Latest Odisha News

BREAKING NEWS

Browsing Category

ଫିଚର

ଜୁଲାଇ ୮ ଯାଏଁ କଟକ ସଟଡାଉନ୍‌

କଟକ: ଆସନ୍ତା ଜୁଲାଇ ୮ ତାରିଖ ଯାଏଁ ସଟଡାଉନ୍ ରହିବ କଟକ ସହ । ବଢ଼ୁଥିବା କରୋନା ସଂକମ୍ରିତଙ୍କ ସଂଖ୍ୟାକୁ ଦେଖି ସିଏମ୍‌ସି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଜୁଲାଇ ୮ ତାରିଖ ରାତି ୧୨ ଟା ଯାଏଁ କଟକ ସହର ସଟ୍‌ଡାଉନ୍ ରହିବ । କେବଳ ସଉଦା, କ୍ଷୀର ଓ ପରିବା ଦୋକାନ ଖୋଲା ରହିବ । ସକାଳ…

ପିନ୍ଧିଲେନି ମାସ୍କ, କୋଭିଡ୍ କଟକଣାକୁ ନ’ମାନି ନିର୍ଧୂମ୍‌ ନାଚିଲେ ବର !

ବ୍ରହ୍ମପୁର:  ବାଜା ରୋଷଣିରେ ଫାଟି ପଡ଼ୁଥିଲା ରାସ୍ତା। ବର ପଟୁଆରରେ ଯାଉଥିବା ବେଳେ ଡିଜେରେ କମ୍ପୁଥିଲା ସମଗ୍ର ଅଞ୍ଚଳ। ଡିଜେ ତାଳରେ ବର ଓ ବରଯାତ୍ରୀ ବି ନାଚରେ ମସଗୁଲ ହୋଇଯାଇଥିଲେ। ନା ଥିଲା ମାସ୍କ ନା ଥିଲା ସାମାଜିକ ଦୂରତା। ବ୍ରହ୍ମପୁରର ଏକ ବଡ଼ ହୋଟେଲ ମାଲିକଙ୍କ ପୁଅ ବାହାଘରରେ…

କରୋନା ମୁକାବିଲା: ଗଂଜାମ ଗଲେ ୬ ଓଏଏସ୍‌

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ୬ ଓଏଏସ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି । ୬ ଓଏସ ହେଲେ ସୁଧାକର ନାୟକ, ପଦ୍ମନାଭ ବେହେରା, ଲୋକନାଥ ଦଳବେହେରା, ଶକ୍ତିକାନ୍ତ ରାୟ, ଚିତ୍ତରଞ୍ଜନ ମହାନ୍ତ ଓ ସୁରେନ୍ଦ୍ର କୁମାର ସାମଲ । ଦୁଇ ଆଇଏଏସଙ୍କ ସମତେ ଏହି ୬ଜଣ ଓଏଏସ୍ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି…

୬ରୁ ଖୋଲିବ ଐତିହାସିକ ସ୍ମାରକ, ସଂଗ୍ରାହଳୟ ଓ ପର୍ଯ୍ୟଟନସ୍ଥଳ

ଭୁବନେଶ୍ୱର: ଆସନ୍ତା ଜୁଲାଇ ୬ରୁ ରାଜ୍ୟରେ ଖୋଲିବ ପର୍ଯ୍ୟଟନ ସ୍ଥଳି । ଏଥିସହ ଐତିହାସିକ ସ୍ମାରକ ଓ ସଂଗ୍ରାହଳୟ ମଧ୍ୟ ଖୋଲିବ । ଏନେଇ ଭାରତ ପ୍ରତ୍ନତତ୍ତ୍ୱ ବିଭାଗ ସୂଚନା ଦେଇଛି । ତେବେ ପୂଜାପାଠ ହେଉଥିବା ଧାର୍ମିକ ଓ ପର୍ଯ୍ୟଟନସ୍ଥଳି ଖୋଲିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୩୧ଟି…

କରୋନା ମୁକାବିଲା ଲାଗି ଗଞ୍ଜାମରେ ନିଯୁକ୍ତ ହେଲେ ସ୍ପେଶାଲ୍ ଏଡ଼ିଏମ୍‌

ଭୁବନେଶ୍ୱର: ରାଜ୍ୟ ସରକାର ଶନିବାର ଦିନ ଡିପାର୍ଟମେଣ୍ଟ ଅଫ ୱର୍କସର ଡେପୁଟୀ ସେକ୍ରେଟାରି ପାରୁଲ ପଟୱରୀଙ୍କୁ କୋଭିଡ଼ ୧୯ ମୁକାବିଲା ଲାଗି ଗଞ୍ଜାମ ଜିଲ୍ଲା ଛତ୍ରପୁର ଡିଭିଜନର ସ୍ୱତନ୍ତ୍ର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଭାବେ ନିଯୁକ୍ତ କରିଛନ୍ତି । ସେହିପରି ଭାବେ ପୁରୀ ଡିଆରଡ଼ିଏ ଯୋଜନା…

ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଜାପାନ ଗସ୍ତ ବାତିଲ କରିବେ ଶିଞ୍ଜୋ ଆବେ

ଟୋକିଓ: ଚୀନ ବିରୋଧରେ ସବୁଠାରୁ ସ୍ୱର ଉଠିବା ପରେ ଜାପାନ ଏବେ ଆଉ ଏକ କଠୋର ପଦକ୍ଷେପ ନେବାକୁ ଯାଉଛି । ରିପୋର୍ଟ ମୁତାବକ ଜାପାନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଗସ୍ତକୁ ବାତିଲ କରିବା ପାଇଁ ଚିନ୍ତା କରୁଛନ୍ତି । ୨୦୦୮ ପରେ ପ୍ରଥମ ଥର ପାଇଁ ଜାପାନ ଗସ୍ତରେ…

ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀଙ୍କ ଭାରତ ବିରୋଧୀ ହେବା ମହଙ୍ଗା ସାବ୍ୟସ୍ତ ହେଲା, ଆଜି ଚୂଡାନ୍ତ ନିଷ୍ପତି

କାଠମାଣ୍ଡୁ: ନେପାଳ ରାଜନୀତି ପାଇଁ ଶନିବାର ଗୁରୁତ୍ୱପୂର୍ଣ୍ଣ ଦିବସ । ଭାରତ ବିରୋଧୀ ମନ୍ତବ୍ୟ ଦେବା ଓ ସୀମା ବିବାଦ ସୃଷ୍ଟି କରି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲୀ ନିଜ ପଦ ବଂଚାଇବା ନେଇ ସଂଘର୍ଷ କରୁଛନ୍ତି । ନେପାଳ କମ୍ୟୁନିଷ୍ଟ ପାର୍ଟିର ୪୦ ଷ୍ଟାଣ୍ଡିଂ କମିଟି ସଦସ୍ୟରୁ ୩୩ଜଣ ଓଲୀଙ୍କୁ…

ଧର୍ମ ଚକ୍ର ଦିବସରେ ଶାନ୍ତିର ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ଆଷାଢ ପୂର୍ଣ୍ଣିମା ବା ଧର୍ମ ଚକ୍ର ଦିବସ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶାନ୍ତିର ବାର୍ତ୍ତା ଦେଇଛନ୍ତି । ବିଶ୍ୱବାସୀଙ୍କୁ ଆଜିର ଦିନର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ଆଷାଢ଼ ପୂର୍ଣ୍ଣିମାକୁ…

ରାଜ୍ୟରେ ଆଉ ୫ କରୋନା ରୋଗୀଙ୍କ ମୃତ୍ୟୁ; ମୋଟ୍ ସଂଖ୍ୟା ୩୪ ଛୁଇଁଲା

ଭୁବନେଶ୍ୱର: ରାଜ୍ୟରେ ଶନିବାର ଦିନ ଆଉ ୫ଜଣ କୋଭିଡ-୧୯ ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଯାହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ଏନେଇ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଖୋର୍ଦ୍ଧାରୁ ୩…

ଗଲଓ୍ୱାନ ଘାଟି ବିବାଦ ଉପରେ ଫିଲ୍ମ କରିବେ ଅଜୟ ଦେବଗନ

ଏଲଏସିରେ ୨୦ ଭାରତୀୟ ବୀର ଯବାନଙ୍କ ବଳିଦାନର କାହାଣୀ ଫିଲ୍ମ ଜରିଆରେ କହିବେ ଅଜୟ ଦେବଗନ । ଦର୍ଶକ ବଡ଼ ପରଦାରେ ଦେଖିବେ ଜୁନ୍ ୧୫ ତାରିଖ ରାତିରେ ଚୀନ ସେନାର ସହ ଭାରତୀୟ ଯବାନଙ୍କ ରକ୍ତାକ୍ତ ସଂଘର୍ଷର କାହାଣୀ । ଗଲଓ୍ୱାନ ଘାଟି ବିବାଦ ଓ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ କରିବେ ବଲିଉଡ…