Latest Odisha News

BREAKING NEWS

Browsing Category

ଫିଚର

ଆରପାରିରେ ଆଧୁନିକ ରଙ୍ଗମଞ୍ଚର ବିନ୍ଧାଣୀ ଇବ୍ରାହିମ୍ ଅଲକାଜୀ

ନୂଆଦିଲ୍ଲୀ: ଥିଏଟର ଦୁନିଆର ବାହଶାହ ଇବ୍ରାହିମ ଅଲକାଜୀଙ୍କ ପରଲୋକ । ଆଜି ୯୪ ବର୍ଷ ବୟସରେ ଦିଲ୍ଲୀରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି । ଦିଲ୍ଲୀ…

ନୂଆ ମ୍ୟାପ୍ ଜାରି କଲା ପାକିସ୍ତାନ, କାଶ୍ମୀର ସହ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ । ତେବେ ଏହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ମ୍ୟାପ୍ ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ…

କୋଭିଡ ଯୋଦ୍ଧାଙ୍କ ପାଇଁ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା କରିବାକୁ ଅପିଲ

ଭୁବନେଶ୍ୱର: କାଲି ସନ୍ଧ୍ୟା ୬ଟାରେ ନୀରବ ପ୍ରାର୍ଥନା ପାଇଁ ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଅପିଲ କରିଛନ୍ତି । କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ସନ୍ଧ୍ୟାରେ ୧ମିନିଟର ନିରବ ପ୍ରାର୍ଥନା କରିବା ପାଇଁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ଯିଏ ଯେଉଁଠି…

ଓଡିଶାରୁ ସୁସ୍ଥ ହେଲେ ୧୪୦୯ କରୋନା ରୋଗୀ; ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୨୪ ହଜାର ଟପିଲା

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୪୦୯ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ସୁସ୍ଥ ହୋଇଥିବା ୧୪୦୯ ଜଣଙ୍କ ମଧ୍ୟରୁ ୨୫୮ ଜଣ ଗଞ୍ଜାମରୁ, ୨୧୮ ଜଣ ଖୋର୍ଦ୍ଧା, ୧୨୮ ୧୨୮ ଜଣ ରାୟଗଡାରୁ, ୧୨୨ ଜଣ…

୫୦୦ବର୍ଷର ବିବାଦ ପରେ ଏଥର ଅଯୋଧ୍ୟାରେ ରାମଲାଲାଙ୍କ ରାଜୁତି

ଅଯୋଧ୍ୟା: ୫୦୦ ବର୍ଷର ବିବାଦର ଅନ୍ତ ଘଟିବାକୁ ଯାଉଛି । ଅଯୋଧ୍ୟା ଓ ଭାରତବାସୀଙ୍କ ସମ୍ମାନର ମୂଲ୍ୟ ମିଳିବ । ଏଠାରେ ରାମଲାଲାଙ୍କ ରାଜୁତି ହେବ । ରାମମନ୍ଦିରରେ ନିର୍ମାଣ କ୍ଷେତ୍ରରେ ସମସ୍ତଙ୍କ ଭୂମିକା ରହିଛି । ପ୍ରାରମ୍ଭିକ ପର୍ଯ୍ୟାୟରେ କଂଗ୍ରେସ ଓ ପରେ ବିଜେପି ଏହି ବିବାଦର ଅନ୍ତ…

ବର୍ଷା ଆଲର୍ଟ, ଜିଲ୍ଲାପାଳଙ୍କୁ ଏସ୍‌ଆର୍‌ସିଙ୍କ ଚିଠି

ଭୁବନେଶ୍ୱର: ଉତ୍ତର ବଙ୍ଗପୋସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଛି । ଏହାର ପ୍ରଭାବରେ ଆଗାମୀ ୫ରୁ ୬ ଦିନ ୧୮ଟି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ରାଜ୍ୟରେ ବର୍ଷା ନେଇ ସବୁ ଜିଲ୍ଲାପାଳଙ୍କୁ ଏସଆରସି ପ୍ରଦୀପ ଜେନା ଚିଠି ଲେଖିଛନ୍ତି । ସବୁ ଜିଲ୍ଲାପାଳଙ୍କୁ…

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ

ନୂଆଦିଲ୍ଲୀ: କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ସେ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ମିଳିଛି । ପୂର୍ବରୁ ତାଙ୍କ କର୍ମଚାରୀ ପଜିଟିଭ ଆସିଥିଲେ । ସେ ଟୁଇଟ୍ କରି…

ଦୋକାନ ଆଗରେ ଚା’ ପିଇବା ମନା, ରେଷ୍ଟୁରାଂଟରୁ ନେବେ ପାର୍ସଲ

ଭୁବନେଶ୍ୱର: ଏଣିକି ଦୋକାନ ଆଗରେ ଚା’ ପିଇ ପାରିବେ ନାହିଁ ଗ୍ରାହକ । ଦୋକାନ ଆଗରେ ଚା’ ପିଇବା ଉପରେ କଟକଣା ଲାଗଯାଇଛି । ଖାଦ୍ୟ ବିକ୍ରେୟକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ନୂଆ ଗାଇଡାଲାଇନ୍ ଜାରି ହୋଇଛି । ରେଷ୍ଟୁରାଂଟ, ଢ଼ାବା, ରାସ୍ତାକଡ ଠେଳା ଦୋକାନୀଙ୍କ ପାଇଁ ଏହି ଗାଇଡଲାଇନ୍ ଜାରି…

ରାମମନ୍ଦିର ଭୂମିପୂଜନ ପାଇଁ ଶୁଭ ମୁହୂର୍ତ୍ତ ସ୍ଥିର କରିଥିବା ପୂଜକଙ୍କୁ ଧମକ

ଅଯୋଧ୍ୟା: ରାମମନ୍ଦିର ଭୂମି ପୂଜନ ମୁହୂର୍ତ୍ତକୁ ନେଇ ଥମୁନି ବିବାଦ । ଭୂମି ପୂଜା ପାଇଁ ଶୁଭ ମୂହୁର୍ତ୍ତ ବାହାର କରିଥିବା ପୂଜକଙ୍କୁ ମିଳୁଛି ଧମକ । ଭୂମିପୂଜା ପୂର୍ବରୁ ଆରମ୍ଭ ହୋଇଥିବା ବିବାଦ ଭିତରେ ମନ୍ଦିର ନିର୍ମାଣ ପାଇଁ ବ୍ରାହ୍ମ ମୂହୁର୍ତ୍ତ ସ୍ଥିର କରିଥିବା ପୂଜକ ଏଭଳି ଅଭିଯୋଗ…

କରୀନାଙ୍କୁ ଟାର୍ଗେଟ କଲେ କଙ୍ଗନା, ୬ ପ୍ରଶ୍ନର ଉତ୍ତର ଦେବାକୁ କହିଲେ

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ଘଟଣା ପରେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ଦୁଇ ଭାଗ ହୋଇଯାଇଛି କହିଲେ ଭୁଲ ହେବ ନାହିଁ । ଏହି ଲଢ଼େଇ ବିଶେଷ ଭାବେ ଇନସାଇଡର ଓ ଆଉଟସାଇଡର ମଧ୍ୟରେ ଆରମ୍ଭ ହୋଇଛି । ସୁଶାନ୍ତ ମୃତ୍ୟୁ ପରେ ବଲିଉଡ କୁଇନ କଙ୍ଗନା ରାନାୱତ ନେପୋ କିଡ୍ସଙ୍କୁ ଟାର୍ଗେଟ…