Latest Odisha News

BREAKING NEWS

Browsing Category

ଫିଚର

କରାଚୀରେ ମୌଲାନାଙ୍କୁ ହତ୍ୟା, ଭାରତ ଉପରେ ଦୋଷ ଲଦିଲେ ଇମ୍ରାନ

କରାଚୀ:ପାକିସ୍ତାନରେ ଜଣେ ପ୍ରଭାବଶାଳୀ ସୁନ୍ନି ମୌଲାନା ଆଦିଲ ଖାଁଙ୍କୁ କେତେକ ଦୁବୃତ ଗୁଳିକରି ହତ୍ୟା କରିଛନ୍ତି । ପାକିସ୍ତାନ ତାର ଅପରାଗତ ଲୁଚାଇବା ପାଇଁ ଏହାର ଦୋଷ ଭାରତ ଉପରେ ଲଦିଛି । ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତକୁ ଦାୟୀ କରିବା ପରେ ବିଭିନ୍ନ ମହଲରେ ଏହାକୁ ସମାଲୋଚନା…

ଆସନ୍ତୁ ଜାଣିବା ସଂସ୍କୃତି ଓ ପରିବେଶ ସହ କିପରି ଭାବେ ଦୁର୍ଗାପୂଜା ଜଡିତ

ପୁରୀ: ଆମ ପୁରାତନ ସଂସ୍କୃତି ଅନୁଯାୟୀ ପଂଚଭୂତକୁ ଆଧାର କରି ଦୁର୍ଗାପୂଜା ଆୟୋଜିତ ହୋଇଥାଏ । ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ ।…

ଆସନ୍ତାକାଲିଠୁ ଆରମ୍ଭ ହେବ ଓଜେଇଇ ପରୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ତଥା ଅକ୍ଟୋବର ୧୨ରୁ ୧୯ ଯାଏଁ ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ଓଜେଇଇ ପରୀକ୍ଷା। ଏପରିକି ଚଳିତ ଥର ୩ଟି ସିଫ୍ଟରେ ପରୀକ୍ଷା ଅନୁଷ୍ଠିତ ହେବ । କମ୍ପ୍ୟୁଟର ବେସଡ୍ ପରୀକ୍ଷା ହେବାକୁ ଥିବା ବେଳେ ପ୍ରାୟ ୨ ଘଣ୍ଟା ଧରି ପରୀକ୍ଷା କରାଯିବ । ସକାଳ ପ୍ରାୟ ୯ରୁ…

ରିୟାନ,ଟେୱାଟିଆଙ୍କ ଲଢ଼ୁଆ ବ୍ୟାଟିଂ, ରାଜସ୍ଥାନ ୫ ଉଇକେଟରେ ବିଜୟୀ

ଦୁବାଇ: ରିୟାନ ପରାଗ(୪୨ରନ) ଓ ରାହୁଲ ଟେୱାଟିଆ(୪୫)ଙ୍କ ଲଢ଼ୁଆ ବ୍ୟାଟିଂ ବଳରେ ଚଳିତ ଆଇପିଏଲ ରବିବାର ଅନୁଷ୍ଠିତ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ୫ ଉଇକେଟରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଡେଭିଡ ୱାର୍ଣ୍ଣର (୪୮) ଓ ମନୀଷ ପାଣ୍ଡେଙ୍କ ୫୪ ରନ…

ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା, ସଂକ୍ଷେପରେ…

ଭୁବେନଶ୍ୱର: ଦୁର୍ଗା ପୂଜା । ଭାରତରେ ସବୁଠୁ ଅଧିକ ଦିନ ଧରି ଏହି ପୂଜା ଉତ୍ସବକୁ ପାଳନ କରାଯାଇଥାଏ । ତେବେ ଦେଶର ବିଭିନ୍ନ ପ୍ରାନ୍ତରେ ପୂଜାର ନାମକରଣ ବି ଭିନ୍ନ ରହିଥାଏ । ୯ଟି ରୂପରେ ୯ଦିନ ପର୍ଯ୍ୟନ୍ତ ପୂଜା ପାଇଥାନ୍ତି ମା' ଦୁର୍ଗା । ଉତ୍ତର ଦିଗରେ ଥିବା ରାଜ୍ୟଗୁଡିକ ଯେଉଁଠି ନବରାତ୍ରୀ…

