Latest Odisha News

BREAKING NEWS

Browsing Category

ଫିଚର

ମୋଜାମ୍ବିକରେ ପହଂଚିଲା ଆଇଏସଏସ, ମହିଳାଙ୍କୁ ଅପହରଣ କରି ସେକ୍ସ ସ୍ଲେଭ କରୁଛି

ମ୍ୟାପୁଟା: ସିରିୟାରୁ ବିଦା ହେବା ପରେ ଆତଙ୍କବାଦି ସଂଗଠନ ଆଇଏସଏସ ଏବେ ଆଫ୍ରିକାରେ ପହଂଚିଛି । ରିପୋର୍ଟ ମୁତାବକ ଆଫ୍ରିକାର ମୋଜାମ୍ବିକ ସହରରେ ଖଣିଜ ତୈଳ ପ୍ରଚୁର ପରିମାଣରେ ରହିଛି । ଏହାକୁ ଟାର୍ଗେଟରେ ରଖି ଆତଙ୍କବାଦୀମାନେ ସ୍ଥାନୀୟ ବାସିନ୍ଦାକୁ ହତ୍ୟା କରିବା ସହ ମହିଳାମାନଙ୍କୁ ଅପହରଣ…

ଡି କକ୍ ରାଜୁତି, ହାଇଦ୍ରାବାଦ ସମ୍ମୁଖରେ ମୁମ୍ବାଇ ରଖିଲା ୨୦୯ ରନର ଲକ୍ଷ୍ୟ

ଶାରଜା: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ରବିବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ କ୍ୱିଂଟନ ଡି’କକ୍‌ଙ୍କ ବିସ୍ପୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୯ ରନର ବିଜୟ ଲକ୍ଷ୍ୟ ସନରାଇଜର୍ସ ହାଇଦ୍ରାବାଦ ସମ୍ମୁଖରେ ରଖିଛି । ଶେଖ ଜାୟେଦ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ମୁମ୍ବାଇ ୨୦…

‘ଝିଅ ସହ ଦୁଷ୍କର୍ମ ହେଲେ ପିତାମାତା ଦାୟୀ’ ବୋଲି କହିଲେ ବିଜେପି ବିଧାୟକ

ଲକ୍ଷ୍ନୌ: କୌଣସି ଝିଅ ସହ ଦୁଷ୍କର୍ମ ହେଲେ ସେଥିଲାଗି ତା’ର ବାପା ଓ ମା’ ଦାୟୀ ବୋଲି କହିଛନ୍ତି ଉତ୍ତରପ୍ରଦେଶ ବାଲିଆର ବିଜେପି ବିଧାୟକ ସୁରେନ୍ଦ୍ର ସିଂହ । ସୂଚନା ଅନୁଯାୟୀ, ହାଥରସ୍ ଦୁଷ୍କର୍ମ ଘଟଣା ଉପରେ ଶନିବାର ଦିନ ଚାନ୍ଦପୁରରେ ଗଣମାଧ୍ୟମ ଆଗରେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସେ…

ସ୍ୱର୍ଗଦ୍ୱାରରେ ଜଳିଲା ମହାରଥୀଙ୍କ ଜୁଇ

ପୁରୀ: ପଂଚଭୂତରେ ଲୀନ ହେଲେ ମହାରଥୀ । ପୁରୀ ସ୍ୱର୍ଗଦ୍ୱାରରେ ପ୍ରଦୀପ ମହାରଥୀଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ପୁଅ ରୁଦ୍ର ମହାରଥୀ ମୁଖାଗ୍ନି ଦେଇଛନ୍ତି । ପାର୍ଥିବ ଶରୀର ଜଳିଯାଇଛି । ଆଉ, ବିଧାୟକ, ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ସମସ୍ତଙ୍କ ଠାରୁ ଶେଷ ବିଦାୟ ନେଇଛନ୍ତି ।…

ନିଆରା ଭାଷା କହୁଥିବା ଦୁନିଆର ଏକମାତ୍ର ମହିଳା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରାୟ ୬୯୦୦ରୁ ଅଧିକ ଭାଷା କଥିତ। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ବର୍ଷ ପୁରୁଣା। ଏହା ମଧ୍ୟରୁ ଅନେକ ଭାଷା ଲୋପ ମଧ୍ୟ ପାଇସାରିଲାଣି। କିନ୍ତୁ କିଛି ଭାଷାକୁ ଜୀବିତ ରଖିବା ପାଇଁ ଲୋକ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ସେହିଭଳି ଏକ ଭାଷା ହେଉଛି…

