Latest Odisha News

BREAKING NEWS

Browsing Category

ଫିଚର

ନୀତିଶଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ବେଳେ ଉଡିଗଲା ମଞ୍ଚ

ନୂଆଦିଲ୍ଲୀ: ଆଉ ଦିନ କେଇଟା ପରେ ବିହାର ବିଧାନସଭା ନିର୍ବାଚନ । ଏଥିପାଇଁ ସବୁ ଦଳର ପ୍ରାର୍ଥୀ ଆରମ୍ଭ କରିଦେଲେଣି ଜୋରସୋର ପ୍ରଚାର। ନେତା ମନ୍ତ୍ରୀମାନେ ନିଜ ନିଜ ଆଶାୟୀ ପ୍ରାର୍ଥୀଙ୍କ ସମର୍ଥନରେ ଓହ୍ଲାଇ ପ୍ରଚାର କରୁଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ଜେଡିୟୁ ଆଶାୟୀଙ୍କ…

ଟିଆର୍‌ପି ସ୍କାମ: ୩ ମାସ ପାଇଁ ଆସିବନି ଟିଆର୍‌ପି

ନୂଆଦିଲ୍ଲୀ: ଟିଭି ଚ୍ୟାନେଲଗୁଡିକର ଆଉ ଆସିବନି ଟିଆର୍‌ପି । ଆଗାମୀ ୧୨ ସପ୍ତାହ ପର୍ଯ୍ୟନ୍ତ ସପ୍ତାହିକ ଟେଲିଭିଜନ ରେଟିଂ ପଏଣ୍ଟ ବନ୍ଦ କରିଛି ବାର୍କ (ବ୍ରଡକାଷ୍ଟା ଅଡିଆନ୍ସ ରିସର୍ଚ୍ଚ କାଉନସିଲ) । ଟିଆର୍‌ପି ବିବାଦ ପରେ ବାର୍କ ପକ୍ଷରୁ ଏପରି ଘୋଷଣା କରାଯାଇଛି । ଟିଆର୍‌ପି ଡାଟା ଆକଳନ…

ଟ୍ଵିନ ସିଟି ସହ ଏହିସବୁ ଜିଲ୍ଲାକୁ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଓଡିଶାର ପ୍ରାୟ ୧୧ ଟି ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା ରହିଥିବା ନେଇ ସୋମବାର ଦିନ ଆକଳନ କରାଯାଇଛି । ପାଣିପାଗ ବିଭାଗର ସଦ୍ୟତମ ବୁଲେଟିନ୍ ଅନୁଯାୟୀ,ନୟାଗଡ଼, କେନ୍ଦ୍ରାପଡା, ଖୋର୍ଦ୍ଧା(ଭୁବନେଶ୍ୱର), କଟକ,…

ଗିରଫ ହେଲେ କୋଟିପତି ହିନ୍ଦୀ ଶିକ୍ଷକ

ଗଞ୍ଜାମ: ଭିଜିଲାନ୍ସ ଜାଲରେ କୋଟିପତି ହିନ୍ଦୀ ଶିକ୍ଷକ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରଙ୍ଗେଇଲୁଣ୍ଡା ଝାଡଙ୍କୁଲି ଯଶୋଦା ହାଇସ୍କୁଲର ହିନ୍ଦୀ ଶିକ୍ଷକ ଭୁବନାନ୍ଦ ସାହୁଙ୍କୁ ଭିଜିଲାନ୍ସ ଗିରଫ କରିଛି । ବୁଧବାର ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ବୈକୁଣ୍ଠନଗରରେ ରହୁଥିବା ହିନ୍ଦୀ…

ପ୍ରଧାନମନ୍ତ୍ରୀଙ୍କ ସମ୍ପତ୍ତି କେତେ?

