Latest Odisha News

BREAKING NEWS

Browsing Category

ଫିଚର

କରୋନା ଅପଡେଟ୍: ଓଡିଶା, ଭାରତ ସମେତ ବିଶ୍ୱର ତାଜା ସ୍ଥିତି

ଭୁବନେଶ୍ୱର: ସଦ୍ୟତମ ସୂଚନା ଅନୁଯାୟୀ ଓଡ଼ିଶାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୩୭କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩ ରହିଛି । ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୮୫ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସୂତ୍ରରୁ…

କୋଭିଡ ୧୯ ଟୀକା ପରୀକ୍ଷଣ ପାଇଁ ନିଜ ଶରୀର ଦେବାକୁ ପ୍ରସ୍ତୁତ କାନପୁରର ହୋମଗାର୍ଡ

କାନପୁର: ଉତ୍ତରପ୍ରଦେଶର କାନପୁର ଜିଲ୍ଲା ସ୍ଥିତ ଜୁହି ଅଞ୍ଚଳର ବାସିନ୍ଦା ହୋମଗାର୍ଡ ଆକାଶ ଗୁପ୍ତା (୩୫) । ନିଜ ଦେହରେ କୋଭିଡ ୧୯ ଟୀକା ପରୀକ୍ଷଣ କରାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁମତି ମାଗିଛନ୍ତି । ଜାତୀୟ…

ଆଜି ଓଡ଼ିଶାରେ ପହଞ୍ଚିବ ୬ ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ

ଭୁବନେଶ୍ୱର: ଗୁଜୁରାଟ, ମହାରାଷ୍ଟ୍ର ଏବଂ ଆନ୍ଧ୍ରପ୍ରଦେଶରୁ ପ୍ରବାସୀ ଶ୍ରମିକଙ୍କୁ ନେଇ ଆଉ ୬ ଟି ସ୍ୱତନ୍ତ୍ର ଶ୍ରମିକ ଟ୍ରେନ୍ ମଙ୍ଗଳବାର ଦିନ ଓଡିଶାରେ ପହଞ୍ଚିବ ବୋଲି ପୂର୍ବ ତଟ ରେଳ ବିଭାଗ ସୂଚନା ଦେଇଛି। ଦୁଇଟି ଟ୍ରେନ୍ ସୁରଟରୁ ଗଞ୍ଜାମର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବାକୁ ଥିବା…

ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ; ସରିଲା ୩୯ ତୁମ୍ବ କାର୍ଯ୍ୟ

ପୁରୀ: ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଦ୍ରୁତ ଗତିରେ ଅଗ୍ରସର ହେଉଛି ରଥ ନିର୍ମାଣ କାର୍ଯ୍ୟ । ସମୁଦାୟ ୪୨ଟି ଏପର୍ଯ୍ୟନ୍ତ ତୁମ୍ବରୁ ୩୯ଟି ତୁମ୍ବ କାର୍ଯ୍ୟ ଓ ସୁତା ବାଡ଼ିଆ କାର୍ଯ୍ୟ ଶେଷ ହୋଇ ହୋଇଛି । ୩ଟି ରଥର ୧୦ଟି ତୁମ୍ବର ବିନ୍ଧ କାର୍ଯ୍ୟ ଶେଷ ହୋଇଛି । ସୋମବାର…

ଦେଶରେ ଉଦବେଗ ହେଉଛି ସ୍ଥିତି: ୭୦ ହଜାର ଟପିଲା କରୋନା ମାମଲା, ୨୪ ଘଣ୍ଟାରେ ୩୬୦୪ ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଭାରତରେ କାୟା ବିସ୍ତାର କରିଚାଲିଛି କରୋନା ମହାମାରୀ । ରାଜ୍ୟ ପରେ ରାଜ୍ୟକୁ ଏହା ନିଜ କବଳକୁ ନେଇ ସାରିଛି । ଏହାର ପ୍ରଭାବରେ ଭାରତରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । #COVID19: 87 deaths reported in the last 24 hours; total death…

ରାଜ୍ୟରେ ବଢୁଛି କରୋନା ମାମଲା: ଚିହ୍ନଟ ହେଲେ ଆଉ ୨୩ ପଜିଟିଭ

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ସକାଳୁ ଚିହ୍ନଟ ହୋଇଛନ୍ତି ଆଉ ୨୩ ପଜିଟିଭ । ଚିହ୍ନଟ ୨୩ ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ଵରରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ୩ ଜଣ, ଯାଜପୁର ଜିଲ୍ଲାରୁ ୩ ଜଣ, ପୁରୀ…

ବାଲେଶ୍ଵର ଖଇରାରେ ୪୮ ଘଣ୍ଟିଆ ସଟଡାଉନ ଘୋଷଣା

ବାଲେଶ୍ଵର: ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମଧ୍ୟରେ କରୋନା ସଂକ୍ରମିତଙ୍କ ହାର ଅଧିକ ରହୁଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଖଇରା ଗ୍ରାମ ପଞ୍ଚାୟତର ସରପଞ୍ଚ ମଙ୍ଗଳବାର ସକାଳ ୬ ଟାରୁ ଏଠାରେ ୪୮ ଘଣ୍ଟିଆ ସଟଡାଉନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସରପଞ୍ଚ…

ରାନୁ ମଣ୍ଡଳଙ୍କ ଉପରେ ଖପ୍ପା ହିମେଶ; ଜାଣନ୍ତୁ କ’ଣ କହିଲେ…

ମୁମ୍ବାଇ: ବଲିଉଡର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ହିମେଶ ରେଶମିଆ ତାଙ୍କର ଆଗାମୀ କୌଣସି ପ୍ରୋଜେକ୍ଟ ପାଇଁ ରାନୁ ମଣ୍ଡଳଙ୍କୁ ନେବାକୁ ଚାହୁଁ ନଥିବା ଏବେ ବି-ଟାଉନରେ ଚର୍ଚ୍ଚା ହେଉଛି । ସୂଚନାନୁସାରେ, ରାନୁଙ୍କୁ ଜିରୋ ରୁ ହିରୋ ବନେଇଥିବା ହିମେଶ ଏବେ ହୋଇ ଯାଇଛନ୍ତି ରାନୁଙ୍କ ଉପରେ ଖପ୍ପା।…

ଆଜିଠୁ ଗଡିବ ରେଳ

ନୂଆଦିଲ୍ଲୀ: ଆଜି ଠାରୁ ଦେଶବ୍ୟାପୀ ପର୍ଯ୍ୟାୟକ୍ରମେ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ ହେବାକୁ ଯାଉଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସହିତ ରେଳ ମନ୍ତ୍ରଣାଳୟ ପରାମର୍ଶ କରିବା ପରେ ଏହି ନିଷ୍ପତି ନିଆଯାଇଛି । ୧୫ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ (୩୦ଟି ଟ୍ରେନ) କେତେକ ମାର୍ଗରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୧୨-୦୫-୨୦୨୦ ମଙ୍ଗଳବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ମଇ  ତା ୧୨ ରିଖ ମଙ୍ଗଳବାର ମେଷ ୩୦ ଦିନ ଜ୍ଯେଷ୍ଠ ମାସ କୃଷ୍ଣ ପକ୍ଷ  ଷଷ୍ଠୀ   ତିଥି  ଉତ୍ତରାଷାଢା ନକ୍ଷତ୍ର ଧନୁ ଚନ୍ଦ୍ର ଦିନ ୧୦ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଏହା ପରେ  ମକର ଚନ୍ଦ୍ର ଭୋଗ ହେବ  ଘାତ…