Latest Odisha News

BREAKING NEWS

Browsing Category

ଫିଚର

ପୁଣି ରାଜଧାନୀରୁ ଧରାପଡିଲା ଚୋରା ବନ୍ଧୁକ, ୨ଗିରଫ

ଭୁବନେଶ୍ୱର: ପୁଣି ରାଜଧାନୀ ଭୁବନେଶ୍ୱରରୁ ଧରାପଡିଲା ଚୋରା ବନ୍ଧୁକ । ଖଣ୍ଡଗିରି ଥାନା ଘାଟିକିଆ ଅଂଚଳରେ ଦୁଇ ଜଣ ଯୁବକଙ୍କ ନିକଟରୁ ପୋଲିସ ଚୋରା ବନ୍ଧୁକ ଜବତ କରିଛି । ଗାଡିରେ ଯାଉଥିବା ବେଳେ ପୋଲିସ ଖବର ପାଇ ସେମାନଙ୍କୁ ଅଟକାଇଥିଲା । ପରେ ଯାଂଚ ବେଳେ ସେମାନଙ୍କ ନିକଟରୁ ଚୋରା ବନ୍ଧୁକ…

ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍‌

ଯାଜପୁର: ସୁନା ଦୋକାନୀଙ୍କୁ ଆକ୍ରମଣ କରି ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ଯାଜପୁର ବ୍ରହ୍ମବରଦା ଅଂଚଳରେ ଘଟିଛି ଏହି ଘଟଣା । ସ୍ଥାନୀୟ ବ୍ୟବସାୟୀର ମହେଶ୍ୱର ସାହୁ ଲୁଟ୍‌ର ଶିକାର ହୋଇଛନ୍ତି । ମହେଶ୍ୱର ଦୋକାନ ବନ୍ଦ କରି ସୁନା, ଗହଣା ନେଇ ସ୍କୁଟିରେ ଘରକୁ ଯାଉଥିବା ବେଳେ…

ତାଲା ଭାଙ୍ଗି ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ

ଦେବଗଡ: ଦେବଗଡରେ ମାତିଛନ୍ତି ଲୁଟେରା । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପଲମ ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଲୁଟ୍ ଉଦ୍ୟମ କରିଛନ୍ତି । ତାଲା ଭାଙ୍ଗି ଲୁଟେରାମାନେ ବ୍ୟାଙ୍କ ଭିତରକୁ ପଶିଥିବା କୁହାଯାଉଛି । ତେବେ ସେମାନଙ୍କ ଉଦ୍ୟମ ବିଫଳ ହୋଇଛି । ବ୍ୟାଙ୍କରୁ ଟଙ୍କା…

ଏନ୍‌କାଉଣ୍ଟରରେ ଟଳିଲେ ୨ ଆତଙ୍କବାଦୀ

ଜମ୍ମୁ-କାଶ୍ମୀର: ସୋପିଆନ ଜିଲ୍ଲାର ସୁଗନ ଅଂଚଳରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଏହି ଏନ୍‌କାଉଂଟର ମଙ୍ଗଳବାରରୁ ଜାରି ରହିଥିଲା । ଆତଙ୍କବାଦୀମାନେ ସୁଗନ ଅଂଚଳରେ ଲୁଚି ରହିଥିବା ଖବର ପାଇ…

ଦୁର୍ଗା ପୂଜା ପୂର୍ବରୁ ଆସିଲା ଗାଇଡାଲାଇନ୍‌, ଜାଣନ୍ତୁ କ’ଣ ରହିଛି ନିୟମ

ନଆଦିଲ୍ଲୀ: ଆଗକୁ ପାର୍ବଣ ଋତୁ ଆସୁଛି। ଏହି ସମୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଗାଇଡଲାଇନ ଜାରି କରାଯାଇଛି। ଅକ୍ଟୋବରରୁ ଡିସେମ୍ବର ଯାଏ ଭାରତରେ ବିଭିନ୍ନ ପର୍ବପର୍ବାଣୀ ପାଳିତ ହୋଇଥାଏ। ଏହି ସମୟରେ ପ୍ରବଳ ଜନସମାବେଶ ହୁଏ। ତେଣୁ କରୋନା ସଂକ୍ରମଣ…

