Latest Odisha News

BREAKING NEWS

Browsing Category

ଫିଚର

ଆଉ ଜଣେ କରୋନା ଯୋଦ୍ଧା ଜୀବନ ହାରିଲେ

ଭୁବନେଶ୍ୱର: ଆଉ ଜଣେ କୋଭିଡ ଯୋଦ୍ଧା କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି । ଲିଙ୍ଗରାଜ ପୋଲିସ ଷ୍ଟେସନରେ  ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର ଥିବା ବ୍ରଜ କିଶୋର ଦଳାଇ କୋଭିଡ-୧୯ ରେ ପଜିଟିଭ ହୋଇ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ…

ଫେରାର ଦୁଷ୍କର୍ମକାରୀଙ୍କୁ ଫେସ୍‌ବୁକରୁ ଚିହ୍ନିଲା ପୀଡିତା !

ଉତ୍ତରପ୍ରଦେଶ: ଦୁନିଆରେ ମଣିଷ ବେଶରେ ଲୁଚି ରହିଥିବା ପଶୁଙ୍କୁ ଚିହ୍ନିପାରିନଥିଲା ଝିଅଟି । ହସ୍ପିଟାଲରେ ଭର୍ତ୍ତି ଥିବା ମାଆକୁ ଦେଖିବା ଲାଗି ଘରୁ ବାହାରିଥିଲା । ହେଲେ ଜଙ୍ଗଲି ରାସ୍ତାରେ ଭେଟିଥିଲା କିଛି ମାଂସଲୋଭି ସଇତାନଙ୍କୁ । ଆଉ ତା ପରେ ହରାଇଥିଲା ମଣିଷ ଉପରେ ବିଶ୍ୱାସ ଓ ନିଜ ମାନ…

ସତର୍କ ରୁହନ୍ତୁ, ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର: ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଦର୍ଶାଇଛନ୍ତି ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) । ଶନିବାର ଓଡିଶାର ନଅଟି ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରାଯାଇଛି । ବୁଲେଟିନ୍‌ରେ…

ବିଜେପି ନେତାଙ୍କୁ ଗୁଳି ମାରି ହତ୍ୟା

ଫିରୋଜାବାଦ: ଶନିବାର ଦିନ ଉତ୍ତର ପ୍ରଦେଶର ଫିରୋଜାବାଦ ଜିଲ୍ଲାରେ ଜଣେ ସ୍ଥାନୀୟ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା କରିଦିଆଯାଇଛି । ବାଇକ ଚାଳକଙ୍କ ଦ୍ୱାରା ଚଳାଯାଇଥିବା ଗୁଳିରେ ନେତାଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଅଟକ ରଖିଛି। ଶୁକ୍ରବାର ସନ୍ଧ୍ୟାରେ…

ଭାରତରେ ପ୍ରଥମେ କାହାକୁ ମିଳିବ କରୋନା ଟିକା?

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି ମହାମାରୀ କରୋନା । ଏହାର ମୁକାବିଲା ପାଇଁ ବିଭିନ୍ନ ଦେଶ ଟିକା ବାହାର କରିବା ନେଇ ଉଦ୍ୟମ ଜାରି ରଖିଛନ୍ତି । କରୋନା ଭାଇରସ ଟିକାକରଣ ଅଭିଯାନ ଆରମ୍ଭ କରିଛି ଭାରତ। ତେବେ ଏଭଳିସ୍ଥିତିି ଭାରତରେ କରୋନା ଟିକା ପ୍ରଥମେ କାହାକୁ ମିଳିବ ।…

ଖୋଲିଲା ସାବରୀମାଳା ମନ୍ଦିର, ଦିନକୁ ଯିବେ କେତୋଟି ଭକ୍ତ ପଢ଼ନ୍ତୁ

ଥିରୁବନନ୍ତପୁରମ୍: କେରଳର ସାବରିମାଲା ମନ୍ଦିର ଶନିବାର ଦିନ ଜନସାଧାରଣ ଦର୍ଶନ ପାଇଁ ଖୋଲିଛି । କୋଭିଡ୍ ତାଲାବନ୍ଦ ଯୋଗୁଁ ପ୍ରାୟ ସାତ ମାସ ମନ୍ଦିର ବନ୍ଦ ଥିଲା । ତେଣୁ ମନ୍ଦିର ଖୋଲିବା ପରେ କିଛି ନିର୍ଦିଷ୍ଟ ନିୟମ ଲାଗୁ କରାଯାଇଛି । ମନ୍ଦିର ପରିଦର୍ଶନ କରିବାକୁ ଚାହୁଁଥିବା…

