Latest Odisha News

BREAKING NEWS

Browsing Category

ଫିଚର

ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ: ଓଷ୍ଟା

ଭୁବନେଶ୍ୱର: ଦଶମ ଶ୍ରେଣୀ ମୂଲ୍ୟାୟନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ଓଷ୍ଟା । ପରୀକ୍ଷା କେନ୍ଦ୍ରରେ ଖାତା ଦେଖିବୁ ନାହିଁ । ପରୀକ୍ଷା କେନ୍ଦ୍ରରେ ଖାତା ଦେଖା ହେଲେ ସଂକ୍ରମଣ ଆଶଙ୍କା ରହିଛି ବୋଲି ଓଷ୍ଟା କହିଛି । ବୋର୍ଡ ସିବିଏସ୍‌ଇ ଭଳି ହୋମ୍‌ବେସ୍ ମୂଲ୍ୟାୟନ ବ୍ୟବସ୍ଥା ଆରମ୍ଭ କରୁ ।…

ଟ୍ରେନ୍ ଚଳାଚଳ ପ୍ରସଙ୍ଗ: ପ୍ରବାସୀଙ୍କ ପାଇଁ ହେବ ନୂଆ ଗାଇଡଲାଇନ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ଦିଲ୍ଲୀ ଟ୍ରେନ ଚଳାଚଳ ପ୍ରସଙ୍ଗରେ ଆଜି ସନ୍ଧ୍ୟା ସୁଦ୍ଧା ଗାଇଡଲାଇନ୍ ପ୍ରସ୍ତୁତ ହେବ । ଯେଉଁମାନେ ଆସିବେ ସେମାନେ ଗାଇଡଲାଇନ୍ ମାନିବାକୁ ବାଧ୍ୟ । ସଂଗରୋଧ ଓ ସାମାଜିକ ଦୂରତା ମାନିବେ । ଟ୍ରେନ୍ ଯୋଗେ ପ୍ରାୟତଃ ଭିଆଇପି ଲୋକ ଆସୁଛନ୍ତି । ସେମାନେ ନିଜସ୍ୱ ସୁବିଧା…

ନିୟମ ଉଲ୍ଲଂଘନ: ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: ବାପୁଜୀ ନଗର ମାର୍କେଟକୁ ସିଲ୍ କଲା ବିଏମ୍‌ସି । ସାମାଜିକ ଦୂରତ୍ୱ ନିୟମକୁ ଉଲ୍ଲଂଘନ ଅଭିଯୋଗାରେ ମାର୍କେଟ୍‌ରେ ବିଏମ୍‌ସି ତାଲା ପକାଇଛି । ଅନିର୍ଦ୍ଦିଷ୍ଟ କାଳ ପର‌୍ୟ୍ୟନ୍ତ ଏହି ମାର୍କେଟକୁ ସିଲ୍ କରାଯାଉଥିବା ନେଇ ବିଏମ୍‌ସି ଜୋନାଲ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା…

ବୁଧବାର ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଟ୍ଵିନ ସିଟିରେ ଚାଲିବ ବସ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ବର୍ତ୍ତମାନ ଲକଡାଉନ ସମୟରେ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଯୋଗଦେବାରେ ସାହାଯ୍ୟ କରିବା ପାଇଁ ବୁଧବାର ଠାରୁ କଟକ ଏବଂ ଭୁବନେଶ୍ୱର ମଧ୍ୟରେ ରାଜ୍ୟର ନିଜସ୍ୱ ଏକ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ…

ମେ ୧୪ରେ ଭୁବନେଶ୍ୱରରେ ପହଞ୍ଚିବ ଦୁବାଇରୁ ଆସୁଥିବା ସ୍ବତନ୍ତ୍ର ବିମାନ

ଭୁବନେଶ୍ୱର: ଦୁବାଇରୁ ୧୭୯ ଜଣ ଯାତ୍ରୀଙ୍କୁ ନେଇ ଆସିବାକୁଥିବା ଏକ ସ୍ୱତନ୍ତ୍ର ବିମାନ ମେ ୧୪ ରେ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିବ। ଯଦିଓ ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ଦୁବାଇର…

