Latest Odisha News

BREAKING NEWS

Browsing Category

ଫିଚର

ରଣବୀର କାପୁରଙ୍କ ଡୁପ୍ଲିକେଟ୍ ଜୁନୈଦ ଶାହଙ୍କର ହୃଦଘାତରେ ମୃତ୍ୟୁ

ବଲିଉଡ ଅଭିନେତା ରଣବୀର କାପୁରଙ୍କ ଭଳି ଅବିକଳ ଦେଖାଯାଉଥିବା ଯୁବକ ଜୁନୈଦ ଖାନଙ୍କ ଦେହାନ୍ତ ହୋଇଛି । ୨୮ ବର୍ଷର ଏହି କାଶ୍ମୀରର ଯୁବକଙ୍କର ହୃଦଘାତରେ ଶୁକ୍ରବାର ମୃତ୍ୟୁ ହୋଇଥିବା ଜଣାପଡିଛି । Our old neighbor Nissar Ahmed Shah's son Junaid passed away due to massive…

ତିରୁପତି ବାଲାଜୀ ମନ୍ଦିରରେ ପୂଜାରୀଙ୍କ ସମେତ ୧୪୦ କରୋନା ପଜିଟିଭ୍

ଆନ୍ଧ୍ରପ୍ରଦେଶ: ତିରପତି ବାଲାଜୀ ମନ୍ଦିରରୁ ଚିହ୍ନଟ ହୋଇଛନ୍ତି ୧୪୦ ଜଣ କରୋନା ସଂକ୍ରମିତ । ଏମାନଙ୍କ ଭିତରେ ଅଛନ୍ତି ୧୪ ପୂଜାରୀ । ତଥାପି ମନ୍ଦିର ବନ୍ଦ କରିବାକୁ ମନା କରିଛି ତିରୁମାଳା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡ । ଟିଟିଡି ବୋର୍ଡ କହିଛି ବାଲାଜୀ ମନ୍ଦିର ସର୍ବସାଧାରଣଙ୍କ…

ସାଟେଲାଇଟ ଇମେଜରୁ ସାମନାକୁ ଆସିଲା ପ୍ରତାରକ ଚୀନର ଚାଲିକି

ଗଲଓ୍ୱାନ ଘାଟି ସଂଘର୍ଷ ପରେ ଭାରତ-ଚୀନ ସୀମାରେ ବଢ଼ିଛି ଟେନସନ୍ । ଶାନ୍ତି ଫେରାଇ ଆଣିବା ପାଇଁ ବିଭିନ୍ନ ପର୍ଯ୍ୟାୟରେ ଦୁଇ ଦେଶ ମଧ୍ୟରେ ସାମରିକସ୍ତରୀୟ ଆଲୋଚନା ଚାଲିଛି । କୁଟନୈତିକ କଥାବାର୍ତ୍ତା ବି ହେଉଛି । ଏସବୁ ଭିତରେ ମିଛୁଆ ଚୀନର ଆଉ ଏକ କାରସାଦି ଧରା ପକାଇ ଦେଇଛି ସାଟେଲାଇଟ୍…

ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜିଆରପିର ଜେରା

ଭୁବନେଶ୍ୱର: ଦିନ ବିତିବା ସହ ଯୁବ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ବଢୁଛି ସସପେନ୍ସ । ତନାଘନା ଜାରି ରଖିଛି ଜିଆରପି । ଏହି ମାମଲାରେ ଆଦିତ୍ୟଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଜେରା କରାଯାଇଛି । ଗତକାଲି ଆଦିତ୍ୟଙ୍କ ଘରକୁ ପୋଲିସର ଏକ ଟିମ୍ ଯାଇଥିଲା । ଆଦିତ୍ୟଙ୍କ ପତ୍ନୀ…

ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ଅମିତାଭ ଓ ଅଭିଷେକ ବଚ୍ଚନଙ୍କ ପରେ କରୋନା ସଂକ୍ରମିତ ଐଶ୍ଵର୍ଯ୍ୟା ରାୟ ବଚ୍ଚନ ଓ ତାଙ୍କ ଝିଅ ଆରାଧ୍ୟା ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପଜିଟିଭ ଚିହ୍ନଟ ପରେ ସେମାନେ ହୋମ୍ ଆଇସୋଲେସନରେ ଥିଲେ । ଏବେ କରୋନାର ସାମାନ୍ୟ ଲକ୍ଷଣ ଦେଖାଦେବା ପରେ ହସ୍ପିଟାଲକୁ ସ୍ଥାନାନ୍ତର…

