Latest Odisha News

BREAKING NEWS

Browsing Category

ଫିଚର

ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ ରୁ ଆରମ୍ଭ ହେବ ଅନଲାଇନ କ୍ଲାସ

ଭୁବନେଶ୍ୱର: ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ଜୁଲାଇ ୧୩ରୁ ଆରମ୍ଭ ହେବ ଅନଲାଇନ୍‌ କ୍ଲାସ୍‌। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ୟୁନିଭର୍ସିଟିର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅଗଷ୍ଟ ୩୧ ତାରିଖ ସୁଦ୍ଧା ଶେଷ ବର୍ଷ ସେମିଷ୍ଟର ପରୀକ୍ଷା ଫଳ ପ୍ରକାଶ…

ପଢନ୍ତୁ ସୁନାବେଶରେ କେଉଁ ସବୁ ଅଳଙ୍କାର ପିନ୍ଧନ୍ତି ତିନି ଠାକୁର

ପୁରୀ: ମହାପ୍ରଭୁଙ୍କ ଲୀଳା ଅପାର । ନବଦିନାତ୍ମକ ଯାତ୍ରା ସାରି ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବା ପରେ ସିଂହଦ୍ୱାର ଆଗରେ ତିନି ରଥ ଉପରେ ହୋଇଥାଏ ଶ୍ରୀଜିଉମାନଙ୍କର ସୁନାବେଶ । ଏହାକୁ ରାଜାରାଜେଶ୍ୱର ବେଶ ବି କୁହାଯାଏ । ମହଣ ମହଣ ସ୍ୱର୍ଣ୍ଣ ଅଳଙ୍କାରରେ ହାତ ଓ ପାଦ ଥିବା ବିଗ୍ରହ ରୂପରେ…

ଟିକଟକ୍ କେସ୍ ଲଢ଼ିବାକୁ ରୋହତଗୀଙ୍କ ପରେ ମନା କଲେ ସିଂଘଭୀ

ଟିକଟକ୍ ସମେତ ୫୯ ଚାଇନା ଆପକୁ ମୋଦି ସରକାର ବ୍ୟାନ୍ କରିଛନ୍ତି । ଦେଶର ସୁରକ୍ଷା ଓ ସାର୍ବଭୌମତ୍ୱ ପ୍ରତି ସେସବୁ ଆପ୍ ହାନୀକାରକ ହୋଇଥିବାରୁ ପ୍ରତିବନ୍ଧକ ଲାଗିଛି । ସରକାରଙ୍କ ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଯୋଜନା କରୁଛି ଟିକଟକ୍ କମ୍ପାନୀ । କିନ୍ତୁ ମିଳୁ…

ମାନିଲା ଚୀନ୍, ଭାରତରେ ଟିକଟକ୍ ବ୍ୟାନରୁ ଶହସ୍ର କୋଟି ଘାଟା

ହାତରେ ନମାରି ଚୀନକୁ ଭାତରେ ଚାପୁଡ଼ା ମାରିଛି ଭାରତ । ଗଲଓ୍ୱାନ ଘାଟି ସଂଘର୍ଷ ପରେ ଏଲଏସିରେ ଦୁଇ ଦେଶ ଭିତରେ ଟେସନର ବଢ଼ିଛି । ଚୀନକୁ ସାବାଡ କରିବା ପାଇଁ ୫୯ ଚାଇନିଜ ଆପକୁ କେନ୍ଦ୍ର ସରକାର ବ୍ୟାନ କରିଛନ୍ତି । ବିଚଳିତ ଚୀନ୍ ଭାରତକୁ ଧମକାଉଛି । କିନ୍ତୁ ସତ ମାନିଛି ଯେ ଟିକଟକ୍ ବ୍ୟାନ୍…

ଆଜି ମହାପ୍ରଭୁଙ୍କ ସୁନାବେଶ

ପୁରୀ: ବାହୁଡ଼ା ଯାତ୍ରାରେ ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଆଜି ରଥାରୁଢ଼ ଶ୍ରୀଜିଉଙ୍କର ସୁନାବେଶ ବା ରାଜାରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମହଣ ମହଣ ରତ୍ନ ଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବେ ମହାପ୍ରଭୁ । ରଥ ଉପରେ ସମସ୍ତ ଦୈନନ୍ଦିନ…

