Latest Odisha News

BREAKING NEWS

Browsing Category

ଫିଚର

ଆଇପିଏସ ଅନୁପ ସାହୁଙ୍କ ନାଁରେ ଫେକ୍ ଫେସବୁକ୍ ଆକାଉଣ୍ଟ

ଭୁବନେଶ୍ୱର: ଆଇପିଏସ୍ ଅନୁପ ସାହୁଙ୍କ ନାଁରେ ଏକ ଫେକ୍ ଫେସବୁକ୍ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ଗୁଇନ୍ଦା ବିଭାଗ ଡିଆଇଜି ଥିବା ଖୋଦ୍ ଅନୁପ ନିଜେ ଏହି ସୂଚନା ଦେଇଛନ୍ତି। ତେବେ ଏଥିରୁ କୌଣସି ଫ୍ରେଣ୍ଡ ରିକ୍ୟୁଏଷ୍ଟ ଗ୍ରହଣ ନକରିବାକୁ ସେ ସୋସିଆଲ ମିଡିଆରେ ଅନୁରୋଧ…

ଅବିଶ୍ୱସନୀୟ ଗାଁ, ଏଠି ବିନା ପୁରୁଷରେ ମହିଳା ହୁଅନ୍ତି ଗର୍ଭବତୀ !

ଭୁବନେଶ୍ୱର: ଖାସ କରି ଗାଁ ହେଉଛି ଏମିତି ଏକ ସ୍ଥାନ, ଯେଉଁଠି କିଛି ନା କିଛି ଅଜଣା କଥା, ପରମ୍ପରା ଓ ରହସ୍ୟମୟ ଘଟଣା ସାମ୍ନାକୁ ଆସିଥାଏ । କେନିଆର ଏକ ଅଖ୍ୟାତ ଗାଁ । ଏହି ଗାଁର ଏକ ଅବିଶ୍ୱସନୀୟ ଘଟଣା ସମସ୍ତଙ୍କୁ ତାଜୁବ କରିଛି । ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଗାଁରେ କେବଳ ମହିଳାମାନେ ହିଁ…

ବାଲେଶ୍ୱର ଓ ତିର୍ତ୍ତୋଲ ଉପ ନିର୍ବାଚନ; ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲ ବିଧାନସଭା ଉପ ନିର୍ବାଚନ ଲାଗି ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ସୂଚନା ଅନୁଯାୟୀ, ବାଲେଶ୍ୱର ସଦର ଆସନରୁ ବିଜେପି ସ୍ୱର୍ଗତ ମଦନ ମୋହନ ଦତ୍ତଙ୍କ ପୁଅ…

କଟକର ପାନ ଦୋକାନୀ ପାଳିଲେ ବିଗ୍ ବି’ଙ୍କ ବାର୍ଥ ଡେ’

କଟକ: ଆଜି ହେଉଛି ବଲିଉଡର ସହେନ୍‌ସା ବିଗ୍ ବିଙ୍କ ଜନ୍ମ ଦିନ । ୭୮ରେ ପାଦ ରଖିଛନ୍ତି ଅମିତାଭ ବଚ୍ଚନ । ତେବେ ତାଙ୍କ ଜନ୍ମ ଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି ତାଙ୍କର ଜଣେ ବଡ ଫ୍ୟାନ୍ । କଟର ବାଦାମବାଡି ଅଂଚଳର ପାନ ଦୋକାନୀ ଧନେଶ୍ୱର ଅମିତାଭଙ୍କ ଜନ୍ମ ଦିବସକୁ ଧୁମଧାମରେ ପାଳନ…

ଆରମ୍ଭ ହେଲା ସ୍ୱାମୀତ୍ୱ ଯୋଜନା, ୧ ଲକ୍ଷ ଲୋକଙ୍କୁ ମିଳିବ ସମ୍ପତ୍ତି କାର୍ଡ

ନୂଆଦିଲ୍ଲୀ: ଦେଶରେ ଆରମ୍ଭ ହୋଇଛି ସ୍ୱାମୀତ୍ୱ ଯୋଜନା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଆରମ୍ଭ ହେବା ପରେ ପ୍ରାୟ ୧ ଲକ୍ଷ ଲୋକଙ୍କୁ ସମ୍ପତ୍ତି କାର୍ଡ ବଣ୍ଟନ କରାଯିବ । ଏହି କାର୍ଡକୁ ହିତାଧିକାରୀମାନେ ମୋବାଇଲ…

