Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୩୧ ଯାଏଁ ରାଜଧାନୀରେ ମୋ ବସ୍ ସେବା ବନ୍ଦ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ଜୁଲାଇ ୩୧ ତାରିଖ ଯାଏଁ ଲାଗୁ ହୋଇଛି ଲକ୍‌ଡାଉନ କଟକଣା । ତେବେ ଏହି ସମୟ ମଧ୍ୟରେ ମୋ ବସ୍ ସେବା ବନ୍ଦ ରହିବ ବୋଲି କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନପୋର୍ଟ ବା କ୍ରୁଟ୍ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି । ?…

୧୪ ଦିନିଆ ଲକ୍‌ଡାଉନରେ ଅଧିକ କଠୋର ହେବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ବଢୁଛି କରୋନା ରୋଗୀଙ୍କ ସଂଖ୍ୟା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଆଜି ରାତି ୯ଟାରୁ ରାଜ୍ୟର ଚାରିଟି ଜିଲ୍ଲା ଓ ରାଉରକେଲା ମହାନଗର ନିଗମରେ ଲକ୍‌ଡାଉନ ଘୋଷଣା ହୋଇଛି । ତେବେ ଚଳିତ ଥର ଟ୍ୱିନ ସିଟିରେ ଲକ୍ ଡାଉନ କଡାକଡି ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ…

ରାଜସ୍ଥାନ ରାଜନୀତି : ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ

ଜୟପୁର: ରାଜସ୍ଥାନରେ ଏବେ ରାଜନୀତି ଜୋରସୋରରେ ଚାଲିଛି । ଅଡିଓ କ୍ଲିପ ଓ ଘୋଡା ବ୍ୟାପାର ନେଇ କଂଗ୍ରେସ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ଟାର୍ଗେଟ କରିଥିଲା । ଶୁକ୍ରବାର ଶେଖାୱତ ସମସ୍ତ ଅଭିଯୋଗ ଭିତିହୀନ ବୋଲି କହିଛନ୍ତି । ଯେଉଁ ଅଡିଓ କ୍ଲିପ କଂଗ୍ରେସ ଅପପ୍ରଚାର ପାଇଁ…

କରୋନା ଡ୍ୟୁଟି ବେଳେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ହେଲେ ପରିବାରକୁ ମିଳିବ ଭତ୍ତା

ଭୁୁବନେଶ୍ୱର: କରୋନା ଡ୍ୟୁଟି ସମୟରେ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କର ମୃତ୍ୟୁ ହେଲେ ସରକାର ସେମାନଙ୍କର ପରିବାରର ଜଣଙ୍କୁ ଭତ୍ତା ଦିଆଯିବ । ଏ ନେଇ ଆଜି ସ୍ୱତନ୍ତ୍ର ରିଲିଫ କମିଶନର ଘୋଷଣା କରିଛନ୍ତି । ଆଶା ଓ ଅଙ୍ଗନବାଡି କର୍ମୀମାନେ କରୋନା ଡ୍ୟୁଟି କରିବା ସମୟରେ ତାଙ୍କର…

କମିଶନରେଟ୍ ପୋଲିସର କଡା ନିୟମ; ଫିଟ୍ ରୁହ ନଚେତ୍ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: କୋଭିଡ-୧୯ ସମୟରେ କରୋନା ଯୋଦ୍ଧା ପାଲଟିଥିବା ପୋଲିସ ବାବୁ ମାନଙ୍କୁ ଫିଟ୍ ରହିବାକୁ ପଡିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବା ଲାଗି ସମସ୍ତ ପୋଲିସ କର୍ମୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି କମିଶନରେଟ୍ ପୋଲିସ। ପ୍ରାପ୍ତ ସୂଚନାନୁଯାୟୀ ଏଥର ପୋଲିସ ବାବୁ ମାନେ ଫିଟ୍ ନ ରହିଲେ…

