Latest Odisha News

BREAKING NEWS

Browsing Category

ଫିଚର

ପ୍ରତିଦିନ ସକାଳୁ ଖାଲିପେଟରେ ଖାଆନ୍ତୁ ନିମ୍ବ ପତ୍ର : ଦୂରେଇ ଯିବ ଏସବୁ ରୋଗ…

ନୂଆଦିଲ୍ଲୀ : ନିମ୍ବ ପତ୍ର  ସାଧାରଣତଃ ସମସ୍ତଙ୍କ ପାଟିକୁ ପିତା ଲାଗିଥାନ୍ତି । ଆମେ ସାଧାରଣତଃ ଚର୍ମ ସମ୍ବନ୍ଧୀୟ କୌଣସି ରୋଗ ହେଲେ ଆମେ ତୁରନ୍ତ ନିମ୍ବ ପତ୍ରକୁ ବ୍ୟବହାର କରୁ  । କିନ୍ତୁ ଆପଣ ମାନେ ଜାଣନ୍ତି କି ଏହା ଆମ ଶରୀର ପାଇଁ କେତେ ହିତକାରୀ । ଆସନ୍ତୁ ଜାଣିବା  । ନିମ୍ବ ପତ୍ରରେ…

ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ: ଆସନ୍ତୁ ଜାଣିବା କେମିତି ରଖିବେ ଉପବାସ , କଣ ରହିଛି ପୂଜା ବିଧି ଓ…

ନୂଆଦିଲ୍ଲୀ :  ଆଜି ସାରାଦେଶରେ ପାଳନ କରାଯାଉଛି କରଓ୍ବା ଚୌଥ  । ତେବେ ଆସନ୍ତୁ ଜାଣିବା କେମିତି ଏହି ବ୍ରତ ରଖାଯାଏ  । କଣ ରହିଛି ପୂଜା ବିଧି ଏବଂ ଶୁଭ ମୁହୁର୍ତ୍ତ  । ତେବେ ଉପବାସ କରୁଥିବା ମହିଳାମାନେ ସୂର୍ଯ୍ୟୋଦୟ ପୂର୍ବରୁ ସରଗି ଖାଇ ଉପବାସ ଆରମ୍ଭ କରନ୍ତି  ।  ଏହି ଉପବାସ…

ଆଜି କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ଜିଲ୍ଲା ପ୍ରତିଷ୍ଠା ଦିବସରେ କଳାହାଣ୍ଡିବାସୀଙ୍କୁ ଦେବେ ବସ ଟର୍ମିନାଲ…

ଭୁବନେଶ୍ବର : କଳାହାଣ୍ଡି ପ୍ରତିଷ୍ଠା ଦିବସ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଆଜି ଜିଲ୍ଲାବାସୀଙ୍କର ବହୁ ଦିନର ସ୍ବପ୍ନ ପୁରୀ ହେବାକୁ ଯାଉଛି  । ଜିଲ୍ଲାବାସୀଙ୍କୁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ଭେଟିଦେବେ ନବୀନ  ।  ଦିନ ସାଢେ ୧୧ଟାରେ…

ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କଟକଣା : ୭ ମାସ ଯାଏଁ ସମୁଦ୍ରରୁ ମାଛ ମାରିବା ମନା , ଚିନ୍ତାରେ ମତ୍ସ୍ୟଜୀବୀ

ପାରାଦୀପ : ଅଲିଭ୍ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆଜିଠୁ ଲାଗିଲା କଟକଣା । ମେ ୩୧ ତାରିଖ ପର୍ଯ୍ୟନ୍ତ ୩ ନଦୀ ମୁହାଣରୁ ମାଛ ମାରିବାକୁ ବାରଣ କରାଯାଇଛି । ସମୁଦ୍ରରୁ ମାଛ ମାରିବା ଉପରେ ୭ ମାସ ଯାଏଁ କଟକଣା ଲାଗିଛି । ଧାମରା , ଦେବୀ ଓ ରୁଷିକୁଲ୍ୟା ନଦୀ ମୁହାଣରୁ କେହି ମତ୍ସ୍ୟଜୀବୀ ମାଛ…

ଉତ୍ତରପ୍ରଦେଶ ଅଲ୍ଲିଗଡ ଓ୍ବେରହାଉସରେ ବିସ୍ଫୋରଣ : ଦୁଇ ମୃତ , କାରଣ ଅସ୍ପଷ୍ଟ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ଏକ ଓ୍ବେରହାଉସ୍ ରେ ବିସ୍ଫୋରଣ ଘଟିଛି । ସିଦ୍ଧାର୍ଥନଗର ଜିଲ୍ଲା ଅଲ୍ଲିଗଡ ସହରରେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି  । ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡିଛି  । ଘଟଣାରେ ୪ ଜଣ ଆହତ ମଧ୍ୟ ହୋଇଛନ୍ତି…