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ, ତେଣ୍ଟା ମାଡରେ ୨ ମୃତ, ୯ ଆହତ

ବ୍ରହ୍ମଗିରି: ତେଂଟାମାଡରେ ୨ଜଣଙ୍କ ମୃତ୍ୟୁ ହୋଇଛି । ବ୍ରହ୍ମଗିରିରେ ଡମିଣିସେଣାରେ ଦୁଇ ପରିବାର ମଧ୍ୟରେ  ଗୋଷ୍ଠୀ ସଂଘର୍ଷ ଦେଖାଦେଇଛି । ଗୋଷ୍ଠୀ ସଂଘର୍ଷରେ ତେଂଟା ମାଡ଼ କରାଯାଇଥିଲା । ଯେଉଁଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣଙ୍କ ଅବସ୍ଥା ସଂଙ୍କଟାପନ୍ନ ରହିଛି । ରେବଣା ନୂଆଗାଁ…

ଅବପାତର ରୂପ ନେଲା ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର: ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ଏବେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉପେର ଏହା ରହିଛି । ଆସନ୍ତା ୨୪ ଘଂଟା ଭିତରେଏହା ତୀବ୍ର ଅବପାତରେ ରୂପ ନେବାକୁ ଯାଉଥିବା ଆକଳନ କରିଛି ପାଣିପାଗ ବିଭାଗ । ଦକ୍ଷିଣ-ଦକ୍ଷିଣ ପୂର୍ବ…

ଆଖି ବୁଜିଲେ ଆଉ ୧୬ କରୋନା ରୋଗୀ, ଖୋର୍ଦ୍ଧାରେ ସର୍ବାଧିକ ୫ ମୃତ

ଭୁବନେଶ୍ୱର: ରାଜ୍ୟରେ ମାଡି ଚାଲିଛି ମହାମାରୀ କରୋନା । ଜଣଙ୍କ ପରେ ଜଣଙ୍କ ଜୀବନ ନେଉଛି ପ୍ରାଣଘାତି ଭାଇରସ । ରାଜ୍ୟରେ ୨୪ ଘଂଟାରେ ପୁଣି ୧୬ ଜଣ କରୋନା ରୋଗୀ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୨୨ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ପଜିଟିଭ କେସ୍‌

ଭୁବନେଶ୍ୱର: ରାଜ୍ୟରେ ଅଢ଼େଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ୩୦ ଜିଲ୍ଲାରୁ ୨, ୫୪୬ ନୂଆ ମାମଲା ସାମ୍ନାକୁ ଆସିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧.୫୦୪ ଜଣ କ୍ୱାରେଣ୍ଟାଇନ୍ ସେଂଟର ହୋଇଥିବା ବେଳେ ୧,୦୪୨ ହେଉଛି ଲୋକାଲ କେସ୍ । 6. Boudh: 37 7. Cuttack: 134…

ଗ୍ରାସିମ ପ୍ଲାଣ୍ଟର ଷ୍ଟିମ ପାଇପ୍ ଫାଟିବା ଘଟଣା, ଆଉ ଜଣେ ମୃତ

ଗଞ୍ଜାମ: ଗଂଜାମ ଜିଲ୍ଲାର ଗ୍ରାସିମ ପ୍ଲାଂଟରେ ଷ୍ଟିମ୍ ପାଇପ ଫାଟିବା ଘଟଣାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଇଂଜିନିୟର ଅଭିଷେକ ପାଲ । ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ଜଣାପିଛି । ଏହାକୁ ମିଶାଇ ଏହି ଘଟଣାରେ ମୃତ୍ୟୁ…