ସମାଜସେବୀ ଆଦିତ୍ୟ ମୃତ୍ୟୁ ମାମଲା; ପତ୍ନୀଙ୍କୁ ଜେରା କରିପାରେ ଜିଆରପି

ଭୁବନେଶ୍ୱର: ସମାଜସେବୀ ତଥା ମୋଟିଭେସନାଲ୍ ସ୍ପିକର ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଜିଆରପି ଆଜି ତାଙ୍କ ପତ୍ନୀଙ୍କୁ ଜେରା କରିପାରେ। ଏବେ ଏହି ମାମଲାକୁ ଭିନ୍ନ ମୋଡ ଦେଇଛି ଲୋକୋ ପାଇଲଟଙ୍କ ବୟାନ। ସୁତ୍ରରୁ ପ୍ରକାଶ ଯେ ପୁରୁଷୋତ୍ତମ ଏକ୍ସପ୍ରେସର ଲୋକୋ ପାଇଲଟ୍ ଜଣକ କହିଛନ୍ତି ଯେ ମୁଁ…

ଚୀନକୁ ଚାରିପଟୁ ଘେରୁଛି ଆମେରିକା, କମ୍ୟୁନିଷ୍ଟ ପାର୍ଟି ଉପରେ ଲଗାଇବ ଟ୍ରାଭେଲ ବ୍ୟାନ !

ନ୍ୟୁୟର୍କ: ଆମେରିକା ଚୀନକୁ ସବୁ ଦିଗରୁ ଘେରିବାକୁ ବସିଛି । ଏବେ ମିଳିଥିବା ରିପୋର୍ଟ ଅନୁସାରେ କମ୍ୟୁନିଷ୍ଟ ପାର୍ଟିର ସଦସ୍ୟ ଏବଂ ପରିବାରଙ୍କ ଉପରେ ଟ୍ରାଭେଲ ବ୍ୟାନ ଲଗାଇବା ପାଇଁ ଆମେରିକା ଯୋଜନା କରୁଛି । ଆମେରିକାର ବିଦେଶ ବିଭାଗ, ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗ ଏବଂ ହ୍ୱାଇଟ୍‌ହାଉସର…

ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ବନ୍ଦ ନ ହେଲେ ଆମେ ପାପରେ ଭାଗୀ ହେବା : କଙ୍ଗନା

ମୀରଟ: ନିର୍ଦ୍ଦୋଷ ସାଧୁଙ୍କ ହତ୍ୟା ନେଇ ବଲିଉଡ କୁଇନ କଙ୍ଗନା ରାନାୱତ କ୍ରୋଧୀତ ହୋଇଛନ୍ତି । ସେ କହିଛନ୍ତି ନିର୍ଦ୍ଦୋଷ ସାଧୁଙ୍କ ହତ୍ୟାକୁ ନ ରୋକାଗଲେ ସାରା ଦେଶକୁ ପାପ ଲାଗିବ । ପାଲଘରେ ୨ ଜଣ ସାଧୁଙ୍କୁ ନିର୍ମମ ଭାବେ ମରାଯିବା ପରେ ଏବେ ମୀରଟ ମଧ୍ୟ ଜଣେ ସାଧୁଙ୍କୁ ହତ୍ୟା କରାଯାଇଛି ।…

ରାଜନାଥଙ୍କ ହାତରେ ରାଇଫଲ

ଲଦାଖ: ଦୁଇ ଦିନିଆ ଜମ୍ମୁ କଶ୍ମୀର ଓ ଲଦାଖ ଗସ୍ତରେ ଯାଇ ଲେହରେ ପହଞ୍ଚିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଷ୍ଟାକନାରେ ଭାରତୀୟ ସେନାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ସେଠାରେ ସେନା ଅଧିକାରୀଙ୍କ ସହ ମିଶି ହାତରେ ଏକ ରାଇଫଲ ଉଠାଇଥିଲେ ରାଜନାଥ । ପିକା ମେସିନ…

ଭୁବନେଶ୍ୱରରେ ବଢୁଛି, ଖୋର୍ଦ୍ଧା ଲଢୁଛି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ମୁଣ୍ଡ ବିନ୍ଧାର କାରଣ ହେଲାଣି କରୋନା ସଂକ୍ରମଣ । ପ୍ରତିଦିନ କେସ୍ ବଢୁଛି । ଗତ ୨୪ ଘଣ୍ଟାରେ ୧୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ୧ ହଜାର ୭୪୪କୁ ବୃଦ୍ଧି ପାଇଛି ପଜିଟିଭ୍ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ଖୋର୍ଦ୍ଧାରୁ ଯେତିକି ଭୂତାଣୁ…