Latest Odisha News

BREAKING NEWS

Browsing Category

ଫିଚର

ହେମଗିରିରେ ଲୋକାର୍ପିତ ହେଲା ସାର୍ବଜନୀନ ପାଠାଗାର

ସୁନ୍ଦରଗଡ଼: ‘ସୁନ୍ଦରଗଡ଼ ବହିପଢ଼’ଅଭିଯାନ ଅଧୀନରେ ହେମଗିରି ବ୍ଲକର କମଲଗାଠାରେ ଏକ ଗ୍ରାମୀଣ ପାଠାଗାର ପ୍ରତିଷ୍ଠା କରାଯାଇଛି। ଏହି ଗ୍ରାମୀଣ ପାଠାଗାରକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ସୋମବାର ଦିନ ଉଦଘାଟନ କରିଛନ୍ତି। ଉଦଘାଟନ ବେଳେ ଜିଲ୍ଲାପାଳଙ୍କ ସହିତ ହେମଗିରି…

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତି ନେଲା ବାଙ୍ଗାଲୋର

ସାରଜା: ସାରଜା କ୍ରିକେଟ ଷ୍ଟାଡିୟମରେ ଆଇପିଏଲର ହାଇ ଭୋଲଟେଜ ମୁକାବିଲା କୋଲକାତା ନାଇଟ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଛି । ଏଥିରେ ବାଙ୍ଗାଲୋର ଦଳର ଅଧିନାୟକ ବିରାଟ କୋହଲି ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି । ଆଜିର ମ୍ୟାଚ ପାଇଁ କୋଲକାତା ଦଳ…

ଦ୍ଵିତୀୟ ବିବାହ ବାର୍ଷିକୀରେ ଏମିତି କହିଲେ ପ୍ରିନ୍ସ ନରୁଲା!!

ମୁମ୍ବାଇ: ଅଭିନେତା ତଥା ବିଗ୍ ବସ୍ ୯ ବିଜେତା ପ୍ରିନ୍ସ ନରୁଲା ତାଙ୍କ ପତ୍ନୀ ଅଭିନେତ୍ରୀ ୟୁଭିକା ଚୌଧୁରୀଙ୍କୁ ସେମାନଙ୍କର ଦ୍ୱିତୀୟ ବିବାହ ବାର୍ଷିକୀରେ ପ୍ରେମଭରା ଚିଠି ଏବଂ ଚିତ୍ର ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଯେ ସେ ତାଙ୍କ ସହିତ ସାରା ଜୀବନ ଏହିପରି ବିତାଇବାକୁ…

ଭୁବନେଶ୍ୱରରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ

ଭୁବନେଶ୍ୱର: ଭୁବନେଶ୍ଵରରେ ଆଗାମୀ ୨ ମାସରେ କାର୍ଯ୍ୟକ୍ଷମ ହେବ ଆଉ ୨ଟି ଶ୍ମଶାନ। ସୂଚନା ଅନୁସାରେ ପଟିଆ ଓ ଖଣ୍ଡଗିରିରେ ଏହି ୨ଟି ଶ୍ମଶାନ  କାର୍ଯ୍ୟକ୍ଷମ ହେବ ବୋଲି ଜଣାପଡିଛି । ପଟିଆରେ ଗ୍ୟାସ ଜରିଆରେ ଶବଦାହ ବ୍ୟବସ୍ଥା ହେବାକୁ ଥିବା ବେଳେ ଖଣ୍ଡଗିରିରେ ବିଦ୍ୟୁତ ଚାଳିତ ଶବଦାହ…

ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକଙ୍କ ପରଲୋକ

ନୂଆଦିଲ୍ଲୀ:ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ କାର୍ଲଟନ ଚ୍ୟାପମ୍ୟାନଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ଏହି ମିଡଫିଲ୍ଡରଙ୍କୁ ୪୯ ବର୍ଷ ହୋଇଥିଲା । ରବିବାର ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ସେଠାରେ ସୋମବାର ତାଙ୍କର ମୃତ୍ୟୁ…