ଉତ୍ତରପ୍ରଦେଶ ପ୍ରୟାଗରାଜରେ ଟ୍ରାକରୁ ଖସିଲା ସୁପରଫାଷ୍ଟ ଏକ୍ସପ୍ରେସ୍ : କେହି ମୃତାହତ ହୋଇନଥିବା ସୂଚନା, ମରାମତି କାମ…

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ପ୍ରୟାଗରାଜରେ ଅଭାବନୀୟ ଘଟଣା ଘଟିଛି । ସୁହେଲଦେବ ସୁପରଫାଷ୍ଟ ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ପ୍ରୟାଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଟି ଟ୍ରାକରୁ ଖସିଯାଇଛି । ଏଥିରେ କେହି ମୃତହାହତ ହୋଇନଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଘଟଣାସ୍ଥଳରେ ମରାମତି…

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ, ସଦିହ ରେଣ୍ଡୋ ମାଝୀ ମେଡିକାଲ କଲେଜ ଓ ଲକ୍ଷ୍ମୀବସ୍ ଲୋକାର୍ପିତ…

କଳାହାଣ୍ଡି: ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ। ସହିଦ୍ ରେଣ୍ଡୋ ମାଝୀ ମେଡିକାଲ୍ କଲେଜ ଉଦ୍ଘାଟନ ସହ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ଉତ୍ସବମୁଖର ହୋଇଉଠିଛି ବିଜେଡି ଶିବିର ଏବଂ ଜିଲ୍ଲାବାସୀ। କାରଣ…

ଗଣଶିକ୍ଷା ବିଭାଗକୁ ଘାରିଲା ମାଟ୍ରିକ୍ ପିଲାଙ୍କ ଚିନ୍ତା: ରାଜ୍ୟ ସରକାର ଆଣିଲେ ‘ଜିରୋ ଏଫ୍ ମିଶନ’

ଭୁବନେଶ୍ୱର: ସରକାରଙ୍କୁ ଘାରିଛି ମାଟ୍ରିକ୍ ପିଲାଙ୍କ ଚିନ୍ତା। ମାଟ୍ରିକ ପରୀକ୍ଷାରେ ଯେଭଳି କୌଣସି ପିଲା ଫେଲ ନହେବେ ସେ ନେଇ ମାର୍ଗଦର୍ଶିକା ଜାରି କରିଛି ଗଣଶିକ୍ଷା ବିଭାଗ। ମାଟ୍ରିକରେ କେହି ଫେଲ ହେବେନି ତେଣୁ ରାଜ୍ୟ ସରକାର ଆଣିଲେ ‘ଜିରୋ ଫେଲ ମିଶନ’ମାଟ୍ରିକ୍ ପରୀକ୍ଷାରେ ଶତ ପ୍ରତିଶତ…

ସଚିନ-ସାରା ଏବେ ଅଲଗା: ଲୁଚାରେ ପ୍ରେମ, ବିବାହ ଆଉ ଶେଷରେ ବିଚ୍ଛେଦ

ଜୟପୁର: ପୂର୍ବ କେନ୍ଦ୍ର ମନ୍ତ୍ରୀ ଓ ରାଜସ୍ଥାନର ପୂର୍ବ ଉପ ମୂଖ୍ୟମନ୍ତ୍ରୀ ସଚିନ ପାଇଲଟ ଓ ସାରାଙ୍କ ପ୍ରେମ କାହାଣୀର ଅନ୍ତ ଘଟିଛି । ବିଧାନସଭା ନିର୍ବାଚନ ୨୦୨୩ ପାଇଁ ଦେଇଥିବା ଆଫିଡେଭିଟରେ ପାଇଲଟ ପତ୍ନୀଙ୍କ ନାମ ସ୍ଥାନରେ ଡାଇଭର୍ସଡ ଲେଖିଛନ୍ତି । ଯାହାକି ଏକ ଆଲୋଚନାର କେନ୍ଦ୍ରବିନ୍ଦୁ…

ରାଜ୍ୟର ସର୍ବବୃହତ ପରିବା ମଣ୍ଡି ଆରମ୍ଭ, ଏଣିକି ଛତ୍ର ବଜାର ନୁହେଁ ଅର୍ବାନ ହାଟରେ ଲାଗିବ ଭିଡ଼

କଟକ: ଆଜିଠାରୁ ଆରମ୍ଭ ହେଲା ଅର୍ବାନ ହାଟ। ଅର୍ବାନ ହାଟ ପରିସରକୁ ସ୍ଥାନାନ୍ତର ହେଲା କଟକର ସର୍ବ ପୂରାତନ ଛତ୍ରବଜାର ପରିବା ମାର୍କେଟ। ପ୍ରାୟ ଦେଢଶହ ବର୍ଷର ଛତ୍ରବଜାର ପରିବା ହାଟ, ଆଜି ଏକ ନୂଆ ପରିଚୟ ପାଇଛି। ଏଠାରେ ଆଜିଠାରୁ ଏକ ହଜାରରୁ ଅଧିକ ପରିବା ବ୍ଯବସାୟୀ ଓ ଚାଷୀ ବିଭିନ୍ନ…