Latest Odisha News

BREAKING NEWS

Browsing Category

ଫିଚର

ବିଷାକ୍ତ ମଦ ନେଲା ୨୧ ଜଣଙ୍କ ଜୀବନ

ଅମୃତସର: ବିଷାକ୍ତ ମଦ ପିଇ ଗଲା ୨୧ ଜଣଙ୍କ ଜୀବନ । ପଂଜାବର ଅମୃତସର, ବଟାଲା ଓ ତରନତାରନରେ ଭେଜାଲ ମଦ ପିଇ ୨୧ ଜଣଙ୍କ ଜୀବନ ଯାଇଛି । ଏହି ମାମଲାରେ ପୋଲିସ ବିଷାକ୍ତ ମଦ ବିକ୍ରି କରୁଥିବା ଅଭିଯୋଗରେ କିଛି ବେପାରୀଙ୍କୁ ଗିରଫ କରିଛି । ଏହାସହ ତାରାସିକ୍ ଥାନା ଆଇଆଇସିଙ୍କୁ ସସପେଣ୍ଡ କରାଯାଇଛି…

କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ରକୁ ଧରି ହସ୍ପିଟାଲରୁ ବାପା-ମା’ ଫେରାର

କଟକ: ହସ୍ପିଟାଲରୁ କରୋନା ଆକ୍ରାନ୍ତ ମୃତ ଶିଶୁପୁତ୍ର ଧରି ବାପା-ମା’ ଚମ୍ପଟ । କଟକ ଶିଶୁ ଭବନରେ ଘଟିଛି ଏଭଳି ଘଟଣା । ହସ୍ପିଟାଲରେ କଡା ସୁରକ୍ଷା ସତ୍ତ୍ୱେ ବାପା-ମା’ ମୃତ ଶିଶୁ ଧରି ଫେରାର ହୋଇଯାଇଛନ୍ତି । ଏନେଇ ଲାଲବାଗ ଥାନାରେ ହସ୍ପିଟାଲ ପକ୍ଷରୁ ଅଭିଯୋଗ ହୋଇଛି। ସୂଚନା ମୁତାବକ,…

ପୁଣି ୩ ମାସ ବଢ଼ିଲା ମେହେବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି

ଶ୍ରୀନଗର: ବଢ଼ିଲା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହେବୁବା ମୁଫତୀଙ୍କ ଅଟକ ଅବଧି । ତାଙ୍କ ଗୃହବନ୍ଦୀ ଅବଧିକୁ ଆହୁରି ୩ ମାସ ବଢ଼ାଇ ଦିଆଯାଇଛି । ଅର୍ଥାତ ସେ ନଭେମ୍ବର ୫ ଯାଏଁ ଅଟକ ରହିବେ । ସୂଚନା ଯୋଗ୍ୟ ଯେ, ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର…

ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ

ଭୁବନେଶ୍ୱର: ଇସ୍ପାତ ନଗରୀ ରାଉରକେଲା ଆଇଜିଏଚ୍‌ରେ ଖୋଲିଲା ପ୍ଲାଜମା ବ୍ୟାଙ୍କ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ପ୍ଲାଜମା ବ୍ୟାଙ୍କର ଲୋକାର୍ପିତ କରିଛନ୍ତି । ଏହା ହେଉଛି ରାଜ୍ୟର ତୃତୀୟ ଓ ପଶ୍ଚିମ ଓଡ଼ିଶାର ପ୍ରଥମ ପ୍ଲାଜମା ବ୍ୟାଙ୍କ ।…

ଦେଶରେ ବଢ଼ୁଛି ସୁସ୍ଥ ହାର, କମୁଛି ମୃତ୍ୟୁ ହାର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶ ପାଇଁ ଆସିଛି ଆଶ୍ୱସ୍ତିକର ଖବର । କୋଭିଡ-୧୯ରେ ଏଯାଏଁ ରେକର୍ଡ ସଂଖ୍ୟକ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଦେଶରେ ଦୁଇ ତୃତୀୟାଂଶ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରି ସାରିଲେଣି । ଏନେଇ ଆଜି ଗ୍ରୁପ୍ ଅଫ୍ ମିନିଷ୍ଟର୍ସ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ.ହର୍ଷବର୍ଦ୍ଧନ…

