Latest Odisha News

BREAKING NEWS

Browsing Category

ଫିଚର

କ୍ୟାମେରା ଲେନ୍ସରେ ମହାପ୍ରଭୁଙ୍କ ‘ବାହୁଡ଼ା ଯାତ୍ରା’…

ପୁରୀ: ଭାଇ ଭଉଣୀଙ୍କୁ ନେଇ ରତ୍ନବେଦୀରୁ ଜନ୍ମବେଦୀ ବୁଲିଯାଇଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ । ଶରଧାବାଲିରେ ଥିବା ଶ୍ରୀଗୁଣ୍ଡିଚା ମନ୍ଦିର ଜନ୍ମବେଦୀରୁ ଆଜି ଶ୍ରୀମନ୍ଦିରକୁ ବାହୁଡ଼ା ଯାତ୍ରାରେ ବାହୁଡ଼ିଛନ୍ତି । ଅଧିକ ପଢନ୍ତୁ: ମାଉସୀ ମା’ ଅଟକାଇଲେ ରଥ; ମହାପ୍ରଭୁ ଖାଇଲେ ପୋଡ଼ପିଠା…

ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମାସକ ମଧ୍ୟରେ ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳା ଖାଲି କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ଅଗଷ୍ଟ ୧ ତାରିଖ ସୁଦ୍ଧା ନୂଆଦିଲ୍ଲୀ ସ୍ଥିତ ସରକାରୀ ବଙ୍ଗଳାକୁ ଖାଲି କରିବାକୁ ନିର୍ଦ୍ଦେଶ ମିଳିଛି । ସେ ଘର ଖାଲି ନ କଲେ ଫାଇନ୍ ଦେବାକୁ ପଡ଼ିବ ବୋଲି ହାଉସିଂ ଓ ଅର୍ବାନ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୋଟିସ…

ଆଇସିସି ଅଧ୍ୟକ୍ଷ ପଦରୁ ଶଶାଙ୍କ ମନୋହରଙ୍କ ଇସ୍ତଫା

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କ୍ରିକେଟ୍ କାଉନସିଲ୍ (ଆଇସିସି) ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ଶେଷ ହେବା ପରେ ଶଶାଙ୍କ ମନୋହର ବୁଧବାର ଇସ୍ତଫା ଦେଇଛନ୍ତି । ସେ ଏହି ପଦରେ ୨ ବର୍ଷ ପର୍ଯ୍ୟନ୍ତ ରହିଥିଲେ । ଡେପୁଟି ଚେୟାରମ୍ୟାନ୍ ଇମ୍ରାନ ଖ୍ବାଜାଙ୍କୁ ନିର୍ବାଚନ୍ ପର୍ଯ୍ୟନ୍ତ ଅନ୍ତରୀଣ ଅଧ୍ୟକ୍ଷ…

ମିଳିଲାନି କାନ୍ଧ, ମଶାଣିକୁ ଘୋଷାଡି ଘୋଷାଡି ଶବ ନେଲେ ସମ୍ପର୍କୀୟ

ଗଞ୍ଜାମ: କରୋନା ଭୟ । ମରିଗଲା ମାନବିକତା । ଶବକୁ ମିଳିଲାନି କାନ୍ଧ । ଆମ୍ବୁଲାନ୍ସରୁ ଶବକୁ ଘୋଷାଡି ଘୋଷାଡି ନେଲେ ସମ୍ପର୍କିୟ । ମୃତ୍ୟୁ ପରେ କରୋନା ଭୟରେ ପାଖ ମାଡିଲେନି ଗାଁ ଲୋକେ । ଏଭଳି ଏକ ହୃଦକ ବିଦାରକ ଚିତ୍ର ଦେଖିବାକୁ ମିଳିଛି ଗଂଜାମ ଜିଲ୍ଳା କବିସୂର‌୍ୟ୍ୟନଗରରେ ।…

ବାବା ରାମଦେବଙ୍କ କରୋନିଲ ଔଷଧ ବଜାରରେ ବିକ୍ରି ହେବ କିନ୍ତୁ କରୋନା ମେଡିସିନି ଭାବେ ନୁହେଁ : ଆୟୂଷ ମନ୍ତ୍ରଣାଳୟ

ହରିଦ୍ୱାର: କେନ୍ଦ୍ରୀୟ ଆୟୁଷ ମନ୍ତ୍ରାଳୟ ପୁଣି ଥରେ ଆଜି ସ୍ପଷ୍ଟ କରିଛି ଯେ ଯୋଗ ଗୁରୁ ବାବା ରାମଦେବଙ୍କ କୋରୋନିଲ୍ ଇମ୍ୟୁନିଟି ବୁଷ୍ଟର ହିସାବରେ ବିକ୍ରି ହେବ । କିନ୍ତୁ କରୋନାର ଚିକିତ୍ସା ଭାବେ ଏହି ମେଡିସିନ୍ ବିକ୍ରି ହେବନି । କୋରୋନିଲ୍ ଉପରେ ଆଇନ୍ ଅନୁସାରେ ହିଁ କାମ କରାଯାଇଛି ।…

