Latest Odisha News

BREAKING NEWS

Browsing Category

ଫିଚର

ଭାରତୀୟ ଯବାନଙ୍କୁ ଅଟକ ରଖାଯାଇନଥିଲା: ସେନା

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । କେତେକ ମିଡିଆ ଭାରତୀୟ ଯବାନଙ୍କୁ ଚୀନ ଅଟକ ରଖିଥିବା ଖବର ପ୍ରକାଶ କରିଥିଲା । ତେବେ ଭାରତୀୟ ସେନା ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ଏ ଭଳି କୌଣସି ଘଟଣା ଘଟି ନାହିଁ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଭାରତୀୟ ଯବାନଙ୍କୁ…

ବଦଳିଲା କ୍ୱାରେଂଟିନ୍ ନିୟମ, ଏଣିକି ୧୪ ଦିନ ସଂଗରୋଧ କେନ୍ଦ୍ରରେ ରହିବେ ପ୍ରବାସୀ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା କ୍ୱାରେଂଟିନ୍ ନିୟମ । ଆସିଲା ନୂଆ ନିୟମ । ଏଣିକି ୨୮ ଦିନିଆ ବଦଳରେ ୧୪ ଦିନ ପାଇଁ ରହିବାକୁ ପଡିବ ସଂଗରୋଧରେ । ରାଜ୍ୟକୁ ଆସୁଥିବା ପ୍ରବାସୀଙ୍କ ପାଇଁ ଏଥର ୧୪ ଦିନିଆ ସଂଗରୋଧ ରହିବା ନିୟମ କରାଯାଇଛି । ଉଭୟ ଗ୍ରାମାଂଚଳ ଓ ସହରାଂଚଳ ପାଇଁ ଏହି ୧୪ ଦିନିଆ…

ଦିଲ୍ଲୀ ହିଂସାରେ ପୋଲିସକୁ ବଡ ସଫଳତା : ପିଞ୍ଜରା ତୋଡ ସଂଗଠନର ୨ ମହିଳା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାରେ ରବିବାର ପୋଲିସକୁ ବଡ ସଫଳତା ମିଳିଛି । ପିଞ୍ଜରା ତୋଡ ସଂଗଠନର ୨ ମହିଳା ଲୋକଙ୍କୁ ଉସୁକାଉଥିବାର ପ୍ରମାଣ ପାଇବା ପରେ ପୋଲିସ ସେମାନଙ୍କୁ ଗିରଫ କରି ପଚରା ଉଚରା କରୁଛି । ଏମାନଙ୍କ ନାମ ହେଲା ନତାଶା ଓ ଦେବଙ୍ଗନା । ନାଗରିକତା ସଂଶୋଧନ ଆଇନ (ସିଏଏ)…

ଆସନ୍ତାକାଲିଠୁ ଆରମ୍ଭ ହେବ ଅନ୍ତରାଜ୍ୟ ବସ ଚଳାଚଳ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ଗଡିବ ବସ ଓ ଟ୍ୟାକ୍ସି । ଏନେଇ ରାଜ୍ୟ ଏସଆରସି ପ୍ରଦୀପ ଜେନା ରବିବାର ଦିନ ସୂଚନା ଦେଇଛନ୍ତି । ସୋମବାର ଠାରୁ ସିଟି ବସ୍ ସହ ଆନ୍ତଃ ଜିଲ୍ଲା ବସ୍ ଚଳାଚଳ କରିବ ବୋଲି ସୂଚନା ମିଳିଛି ।ତେବେ ବସରେ ସିଟ୍ କ୍ଷମତା ଠାରୁ ଅଧିକ ଯାତ୍ରୀ ଯାଇପାରିବେ…

ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୭ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ମାଡି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ସକାଳୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୬୭ କରୋନା ପଜିଟିଭ । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୩୬ ରେ ପହଂଚି ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।…

