Latest Odisha News

BREAKING NEWS

Browsing Category

ଫିଚର

କରୋନା ପଜିଟିଭ ଚିହ୍ନଟ ହେଲେ ବଲିଉଡର ଏହି ବରିଷ୍ଠ ଅଭିନେତା

ମୁମ୍ବାଇ: ବଲିଉଡ ଅଭିନେତା କିରଣ କୁମାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଶନିବାର ବିଳମ୍ବିତ ରାତିରେ ପ୍ରକାଶ କରିଛନ୍ତି । ମେ ୧୪ ରୁ ସେ କରୋନା ପଜିଟିଭ ଚିହ୍ନଟ ହେବା ପରଠାରୁ ସେ ହୋମ କ୍ୱାରେଣ୍ଟାଇନରେ ରହୁଥିବା କହିଛନ୍ତି କିରଣ। ଉଭୟ ବଡ ଏବଂ ଛୋଟ ପରଦାରେ କାମ କରି ଲୋକଙ୍କ ପ୍ରିୟ…

୧୦୦ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଠାରେ କରୋନା ଭ୍ୟାକ୍ସିନର ସଫଳ ପରୀକ୍ଷଣ କଲା ଚୀନ !

ନୂଆଦିଲ୍ଲୀ: କରୋନା ଭାଇରସକୁ ନଷ୍ଟ କରିବାରେ ସଫଳ ହୋଇଛି ଚାଇନରେ ପ୍ରସ୍ତୁତ ହୋଇଥିବା ଏକ ଭ୍ୟାକ୍ସିନ୍‌ । ଏସମ୍ପର୍କରେ ମେଡିକାଲ ଜର୍ଣ୍ଣାଲ ଲାନସେଟ୍‌ରେ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ରିପୋର୍ଟରେ ପ୍ରକାଶ ଯେ, ଚୀନରେ ପ୍ରସ୍ତୁତ ଏହି ଭ୍ୟାକ୍ସିନ୍‌ ୧୦୦ ରୁ ଉର୍ଦ୍ଧ୍ବ କରୋନା…

ଘରେ ଡାଇନୋସର ଥିବା ଟ୍ୱିଟ କରି ଜଣାଇଲେ ଅନୁଷ୍କା: ଉଦ୍ଧାର କରିବାକୁ ଅନୁମତି ମାଗିଲେ ନାଗପୁର ପୋଲିସ !

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କାଙ୍କ ଘରେ ଡାଇନୋସର! ଆଶ୍ଚର୍ଯ୍ୟ ହୋଇଗଲେ କି? ତାହେଲେ ଜାଣନ୍ତୁ ପ୍ରକୃତ କଥାଟି କ'ଣ? ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଇନଷ୍ଟାଗ୍ରାମରେ ନିଜ କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କର ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ସ୍ୱାମୀ…

ପୁଣି ଦୁଃଖରେ ବୁଡିଲା ବଲିଉଡ: କ୍ୟାନସରରେ ପ୍ରାଣ ହରାଇଲେ ରେଡ୍ଡୀ ସିନେମାର ଏହି ଅଭିନେତା

ମୁମ୍ବାଇ: କିଛିଦିନ ମଧ୍ୟରେ ଅନେକ ନାମିଦାମୀ କଳାକାର ହରାଇଲାଣି ବଲିଉଡ । ଶନିବାର ଦିନ ଏହି ତାଲିକାରେ ଯୋଡି ହୋଇଛି ଆଉ ଜଣେ ବଲିଉଡ କଳାକାରଙ୍କ ନାମ । ଏହି ଯୁବ ଅଭିନେତାଙ୍କ ନାମ ହେଉଛି ମୋହିତ ବାଗେଲ। ସଲମାନ ଖାନ ଅଭିନୀତ ‘ରେଡ୍ଡୀ’ ଚଳଚ୍ଚିତ୍ରରେ ଅମର ଚୌଧୁରୀ ଭୂମିକାରେ ଅଭିନୟ କରି…

ବଢୁଥିବା ସଂକ୍ରମଣ ସତ୍ତ୍ୱେ ଏହି ରାଜ୍ୟରେ କୋହଳ ହେଲା କ୍ୱାରେଣ୍ଟାଇନ ନିୟମ !

