Latest Odisha News

BREAKING NEWS

Browsing Category

ଫିଚର

ଚେନ୍ନାଇରେ ୪.୧୪ କେଜି ସୁନା ଜବତ, ଚୋର ଏହାକୁ ମଳଦ୍ୱାରରେ ଲୁଚାଇ ରଖିଥିଲେ

ଚେନ୍ନାଇ: ଚେନ୍ନାଇ ବିମାନ ବନ୍ଦରରେ ୪.୧୪ କେଜି ମୂଲ୍ୟର ସୁନା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୨.୧୬ କୋଟି ଟଙ୍କାର ହେବ । କଷ୍ଟମ ଏୟାର ଇଟେଂଲିଜେନ୍ସ ଅଧିକାରୀଙ୍କଠାରୁ ମିଳିଥିବା ଖବର ମୁତାବକ ଶୁକ୍ରବାର ରାତିରେ ୨ଟି ବିମାନ ଦୁବାଇରୁ ଆସିଥିଲା । ଏଥିରେ ୧୪ଜଣ ବ୍ୟକ୍ତି ସୁନା ଚୋରା…

RAN-NITI ୨୦୧୯-୨୦ କପ ଜିତିଲା ରାଉଲକେଲା ଷ୍ଟିଲ ପ୍ଲାଣ୍ଟ

ରାଉରକେଲା: ଓଡିଶାର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ (ଆରଏସପି) ର ଏକ ତିନିଜଣିଆ ଦଳ ସମ୍ମାନଜନକ ନିର୍ଦ୍ଦେଶକ (ପର୍ସନାଲ) କପ୍ RAN NITI ୨୦୧୯-୨୦ଜିତିଛନ୍ତି । ଦଳର ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଏବଂ ବିକ୍ରାନ୍ତ କୁମାର ପଟେଲ, ଉଭୟ ଅର୍ଥ ଏବଂ ଆକାଉଣ୍ଟସ୍ ବିଭାଗର ମ୍ୟାନେଜର ଥିବା ବେଳେ,…

ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଗସ୍ତରେ ଯାଇଛନ୍ତି । ପୁରୀରେ ABADHA ଯୋଜନା ଅଧୀନରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ବ୍ୟତୀତ ଜଗନ୍ନାଥ ମନ୍ଦିର ଚାରିପାଖରେ ଚାଲିଥିବା ଐତିହ୍ୟ ପ୍ରକଳ୍ପ ତଥା ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ଅଗ୍ରଗତି  ସମୀକ୍ଷା କରିଛନ୍ତି ଖୋଦ ମୁଖ୍ୟମନ୍ତ୍ରୀ…

୨୪ ବର୍ଷ ପରେ ନ୍ୟୁଜିଲାଣ୍ଡରେ ଗୋଟିଏ ଦଳ ସଂଖ୍ୟା ଗରିଷ୍ଠତା ହାସଲ କଲା: ଜେସିଣ୍ଡା ଆଡର୍ଣ୍ଣ ପୁନର୍ବାର ପ୍ରଧାନମନ୍ତ୍ରୀ…

ୱେଲିଂଟନ: ୨୪ ବର୍ଷ ପରେ ନ୍ୟୁଜିଲାଣ୍ଡ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ଗୋଟିଏ ପାର୍ଟି ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଲେବର ପାର୍ଟି ଏହି ସଫଳତା ହାସଲ କରିଛି । ଫଳରେ ଜେସିକା ଆଡର୍ଣ୍ଣ କ୍ରମାଗତ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ନିଶ୍ଚିତ ହୋଇଯାଇଛି । ୧୨୦ ସଦସ୍ୟ…

ରାଜନୈତିକ ସଭା ପାଇଁ ଆସିଲା ନିୟମାବଳୀ

ଭୁବନେଶ୍ୱର: ଆଗାମୀ ଦୁଇ ବିଧାନସଭା  ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୋଭିଡ ପାଇଁ ନିର୍ଦ୍ଦେଶାବଳୀକୁ ସଂଶୋଧନ କରିଛନ୍ତି। ସଂଶୋଧିତ ନିୟମାବଳୀ ଅନୁଯାୟୀ, ନିମ୍ନଲିଖିତ ସର୍ତ୍ତରେ ଦୁଇଟି ନିର୍ବାଚନମଣ୍ଡଳୀରେ ରାଜନୈତିକ ବୈଠକ, କାର୍ଯ୍ୟ ଏବଂ ସମାବେଶକୁ ଅନୁମତି ଦିଆଯିବ:…

