Latest Odisha News

BREAKING NEWS

Browsing Category

ଫିଚର

ବିନା ବାଣ-ରୋଷଣୀରେ ପଡିଲା ଦେବ ଦମ୍ପତ୍ତିଙ୍କ ହାତଗଣ୍ଠି

ଭୁବନେଶ୍ୱର: ଶେଷ ହୋଇଛି ଦେବ ଦମ୍ପତ୍ତିଙ୍କ ବିବାହ । ବୁଧବାର ମଧ୍ୟରାତ୍ରୀରେ ରୀତିନୀତି ସହ ଦେବ ଦେବ ମହାଦେବ ଓ ମାତା ପାର୍ବତୀଙ୍କ ବିବାହ ସଂପନ୍ନ ହୋଇଛି। ଲକ୍‌ଡାଉନ୍‌ ନିୟମ ପାଳନ ସହ ବିଧି ରକ୍ଷା ପାଇଁ ହୋଇଛି ନୀତି ସମ୍ପନ୍ନ । ମଙ୍ଗଳବାର ସଂଧ୍ୟାରେ ମହାଦେବ ବରବେଶରେ ସଜ୍ଜିତ ହୋଇ…

ଓଡ଼ିଶାରେ ଚିହ୍ନଟ ୬୭ କରୋନା ରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେଲେ ସରକାର, ଜାଣନ୍ତୁ…

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୬୭ କରୋନା ରୋଗୀଙ୍କ ସମ୍ପର୍କରେ ଓଡିଶା ସରକାର ଗୁରୁବାର ଦିନ ସବିଶେଷ ବିବରଣୀ ପ୍ରକାଶ କରିଛନ୍ତି। ଏହି ମାମଲାଗୁଡ଼ିକ ମଧ୍ୟରୁ ୬୫ଟି କ୍ୱାରେଣ୍ଟାଇନ କେନ୍ଦ୍ରରେ ଚିହ୍ନଟ ହୋଇଥିବାବେଳେ ୨ ଜଣ ସ୍ଥାନୀୟ ବାସିନ୍ଦା ଅଟନ୍ତି।…

ହୋମ କ୍ୱାରେଣ୍ଟାଇନରେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ: ସତ୍କାର ପାଇଁ ଆସିଲେ ନାହିଁ ସାହିପଡିଶା

ବାରିପଦା: କ୍ୱାରେଣ୍ଟାଇନରେ ପ୍ରାଣ ହରାଇଲେ ପୁଣି ଜଣେ ପ୍ରବାସୀ । ମୟୂରଭଞ୍ଜ ଜିଲ୍ଳା ବେତନଟୀ ଥାନା ଭାଲୁବସା ତାରାଶୋଳ ଅଂଚଳରେ ହୋମ କ୍ୱାରେଣ୍ଟାଇନରେ ଥିବା ଜଣେ ଗୁଜୁରାଟ ଫେରନ୍ତାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମୃତ ପ୍ରବସୀଙ୍କ ନାମ ପରେସ ଚନ୍ଦ୍ର…

ଆଉ ୬୭ ନୂଆ କରୋନା ପଜିଟିଭଙ୍କ ସହ ରାଜ୍ୟରେ ୧୬୦୦ ଟପିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ବିଜୁଳି ବେଗରେ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ମନ୍ଦିରରେ ପୂଜକଙ୍କ ନରବଳୀ !

ନରସିଂହପୁର: କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। କରୋନା ରୋଗ ଭଲ ହେବା ନେଇ ମନ୍ଦିର ଭିତରେ ନରବଳୀ ଦେଲେ ପୂଜକ । ମିଳିଥିବା ସୂଚନା ଅନୁସାରେ, ନରସିଂହପୁରର ବନ୍ଧହୁଡା ମା ବ୍ରାହ୍ମଣି ଦେଇ ମନ୍ଦିରରେ ଘଟିଛି ଏହି ଜଘନ୍ୟ ହତ୍ୟାକାଣ୍ଡ । ବିଶ୍ବରୁ କରୋନା ରୋଗ…

ବରଗଡରେ ଚିହ୍ନଟ ୨ୟ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ଜାଣନ୍ତୁ ସବିଶେଷ ତଥ୍ୟ

ବରଗଡ: ବରଗଡରେ ଗୁରୁବାର ଦିନ ଆଉ ଜଣେ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବରଗଡ଼ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । କରୋନା ପଜିଟିଭ ଚିହ୍ନଟ ଏହି ଦ୍ୱିତୀୟ ବ୍ୟକ୍ତି ଜଣଙ୍କ ବରଗଡ଼ ଜିଲ୍ଲା ବରପାଲି ବ୍ଲକର ବୋଲି ଜଣାପଡିଛି। ତାଙ୍କ ବୟସ ୪୦…

ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଲା ବସ୍

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ଆରମ୍ଭ ହୋଇଛି ଘରୋଇ ବସ୍ ସେବା । ଦୀର୍ଘ ୨ ମାସ ପରେ ରାଜ୍ୟରେ ଗଡ଼ିଛି ବସ୍ । ଭୁବନେଶ୍ୱର ବରମୁଣ୍ଡା ଷ୍ଟେସନରୁ ବୌଦ୍ଧ ଜିଲ୍ଲା ଅଭିମୁଖେ ଗଡ଼ିଛି ପ୍ରଥମ ବସ୍। ୧୫ ଜଣ ଯାତ୍ରୀଙ୍କୁ ନେଇ ଏହି ବସ୍ ଯାତ୍ରା କରିଥିବା ସୂଚନା । ସରକାରଙ୍କ ନିର୍ଦ୍ଦେଶ…

ଅଣାୟତ୍ତ କରୋନା: ଦେଶରେ ସାଢ଼େ ୪ ହଜାର ଟପିଲା କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଆମେରିକାରେ ସ୍ଥିତି ଅସମ୍ଭାଳ: ୧ ଲକ୍ଷ ଟପିଲା କରୋନା ମୃତ୍ୟୁ ସଂଖ୍ୟା

ୱାଶିଂଟନ: ସାରା ବିଶ୍ୱରେ କରୋନା ସଙ୍କଟ। ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ବୋଲାଉଥିବା ଆମେରିକା । ଏହାର ପ୍ରଭାବରେ ଆମେରିକାରେ ୧ ଲକ୍ଷ ଟପିଲାଣି ମୃତ୍ୟୁ ସଂଖ୍ୟା। ଯାହା ବିଶ୍ୱରେ ସର୍ବାଧିକ । ଜନ୍ ହପକିନ୍ସ ୟୁନିଭର୍ସିଟିର ରିପୋର୍ଟ ଅନୁଯାୟୀ ସେଠାରେ ୨.୫ ଲକ୍ଷରୁ…

ଗଞ୍ଜାମରେ ଦୁଇ କାର୍ଯ୍ୟରତ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ

ବ୍ରହ୍ମପୁର: ଓଡିଶା ପୋଲିସ୍‌ର ଜଣେ ଜବାନ କୋଭିଡ୍‌୧୯ରୁ ସୁସ୍ଥ ହୋଇ ଫେରିଥିବା ବେଳେ ବୁଧବାର ଗଞ୍ଜାମ ଜିଲାର ପୋଲସରା ଥାନାର ଦୁଇଜଣ ହୋମ୍‌ଗାର୍ଡ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡିଛି । ଏସମ୍ପର୍କରେ ଗଞ୍ଜାମ ଏସ୍‌ପିଙ୍କ ପକ୍ଷରୁ ଟୁଇଟର୍‌ରେ ସୂଚନା ଦିଆଯାଇଛି । ସେମାନଙ୍କୁ…