ଦୁଷ୍କର୍ମ ଘଟଣାରେ ମୁହଁ ଖୋଲିଲେ ଅନୁଷ୍କା ଶର୍ମା; କହିଲେ ପୁଅଙ୍କୁ ଶିଖାନ୍ତୁ ନାରୀଙ୍କ ସମ୍ମାନ କରିବା

ନୂଆଦିଲ୍ଲୀ: ଦିନକୁ ଦିନ ଦୁଷ୍କର୍ମ ଘଟଣା ଘଟୁଥିବା ବେଳେ ଏହାକୁ ନେଇ ଚାରିଆଡେ ଉତ୍ତେଜନା ଦେଖାଦେଉଛି । ଏପରିକି ବଲିଉଡର ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏହା ବିରୋଧରେ ସ୍ୱର ଉଠାଇଛନ୍ତି । ଏହି ଘଟଣାରେ ଏବେ ମୁହଁ ଖୋଲିଛନ୍ତି ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ।…

ଝୁରୁଛି ବିଧାନସଭା: ‘ମରିନାହିଁ ମହାରଥୀ, ସରିନାହିଁ ରାଜନୀତି’

ଭୁବନେଶ୍ୱର: ମହାରଥୀଙ୍କୁ ଝୁରୁଛି ବିଧାନସଭା । ଗୃହରେ ସ୍ମୃତି ଚାରଣ ସମୟରେ ତାଙ୍କ ବିୟୋଗରେ ଭାବୁକ ହୋଇପଡିଥିଲେ ସମସ୍ତ ବିଧାୟକ। ମୁଖ୍ୟମନ୍ତ୍ରୀ ଆଣିଥିବା ଶୋକ ପ୍ରସ୍ତାବକୁ ସମର୍ଥନ କରି ଦୁଃଖିତ ଓ ମର୍ମାହତ ବୋଲି ବିବୃତି ରଖିଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ । ସେହିପରି…

ଗୋଟିଏ ନଯାଉଣୁ ଆଉ ଗୋଟିଏ, ୯ ତାରିଖରେ ପୁଣି ଲଘୁଚାପ

ଭୁବନେଶ୍ୱର: ଲଘୁଚାପ ପରେ ଲଘୁଚାପ । ଗୋଟିଏ ନଯାଉଣୁ ଆଉ ଗୋଟିଏ ଲଘୁଚାପ ନେଇ ପୂର୍ବାନୁମାନ । ଆସନ୍ତା ୯ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । A fresh…

ଗ୍ଲାଇଡର ବିମାନ ଦୁର୍ଘଟଣାଗ୍ରସ୍ତ, ୨ ନୌସେନା ଅଧିକାରୀ ମୃତ

କୋଚ୍ଚି: କେରଳର କୋଚ୍ଚି ଠାରେ ବଡ ଧରଣର ବିମାନ ଦୁର୍ଘଟଣା ହୋଇଛି । ଏଥିରେ ଦୁଇ ନୌସେନା ଅଧିକାରୀ ପ୍ରାଣ ହରାଇଛନ୍ତି । ମୃତକ ଦୁଇ ଜଣ ହେଲେ ଲେଫ୍ଟନାଂଟ ରାଜୀବ ଝା ଓ ସୁନିଲ କୁମାର । ରବିବାର ସକାଳୁ ଗ୍ଲାଇଡର ନିୟନ୍ତ୍ରଣ ହରାଇ ସ୍ଥାନୀୟ ଥୋପୁପାଡି ପୋଲ ନିକଟରେ ଖସି ପଡିଥିଲା । ରୁଟିନ୍…

ବିହାର ନିର୍ବାଚନ: ୫୦-୫୦ ଫର୍ମୁଲାରେ ରାଜି ବିଜେପି-ଜେଡିୟୁ

ନୂଆଦିଲ୍ଲୀ: ବିହାର ବିଧାନସଭା ପାଇଁ ବାଜି ସାରିଛି ବିଗୁଲ । ସମସ୍ତ ରାଜନୈତିକ ଦଳ ଗୁଡିକ ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଅଙ୍କକଷା । ନିର୍ବାଚନ ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୫୦-୫୦ ଫର୍ମୁଲାରେ ରାଜି ହୋଇଛନ୍ତି । ଜେଡିୟୁ ଏବଂ ବିଜେପି ୫୦-୫୦ ଆସନ ବାଂଟିବା ଫର୍ମୁଲାକୁ…