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେତେ ରହିଛି ସମ୍ପତ୍ତି । ତାଙ୍କ ବ୍ୟାଙ୍କ ଆକାଉଂଟରେ କେତେ ରହିଛି ସେଭିଂ । ନିଜ ସମ୍ପତ୍ତିର ସମ୍ପୂର୍ଣ୍ଣ ବିବରଣୀ ଦେଇଛନ୍ତି ମୋଦି । ଅକ୍ଟୋବର ୧୨ ତାରିଖରୁ ଜୁନ୍ ୩୦ ଯାଏଁ ତାଙ୍କ ବ୍ୟାଙ୍କ ଆକାଉଂଟର ସବୁ ତଥ୍ୟ ଘୋଷଣା କରିଛନ୍ତି ।…

ଏବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଜନ୍ମଦିନ । ୭୪ ବର୍ଷରେ ପାଦ ଥାପିବେ ନବୀନ । କିନ୍ତୁ ଚଳିତବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ । କୋଭିଡ୍ ସକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଜନ୍ମଦିନ ପାଳନ କରିବେ ନାହିଁ । ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦୈନିକ କରୋନା ପଜିଟିଭ୍ ଓ ଆକ୍ଟିଭ କେସରେ ଓଡ଼ିଶାର ଟପ୍ ୫ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ଧୀରେ ଧୀରେ କମୁଛି । ଏବେ ଦୈନିକ ୩ ହଜାରରୁ କମ୍ ନୂଆ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଖୋର୍ଦ୍ଧା ଓ କଟକରେ ପଜିଟିଭ୍ କେସ୍ ଦିନକୁ ଦିନ ଖସୁଥିବା ବେଳେ ଚିନ୍ତା ବଢ଼ାଇଛି ଅନୁଗୋଳ ଓ ମୟୂରଭଞ୍ଜ ଜିଲ୍ଲା । ସେହିପରି ସୁନ୍ଦରଗଡ଼ରେ ବି ବଢୁଛି ନୂଆ…

ବଗଲା ମାମଲା: ସରକାରଙ୍କୁ ଜବାବ ତଲବ

କଟକ: ପୁରୀ ବଗଲା ଧର୍ମଶାଳା ଜମି ବିକ୍ରି ଅଭିଯୋଗ ମାମଲାରେ ରାଜ୍ୟ ସରକାରଙ୍କୁ ଜବାବ ତଲବ କରିଛନ୍ତି ହାଇକୋର୍ଟ । ବଗଲା ଧର୍ମଶାଳା ଜମିରେ ଶ୍ରୀ ଜଗନ୍ନାଥଙ୍କ ମାଲିକାନା ବାବଦରେ ତଥ୍ୟ ରଖିବାକୁ କୋର୍ଟ ଜବାବ ମାଗିଛନ୍ତି । ନଭେମ୍ବର ୨ରେ ପରବର୍ତ୍ତୀ ଶୁଣାଣି ନେଇ ଦିନ ଧାର୍ଯ୍ୟ କରାଯାଇଛି ।…

ଅକ୍ଟୋବରରେ ଲଘୁଚାପର ଲମ୍ବା ଲାଇନ୍, ୧୯ ତାରିଖ ବେଳକୁ ପୁଣି ଦାନା ବାନ୍ଧିବ

ଭୁବନେଶ୍ୱର: ଅକ୍ଟୋବର ମାସରେ ଲଘୁଚାପ ଲମ୍ବା ଲାଇନ୍ । ଗୋଟିଏ ଗଲେ ଆଉ ଗୋଟିଏ ଆସୁଛି । ଏବେ ନୂଆ ଲଘୁଚାପ ବଳୟ ସୃଷ୍ଟି ନେଇ ପୂର୍ବନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୯ ତାରିଖ ବେଳକୁ ବଙ୍ଗୋପସାଗରରେ ଦାନା ବାନ୍ଧିପାରେ । #୧୯ଅକ୍ଟୋବର ବେଳକୁ #କେନ୍ଦ୍ରୀୟ #ବଙ୍ଗୋପସାଗର ଅଂଚଳରେ…

୨ୟ କରୋନା ଟିକାକୁ ଅନୁମତି ଦେଲା ଋଷ

ନୂଆଦିଲ୍ଲୀ: କରୋନା ଟିକା ସ୍ପୁଟନିକ୍ ପରେ ଋଷ ସରକାର ଆଉ ଗୋଟିଏ କୋଭିଡ ଭ୍ୟାକସିନକୁ ଅନୁମତି ପ୍ରଦାନ କରିଛନ୍ତି । ଯାହାକୁ ପ୍ରାରମ୍ଭିକ ଟ୍ରାଏଲ୍ ପରେ ମଞ୍ଜୁର କରାଯାଇଛି । ଏ ସମ୍ପର୍କରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ବୁଧବାର ଦିନ ଘୋଷଣା କରିଛନ୍ତି । “ଏବେ ଆମେ ପ୍ରଥମ…