Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶାକୁ ମିଳିଲା ୫୦୦ କୋଟି ଟଙ୍କାର ‘ଅମ୍ଫାନ୍’ ସହାୟତା; ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସରକାର

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଓଡ଼ିଶା ଗସ୍ତରେ ଆସି ରାଜ୍ୟର ‘ଅମ୍ଫାନ୍’ ପ୍ରଭାବିତ ବାତ୍ୟାଞ୍ଚଳ ଆକାଶମାର୍ଗରୁ ପରିଦର୍ଶନ କରିଥିଲେ । ବାତ୍ୟା କ୍ଷୟକ୍ଷତି ସମ୍ପର୍କିତ ସମୀକ୍ଷା କରିବା ସହିତ ଓଡ଼ିଶାକୁ ଆଗୁଆ ୫୦୦ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଥିଲେ । ଆଜି…

ପାକିସ୍ତାନ ପଙ୍ଗପାଳ ଚିନ୍ତାରେ ଭାରତ

ନୂଆଦିଲ୍ଲୀ : ବର୍ତ୍ତମାନ ଦେଶରେ ଆଉ ଏକ ବଡ଼ ସଙ୍କଟ ଦେଖାଦେଇଛି । ପାକିସ୍ତାନରୁ ଆସିଥିବା ପଙ୍ଗପାଳ ଦଳ ଦିଲ୍ଲୀ ଆଡକୁ ଯାଉଥିବାବେଳେ ରାସ୍ତାରେ ଆସୁଥିବା ଫସଲ ଖାଇ ନଷ୍ଟ କରିବାରେ ଲାଗିଛନ୍ତି । ରାଜସ୍ଥାନରେ ପ୍ରବେଶ କରିଥିବା ପଙ୍ଗପାଳ ବର୍ତ୍ତମାନ ଦେଶର ଅନ୍ୟାନ୍ୟ ସ୍ଥାନକୁ ମାଡି…

ମରିନାହିଁ ମାନବିକତା, ଦୁର୍ଘଟଣାରେ ଗୁରୁତର ପୋଲିସ ଅଧିକାରୀଙ୍କ ଜୀବନ ବଞ୍ଚାଇଲେ ଯୁବକ

ଭୁବନେଶ୍ୱର :ଶନିବାର, ସମୟ ଦିନ ୧୦ଟା ୩୦ ।  ପଳାଶୁଣୀ ଓଭରବ୍ରିଜ ଉପରେ ଗାଡି ରଖି ଠିଆ ହୋଇଥାନ୍ତି ଅଙ୍କିତ ମହନ୍ତି ଓ ତାଙ୍କ ବନ୍ଧୁ । ହଠାତ୍ ଜୋରରେ ଏକ ଶଦ୍ଦ ଶୁଣି ଦେଖିଲା ବେଳକୁ ରାସ୍ତାରେ ଜଣେ ପୋଲିସ ଅଧିକାରୀ ରକ୍ତାକ୍ତ ଅବସ୍ଥାରେ ପଡିଛନ୍ତି । ଏକ ଅଜଣା କାର ତାଙ୍କୁ ପଛରୁ ଧକ୍କା ଦେଇ…

ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ କରିବ !

ୱାଶିଂଟନ: ଆମେରିକା ଓ ଚୀନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି । ଏହି ଅବସରରେ ୱାଶିଂଟନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ରିପୋର୍ଟ ମୁତାବକ ଆମେରିକା ପୁନର୍ବାର ପରମାଣୁ ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ କରିଛି । ୧୯୯୨ରେ ଆମେରିକା ଶେଷ ଥର…

ଜାପାନର ନାଓମି ଓସାକା ହେଲେ ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି

ନ୍ୟୁୟର୍କ: ଜାପାର ନାଓମି ଓସାକା ବିଶ୍ୱର ସବୁଠାରୁ ଧନୀ ମହିଳା ଟେନିସ ଖେଳାଳି ହେବାର ଗୌରବ ଅର୍ଜନ କରିଛନ୍ତି । ସେ ଆମେରିକାର ସେରେନା ୱିଲିୟମ୍ସଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ସେରେନା କ୍ରମାଗତ ୪ ବର୍ଷ ଧରି ଶୀର୍ଷ ସ୍ଥାନରେ ରହି ଆସୁଥିଲେ । ୨୨ ବର୍ଷୀୟା ଓସକା ପୁରସ୍କାର ରାଶି ଓ…

