଲକାତା ପାଇଁ ବିଜୟର…

ଜନ୍ମଦିନ କେକ୍ ଖାଇ ଦୁଷ୍କର୍ମର ଶିକାର ଯୁବତୀ !

ତେଲେଙ୍ଗାନା: ଜନ୍ମଦିନରେ ମିଳିଥିଲା ନିମନ୍ତ୍ରଣ । ଚାଲିଥିଲା କେକ୍ କଟିଂ ସେଲିବ୍ରେସନ୍ । ହେଲେ ହଠାତ୍ ଅଚେତ ହୋଇପଡିଥିଲେ ଯୁବତୀ । ହୋସ୍ ଆସିବାବେଳକୁ ହରାଇସାରିଥିଲେ ନିଜର ସବୁକିଛି । ଘଟଣାକୁ କିଛିଦିନ ବିତିଗଲା ପରେ ଶେଷରେ ସାମ୍ନାକୁ ଆସିଛି ଏହି ଲୋମଟାଙ୍କୁରା ଘଟଣା । ପୋଲିସ…

ଡ୍ରଗ୍ସ ଲିଙ୍କରେ ଗିରଫ ହେଲେ ଅର୍ଜୁନ ରାମପାଲଙ୍କ ଶାଳକ

ମୁମ୍ବାଇ: ଏନସିବି ରବିବାର ବଲିଉଡ ଅଭିନେତା ଅର୍ଜୁନ ରାମପାଲଙ୍କ ଶାଳକ ଅଗିସିଲୋଅଶ ଡେମେଟ୍ରିଏଡେଶଙ୍କୁ ଡ୍ରଗ୍ସ ଲିଙ୍କରେ ଗିରଫ କରିଛି । ଡ୍ରଗ୍ସ ମାମଲାରେ ଏନସିବି କିଛି ଦିନ ନିରବ ରହିବା ପରେ ଏବେ ପୁଣି ଥରେ ସକ୍ରିୟ ହୋଇଛି । ଅକ୍ଟୋବର ୨୦ ତାରିଖ ପର‌୍ୟ୍ୟନ୍ତ  ଡେମେଟ୍ରିଏଡେଶଙ୍କୁ ନିଜ…

ସମାଲୋଚନା ପରେ ନିଜ ଟ୍ବିଟକୁ ନେଇ ସଫେଇ ଦେଲେ ବୈଜୟନ୍ତ

ଭୁବନେଶ୍ୱର: ଓଡ଼ିଶାକୁ ‘ପାକିସ୍ତାନ’ ସହ ତୁଳନା କରିଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ଜୟ ପଣ୍ଡାଙ୍କୁ କଡା ସମାଲୋଚନା ପରେ ସେ ନିଜ ଟ୍ବିଟକୁ ନେଇ ସଫେଇ ଦେଇଛନ୍ତି। ଏନେଇ ସେ ଏକ ଟ୍ବିଟ କରିଛନ୍ତି।…

ଭଁସାଲୀଙ୍କ ବୈଜୁ ବାୱାରାରେ ଏକତ୍ର ହେବ ରଣବୀର, ଆଲିୟା, ଦୀପିକା !

ମୁମ୍ବାଇ: ବଲିଉଡର ସଫଳ ନିର୍ଦ୍ଦେଶକ ଭାବେ ପରିଗଣିତ ସଞ୍ଜୟ ଲୀଲା ଭଁସାଲି ଆଉ ଏକ ମେଗା ପ୍ରୋଜେକ୍ଟ ନେଇ ଆସୁଛନ୍ତି । ସେ ସୁପରହିଟ ଫିଲ୍ମ ବୈଜୁ ବାୱାରର ରିମେକ୍ କରିବେ । ତେବେ ଏ ନେଇ ବିଧିବଦ୍ଧ ଘୋଷଣା କରାଯାଇ ନାହିଁ । ରିପୋର୍ଟ ମୁତାବକ ରଣବୀର କାପୁରଙ୍କ ସହ ସେ ଆଲିୟା ଭଟ୍ଟ ଓ ଦୀପିକା…

[ଭିଡିଓ] ଚୋରୀ କରିବା ପୂର୍ବରୁ ପ୍ରାର୍ଥନା କଲା ଧାର୍ମିକ ଚୋର !

ତାମିଲନାଡୁ: ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଜଣେ ଚୋର ଚୋରୀ କରିବା ପୂର୍ବରୁ ମନ୍ଦିରରେ ପ୍ରାର୍ଥନା କରିଥିଲା । ଏହି କାରଣରୁ ଚୋରକୁ ମିଳିଛି ଧାର୍ମିକ ଚୋରର ଆଖ୍ୟା । ତେବେ କେଉଁଠି ଘଟିଛି ଏହି ଘଟଣା ? ଚେନ୍ନାଇର ଥିରୁୱନମେୟୁର ଅଂଚଳରୁ ପ୍ରଥମେ ଭାଇରାଲ…

ଜଟଣୀ ମୁଣ୍ଡିଆାସାହିରେ ୫ଟି ବୋମାମାଡ଼

ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ମୁଣ୍ଡିଆସାହିରେ ଘନଘନ ବୋମାମାଡ଼ । ଗାଁର ରବି ପ୍ରଧାନଙ୍କ ଘର ଉପରେ ଦୁର୍ବୃତ୍ତ ୫ଟି ବୋମା ଫିଙ୍ଗିଛନ୍ତି । ଏଥିରେ ତାଙ୍କ ଘରର ଆଜବେଷ୍ଟସ୍ ଉଡ଼ିଯାଇଛି । ଏଥିରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି । ବୋମାମାଡ଼ରେ ରବି ପ୍ରଧାନଙ୍କ ଘରର କାନ୍ଥ ବି ଭାଙ୍ଗି…