Latest Odisha News

BREAKING NEWS

Browsing Category

ଫିଚର

ଆରବିଆଇର ନୂତନ ଡେପୁଟି ଗଭର୍ଣ୍ଣର ଦୌଡ଼ରେ ୮ ପ୍ରାର୍ଥୀ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ପଦ ଦୌଡ଼ରେ ଆଠ ଜଣ ପ୍ରାର୍ଥୀ ଅଛନ୍ତି।  ଜାତୀୟଗଣମାଧ୍ୟମ ରିପୋର୍ଟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କ୍ୟାବିନେଟ ସଚିବଙ୍କ ନେତୃତ୍ୱରେ ସର୍ଚ୍ଚ କମିଟି ଜୁଲାଇ ୨୩ରେ ଏହି ପ୍ରାର୍ଥୀଙ୍କୁ ସାକ୍ଷାତକାର ନେବ। କେନ୍ଦ୍ରୀୟ…

ଥାଇଲାଣ୍ଡରେ ମାଙ୍କଡଙ୍କ ଦ୍ୱାରା ନଡିଆ ତୋଳିବା ନେଇ ବିବାଦ ବଢ଼ିଲା, ବ୍ରିଟେନରେ ଉତ୍ପାଦ ଉପରେ କଟକଣା

ବ୍ୟାଙ୍କକ:ଦକ୍ଷିଣ ଥାଇଲାଣ୍ଡରେ ସ୍ଥାନୀୟ ବାସିନ୍ଦାମାନେ ମାଙ୍କଡଙ୍କୁ ବ୍ୟବହାର କରି ଗଛରୁ ନଡିଆ ତୋଳିଥାନ୍ତି । ଏ ନେଇ ପୂର୍ବରୁ ବାରମ୍ବାର ଅଭିଯୋଗ ଆସୁଥିଲେ ମଧ୍ୟ ସେଠାକାର ଲୋକେ ଏହାକୁ ଗୁରୁତ୍ୱ ଦେଉ ନ ଥିଲେ । ଏବେ ପିପୁଲ୍ସ ଫର ଏଥିକାଲ ଟ୍ରିଟମେଂଟ ଅଫ ଆନିମଲ୍ସ (ପେଟା) ଏ ନେଇ ଏକ…

‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ପାର୍ଥ ସମଥାନଙ୍କୁ କରୋନା

ମୁମ୍ବାଇ: ଚର୍ଚ୍ଚିତ ଟେଲିଭିଜନ ଶୋ’ ‘କସୌଟି ଜିନ୍ଦଗୀ କି-୨’ର ଲିଡ୍ ଷ୍ଟାର ଅନୁରାଗ ବାସୁ ତଥା ପାର୍ଥ ସମଥାନଙ୍କୁ କରୋନା । ତାଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏନେଇ ସେ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। Hi guys ,I have tested Postive for covid 19 and I would…

ହାଫିଜ ସଇଦଙ୍କ ସମେତ ୫ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକାଂଉଟ ଉପରୁ କଟକଣା ଉଠାଇଲା ପାକିସ୍ତାନ ସରକାର

ଲାହୋର: ପାକିସ୍ତାନ ଆତଙ୍କବାଦୀଙ୍କ ଉପରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ କରୁଥିବାର ଆଉ ଏକ ନମୂନା ଦେଖିବାକୁ ମିଳିଛି । ମୁମ୍ୱାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ହାଫିଜ ସଇଦଙ୍କ ସମେତ ୫ କୁଖ୍ୟାତ ଆତଙ୍କବାଦୀଙ୍କ ବ୍ୟାଙ୍କ ଆକଂଉଟ ଉପରୁ ପାକିସ୍ତାନ ସରକାର କଟକଣା ଉଠାଇ ଦେଇଛି । ମିଳିତ…

ସୁସ୍ଥ ହେଲେ ପୁଣି ୩୯୦ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଏହାରି ଭିତରେ ଆସିଛି ଏକ ଆଶ୍ୱସ୍ତିକର ଖବର । ଆଜି ପୁଣି ରାଜ୍ୟରେ ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୩୯୦ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆରୋଗ୍ୟ ସଂଖ୍ୟା ୮୭୫୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

