Latest Odisha News

BREAKING NEWS

Browsing Category

ଫିଚର

ହୀତାଧିକାରୀଙ୍କୁ ମିଳିବ ୫ ମାସର ମାଗଣା ଚାଉଳ ଓ ଡାଲି

ଭୁବନେଶ୍ୱର: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ପାଇବେ ୫ ମାସର ମାଗଣା ଚାଉଳ ଓ ଡାଲି । କରୋନା ସଂକ୍ରମଣ ଏବଂ ଏହାର ମୁକାବିଲା ପାଇଁ ଲକଡାଉନ୍ ଓ ସଟଡାଉନ୍ ଗରିବ ଲୋକଙ୍କ ଜୀବନ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି । ତେଣୁ ଗରିବ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜୁଲାଇରୁ…

କଟକ ଓ ଖୋର୍ଦ୍ଧା ପାଇଁ ୩୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ଗଂଜାମ ପରେ ଆଜି ଦୁଇ ଜିଲ୍ଲା କଟକ ଓ ଖୋର୍ଦ୍ଧା ର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୁଇ ଜିଲ୍ଲାର ସ୍ଥିତି ସମୀକ୍ଷା ପରେ କଟକ ଓ ଖୋର୍ଦ୍ଧା ଜିଲ୍ଲା ପାଇଁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ମୁକାବିଲା ନେଇ କଟକ ଜିଲ୍ଲା ଓ ଖୋର୍ଦ୍ଧା…

ଡାକ୍ତରଙ୍କ ଅବସର ବୟସ ୬୨ରୁ ୬୫ ବର୍ଷକୁ ବୃଦ୍ଧି

ଭୁବନେଶ୍ୱର: ଡାକ୍ତରଙ୍କ ଅବସର ବୟୟ ସୀମା ବୃଦ୍ଧି । ୬୨ରୁ ୬୫କୁ ବୃଦ୍ଧି କଲେ ରାଜ୍ୟ ସରକାର । କୋଭିଡ ପରିସ୍ଥିତିରେ ଡାକ୍ତରମାନଙ୍କ ଗୁରୁ ଦାୟିତ୍ବ ରହିଛି। ଏହାକୁ ଦୃଷ୍ଟିରେ ରଖି ଓଏଚଏମଏସ୍ କ୍ୟାଡରର ଡାକ୍ତରମାନଙ୍କ ଅବସର ବୟସକୁ ୬୨ ରୁ ୬୫ ବର୍ଷକୁ ବୃଦ୍ଧି କରାଯାଇଛି । ଏନେଇ…

କୋରନା ଯୋଗୁ ଏବର୍ଷ ଅମରନାଥ ଯାତ୍ରା ବାତିଲ୍

ଜମ୍ମୁ କଶ୍ମୀର: କରୋନା ଟାଣିଲା ଲକ୍ଷ୍ମଣରେଖା । ଏବର୍ଷ ହେବନି ଅମରନାଥ ଯାତ୍ରା । ଭକ୍ତ ଓ ଭଗବାନଙ୍କ ମଧ୍ୟରେ କଣ୍ଟା ସାଜିଲା କରୋନା । ମହାମାରୀ ପାଇଁ ଚଳିତବର୍ଷ ଅମରନାଥ ଯାତ୍ରାକୁ ରଦ୍ଦ କରାଯାଇଛି । ଏନେଇ ସୂଚନା ଦେଇଛି ଅମରନାଥ ଶ୍ରାଇନ୍ ବୋର୍ଡ । ଜମ୍ମୁ କଶ୍ମୀର ଉପରାଜ୍ୟପାଳ ଗିରୀଶ…

ଆସାମରେ ଭୟଙ୍କର ବନ୍ୟା: ସହାୟତାର ହାତ ବଢ଼ାଇଲା ଜାତିସଂଘ

ଆସାମ: ଆସାମରେ ଭୟଙ୍କର ବନ୍ୟା ପରିସ୍ଥିତି । ଏପର୍ଯ୍ୟନ୍ତ କମିବାର ନାଁ ନେଉନାହିଁ । ସେଠାକାର ସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି । ବନ୍ୟା ଦ୍ୱାରା ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏଥିସହ ୧୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଆସାମରେ ଭାରତ…