ମହିଳା ଟି୨୦ ଚ୍ୟାଲେଞ୍ଜ: ଭେଲୋସିଟି ଦଳରେ ସ୍ଥାନ ପାଇଲେ ଓଡିଆ ଝିଅ ସୁଶ୍ରୀ

ଭୁବନେଶ୍ୱର: ଓଡିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶନୀ ମହିଳା ଟି୨୦ ଚ୍ୟାଲେଞ୍ଜ ଖେଳିବା ପାଇଁ ମନୋନୀତ ହୋଇଛନ୍ତି । ଏହି ଟୁର୍ଣ୍ଣାମେଂଟ ନଭେମ୍ବର ୪ରୁ ୯ ପର୍ଯ୍ୟନ୍ତ ଆୟୋଜିତ ହେବ । ସୁପରନୋଭାସ, ଟ୍ରେଲବ୍ଲେଜର ଓ ଭେଲୋସିଟି ୩ଟି ଦଳ ପାଇର୍ ଖେଳାଳି ଚୟନ କରାଯାଇଛି । ଢ଼େଙ୍କାନାଳର ସୁଶ୍ରୀ ଭେଲୋସିଟି…

ଫ୍ରେଂଚ ଓପନ ଟେନିସ : ଇତିହାସ ରଚିଲେ ପୋଲାଣ୍ଡର ଇଗା ସ୍ୱିଟେକ୍‌

ପ୍ୟାରିସ: ପୋଲାଣ୍ଡର ୧୯ ବର୍ଷୀୟ ଇଗା ସ୍ୱିଟେକ୍ ଫ୍ରେଂଚ ଓପନ ଟେନିସ ଟୁର୍ଣ୍ଣାମେଂଟରେ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରି ଇତିହାସ ରଚିଛନ୍ତି । ସେ ଫାଇନାଲରେ ଆମେରିକାର ସୋଫିଆ କେନିନଙ୍କୁ ୬-୪, ୬-୧ ସିଧାସଳଖ ସେଟରେ ପରାସ୍ତ କରି ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ସେ ପୋଲାଣ୍ଡର…

ରାଜସ୍ଥାନ ରୟାଲ୍ସକୁ ୧୫୯ ରନ୍‌ର ବିଜୟ ଲକ୍ଷ୍ୟ

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌‌ରେ ରବିବାର ରାଜସ୍ଥାନ ରୟାଲ୍ସ ଓ ସନରାଇଜର୍ସ ମଧ୍ୟରେ ମୁକାବିଲା ହୋଇଛି । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଲିଗ୍ ମ୍ୟାଚରେ ହାଇଦ୍ରାବାଦ୍ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଡେଭିଡ୍…

ଭୁବନେଶ୍ୱରର ୩ ସ୍ଥାନରେ ଅପରାଜିତା ଷଡଙ୍ଗୀଙ୍କ ବୈଠକ

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଅଫିସକୁ ବିଏମସି ୧୫ ଦିନ ପାଇଁ ସିଲ୍ କରିଦେଇଛି । ଯାହା ପରେ ରବିବାର ଦିନ ଘୋଷଣା କରିଛନ୍ତି ଯେ ସେ ଭୁବନେଶ୍ୱରର ୩ଟି ସ୍ଥାନରେ ଜନସାଧାରଣ ବୈଠକ ଅନୁଷ୍ଠିତ କରିବେ । ସେ କହିଛନ୍ତି ଯେ ଏହି ଅବଧି ମଧ୍ୟରେ…

ଉତ୍ତରକୋରିଆ ପ୍ରଦର୍ଶିତ କଲା ସବୁଠାରୁ ବଡ କ୍ଷେପଣାସ୍ତ୍ର

ପ୍ୟୋଙ୍ଗୟାଙ୍ଗ: ଉତରକୋରିଆର ଏକଚ୍ଛତ୍ରବାଦ ଶାସକ କିମ ଜୋଙ୍ଗ ଉନ ବିଶ୍ୱରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପଦକ୍ଷେପ ଆରମ୍ଭ କରିଛନ୍ତି । ଶାସକ ଦଳ କୋରିଆ ୱାର୍କର୍ସ ପାର୍ଟି ପକ୍ଷରୁ ୭୫ ବର୍ଷ ସ୍ଥାପନା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବିଭିନ୍ନ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର…