Latest Odisha News

BREAKING NEWS

Browsing Category

ଫିଚର

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଟ୍ୱିଟ କରି ଲେଖିଛନ୍ତି, "ମୁଁ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଛି। ମୁଁ ଘର କ୍ବାରାଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ସେମାନେ…

ଭାରତଠାରୁ ପାକିସ୍ତାନ ଭଲ କୋଭିଡ ମୁକାବିଲା କରିଛି: ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଇଏମଏଫଙ୍କ ଆକଳନକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶୁକ୍ରବାର କେନ୍ଦ୍ରସରକାର ଉପରେ ବର୍ଷିଛନ୍ତି । ଚଳିତ ବର୍ଷ ଭାରତୀୟ ଅର୍ଥନୀତି ୧୦.୩ ପ୍ରତିଶତ ତଳକୁ ଖସିବାକୁ ଥିବା ବେଳେ, ଆଇଏମଏଫର ଆକଳନକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି- ଏହା ସରକାରଙ୍କ ଅନ୍ୟ ଏକ 'ଦୃଢ଼ ସଫଳତା'…

ଅଧିନାୟକ ପଦ ଛାଡ଼ିବେ ଦିନେଶ କାର୍ତ୍ତିକ

ୟୁଏଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ କେକେଆରର କ୍ୟାପଟେନ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଅଫିସିଆଲ ୱେବସାଇଟରେ ଫ୍ରାଞ୍ଚାଇଜ ଘୋଷଣା କରିଛି ଯେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଅଧିନା ୟକତ୍ଵ ହସ୍ତାନ୍ତର କରିବାକୁ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ: ବିଜେପି ଓ ବିଜେଡି ପକ୍ଷରୁ ପ୍ରଚାର କରିବେ ନାମୀଦାମୀ ତାରକା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ଉପନିର୍ବାଚନ ଲାଗି ଶୁକ୍ରବାର ଦିନ ବିଜୁ ଜନତା ଦଳ (ବିଜେଡି) ଓ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଏହି ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ଏକପ୍ରକାର ସରଗରମ ହୋଇପଡିଥିବା ବେଳେ ବିଜେଡି…

ବିନା ଓଟିପିରେ ମିଳିବନି ଏଲପିଜି ଗ୍ୟାସ, ଜାଣନ୍ତୁ କେବେଠୁ ?

ନୂଆଦିଲ୍ଲୀ: ଏଣିକି କେବଳ ଅନଲାଇନ୍ କିମ୍ବା ଫୋନରେ ବୁକିଂ କଲେ ମିଳିବନି ଏଲପିଜି ଗ୍ୟାସ । ବଦଳିବ ଗ୍ୟାସ ହୋମ୍ ଡେଲିଭରି ସିଷ୍ଟମ୍ । ଆଗାମୀ ଦିନରେ ଖୁବଶୀଘ୍ର ଓଟିପି ଦେଲେ ହିଁ ଘରେ ପହଂଚିବ ଗ୍ୟାସ । ଏଥିପାଇଁ ଏବେଠୁ ନିଜ ଫୋନ୍ ନମ୍ବର ଅପଡେଟ୍ କରାଇନିଅନ୍ତୁ । ରିପୋର୍ଟ ଅନୁୂଯାୟୀ…

ଆସିଲା ଆଇଫୋନ ୧୨ ମିନି; ୨୨୦୦୦ ପର୍ଯ୍ୟନ୍ତ ମିଳିବ ଡ଼ିସ୍କାଉଣ୍ଟ

ଆପଲ୍ ଆଇଫୋନ୍ ୧୨ ମିନି, ଆପଲ୍ ଇଣ୍ଡିଆ ଅନ୍ଲାଇନ୍ ଷ୍ଟୋର୍‌ରେ ତାଲିକାଭୁକ୍ତ ହୋଇଛି । ଏହା ସବୁଠାରୁ ଛୋଟ ଆଇଫୋନ୍ ଏବଂ ପ୍ରକୃତରେ ଦୁନିଆର ସବୁଠାରୁ କମ୍ପାକ୍ଟ 5G ସ୍ମାର୍ଟଫୋନ୍ । ଆପଲ୍ ଆଇଫୋନ୍ ୧୨ ମିନିର ମୂଲ୍ୟ ୬୯,୯୦୦ ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଏହା ତିନୋଟି ଷ୍ଟୋରେଜ୍…