ସିଆରପିଏଫ୍ ଉପରେ ହମଲା କରିଥିଲା ପାକିସ୍ତାନ ଆତଙ୍କୀ ଉସମାନ ଭାଇ

ଜମ୍ମୁ କଶ୍ମୀର: ସିଆରପିଏଫ୍ ପାଟ୍ରୋଲିଂ ଟିମ୍ ଉପରେ ଆକ୍ରମଣ ପଛରେ ପାକିସ୍ତାନ ଆତଙ୍କବାଦୀ ସଂଗଠନର ହାତ ରହିଛି । ଲସ୍କର-ଏ-ତୋଇବାର ଆତଙ୍କବାଦୀ ଉସମାନ ଭାଇ ଏହାର ଲିଡର୍ । ସାଥ ଦେଇଥିଲା ସ୍ଥାନୀୟ ଆତଙ୍କୀ ଆଦିଲ୍ । ଦୁହେଁ ମିଶି ଏକ ମସଜିଦ ଭିତରୁ ସିଆରପିଏଫ୍ ଟିମ୍ ଉପରେ ହମଲା କରିଥିଲେ ।…

କୋବ୍ରା କମାଣ୍ଡୋ ଯିଏ ଏନକାଉଣ୍ଟର ବେଳେ ବଞ୍ଚାଇଥିଲେ କୁନି ଶିଶୁର ଜୀବନ

ଜମ୍ମୁ କଶ୍ମୀର ସପୋରରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ ବେଳେ ଫସି ଯାଇଥିଲା ତିନି ବର୍ଷର ଶିଶୁ । ତାକୁ ଉଦ୍ଧାର କରିଥିଲେ ସିଆରପିଏଫର ଜଣେ ଯବାନ । କିନ୍ତୁ ଆତଙ୍କୀଙ୍କ ଗୁଳିରେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ ଶିଶୁର ଜେଜେବାପା । ଏହି ଖବର ଆଜି ହେଡଲାଇନ୍ସରେ ରହିଥିଲା ।…

ଖୋର୍ଦ୍ଧା ମ୍ୟୁନିସିପାଲିଟି ଅଫିସର ଜଣେ କର୍ମଚାରୀଙ୍କୁ କରୋନା

ଖୋର୍ଦ୍ଧା: ପୌର ପରିଷଦ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କୁ କରୋନା । ତାଙ୍କ ପୁଅ ବି ଭୂତାଣୁ ସଂକ୍ରମିତ ହୋଇଥିବା ଜଣା ପଡ଼ିଛି । ଗତ କିଛି ଦିନ ହେବ ସେମାନଙ୍କୁ ଜ୍ୱର ହେଉଥିଲା । କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିବା ଜଣାପଡ଼ିଛି । ଆସନ୍ତାକାଲି ପୌର ପରିଷଦ କାର୍ଯ୍ୟାଳୟକୁ ସାନିଟାଇନ୍ କରାଯିବ…

କର୍ଫ୍ୟୁ ଭିତରେ ବାହୁଡିଲେ ମହାପ୍ରଭୁ, ସିଂହଦ୍ୱାର ସମ୍ମୁଖରେ ୩ ରଥ

ପୁରୀ: କର୍ଫୁ ଭିତରେ ବାହୁଡିଲେ ମହାପ୍ରଭୁ । ବିନା ଭକ୍ତରେ ସରିଲା ବାହୁଡା ଯାତ୍ରା । ଜନ୍ମବେଦୀରୁ ପୁଣି ରତ୍ନବେଦୀକୁ ଫେରିବେ ତିନି ଠାକୁର । ସିଂହଦ୍ୱାର ସମ୍ମୁଖରେ ୩ ରଥ । ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କର ଦର୍ପଦଳନ ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ପହଂଚିବା…

ମଣିଷର ମନ ଆଉ ଜୀବନ…

ଡଃ ଜ୍ୟୋତିପ୍ରକାଶ ମହାପାତ୍ରଙ୍କ ନିୟମିତ ସ୍ତମ୍ଭ: ପଲିଟିକସ ଫଲିଟିକସ… ଆମେ ସମସ୍ତେ ବଞ୍ଚୁଥିବା ଜୀବନର ଗୋଟିଏ ବେଶ ଗୁରୁତ୍ୱପୂର୍ଣ୍ଣ ଦିଗକୁ ନେଇ ଏ ଲେଖା । ବିଶେଷକରି କରୋନା ସମୟରେ ଯେତେବେଳେ ଆମେ ସଭିଏଁ ଆମ ପରିବାର, ଆମ ପରିବାର ବୋଲି ହୁରି ପକେଇଲେ, ସେହି ସମୟରେ ଏ କଥା ବିଶେଷ ଭାବେ…