Latest Odisha News

BREAKING NEWS

Browsing Category

ଫିଚର

ଖୋର୍ଦ୍ଧା ଜିଲ୍ଲାରେ ବଢିଲା କ୍ୱାରେଣ୍ଟାଇନ ସମୟ ଅବଧି

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲାରେ ସରକାରୀ କ୍ୱାରେଣ୍ଟାଇନ ସମୟ ସୀମାକୁ ବୃଦ୍ଧି କରାଯାଇଛି । ଏଣିକି ୭ ଦିନ ପରିବର୍ତ୍ତେ ୧୪ ଦିନ ପ୍ରବାସୀଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏ ନେଇ ଜିଲ୍ଲାପାଳ ସବୁ ବ୍ଲକର ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କ୍ୱାରେଣ୍ଟାଇନ ସେଣ୍ଟରରେ ସାତ ଦିନ ରହି…

ବାଘ ମୃତ୍ୟୁ ସମ୍ବାଦ ଉପରେ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ଗଣମାଧ୍ୟମରେ ପ୍ରକାଶିତ ଖବର ଏକତରଫା ଓ ଭିତ୍ତିହୀନ

ନୂଆଦିଲ୍ଲୀ: ନିକଟରେ ଦେଶର କେତେକ ଗଣମାଧ୍ୟମରେ ବାଘ ମୃତ୍ୟୁ ସମ୍ପର୍କିତ ଖବର ପ୍ରକାଶିତ ହେଉଛି । ଏହାର ତଥ୍ୟ ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ । ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ନୋଟିସରେ ଦର୍ଶାଯାଇଛି ଯେ, ଏଗୁଡିକ ଯେପରିଭାବେ ପ୍ରକାଶିତ ହୋଇଛି…

ଆଜି ୧୧ଟି ଜିଲ୍ଲାରେ ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ପାଳନ କରାଯାଉଥିବା ସଟ୍ ଡାଉନର ଆଜି ଦ୍ୱିତୀୟ ଦିନ । ଗତକାଲି କେବଳ ପୁରୀକୁ କଟକଣା ମୁକ୍ତ କରାଯାଇଛି । କିନ୍ତୁ ଅନ୍ୟ ସବୁ ଜିଲ୍ଲାରେ ସଟ୍‌ଡାଉନର ପ୍ରଭାବ ରହିଛି । ଗତକାଲି ପ୍ରଥମ ଦିନରେ ଲୋକେ ସଟ୍ ଡାଉନ ମାନି ଘରେ ରହିଥିବା ଦେଖିବାକୁ…

ରଥଯାତ୍ରା ପ୍ରସ୍ତୁତି: ଦ୍ରୁତଗତିରେ ଚାଲିଛି ତିନିରଥରେ ଖୋଦେଇ କାର୍ଯ୍ୟ

ପୁରୀ: ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଅଣସରରେ । ଦେବସ୍ନାନ ପୂର୍ଣ୍ଣିମାରୁ ଆରମ୍ଭ ହୋଇଯାଇଛି ରଥଯାତ୍ରା ପର୍ବ ଆରମ୍ଭ । ଶ୍ରୀଜୀଉମାନେ ସ୍ନାନମଣ୍ଡପରେ ସ୍ନାନ କରିବା ପରେ ଜ୍ୱର ଜନିତ କାରଣରୁ ଏବେ ଅଣସର ନୀତି ଆରମ୍ଭ ହୋଇଯାଇଛି । ଦୀର୍ଘ ୧୫ ଦିନ ପର୍ଯ୍ୟନ୍ତ ଠାକୁରମାନେ ପଟିଦିଅଁ…

ସମସ୍ତ ଫେରନ୍ତାଙ୍କ କରୋନା ପରୀକ୍ଷା ପ୍ରସଙ୍ଗ: ବିଜେପିର ଦାବିରେ ବିଜେଡ଼ି ନେତାଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର: ଆଇସିଏମଆର ଗାଇଡ଼ ଲାଇନ୍ ଅନୁସାରେ କରୋନା ପରୀକ୍ଷା ହେଉଛି, ଏବଂ ଏବେ ଓଡ଼ିଶା ନିୟନ୍ତ୍ରଣାଧିନ ରହିଥିବା ନେଇ ବିଜେଡ଼ି ମୁଖପାତ୍ର ଡଃ ସସ୍ମିତ୍ ପାତ୍ର ଶନିବାର ଦିନ କହିଛନ୍ତି । ଓଡ଼ିଶାକୁ ଆସୁଥିବା ସମସ୍ତ ଫେରନ୍ତାଙ୍କର ସରକାର କୋଭିଡ୍ ପରୀକ୍ଷା କରିବା ଉଚିତ୍ ବୋଲି ବିଜେପି…