୧୧ କୁଖ୍ୟାତ ଡକାୟତ ଗିରଫ

ଯାଜପୁର: ପୋଲିସ ଜାଲରେ ବଡ ଧରଣର କୁଖ୍ୟାତ ଲୁଟେରା ଗ୍ୟାଙ୍ଗ । ୧୧ ଲୁଟେରାଙ୍କୁ ଗିରଫ କଲା ଧର୍ମଶାଳା ପୋଲିସ । ଧର୍ମଶାଳାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୋଲିସ ସେମାନଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଲକ୍ଷ ୮୯ ହଜାର ଟଙ୍କା ଗୋଟେ ବନ୍ଧୁକ ୨ଟି ଗୁଳି, ୭୬ ଗ୍ରାମ ସୁନ, ୧୨ କେଜି ୨ଶହ…

ସିଙ୍ଗର ନେହା କକ୍କରଙ୍କ ବିବାହ ନା ମ୍ୟୁଜିକ ଭିଡିଓ ପ୍ରମୋଶନ ?

ପଂଜାବ: ନିକଟରେ ସିଙ୍ଗର ନେହା କକ୍କର ଓ ରୋହନପ୍ରୀତଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ଏବେ ଦୁହିଁଙ୍କର ଏକ ମ୍ୟୁଜିକ ଭିଡିଓର ପୋଷ୍ଟର ତାଙ୍କ ଫ୍ୟାନମାନଙ୍କୁ ଦ୍ୱନ୍ଦରେ ପକାଇଛି । ତେବେ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ଯେ, ଦୁହେଁ ସତରେ ବିବାହ କରିବେ ନା ତାଙ୍କ ମ୍ୟୁଜିକ…

୩ ଦିନ ପରେ ଉଦ୍ଧାର ହେଲା ୨ ଭଉଣୀଙ୍କ ମୃତଦେହ

ବଲାଙ୍ଗୀର: ମିଳିଲା ବଡ ଭଉଣୀର ମୃତଦେହ । ଗତ ୧୫ ତାରିଖରେ ବଲାଙ୍ଗୀର ତେଲ ନଦୀକୁ ଡେଇଁ ପଡିଥିବା ଦୁଇ ଭଉଣୀଙ୍କ ଆଜି ମୃତଦେହ ଠାବ ହୋଇଛି । ଦୀର୍ଘ ୭୨ ଘଂଟା ପରେ ଦୁହିଁଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ । ସୋନପୁର ଜିଲ୍ଲାର ବଡକେନ୍ଦା ନଦୀ କୂଳରୁ ସାନ ଭଉଣୀଙ୍କ ମୃତ ଦେହ ମିଳିଥିବା ବେଳେ…

କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଓଟିଭି ଏମ୍‌ଡି, ମାଗିଲେ ସମୟ

ଭୁବନେଶ୍ୱର: ସମୟ ନେଲେ ଓଟିଭି ଏମ୍‌ଡି ଜଗି ପଣ୍ଡା । ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ଓଟିଭି ଏମ୍‌ଡିଙ୍କୁ ଜେରା ହେବାର ଥିଲା କିନ୍ତୁ ତାହା ଟଳିଛି । ଇ-ମେଲ ଜରିଆରେ ଅନୁରୋଧ କରି ସମୟ ନେଇଛନ୍ତି ଓଟିଭି ଏମ୍ ଡି ଜଗି ମଙ୍ଗତ ପଣ୍ଡା । ତେବେ ଓଟିଭି କାର୍ଯ୍ୟାଳୟରେ ତାଙ୍କୁ…