ବେଙ୍ଗାଲୁରୁ: ସାରା ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟାଭି। ଏହି ସଂକ୍ରମଣ ବିସ୍ତାରରେ ସାମାନ୍ୟ ରୋକ ଲଗାଇବା ପାଇଁ ସାରା ଦେଶ ଏବେ ଲକଡାଉନ । ତେବେ ଏଓଆରୀ ଘଡିସନ୍ଧି ମୁହୂର୍ତ୍ତରେ ନିଜ ରାଜ୍ୟରେ କ୍ୱାରେଣ୍ଟାଇନ କେନ୍ଦ୍ରର ନିୟମକୁ କୋହଳ କରିଛନ୍ତି…

ଅମ୍ଫାନ ସହାୟତା: ପଶ୍ଚିମବଙ୍ଗରେ ଓଡିଶାର ଅଗ୍ନିଶମ କର୍ମଚାରୀ

କଟକ: ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଓଡ଼ିଶାର ଫାୟାର ଫାଇଟର। କଟକର ନରାଜ ଅଗ୍ନିଶମ ତାଲିମ କେନ୍ଦ୍ରରୁ ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ବାହାରିଥିଲେ ୩୦୦ ଅଗ୍ନିଶମ କର୍ମଚାରୀ। ପାଖାପାଖି ପ୍ରାୟ ୩୦ ଗୋଟି ଗାଡ଼ିରେ ଓଡ଼ିଶାର ଏଇ ଯୋଦ୍ଧା ଅତ୍ୟାଧୁନିକ ଯନ୍ତ୍ରପାତି ନିଜ ସହ ନେଇ…

ରବିବାର ଓଡିଶା ପହଞ୍ଚିବ ୨୧ ଶ୍ରମିକ ସ୍ପେଶାଲ ଟ୍ରେନ

ଭୁବନେଶ୍ୱର : କୋଭିଡ୧୯ ଓ ଲକ୍‌ଡାଉନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଥିବା ପ୍ରବାସୀ ଶ୍ରମିକଙ୍କୁ ନେଇ ୨୧ଟି ଶ୍ରମିକ ସ୍ପେଶାଲ ଟ୍ରେନ ରବିବାର ଓଡିଶାର ବିଭିନ୍ନ ଅଂଚଳରେ ପହଞ୍ଚିବ । ଏଥି ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି । ଗୋଟିଏ ଦିନରେ ରାଜ୍ୟରେ ଶ୍ରମିକ ସ୍ପେଶାଲ ଟ୍ରେନ…

ସର୍ବାଧିକ ୪୫.୫ ଡିଗ୍ରୀରେ ତାତିଲା ଟିଟିଲାଗଡ଼; ୫ଟି ଜିଲ୍ଲା ଲାଗି ସତର୍କ ସୂଚନା

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ତତଲା ସହର ଭାବେ ପରିଚିତ ଥିବା ଟିଟିଲାଗଡ଼ ଆଜି ମଧ୍ୟ ଲଗାତର ଦ୍ୱିତୀୟ ଦିନ ଲାଗି ରାଜ୍ୟର ଉତ୍ତପ୍ତ ସହର ଭାବେ ସାବ୍ୟସ୍ତ ହୋଇଛି । ଟିଟିଲାଗଡ଼ରେ ଶନିବାର ଦିନ ସର୍ବାଧିକ ତାପମାତ୍ରା ରହିଥିଲା ୪୫.୫ ଡିଗ୍ରୀ ସେଲସିୟସ । ଭାରତୀୟ ପାଣିପାଗ ବିଭାଗ (ଆଇଏମଡ଼ି)…

ଜୋର୍‌ଦାର୍ ଚାଲିଛି ରଥ ନିର୍ମାଣ; ଅସ୍ଥାୟୀ ଶାଳରେ ତିଆରି ହେଲା ଅଗପାତେଳୀ, ଗରଗରା କଣ୍ଟା

ପୁରୀ: ଲକ୍‌ଡାଉନ୍ କଟକଣାକୁ ମାନି ରଥଖଳାରେ ସମସ୍ତ କାରିଗର ସେବକମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥ । ଶନିବାର ସନ୍ଧ୍ୟା ସୁଦ୍ଧା ତାଳଧ୍ୱଜ ରଥର ୧୧ଟି ଚକ ଶେଷ ହୋଇ ଅନ୍ୟ ଦୁଇଟି ଚକ ମଧ୍ୟରୁ ଗୋଟିକରେ ପଇ ପିନ୍ଧା କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟ ଚକଟିର ତୁମ୍ବରେ ଅର ସଂଯୋଗ ସରିଛି ।…

ରବିବାରଠୁ ଆରମ୍ଭ ହେବ ମଦର ହୋମ୍ ଡେଲିଭରି

ଭୁବନେଶ୍ୱର: ଏଣିକି ଘରେ ପହଂଚିବ ମଦ । ରିବାରଠାରୁ ଆରମ୍ଭ ହେବ ହୋମ୍ ଡେଲିଭରି । ଓଡ଼ିଶାରେ ହେବ ମଦର ହୋମ୍ ଡେଲିଭରି। ଏନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଅନ୍‌ଲାଇନ୍ ଓ ଅଫ୍‌ଲାଇନ୍‌ରେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମଦର ହୋମ ଡେଲିଭରୀ ଦେବେ । ରିଟେଲର ଚାହିଁଲେ ମଦକୁ ନିଜେ ହୋମ୍…