କୋଭିଡ-୧୯ ସଙ୍କଟ: ସ୍କୁଲ ବନ୍ଦ ଯୋଗୁଁ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ

ନୂଆଦିଲ୍ଲୀ: ଦେଶବ୍ୟାପୀ କୋଭିଡ-୧୯ ସଙ୍କଟ ଜନିତ ସ୍କୁଲ ବନ୍ଦ ରହିବା କାରଣରୁ ପ୍ରାୟ ୨୪ କୋଟି ଭାରତୀୟ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଥିବା ଅଶୋକା ବିଶ୍ୱବିଦ୍ୟାଳୟର ସ୍କୁଲ ଏଜୁକେସନ ଏବଂ ଲିଟେରାସୀ ବିଭାଗର ସମ୍ପାଦିକା ଅନିତା କରୱାଲ, 'ଫ୍ୟୁଚର ଅଫ ସ୍କୁଲ ଅଭରକମିଂ କୋଭିଡ ଆଣ୍ଡ ବିୟଣ୍ଡ…

ପିଜି ପରୀକ୍ଷା ପାଇଁ ଆଡମିଟ କାର୍ଡ ରିଲିଜ କଲା ଏମ୍ସ, ଜୁନ ୧୧ରେ ହେବ ପରୀକ୍ଷା

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ଇନଷ୍ଟିଟିୟୁଟ ଅଫ୍ ମେଡିକାଲ ସାଇନ୍ସ ପକ୍ଷରୁ ଶନିବାର ଦିନ ପିଜି ପରୀକ୍ଷା, ୨୦୨୦ ପାଇଁ ଆଡମିଟ କାର୍ଡ ରିଲିଜ କରାଯାଇଛି । ୱେବସାଇଟରୁ ପ୍ରାର୍ଥୀ ମାନେ ନିଜ ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଆଡମିଟ କାର୍ଡ ଓ ହଲ ଟିକେଟ ଏହି ୱେବସାଇଟରୁ ଡାଉନଲୋଡ…

ଟ୍ୱିଟର ଟ୍ରେଣ୍ଡ: ଅଭିନେତ୍ରୀ ସ୍ୱରା ଭାସ୍କରଙ୍କୁ ଗିରଫ କରାଯାଉ

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରର ସ୍ୱରା ଭାସ୍କର । ତାଙ୍କର ଏକ ଭିଡିଓ ଏବେ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ଅଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି…

ବିଦେଶ ଫେରନ୍ତା ଫୋନ୍ ନ ଉଠାଇଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ତେବେ ଏହା ସତ୍ତ୍ୱେ ମଧ୍ୟ ରାଜ୍ୟରେ କରୋନା ସଂଖ୍ୟା କମିବା ଅପେକ୍ଷା ବଢ଼ି ଚାଲିଛି । ଏହାରି ମଧ୍ୟରେ ଆଉ ଏକ ନୂଆ ଗାଇଡାଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । All foreign returnees should…

ଜିଓ ପ୍ଲାଟଫର୍ମରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କା ନିବେଶ କରିବେ ସିଲଭର ଲେକ୍ ଏବଂ ଏହାର ସହଯୋଗୀ ନିବେଶକ

ଭୁବନେଶ୍ୱର: ଆମେରିକୀୟ ଘରୋଇ ଇକ୍ୱିଟି ସଂସ୍ଥା ସିଲଭର ଲେକ୍ ଏବଂ ଏହାର ସହ-ନିବେଶକମାନେ  ଜିଓ ପ୍ଲାଟଫର୍ମସରେ ଅତିରିକ୍ତ ୪୫୪୬.୮୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବେ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଏବଂ ଜିଓ ପ୍ଲାଟଫର୍ମସ୍ ଲିମିଟେଡ୍ ପକ୍ଷରୁ ଘୋଷଣା କରାଯାଇଛି ।…