Latest Odisha News

BREAKING NEWS

Browsing Category

ଫିଚର

ରେକର୍ଡ ଭାଙ୍ଗିଲା କରୋନା; ୨୪ ଘଣ୍ଟାରେ ଓଡିଶାରେ ୨୨୫ ଆକ୍ରାନ୍ତ

ଭୁବନେଶ୍ୱର: କରୋନାଭାଇରସର କାୟା ଦିନକୁ ଦିନ ବଢୁଥିବା ବେଳେ ଓଡିଶାରେ ଗତ ୨୪ଘଣ୍ଟାରେ ନୂଆ ୨୨୫ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୨୩ରେ ପହଞ୍ଚିଛି । ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସୂଚନା ଓ ଲୋକସମ୍ପର୍କ…

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ…

ରାଜ୍ୟରେ ପୁଣି ଦୁଇ ଡାକ୍ତର କରୋନା ଆକ୍ରାନ୍ତ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ନର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଦୁଇଜଣ ମହିଳା ଡାକ୍ତରଙ୍କ ସମେତ ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ମହିଳା ଡାକ୍ତର ନର୍ଲାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରନ୍ତି। ମେଡିକାଲରେ ଜଣେ କରୋନା ରୋଗୀଙ୍କ ସଂସ୍ପର୍ଶରେ…

ଆଜିଠାରୁ ୧୧ଟି ଜିଲ୍ଲାରେ ପୁଣି ଦୁଇ ଦିନିଆ ସଟ୍ ଡାଉନ

ଭୁବନେଶ୍ୱର : ଆଜିଠାରୁ ପୁଣି ରାଜ୍ୟରେ ଦୁଇ ଦିନିଆ ସଟ୍‌ଡାଉନ ପାଳନ ହେଉଛି । ୧୧ଟି ଜିଲ୍ଲା ଆଜି ଓ ଆସନ୍ତକାଲି ସଟ୍ ଡାଉନ ରହିବ । ଏହି ଜିଲ୍ଲାଗୁଡିକ ହେଲା ଗଂଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁର, ଯାଜପୁର, ବାଲେଶ୍ୱର ଓ ବଲାଙ୍ଗିର । ସଟ୍ ଡାଉନ…

କରୋନା ମୁକାବିଲା: ୧୬ ଓ ୧୭ରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶାସିତ ଅଂଚଳର ମୁଖ୍ୟଙ୍କ ସହ ଆଲୋଚନା କରିବେ । କୋଭିଡ ମୁକାବିଲା, ଅନଲକ୍ ପରିସ୍ଥିତି ନେଇ ଆଲୋଚନା ହେବ ବୋଲି ଜଣାପଡିଛି । ଭିଡିଓ କନଫରେନ୍ସିଂ ଜରିଆରେ ଏହି…

‘ଦିୟା ଅର ବାତି ହମ୍’ର ଫେମ୍ ଦୀପିକା ସିଂଙ୍କ ମାଆ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ‘ଦିୟା ଅର ବାତି ହମ୍’ ମୁଖ୍ୟ ଅଭିନେତ୍ରୀ ଦୀପିକା ସିଂ ଓରଫ ସାନ୍ଧ୍ୟାଙ୍କ ମାଆ କରୋନା ଆକ୍ରାନ୍ତ ହୋଇଛନ୍ତି। ଦୀପିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରି ସାହାଯ୍ୟ ପାଇଁ ଆବେଦନ କରିଥିଲେ।…

କରୋନା ଆତଙ୍କ: କଟକ ଜିଲ୍ଲାରେ ୯୨ ନୂଆ କରୋନା ପଜିଟିଭ୍ ଚିହ୍ନଟ

କଟକ: କଟକ ଜିଲ୍ଲାରେ ଶୁକ୍ରବାର ଦିନ ୯୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନାନୁଯାୟୀ, କାନପୁରରେ ୨୬, କଟକ ସହରରେ ଜଣେ, ନିଶ୍ଚିନ୍ତକୋଇଲିରେ ୪୩ ଜଣ, ନିଆଳିରେ ୧୧, ସାଲେପୁରରେ ୨ଜଣ, ମାହାଙ୍ଗାରେ ୫ ଜଣ (ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ…

ଜୋର୍‌ଦାର୍ ଚାଲିଛି ତିନିରଥ ରଙ୍ଗ, ସିଲେଇ କାମ; ଲାଗିବ ଓଲଟ ଶୁଆ, କଳସ

ପୁରୀ: ଜୁନ୍ ୨୩ରେ ପୁରୀରେ ଅନୁଷ୍ଠିତ ହେବ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଏକପ୍ରକାର ଚୂଡ଼ାନ୍ତ ପର୍ଯ୍ୟାୟରେ । ଶ୍ରୀକ୍ଷେତ୍ରର…

‘ରଜ ପର୍ବ’କୁ ନେଇ କ’ଣ ରହିଛି ବିଶ୍ବାସ ଓ ପରମ୍ପରା

ଭୁବନେଶ୍ୱର: ରଜ ପର୍ବ ଓଡ଼ିଶାର ଏକ ଗଣପର୍ବ । ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏହି ପର୍ବକୁ ପାଳନ କରନ୍ତି । ତିନିଦିନ ଧରି ଏହା ପୁରପଲ୍ଲୀରେ ବେଶ୍ ଜାକଜମକରେ ପାଳିତ ହୋଇଥାଏ । ସାଧାରଣତଃ ଜ୍ୟେଷ୍ଠ ମାସର ଶେଷ ଦିନକୁ ପହିଲି ରଜ କୁହାଯାଏ । ସେହିପରି ଆଷାଢ ମାସର ପ୍ରଥମ ଦିନକୁ…

ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ

ନୂଆଦିଲ୍ଲୀ: କରୋନା ଭାଇରସ ବିପଦକୁ ଦେଖି ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା, ଜିମ୍ବାୱେ ଗସ୍ତ ସ୍ଥଗିତ କରାଯାଇଛି । ବିସିସିଆଇ ଏ ସମ୍ପର୍କରେ ସୂଚନା ଦେଇଛି । ମହାମାରୀକୁ ଦୃଷ୍ଟିରେ ରଖି ସୀମିତ ଓଭର ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଜିମ୍ବାସ୍ବେ ଯିବ ନାହିଁ । ଏହାର ଗୋଟେ ଦିନ ପୂର୍ବରୁ…