ଗ୍ରୀନ ଜୋନରେ ଦ୍ଵିଗୁଣିତ ହେବ ବସ ଭଡା

ଭୁବନେଶ୍ୱର: ରାଜ୍ୟରେ ଗ୍ରୀନ ଜୋନ ଭାବେ ଘୋଷିତ ଜିଲ୍ଲାମାନଙ୍କରେ ବସ୍ ଚଳାଚଳ କରିବାକୁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମଙ୍ଗଳବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ, ଏଥିପାଇଁ ଏକ…

ଫେରୁଛନ୍ତି ପ୍ରବାସୀ: ଭ୍ରଦକରେ ୨୪ ଘଣ୍ଟିଆ କର୍ଫ୍ୟୁ ଘୋଷଣା

ଭଦ୍ରକ: ପ୍ରବାସୀଙ୍କୁ ନେଇ ଦୁଇଟି ଟ୍ରେନ୍ ଆଜି ଭଦ୍ରକରେ ପହଞ୍ଚିବ । ଏନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ । ସୁରକ୍ଷା ଦୃଷ୍ଟିରୁ ମଙ୍ଗଳବାର ଅପରାହ୍ନ ୨ ଟାରୁ ଆଗାମୀ ୨୪ ଘଣ୍ଟା ଯାଏଁ ଚାରମ୍ପା ରେଳ ଷ୍ଟେସନର ୫୦୦ ମିଟର ପର୍ଯ୍ୟନ୍ତ ୧୪୪ ଆଧାରରେ କର୍ଫ୍ୟୁ ଲାଗୁ କରିବାକୁ ଜିଲ୍ଲା…

ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସରିବାକୁ ଯାଉଛି ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ । ଆଜି ଲକ୍‌ଡାଉନର ୪୯ତମ ଦିବସ । ତେବେ ଆଗକୁ ଲକ୍ ଡାଉନ ବଢିବ କି ନାହିଁ ଏବଂ ଅନ୍ୟ ବିଷୟକୁ ନେଇ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରିବେ ବୋଲି ଜଣାପଡିଛି । ଦେଶବ୍ୟାପୀ ଲକ୍‌ଡାଉନ…

ଗତ ୨୪ ଘଣ୍ଟାରେ ଓଡ଼ିଶାରେ ୪୬ ନୂଆ କରୋନା ମାମଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ପ୍ରାୟ ୪୬ଟି ନୂଆ କରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି, ଯାହାକୁ ମିଶାଇ ରାଜ୍ୟରେ ମୋଟ୍ ସଂଖ୍ୟା ୪୩୭ରେ ପହଞ୍ଚିଛି। ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁଯାୟୀ, ଏହି ସଂଖ୍ୟା ସୋମବାର ସକାଳ ୯ଟା ସୁଦ୍ଧା ୩୯୧ ରହିଥିବା ବେଳେ ମଙ୍ଗଳବାର…

ବିଶାଖାପାଟଣାରୁ ବୋଟ୍ ଯୋଗେ ଚନ୍ଦ୍ରଭାଗାରେ ପହଞ୍ଚିଲେ ୧୬ ମତ୍ସ୍ୟଜୀବି

ପୁରୀ: ମଙ୍ଗଳବାର ସକାଳେ ବିଶାଖାପାଟଣାରୁ ଏକ ଛୋଟ ମୋଟର ବୋଟ ଯୋଗେ ଓଡ଼ିଶାର ୧୬ ଜଣ ମତ୍ସ୍ୟଜୀବି ପୁରୀ ଚନ୍ଦ୍ରଭଗା ବେଳାଭୂମିରେ ପହଞ୍ଚିଛନ୍ତି। ସୂଚନା ପାଇବା ପରେ ସ୍ଥାନୀୟ ତହସିଲଦାର ଏବଂ ମେରାଇନ୍ ପୋଲିସ୍ ଟିମ୍ ସମୁଦ୍ର କୂଳକୁ ଯାଇ ମତ୍ସ୍ୟଜୀବୀଙ୍କୁ କୋଣାର୍କ ଗୋଷ୍ଠୀ ସ୍ୱାସ୍ଥ୍ୟ…