ସୂର୍ଯ୍ୟକୁମାରଙ୍କ ବିସ୍ଫୋରକ ବ୍ୟାଟିଂ, ମୁମ୍ବାଇ: ୧୯୩/୪

ଆବୁଧାବି:ଚଳିତ ଆଇପିଏଲରେ ମଙ୍ଗଳବାର ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ମୁମ୍ବାଇ ଇଣ୍ଡିଆନ୍ସ ୧୯୪ ରନର ବିଜୟ ଲକ୍ଷ୍ୟ ରାଜସ୍ଥାନ ରୟାଲ୍ସ ସମ୍ମୁଖରେ ରଖିଛି । ସୂର୍ଯ୍ୟକୁମାର ୪୭ ବଲରେ ୧୧ ଚୌକା ଓ ୨ଛକା ସହାୟତାରେ ୭୯ ରନ କରି ଅପରାଜିତ ରହିଥିଲେ ।…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୮୧୭ କରୋନା ରୋଗୀ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୮୧୭ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ୯୬୯ ଜଣ, କଟକରୁ ୩୬୮, ବରଗଡ଼ରୁ ୧୫୧ ଜଣ, ବାଲେଶ୍ୱରରୁ ୧୪୬ ଜଣ, ନୂଆପଡ଼ାରୁ ୧୩୫ ଜଣ, ଜଗତସିଂହପୁରରୁ ୧୨୪…

ଇନ୍ଦୋରର ଜଣେ ମହିଳାଙ୍କ ଚାଂଚଲ୍ୟକର ବୟାନ: ସୁଶାନ୍ତଙ୍କ ମୃତ୍ୟୁ ନେଇ ବହୁତ କଥା ଜାଣିଛି, ସୁରକ୍ଷା ଦେଲେ କହିବି

ଇନ୍ଦୋର: ଇନ୍ଦୋରର ଜଣେ ମହିଳା ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ କଥା ଜାଣିଛନ୍ତି ବୋଲି କହିଛନ୍ତି । ଏହି ଖବର ପାଇବା ପରେ ପୋଲିସ ସତର୍କ ହୋଇ ଉଠିଛି । ଡିଆଇଜି ମହିଳାଙ୍କ ପରିଚୟ ସାର୍ବଜନନୀ କରି ନାହାନ୍ତି । ଏଥିନେଇ ମହିଳାଜଣଙ୍କ ତାଙ୍କୁ…

ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ନିର୍ଦ୍ଧାରିତ ଅବଧି ପୂର୍ବରୁ ସମାପ୍ତ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ମଙ୍ଗଳବାର ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି ହୋଇଛି । ବିଧାନସଭାର ୮ ଦିନିଆ ମୌସୁମୀ ଅଧିବେଶନ ଆଜି ଦିନକ ପୂର୍ବରୁ ଶେଷ ହୋଇଛି । ଚଳିତ ବିଧାନସଭା ମୌସୁମୀ ଅଧିବେଶନରେ ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ବିଲ୍ ସମେତ ପ୍ରାୟ ୭ଟି ବିଲ୍…

ଭାରତୀୟମାନେ ଶୋଇବା ପ୍ରିୟ: ସର୍ଭେ

ନୂଆଦିଲ୍ଲୀ: ଭାରତୀୟମାନେ ଶୋଇବାକୁ ଅଧିକ ଭଲ ପାଆନ୍ତି ବୋଲି ଏକ ସର୍ଭେରୁ ଜଣାପଡିଛି । ଜାନୁଆରୀ ଏବଂ ଡିସେମ୍ବର ୨୦୧୯ ମଧ୍ୟରେ  ୫୯୪୭ ଗ୍ରାମ ଏବଂ ୩୯୯୮ ସହରାଞ୍ଚଳରେ ଥିବା ୧୩୮୭୯୯ ଘରେ ଏନଏସଓ ଦ୍ୱାରା ଏହି ସର୍ଭେ କରାଯାଇଥିଲା । ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ବ୍ୟତୀତ ସମଗ୍ର ଦେଶରେ…