Latest Odisha News

BREAKING NEWS

Browsing Category

ଫିଚର

କରୋନା ମହାମାରୀ ମଧ୍ୟରେ ୩ଟି ପର୍ଯ୍ୟାୟରେ ହେବ ବିହାର ନିର୍ବାଚନ

ପାଟନା: ବିହାରରେ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ଦିନ ତାରିଖ ଘୋଷଣା କରାଯାଇଛି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ କରୋନା ମହାମାରୀ ମଧ୍ୟରେ ତିନିଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ…

ବିଶିଷ୍ଟ କଣ୍ଠଶିଳ୍ପୀ ବାଲସୁବ୍ରମଣ୍ୟମଙ୍କ ଦେହାନ୍ତ

ଚେନ୍ନାଇ: କିମ୍ବଦନ୍ତୀ ଗାୟକ ଏସପି ବାଲସୁବ୍ରମଣ୍ୟମଙ୍କର ଚେନ୍ନାଇ ଠାରେ ଶୁକ୍ରବାର ଦିନ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ଏହି ଭେଟେରାନ୍ ଗାୟକ ଜଣକ କରୋନା ପଜିଟିଭ ଚିହ୍ନଟ ହେବା ପରେ ଅଗଷ୍ଟ ୫ରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ରାଜ୍ୟରେ ଶୁକ୍ରବାର ଦିନ ଆଉ ୧୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୭୬୭ରେ ପହଞ୍ଚିଛି । ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଅନୁଗୁଳରୁ ୧, ବଲାଙ୍ଗିରରୁ ୧, ଭୁବନେଶ୍ୱରରୁ ୪, କଟକରୁ ୧, କନ୍ଧମାଳରୁ ୧,…

ଓଡିଶାରେ ୨ ଲକ୍ଷ ଟପିଲା କରୋନା ସଂକ୍ରମଣ; ଆଜି ୪୨୦୮ ପଜିଟିଭ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୦୬ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୦୧ ହଜାର ୦୯୬ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ…

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ କରୋନା

ଭୁବନେଶ୍ୱର : ପୂର୍ବତନ ମନ୍ତ୍ରୀ ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତ କିଛି ଦିନ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ସଙ୍ଗରୋଧରେ ରହିବା ସହିତ ଲକ୍ଷଣ ଦେଖାଗଲେ କୋଭିଡ ଟେଷ୍ଟ କରିବାକୁ ସେ ଅନୁରୋଧ କରିଛନ୍ତି ।…

ଆମେରିକାଜ୍ ଗଟ୍ ଟ୍ୟାଲେଣ୍ଟ ଫାଇନାଲ୍ : ଶ୍ରେଷ୍ଠ ୧୦ରେ ରହିଲେ ସୁମନ୍ତ ଓ ସୋନାଲି ଯୋଡି

ଭୁବନେଶ୍ୱର: ବ୍ୟାଡ ସାଲସା ଯୋଡି ସୁମନ୍ତ ଓ ସୋନାଲି ମଜୁମଦାର ଯୋଡି ଆମେରିକାଜ ଗଟ୍ ଟାଲେଣ୍ଟର ସିଜିନ ୧୫ରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ରହିଛନ୍ତି । ଓଡିଆ ପୁଅ ସୁମନ୍ତକୁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଥମରୁ ଭଲ ପ୍ରଦର୍ଶନ କରିଆସିଥିଲେ ସୁ୍‌ଦ୍ଧା ଏହି ଯୋଡି ଶ୍ରେଷ୍ଠ ୫…

ଆଜି NCBରେ ହାଜର ହେବେ ରକୁଲ ଓ କରିସ୍ମା ପ୍ରକାଶ, କାଲି ଦୀପିକା-ସାରା-ଶ୍ରଦ୍ଧାଙ୍କ ପାଳି

ମୁମ୍ବାଇ: ବଲିଉଡର ଡ୍ରଗ୍ସ ଲିଙ୍କକୁ ନେଇ ତନାଘନା ଚଳାଇଛି ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଆଜି ଏନସିବିରେ ହାଜର ହେବେ ରକୁଲ ପ୍ରୀତ ସିଂହ । ପଚରାଉଚରା ପାଇଁ ତାଙ୍କୁ ସମନ କରଯାଇଥିଲା । ଏହାସହ ଦୀପିକା ପାଦୁକୋନଙ୍କ ଟ୍ୟାଲେଣ୍ଟ ମ୍ୟାନେଜର କରିସ୍ମା ପ୍ରକାଶଙ୍କୁ ବି ଆଜି ପଚରାଉଚରା କରିବ…

ଦେଶରେ ୫୮ ଲକ୍ଷ ଟପିଲା କୋଭିଡ ପଜିଟିଭଙ୍କ ସଂଖ୍ୟା; ମୃତ୍ୟୁ ସଂଖ୍ୟା ଡେଇଁଲା ୯୨ ହଜାର

ନୂଆଦିଲ୍ଲୀ: ବେଲଗାମ କରୋନା ଦେଶରେ ଅସମ୍ଭାଳ କରୋନା ସ୍ଥିତି । ପ୍ରତିଦିନ ଚିହ୍ନଟ ହେଉଛନ୍ତି ପାଖାପାଖି ଲକ୍ଷେ ସଂକ୍ରମିତ । ୧୦୦୦ ଉପରେ ଲୋକଙ୍କର ପ୍ରାଣ ମଧ୍ୟ ଯାଉଛି । ବେଳକୁ ବେଳ ଏହା ନିଜର କରାଳ ରୂପ ନେଇ ଚାଲିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟାରେ…

ଭାରତ ବନ୍ଦ: କୃଷି ବିଲକୁ ବିରୋଧ କରି ରାଜରାସ୍ତାରେ ଚାଷୀ

ନୂଆଦିଲ୍ଲୀ: କୃଷି ବିଲକୁ ଚାଷୀଙ୍କ ଜୋରଦାର ବିରୋଧ । ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ଦେଶର କୃଷକ । ଦେଶବ୍ୟାପୀ ଆଦି ହରତାଲ କରୁଛନ୍ତି ଚାଷୀ । ବନ୍ଦ ପାଳନକୁ ସମର୍ଥନ ଦେଇଛନ୍ତି ବହୁ କୃଷକ ସଂଗଠନ ଓ ରାଜନୈତିକ ଦଳ ।…

ବିହାର ବିଧାନସଭା ଏବଂ ଓଡ଼ିଶା ଉପନିର୍ବାଚନ ନେଇ ଆଜି ଘୋଷଣା ହୋଇପାରେ ତାରିଖ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ପାଇଁ ଆଜି ବିଗୁଲ ଫୁଙ୍କି ପାରନ୍ତି ନିର୍ବାଚନ କମିଶନ । ଘୋଷଣା ହୋଇପାରେ ତାରିଖ । ଏହାସହ ଓଡ଼ିଶାରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ଓ ତିର୍ତ୍ତୋଳ ବିଧାନସଭା ଉପନିର୍ବାଚନ ନେଇ ମଧ୍ୟ ତାରିଖ ଘୋଷଣା ହୋଇପାରେ । ମଧ୍ୟାହ୍ନ ସାଢ଼େ ୧୨ଟାରେ ନିର୍ବାଚନ…