ଚାଇନା ଆପ୍ Weibo ଛାଡିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଥମିବାରେ ନାଁ ନେଉନାହିଁ ଭାରତ-ଚୀନ ସୀମା ବିବାଦ । ଭାରତ ସରକାର ସୋମବାର ୫୯ଟି ଚାଇନିଜ ଆପ ବ୍ୟାନ କରିଛନ୍ତି ।  ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଇନିଜ ଆପ Weibo ରୁ ନିଜ ଆକାଉଣ୍ଟ ହଟେଇ ଦେଇଛନ୍ତି । ମୋଦି ୨୦୧୫ ମସିହାରେ ଏହି ଆପ ଜଏନ କରିଥିଲେ । ଏହି ଆପ ଦ୍ୱାରା…

ୱିଜଡେନ କ୍ରିକେଟ ରେଟିଂ: ୨୧ଶତାବ୍ଦୀର ମୂଲ୍ୟବାନ ଖେଳାଳି ମୁରଲୀଧରନ, ଦ୍ୱିତୀୟରେ ରବୀନ୍ଦ୍ର ଜାଡେଜା

ମୁମ୍ବାଇ: କ୍ରିକେଟର ସବୁଠାରୁ ଲୋକପ୍ରିୟ ପତ୍ରିକା ୱିଜଡେନ ୨୧ତମଶତାବ୍ଦୀର ମୂଲ୍ୟବାନ ଟେଷ୍ଟ ଖେଳାଳି ଚୟନ କରିଛି । ଶ୍ରୀଲଙ୍କାର ମୁଥୟା ମୁରଲୀଧରନଙ୍କୁ ଶ୍ରେଷ୍ଠ ବିବେଚିତ କରାଯାଇଥିବା ବେଳେ ଅଶ୍ଚର୍ଯ୍ୟଜନକ ଭାବେ ଭାରତର ରବୀନ୍ଦ୍ର ଜାଡେଜା ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ୱିଜଡେନ…

ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ

ଗଞ୍ଜାମ: ବିନା ଅନୁମତିରେ ବିବାହ କରାଇଲେ ବନ୍ଧା ହେବେ ପୁରୋହିତ । କେବଳ ସେତିକି ନୁହେଁ ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହେବ । ଆଜି ଟ୍ୱିଟ୍ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ଗଂଜମା ଜିଲ୍ଲା ପ୍ରଶାସନ । ସେ କହିଛନ୍ତି ଯେ, ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟ୍‌ଙ୍କ ଠାରୁ ଅନୁମତି…

ଆତ୍ମହତ୍ୟା ପୂର୍ବରୁ ‘ୱିକିପିଡ଼ିଆ’ରେ ଅପ୍‌ଡ଼େଟ୍ ହୋଇଥିଲା ସୁଶାନ୍ତଙ୍କ ମୃତ୍ୟୁ ଖବର !

ମୁମ୍ବାଇ: ବଲିଉଡ଼ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ମୃତ୍ୟୁ ପରବତର୍ତ୍ତୀ ଚୂଡ଼ାନ୍ତ ପୋଷ୍ଟମର୍ଟମ ରିପୋର୍ଟ ସହିତ ଭିସେରା ରିପୋର୍ଟ ମଧ୍ୟ ପ୍ରକାଶିତ ହୋଇସାରିଛି । ଶ୍ୱାସରୁଦ୍ଧ ହୋଇ ସୁଶାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିବା ପରେ ମଧ୍ୟ ଏହି ମୃତ୍ୟୁ ଘଟଣାକୁ ସହଜରେ ଫ୍ୟାନମାନେ ଗ୍ରହଣ…

ଚୀନକୁ ଭାରତର ଆଉ ଏକ ଝଟକା : ବିଏସଏନଏଲ, ଏମଟିଏନଏଲ ୪ଜି ଟେଣ୍ଡର ବାତିଲ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚୀନକୁ ଆଉ କୌଣସି ପ୍ରକାର ସୁବିଧା ସୁଯୋଗ ଦେବା ମୁଡରେ ନାହାନ୍ତି । ବୁଧବାର ବିଏସଏନଏଲ ଓ ଏମଟିଏନଏଲ ସେମାନଙ୍କ ୪ଜି ଟେଣ୍ଡରକୁ ବାତିଲ କରି ଦେଇଛନ୍ତି । ଖୁବ୍ ଶୀଘ୍ର ନୂଆ ଟେଣ୍ଡର ଜାରି କରାଯିବ ବୋଲି ଟେଲିକମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଚୀନର କୌଣସି…