ବଲାଙ୍ଗୀରରେ ଚିହ୍ନଟ ୭ ପଜିଟିଭଙ୍କ ସମ୍ପର୍କରେ ତଥ୍ୟ ଦେଲେ ପ୍ରଶାସନ

ବାଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ରବିବାର ଦିନ ଚିହ୍ନଟ ହୋଇଛନ୍ତି ଆଉ ସାତଟି କରୋନା ପଜିଟିଭ। ଯାହା ଫଳରେ ଓଡିଶାରେ ମୋଟ୍ ଆକ୍ରାନ୍ତ ଙ୍କ ସଂଖ୍ୟା ୧,୨୭୬କୁ ଛୁଇଁଛି। ଏହି ସାତଟି ମାମଲା ମଧ୍ୟରୁ ଦୁଇଟି ଅଗଲପୁର ଏବଂ ସଇଁତଲା ବ୍ଲକ ଏବଂ ଗୋଟିଏ ଲେଖାଏଁ ମାମଲା ଜିଲ୍ଲାର ଲୋଇସିଂହା,…

ବରଗଡ଼କୁ ଛୁଇଁଲା କରୋନା: ଚିହ୍ନଟ ହେଲେ ଜଣେ ପଜିଟିଭ

ବରଗଡ଼: ରାଜ୍ୟରେ ହୁ ହୁ ହୋଇ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପରେ ଜିଲ୍ଲାକୁ ଏହା ନିଜ କବଳକୁ ନେଇ ଚାଲିଛି ।ଓଡ଼ିଶାର ଆଉ ଏକ ଜିଲ୍ଲା ବରଗଡ଼କୁ ନିଜ କବଳକୁ ନେଇଛି କରୋନା । ବରଗଡ଼ ଜିଲ୍ଲାରେ ପ୍ରଥମ କରି ଚିହ୍ନଟ ହୋଇଛନ୍ତି ଜଣେ କରୋନା ପଜିଟିଭ୍ । ଏହି…

ବଢୁଛି ଚିନ୍ତା: ୨୪ ଘଣ୍ଟାରେ ସର୍ବାଧିକ ୬୭୬୭ ସଂକ୍ରମିତ, ୧୪୭ ମୃତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ, ଭାରତରେ କରୋନା ଆକ୍ରାନ୍ତଙ୍କ…

ଏଣିକି ଘରେ ପହଞ୍ଚିବ ମଦ; ଆଜିଠୁ ରାଜ୍ୟରେ ଆରମ୍ଭ ହେଲା ‘ମଦ ହୋମ ଡିଲିଭରି’

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆରମ୍ଭ ହେଇଛି ମଦ ହୋମ୍ ଡେଲିଭରି । ଏନେଇ ଶନିବାର ଦିନ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଲାଇସେନ୍ସ ପ୍ରାପ୍ତ ମଦ ଦୋକାନୀ ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ମଦ ଡିଲିଭରି ଦେଇ ପାରିବେ। ମିଳିଥିବା ସୂଚନା ଅନୁସାରେ ବିଦେଶୀ ମଦ ଓ ବିୟରର ଏମଆରପି ଉପରେ ୫୦% କୋଭିଡ…

ପ୍ରବସୀଙ୍କୁ ନେଇ ଓଡିଶା ଆସୁଥିବା ଟ୍ରେନରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବଲାଙ୍ଗୀର: ପ୍ରବାସୀ ଶ୍ରମିକଙ୍କୁ ନେଇ ଓଡିଶା ଆସୁଥିବା ଏକ ଟ୍ରେନ୍ ଭିତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ଟ୍ରେନଟି ପ୍ରବସୀଙ୍କୁ ନେଇ ବିଶାଖାପାଟଣାରୁ ବଲାଙ୍ଗୀର ଆସିଥିଲା । ଫେରିବା ବାଟରେ ହିଁ ମହିଳାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ମହିଳାଙ୍କ ଘର…