ଭୁବନେଶ୍ୱରରେ ଆତଙ୍କ; ଖଣ୍ଡା ବୁଲାଇ ଯୁବକଙ୍କ ହତ୍ୟା ଧମକ!

ଭୁବନେଶ୍ୱର: ଭୁବନେଶ୍ୱରର ଖାରବେଳ ନଗର ଥାନା ଅନ୍ତର୍ଗତ ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣେ ଦୁବୃର୍ତ୍ତ ଖଣ୍ଡା ବୁଲାଉଥିବାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଉକ୍ତ ସିସିଟିଭି ଭିଡିଓରେ ସମ୍ପୃକ୍ତ ବ୍ୟକ୍ତି ଜଣକ ଖଣ୍ଡା ଧରି ଜଣକ ଘର ବାହାରେ ବୁଲାଉଥିବା ଦେଖିବାକୁ ମିଳୁଛି । ଏପରିକି ଘରୁ…

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଓଟିଭି ଏମଡିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ୍

ଭୁବନେଶ୍ୱର: ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ । ଓଟିଭି ଏମଡି ଜଗୀ ମଙ୍ଗତ ପଣ୍ଡାଙ୍କୁ ନୋଟିସ୍ ଜାରି ହୋଇଛି । ଆସନ୍ତାକାଲି ଦିନ ୧୧ଟାରେ ହାଜର ହେବାକୁ ନୋଟିସ୍ ହୋଇଛି । ଭୁବନେଶ୍ୱର ସ୍ଥିତ EOW ଅଫିସରେ ହାଜର ହେବାକୁ ନିର୍ଦ୍ଦେଶ…

୨୩ ତାରିଖରେ ବିହାର ପ୍ରଚାର ମୈଦାନକୁ ଓହ୍ଲାଇବେ ମୋଦି, ୧୨ ଦିନରେ ୧୨ ରାଲି

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିହାର ରାଜନୀତି ଏବେ ଚଳଚଞ୍ଚଳ । ଜୋରଦାର ହେଲାଣି ପ୍ରଚାର । ବିଜେପି ପାଇଁ ବିହାରରେ ୧୨ଟି ରାଲି କରିବେ ଷ୍ଟାର ପ୍ରଚାରକ ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୩ ତାରିଖରୁ ପ୍ରଚାର ମୈଦନାକୁ ଓହ୍ଲାଇବେ ମୋଦି । ପ୍ରଥମ ପ୍ରଚାର ରାଲି ସାସାରାମରେ…

ଓଡ଼ିଶାରେ କମିଛି କରୋନା ସଂକ୍ରମଣ, ହେଳା କଲେ ପୁଣି ବଢ଼ିବ

ଭୁବନେଶ୍ୱର: ଏବେ ଓଡ଼ିଶାରୁ ଦିନକୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜ୍ୟରେ କମିଛି ସଂକ୍ରମଣ । ଏହି ସୂଚନା ଦେଇଛନ୍ତି ଆଇଏଲଏସ୍ ନିର୍ଦ୍ଦେଶକ ଡାକ୍ତର ଅଜୟ ପରିଡ଼ା । ସେ କହିଛନ୍ତି, ସେପ୍ଟେମ୍ବର ୧୧ରୁ ୨୫ ଯାଏଁ ଦୈନିକ ସଂକ୍ରମଣ ୪ ହଜାର ୨୦୦ ଟପିଥିଲା । ଏବେ ରାଜ୍ୟରେ କୋଭିଡ୍…