ଘରୋଇ ହିଂସା ମାମଲା; ଅନୁଭବଙ୍କୁ କୋର୍ଟଙ୍କ ନୋଟିସ୍‌

କଟକ: ଅଭିନେତାରୁ ନେତା ପାଲଟିଥିବା ଅନୁଭବ ମହାନ୍ତିଙ୍କୁ ଘରୋଇ ହିଂସା ମାମଲାରେ କଟକ ଏସଡିଜିଏମ୍ କୋର୍ଟ ନୋଟିସ୍ ଜାରି କରିଛନ୍ତି । ସୂଚନାନୁଯାୟୀ ନିକଟ ଅତୀତରେ ଏହି ବିଜେଡି ସାଂସଦ ଅନୁଭବଙ୍କ ପତ୍ନୀ ତଥା ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ନେଇ କୋର୍ଟଙ୍କର ଦ୍ୱାରସ୍ଥ…

ଟୋକିଓ ଆୟୋଜନ କରୁଛି ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ

ଟୋକିଓ: ଆସନ୍ତା ମାସରେ ଟୋକିଓ ଅନ୍ତର୍ଜାତୀୟ ଜିମ୍ନାଷ୍ଟିକ୍ ଟୁର୍ନାମେଣ୍ଟ ଆୟୋଜନ କରିବ ବୋଲି ଆୟୋଜକମାନେ ସୋମବାର କହିଛନ୍ତି । କରୋନା ଯୋଗୁଁ ସ୍ଥଗିତ ହୋଇଯାଇଥିବା ଅଲିମ୍ପିକ୍ସ ପୂର୍ବରୁ ଏକ ଅଭ୍ୟାସ ଭାବେ କାର୍ଯ୍ୟ କରିବା ନେଇ ଆଶାବାଦୀ ଅଛନ୍ତି ଆୟୋଜକ । ଆସନ୍ତା ନଭେମ୍ବର ୮…

ନବରାତ୍ରି ପାଳନର ମହତ୍ତ୍ୱ

ନବରାତ୍ରି ପାଳନର ମହତ୍ତ୍ୱ: ଏହାକୁ ନବଦୁର୍ଗା, ନବରାତ୍ରୀ କିମ୍ବା ଦୁର୍ଗା ପୂଜା କୁହାଯାଇଥାଏ। ଏହି ନଅ ଦିନଯାକ ଦେବୀ ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ତେବେ ଏ ସବୁ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ପରମ୍ପରା ଦେଖିବାକୁ ମିଳେ ପଶ୍ଚିମବଙ୍ଗର ଦୁର୍ଗା…

ଭିଡିଓ କନଫେରେନ୍ସିରେ ଲୋକାର୍ପଣ ହେଲା ୪୪ ପୋଲ, ପ୍ରତିରକ୍ଷା ମୁକାବିଲା ପାଇଁ ଗୁରୁତ୍ୱପୂର୍ଣ୍ଣ

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ସୋମବାର ଭିଡିଓ କନଫେରେନ୍ସି ମାଧ୍ୟମରେ ୪୪ ପୋଲ ଲୋକାର୍ପଣ କରିଛନ୍ତି । ଏଲଏସି ଓ ଏଲଓସିରେ ଭାରତର ଯବାନମାନଙ୍କ ପାଖରେ ଏହା ମାଧ୍ୟମରେ ଶୀଘ୍ର ସହାୟତା ତଥା ଅସ୍ତ୍ରଶସ୍ତ୍ର ପଂହଚିପାରିବ । ପୋଲଗୁଡିକ ସୀମାବର୍ତି ରାଜ୍ୟ ଲଦାଖ, ଜମ୍ମୁ-କଶ୍ମୀର,…

ଚାଇନାରେ ପୁଣି ମାତିଲା କରୋନା, ୫ଦିନରେ ପୁରା ସହରର ହେବ ପରୀକ୍ଷା

ବେଜିଂ: ପୁଣି ଚାଇନାରେ କରୋନା ଭାଇରସର ଦୌରାତ୍ମ୍ୟ ଦେଖାଯାଇଛି । ୬ଜଣ କରୋନାଭାଇରସ୍ ଆକ୍ରାନ୍ତ ହେବା ପରେ ପାଞ୍ଚ ଦିନ ମଧ୍ୟରେ କ୍ୱିଙ୍ଗଡ଼ାଓ ସହରର ନଅ ନିୟୁତରୁ ଅଧିକ ବାସିନ୍ଦାଙ୍କୁ ପରୀକ୍ଷା କରିବାକୁ ଚୀନ୍ ଲକ୍ଷ୍ୟ ରଖିଛି ବୋଲି ସ୍ୱାସ୍ଥ୍ୟ ଅଧିକାରୀମାନେ ସୋମବାର କହିଛନ୍ତି। ଯେଉଁ…