ଭଲ ଖବର, ରାଜ୍ୟରେ ସୁସ୍ଥ ହେଲେ ଆଉ ୬୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟ ପାଇଁ ଆସିଲା ଭଲ ଖବର । ସୁସ୍ଥ ହେଲେ ଆଉ ୬୨ କରୋନା ସଂକ୍ରମିତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି । Another 62 #Covid19 patients have recovered and are being discharged. 41 are from Ganjam, 15…

ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସଙ୍ଗରୋଧ କେନ୍ଦ୍ରରୁ ୨୫୧ ଜଣ ଫେରିଲେ ଘରକୁ

ବୁଗୁଡା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସଙ୍ଗରୋଧରେ ଥିବା ୨୫୧ ଜଣ  ବ୍ୟକ୍ତି ଘରେ ପହଞ୍ଚିଛନ୍ତି । ପ୍ରଶାସନ ପକ୍ଷରୁ  ମଇ ୨୨ ତାରିଖ ସନ୍ଧ୍ୟା ସୁଦ୍ଧା ନିଜ ଘରେ ଛଡ଼ା ଯାଇଥିବା ବେଳେ ଦୁଇ ସପ୍ତାହ ନିଜ ଘରେ ସଙ୍ଗରୋଧରେ ରହିବାବୁ ପରାମର୍ଶ…

ଭାରତୀୟ ରେଳବାଇକୁ ଓଡ଼ିଶା ସରକାର ଦେବେ ୫.୫ କୋଟି ଟଙ୍କା

ଭୁବନେଶ୍ୱର: ଲକ୍ଡାଉନ୍ ସମୟରେ ଓଡ଼ିଆ ପ୍ରବାସୀମାନେ ବିଭିନ୍ନ ରାଜ୍ୟରୁ ଓଡ଼ିଶାକୁ ରେଳ ମାଧ୍ୟମରେ ଆସିବାରେ ଲାଗିଛନ୍ତି । ଏହି ଖର୍ଚ୍ଚ ବହନ କରିବେ ଓଡ଼ିଶା ସରକାର, ଏହି ଖର୍ଚ୍ଚ ବାବଦକୁ ଓଡ଼ିଶା ସରକାର ଭାରତୀୟ ରେଳବାଇକୁ ୫.୫ କୋଟି ଟଙ୍କା ମଞ୍ଜୁର କରିବା ନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ…

ବିବାହ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଦୁଷ୍କର୍ମ ନୁହେଁ: ଓଡ଼ିଶା ହାଇକୋର୍ଟ

କଟକ: ଓଡ଼ିଶା ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ବିବାହ କରିବାକୁ ପ୍ରଲୋଭନ ଦେଖାଇ ଦୈହିକ ସମ୍ପର୍କ ରଖିବା ଅର୍ଥ ଦୁଷ୍କର୍ମ ନୁହେଁ । ନିମ୍ନ ଅଦାଲତଙ୍କ ଦ୍ବାରା ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କରି ହାଇକୋର୍ଟ ଏ ଭଳି ରାୟ ଦେଇଛନ୍ତି। ୨୦୧୯, ନଭେମ୍ବର ୨୭ ତାରିଖ…

ନୂଆ ଗାଇଡଲାଇନ: କରୋନା ଯୋଦ୍ଧା ଖାଇବେ ହାଇଡ୍ରୋକ୍ସିକ୍ଲୋରୋକୁଇନ୍

ନୂଆଦିଲ୍ଲୀ: ମହାମାରୀ କରୋନାର ରାମବାଣ ସାଜିଥିବା ହାଇଡ୍ରୋକ୍ସିକ୍ଲୋରକୁଇନ୍‌କୁ ନେଇ ଜାରି ହୋଇଛି ନୂଆ ଗାଇଡଲାଇନ୍ । ଭାରତୀୟ ଆର‌୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ ଏନେଇ ନୂଆ ଗାଇଡଲାଇନ୍ ଜାରି କରିଛି । ଏହି ଔଷଧ ସେବନ ଦ୍ୱାରା କରୋନା ସଂକ୍ରମଣ ସମ୍ଭାବନା ହ୍ରାସ ପାଇଥାଏ ବୋଲି ଗବେଷଣାରୁ…