ରାଜସ୍ଥାନକୁ କ୍ରିକେଟର ଏବିସିଡି ଶିଖାଇଲେ ଡି’ଭିଲର୍ସ

ଦୁବାଇ: ପୁନର୍ବାର ଏବି ଡି’ଭିଲର୍ସ ପ୍ରମାଣିତ କରିଛନ୍ତି କାହିଁକି ତାଙ୍କୁ କ୍ରିକେଟର ଏବିସିଡି କୁହାଯାଏ । ରାଜସ୍ଥାନ ରୟାଲ୍ସ ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ଡିଭିଲର୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୭ ଉଇକେଟରେ ବିଜୟୀ କରାଇଛନ୍ତି । ରାଜସ୍ଥାନ ପ୍ରଦତ ୧୭୮ ରନର ଲକ୍ଷ୍ୟକୁ…

ମହିଳା କ୍ରିକେଟର ମାନସୀ ଯୋଶୀଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟ ଦଳର ପେସ ବୋଲର ମାନସୀ ଯୋଶୀ କରୋନା ସଂକ୍ରମିତ ହୋଇଛନ୍ତି । ଫଳରେ ୟୁଏଇରେ ଖେଳାଯିବାକୁ ଥିବା ମହିଳା ଟି୨୦ ଚ୍ୟାଲେଞ୍ଜରେ ସେ ଅଂଶ ଗ୍ରହଣ କରିପାରିବେ ନାହିଁ । ୨୭ ବର୍ଷୀୟ ମାନସୀ କରୋନା ଆକ୍ରାନ୍ତ ଥିବା ଜଣାପଡିବା ପରେ ଡେରାଡୁନରେ କ୍ୱାରେଂଟାଇନରେ…

ନବରାତ୍ରୀ; ମା’ଙ୍କ ଆଶୀର୍ବାଦରୁ ଦୀର୍ଘ ୫୮ ବର୍ଷ ପରେ ଘଟିବ ଏଭଳି ସଂଯୋଗ

୧୭ ଅକ୍ଟୋବର ୨୦୨୦ଠାରୁ ଆଦିଶକ୍ତି ମା’ ଦୁର୍ଗାଙ୍କ ଉପାସନା ଅର୍ଥାତ୍‌ ପାର୍ବଣ ପର୍ବ ନବରାତ୍ରୀ ଆରମ୍ଭ ହେଉଛି। ନବରାତ୍ରୀର ଏହି ପବିତ୍ର ପର୍ବ ୨୫ ଅକ୍ଟୋବରରେ ଶେଷ ହେବ। ଏହି ୯ ଦିନରେ ମାଙ୍କୁ ନଅ ରୂପରେ ପୂଜା ପାଇବେ। ଏଥର ଅଷ୍ଟମୀ ଏବଂ ନବମୀ ଗୋଟିଏ ଦିନରେ ପଡୁଥିବାରୁ ମା’ଙ୍କ ଆରାଧନା…

ଭୋକରେ ରହିଛି ଭାରତ!!

ନୂଆଦିଲ୍ଲୀ: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ୨୦୨୦ରେ ଭାରତ ୧୦୭ଟି ଦେଶ ମଧ୍ୟରୁ ୯୪ତମ ସ୍ଥାନରେ ରହିଛି । ଦି ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ ଖରାପ କାର୍ଯ୍ୟାନ୍ୱୟନ ପ୍ରକ୍ରିୟା, ପ୍ରଭାବଶାଳୀ ମନିଟରିଂର ଅଭାବ, ପୁଷ୍ଟିହୀନତାର ମୁକାବିଲା ପାଇଁ ନିରବଚ୍ଛିନ୍ନ ଆଭିମୁଖ୍ୟ…

ସ୍ମିଥଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ବାଙ୍ଗାଲୋର ସମ୍ମୁଖରେ ୧୭୮ ରନର ଟାର୍ଗେଟ

ଦୁବାଇ: ଆଇପିଏଲର ଶନିବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ରୟାଲ୍ସ ୧୭୮ ରନର ବିଜୟ ଲକ୍ଷ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମ୍ମୁଖରେ ରଖିଛି । ଅଧିନାୟକ ଷ୍ଟିଭେନ ସ୍ମିଥ( ୫୭ ରନ)ଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ବଳରେ ରାଜସ୍ଥାନ ୨୦ ଓଭରରେ ୬…