କଟକରେ ଅଧାରୁ ଅଧିକ କରୋନା ଆକ୍ରାନ୍ତ ହସ୍ପିଟାଲରୁ ଚିହ୍ନଟ

କଟକ: ସିଲଭର ସିଟି କଟକରରେ ମାଡି ଚାଲିଛି କରୋନା । ଦିନକୁ ଦିନ ବଢ଼ୁଛି ସଂକ୍ରମିତଙ୍କ ସଂଖ୍ୟା । ଏଯାଏଁ କଟକରେ ୨୪୮ଟି ପିଜିଟିଭ କେସ୍ ଚିହ୍ନଟ ହୋଇଛି । ସେଥିରୁ ଅଧାରୁ ଅଧିକ ସଂକ୍ରମିତ ସହରର ବିଭିନ୍ନ ହସ୍ପିଟାଲରୁ ଚିହ୍ନଟ ହୋଇଛନ୍ତି । ସିଏମ୍‌ସି କମିଶନର ଅନନ୍ୟା ଦାସ ଓ କୃଷି ସଚିବ ସୌରଭ…

ଗେହଲଟ ସରକାର ଉପରେ ସଙ୍କଟ, ଆସନ୍ତୁ ଜାଣିବା ରାଜସ୍ଥାନ ସିଟ ସଂଖ୍ୟା ଗଣିତ

ଜୟପୁର: ମଧ୍ୟପ୍ରଦେଶରେ ଅପରେଶନ ଲୋଟସ ସଫଳ ହେବା ପରେ ବିଜେପି ଏବେ ରାଜସ୍ଥାନ ଉପରେ ଆଖି ପକାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପରି ସଚିନ ପାଇଲଟଙ୍କ ଉପରେ ସବୁ କିଛି ନିର୍ଭର କରୁଛି । ଆସନ୍ତୁ ରାଜସ୍ଥାନ ସିଟ୍ ସଂଖ୍ୟା ଗଣିତ ଉପରେ ନଜର ପକାଇବା । ରାଜସ୍ଥାନରେ ମୋଟ ସିଟ ସଂଖ୍ୟା ୨୦୦ ।…

କରୋନା ମୁକ୍ତ ରହୁ ହସ୍ପିଟାଲ: ସିଏମ୍‌ସି

କଟକ: କଟକରେ ଏସ୍‌ସିବି, ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲ ଭଳି ବଡ ବଡ ହସ୍ପିଟାଲରେ କରୋନା ଭୂତାଣୁ ବ୍ୟାପିବା ପରେ ସିଏମ୍‌ସିର ବଢ଼ିଛି ଚିନ୍ତା । ଆଜି ସିଏମ୍‌ସି କମିଶନର ଅନନ୍ୟା ଦାସ ପ୍ରେସ୍‌ମିଟ୍‌ରେ କହିଛନ୍ତି ଯେ, ବର୍ତ୍ତମାନ କଟକର ବିିଭିନ୍ନ ହସ୍ପିଟାଲକୁ କିଭଳି ଭୂତାଣୁ ମୁକ୍ତ…

ପୂର୍ବତନ କ୍ରିକେଟର ଚେତନ ଚୌହ୍ୱାନ କରୋନା ପଜିଟିଭ

ମୁମ୍ବାଇ:ଭାରତୀୟ କ୍ରିକେଟ ଦଳର ପୂର୍ବତନ ଓପନର ଚେତନ ଚୌହ୍ୱାନ କରୋନା ପଜିଟିଭ ଥିବା ଜଣାପଡିଛି । ଆକାଶ ଚୋପ୍ରା ଓ ଆରପି ସିଂ ଟୁଇଟ କରି ଚୌହ୍ୱାନ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେଇଥିଲେ । ତାଙ୍କୁ ଏହା ପରେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପିଜିଆଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେ…

ମାଲକାନଗିିରି ମ୍ୟୁନିସିପାଲଟି ଓ ବାଲିମେଳା ଏନ୍‌ଏସି ସଟ୍‌ଡାଉନ୍‌

ମାଲକାନଗିରି: ମାଲକାନଗିରି ମ୍ୟୁନିସିପାଲିଟି ଓ ବାଲିମେଳା ଏନ୍‌ଏସିକୁ ସମ୍ପୂର୍ଣ୍ଣ ଭାବେ ସଟ୍‌ଡାଉନ୍‌ କରାଯାଇଛି। ଆସନ୍ତାକାଲି ମଧ୍ୟରାତ୍ରରୁ ୧୯ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ନେଇ ଘୋଷଣା ହୋଇଛି। ଆଜି ଜିଲ୍ଲାରୁ ୩୬ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ପକ୍ଷରୁ ଏଭଳି…