ଦକ୍ଷିଣ ଭାରତ ମନ୍ଦିରର କୋଟି କୋଟି ଅଳଙ୍କାର ଏବେ ମଧ୍ୟ ରହିଛି ଅଜ୍ଞାତ ସ୍ଥାନରେ , ଏହା ଉପରେ ଅନ୍ତର୍ଜାତୀୟ ଲୁଟେରାଙ୍କ…

ଚେନ୍ନାଇ: ପଦ୍ମନାଭସ୍ୱାମୀ ମନ୍ଦିର ସମ୍ପତିର ଝଲକ(୧ ଲକ୍ଷ କୋଟି) ମିଳିବା ପରେ ଦେଶ, ବିଦେଶରେ ଏହାର ଚର୍ଚ୍ଚା ଜୋର ଧରିଥିଲା । ପୂର୍ବରୁ ଏହି ଧନ ଲୋଭରେ ଅନେକ ଥର ହିନ୍ଦୁ ମନ୍ଦିରକୁ ଲୁଣ୍ଠନ କରାଯାଇଛି । ଏ ସବୁ ସତ୍ୱେ ଅନେକ ସମ୍ପତି ଏବେ ମଧ୍ୟ ମନ୍ଦିରଗୁଡିକରେ ରହିଛି । ବିଶେଷ କରି କେରଳ…

ରାଜଧାନୀର ୟୁନିଟ୍‌-୪ ମାଛ ମାର୍କେଟକୁ ସିଲ୍ କଲା ବିଏମ୍‌ସି

ଭୁବନେଶ୍ୱର: ୟୁନିଟ୍ ୪ ମାଛ ମାର୍କେଟର ସାତ ଜଣ ମାଛ ଦୋକାନୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ପରେ ବିଏମସି ପକ୍ଷରୁ ମାର୍କେଟକୁ ସିଲ୍ କରାଯାଇଛି । ଅନ୍ୟ ମାଛ ବେପାରୀମାନଙ୍କୁ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଛି । ଏଥି ସହ ବଜାରକୁ ସଂଯୋଗ କରୁଥିବା ସମସ୍ତ ରାସ୍ତାକୁ ମଧ୍ୟ ସିଲ୍…

ରାଜ୍ୟ ପାଇଁ ଖୁସି ଖବର; ସୁସ୍ଥ ହେଲେ ଆଉ ୪୫୩ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୪୫୩ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସୁସ୍ଥ ହୋଇଥିବା ୪୫୩ ଜଣଙ୍କ ମଧ୍ୟରୁ ୨୨୦ ଜଣ ଗଞ୍ଜାମରୁ, ସୁନ୍ଦରଗଡରୁ ୪୧, ନବରଙ୍ଗପୁରରୁ ୩୩, ୨୮ ଜଣ ଖୋର୍ଦ୍ଧା,…

ମାଲିକ ପାଖରେ ପହଂଚିବା ପାଇଁ ଓଟ ୭ ଦିନରେ ଚାଲିଲା ୧୦୦କିମି

ଉଲାନବତର: ମଣିଷ-ପଶୁଙ୍କ ମଧ୍ୟରେ ଥିବା ସ୍ନେହ ସମ୍ପର୍କର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ମଙ୍ଗୋଲିଆ ଅଂଚଳରେ ଗୋଟିଏ ଓଟ ତାର ପୁରୁଣା ମାଲିକ ପାଖକୁ ଫେରିଯିବା ପାଇଁ ୭ ଦିନ ୧୦୦ କିଲୋମିଟର ରାସ୍ତା ଅତିକ୍ରମ କରିଥିଲା । ଗତ ବର୍ଷ ଅକ୍ଟୋବରରେ ମାଲିକଜଣକ ଏହି ଓଟକୁ ବିକ୍ରି କରି ଦେଇଥିଲେ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କ୍ୟୁଟ ପରିବାର

ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ ତାଙ୍କ କ୍ୟୁଟ ପରିବାରର ଏକ ଫଟୋ ଛାଡିଛନ୍ତି । ଯାହା କି ଏହି ପ୍ଲାଟଫର୍ମରେ ବେଶ୍ ପସନ୍ଦ କରାଯାଉଛି । ଏହି ଫଟୋରେ ପତ୍ନୀ ନତାଶ ଷ୍ଟାନକୋଭିଚଙ୍କ ସହ ସେମାନଙ୍କର ୩ଟି ପୋଷା କୁକୁର ଅଛନ୍ତି ।…