ଅଗଷ୍ଟ ୩ରୁ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ସପ୍ତାହରେ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ସୃଷ୍ଟି ହୋଇଛି। ମୌସୁମୀ ଉତ୍ତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ ପରିବେଶ ଅନୁକୂଳ ହୋଇଥିବାରୁ ପାଣିପାଗରେ ପରିବର୍ତନ ଆସିବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି…

ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା

ଅନୁଗୁଳ: ରାଜ୍ୟରେ ଜାରି ରହିଛି କରୋନା କୋପ । ଦିନକୁ ୧ ହଜାରୁ ଅଧିକ ସଂକ୍ରମିତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅନୁଗୁଳରେ ଅଗଷ୍ଟ ୩୧ ଯାଏଁ କଟକଣା ଲାଗୁ କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି । ସମସ୍ତ ହାଟ, ମାର୍କେଟ ଅଗଷ୍ଟ ୩୧ଯାଏଁ ବନ୍ଦ ରହିବ ।ସକାଳ ୭ଟାରୁ ଦିନ…

ରାଜସ୍ଥାନ ରାଜନୀତିରେ ପୁଣି ଲୁଚାଛପା ଖେଳ, ଜୈସଲମେର ଗଲେ ଗେହଲଟଙ୍କ ସମର୍ଥକ ବିଧାୟକ

ଜୟପୁର: ଜାରି ରହିଛି ରାଜସ୍ଥାନ ରାଜନୈତିକ ସଙ୍କଟ । ପୁଣି ଆରମ୍ଭ ହୋଇଛି ଲୁଚାଛପାର ଖେଳ । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କୁ ସମର୍ଥନ କରୁଥିବା କଂଗ୍ରେସର ସମସ୍ତ ବିଧୟକଙ୍କୁ ଜୈସଲମେର ସ୍ଥାନାନ୍ତର କରାଯାଇଛି । ଚାଟାର୍ଡ ଫ୍ଲାଇଟ୍‌ରେ ସେମାନଙ୍କୁ ଜୈସଲମେର ନିଆଯାଇଛି । ସୂଚନା ମୁତାବକ,…

ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ କଥା ହେଲେ ଡିଜିପି

ଭୁବନେଶ୍ୱର: ପୋଲିସ ଡିଜି ଅଭୟ ଆଜି ରାଜ୍ୟର ସମସ୍ତ ରେଂଜ ଆଇଜି, ଡିଆଇଜି, ସମସ୍ତ ଜିଲ୍ଲା ଏସପି, ଟ୍ୱିନ ସିଟି ଡିଏସପି ଏବଂ କଟକ ଓ ରାଉରକେଲା ରେଳବାଇ ଏସପିଙ୍କ ସହ ଭିଡିଓ କନଫରେନ୍ସିଂରେ ବିିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଜଣେ ପୋଲିସ କର୍ମଚାରୀ ଓ ଅଧିକାରୀ…

ମନ ମୋହୁଛି ମିଶନ ଶକ୍ତିର ଘାସ ଓ ଧାନର ରାକ୍ଷୀ

ଭୁବନେଶ୍ୱର: ଅଗଷ୍ଟ ୩ ତାରିଖରେ ରାକ୍ଷୀ ପୂର୍ଣ୍ଣିମା । ସଂସ୍କୃତି ଓ ପରମ୍ପରାର ଏହି ପର୍ବ କିନ୍ତୁ ଏଥର କରୋନା ମହାମାରୀ ପାଇଁ ଫିକା ପଡିଯାଇଛି। ବଜାରରେ ମଧ୍ୟ ଏଥର ଭଳିକି ଭଳି ରାକ୍ଷୀର ଆସର ଜମିନାହିଁ । ତେବେ ମନ ମୋହୁଛି ମିଶନ ଶକ୍ତିର ଦେଶୀ ରାକ୍ଷୀ । ସବାଇ ଘାସ, ଧାନ, ଚାଉଳ, ମୁଗ,…