ସୁଚିନ୍ତିତ ଯୋଜନା ଅନୁସାରେ ପୁରୀରେ ଅପରାଧକୁ ନିୟନ୍ତ୍ରଣ କରାଯିବ :ଏସପି ଅଖିଳେଶ୍ୱର ସିଂ

ପୁରୀ:ପୁରୀରେ ଅପରାଧକୁ ହାର କମାଇବା ପାଇଁ ସୁଚିନ୍ତିତ ଯୋଜନା ଅନୁସାରେ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ଏସପି ଅଖିଳେଶ୍ୱର ସିଂ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏଥିନେଇ ବୁଦ୍ଧିଜୀବୀ, ସାମ୍ବାଦିକ ଓ ବିଭିନ୍ନ ଅନୁଷ୍ଠାନ ସହ ଆଲୋଚନା କରିବେ ବୋଲି କହିଛନ୍ତି । ମୁଁ…

ସୁସ୍ଥ ହେଲେ ଆଉ ୪୦୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ସୁସ୍ଥ ହାର । ଆଜି ପୁଣି ଆଉ ୪୦୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାକୁ ମିଶାଇ ମୋଟ ଆରୋଗ୍ୟଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୦୯ରେ ପହଁଚିଛି । 5 from Jagatsinghpur 5 from Sonepur 4 each…

ଆସନ୍ତାକାଲି ଭୁବନେଶ୍ୱର ସାମ୍ବାଦିକଙ୍କର ଆଣ୍ଟିଜେନ୍ ଟେଷ୍ଟ

ଭୁବନେଶ୍ୱର: ରାଜ୍ୟରେ କ୍ଷିପ୍ର ଗତିରେ ଦିନକୁ ଦିନ ବଢ଼ି ଚାଲିଛି କରୋନା ସଂକ୍ରମଣ । ଏହି ସଂକ୍ରମଣରୁ କରୋନା ଯୋଦ୍ଧାମାନେ ମଧ୍ୟ ବାଦ୍ ପଡୁନାହାନ୍ତି । ସମସ୍ତଙ୍କୁ କବ୍‌ଜା କରି ନେଉଛି ଏହି କିଲର ଭାଇରସ । ଏହାରି ଭିତରେ ଆସନ୍ତାକାଲିଠାରୁ ଭୁବନେଶ୍ୱରରେ ସମସ୍ତ ସାମ୍ବାଦିକମାନଙ୍କ ରାପିଡ୍…

ପାଠକଙ୍କୁ ଖବରକାଗଜ ସହ ମାସ୍କ ଫ୍ରି

ଶ୍ରୀନଗର: କରୋନାଠାରୁ ରକ୍ଷା ପାଇବାର ଏକମାତ୍ର ଉପାୟ ହେଉଛି ସଚେତନତା । ଏଥିସହ ସାମାଜିକ ଦୂରତା ଓ ମାସ୍କ । ଏହି ଭାଇରସରୁ ବଂଚିବା ପାଇଁ ଏହା ନିହାତି ଜରୁରୀ । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରିବା ଲାଗି ନିଜ ପାଠକଙ୍କୁ ତାଜା ଖବର ସହ ମାସ୍କ ଦେବାକୁ ଅଭିଯାନ ଆରମ୍ଭ କରିଛି ଏକ…

ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୧୪ ଦିନ କ୍ୱାରେଂଟାଇନରେ ରହିବେ

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳ ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆ ଗସ୍ତରେ ଯିବ । ସେଠାରେ ୪ ଟେଷ୍ଟ ମ୍ୟାଚ ଖେଳାଯିବ । ତେବେ ଏଥିପାଇଁ ସେମାନଙ୍କୁ ୧୪ ଦିନ କ୍ୱାରେଂଟାଇନରେ ରହିବାକୁ ପଡିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନିକ ହୋକଲେ କହିଛନ୍ତି ।…