Latest Odisha News

BREAKING NEWS

Browsing Category

ଫିଚର

ଦକ୍ଷିଣ ଦର୍ଶନ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର... ଦକ୍ଷିଣ ଓଡ଼ିଶା ଦକ୍ଷତାର ଓଡ଼ିଶା, ଦୃପ୍ତତାର ଓଡ଼ିଶା, ଦୁର୍ଦ୍ଦାନ୍ତତାର ଓଡ଼ିଶା । ଦକ୍ଷିଣ ଓଡ଼ିଶା ଦୁର୍ବାର ଓଡ଼ିଶା । ବନଜଂଗଲରୁ ଆରମ୍ଭ କରି ପାହାଡ଼ପର୍ବତର ପ୍ରାଚୁର୍ଯ୍ୟ ଦିନେ ଦକ୍ଷିଣ ଓଡ଼ିଶାକୁ ଦୁର୍ଭେଦ୍ୟ ଦୁର୍ଗର ଦୃଢ଼ ଭାବମୂର୍ତ୍ତି…

କୋଭିଡ୍‌-୧୯: ଅପପ୍ରଚାର କରି ଚାକିରୀ ହରାଇଲେ ଇନ୍‌ଫୋସିସ୍ କର୍ମଚାରୀ !

ବେଙ୍ଗାଲୁରୁ: ଜଣେ କର୍ମଚାରୀଙ୍କୁ ବରଖାସ୍ତ କଲା ଇନ୍‌ଫୋସିସ୍ । ସୋସିଆଲ୍ ମିଡିଆରେ କରୋନାଭାଇରସ୍‌କୁ ନେଇ ଅପପ୍ରଚାର କରି କର୍ମଚାରୀ ଜଣକ ନିଜ ଚାକିରୀ ହରାଇଛନ୍ତି । ଶୁକ୍ରବାର ଦିନ ବେଙ୍ଗାଲୁରୁ ସ୍ଥିତ ଇନଫୋସିସ୍ ନିଜର ଜଣେ କର୍ମଚାରୀଙ୍କୁ ଚାକିରୀରୁ ବିଦା କରିଛି । ସୋସିଆଲ୍ ମିଡିଆରେ…

ହାଇ ରିସ୍କରୁ ମିଡିୟମ ରିସ୍କକୁ ଖସିଲା ଚୀନର ଉହାନ ସହର

ବେଜିଂ: କରୋନା ଭାଇରସର ପ୍ରାରମ୍ଭିକ ସ୍ଥାନ ଚୀନର ଉହାନ ସହର ସ୍ଥିତି ସାଧାରଣ ହେଉଥିବାରୁ ଶନିବାର ଏହାକୁ ହାଇ ରିସ୍କ କାଟାଗୋରିରୁ ମିଡିୟମ ରିସ୍କକୁ ଅଣାଯାଇଛି । ଅପରପକ୍ଷରେ ସାରା ବିଶ୍ୱ ଏଥିରୁ ମୁକୁଳିବା ପାଇଁ ଏବେ ମଧ୍ୟ ସଂଘର୍ଷ କରୁଛି । ସାଧାରଣ ଯାତାୟତ ପାଇଁ ବନ୍ଦୋବସ୍ତ କରାଯାଇଛି…

ଦେଶବ୍ୟାପୀ ଲକଡାଉନ; ନିଟ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ: କରୋନାଭାଇରସର ମୁକାବିଲା ଲାଗି ସାରା ଦେଶରେ ଲକଡାଉନ ଜାରି ରହିଥିବା ବେଳେ ମେଡିକାଲ ପ୍ରବେଶିକା ପରୀକ୍ଷା(ନିଟ୍‌)କୁ ସ୍ଥଗିତ ରଖାଯାଇଛି। ଯାହା ମେ’ ୩ରେ ଅନୁଷ୍ଠିତ ହେବାର ଥିଲା। ପିଟିଆଇ ଗଣମାଧ୍ୟମକୁ ସୂଚନା ଦେଇ ପରୀକ୍ଷା ଏଜେନ୍ସିର ଅଧିକାରୀମାନେ କହିଛନ୍ତି, ଦେଶରେ…

କରୋନାକୁ ବଳିଗଲେ ୧୦ ଅଭିଯୁକ୍ତ; ନାବାଳିକା ସହ ଗଣଦୁଷ୍କର୍ମ !

ନୂଆଦିଲ୍ଲୀ: ଝାଡଖଣ୍ଡର ଡୁମ୍‌କା ଜିଲ୍ଲାରେ ନାବାଳିକା ସହ ଗଣଦୁଷ୍କର୍ମ । ଜଣେ କି ଦୁଇଜଣ ନୁହେଁ ଦଶଦଶଜଣଙ୍କ ସଇତାନୀ ଦିମାଗ ଆଗରେ ହାର୍ ମାନିଥିଲା ନୀରିହ ନାବାଳିକା । Dumka: A 16-yr old girl allegedly raped by 10 accused including her friend to whom she reached…

କରୋନାଭାଇରସକୁ ଚାଇନିଜ ଭାଇରସ କହିବା ଠିକ ନୁହେଁ କାହିଁକି ?

ନୂଆଦିଲ୍ଲୀ: ଆପଣ ଜାଣିଥିବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କରୋନାଭାଇରସକୁ ଚାଇନିଜ ଭାଇରସ କହି ହଟହଟା ହୋଇଥିଲେ । ତେବେ ଚୀନରୁ ଭାଇରସର ଆରମ୍ଭ ହୋଇଥିବାରୁ ସମସ୍ତେ ଏହାକୁ ଚାଇନିଜ ଭାଇରସ କହୁଛନ୍ତି । ଚୀନର ଉହାନରୁ ବାହାରିଥିବାରୁ ଏହାକୁ ପ୍ରଥମେ ଉହାନ ଭାଇରସ କୁହାଯାଉଥିଲା ।…

ଭାରତରେ ବଢୁଛି କରୋନାଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା; ୧୯ ମୃତ

ନୂଆଦିଲ୍ଲୀ: ଭାରତରେ କରୋନାଭାଇରସ୍ (କୋଭିଡ -୧୯) ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ଶନିବାର ଦିନ ଏହି ସଂଖ୍ୟା ୮୩୪ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏଥିସହିତ କରୋନାଭାଇରସ ସଂକ୍ରମଣରେ ୧୯ ଜଣ ବ୍ୟକ୍ତିଙ୍କର…

ଆଜିଠୁ ରାମାୟଣ, ମହାଭାରତ, ସର୍କସ୍ ଓ ବ୍ୟୋମକେଶ ବକ୍ସି; ଜାଣନ୍ତୁ ପ୍ରସାରଣ ସମୟ

ନୁଆଦିଲ୍ଲୀ; ଆଜିଠୁ ପ୍ରସାରଣ ହେବ ସୁପରହିଟ୍ ଟିଭି ସିରିଜ୍ ରାମାୟଣ । ହେଲେ ଡିଡି ର ଅନ୍ୟ ଚ୍ୟାନେଲଗୁଡିକରେ ବି ଯୋଡି ହୋଇଛି କିଛି ଅନ୍ୟ ସୁପରହିଟ୍ ଟିଭି ସିରିଜ । ତିନି ଦଶନ୍ଧି ପରେ ସିରିଜ ରାମାୟଣ ଆଜିଠୁ ପୁନଃ ପ୍ରସାରଣ ହେବାକୁ ଯାଉଛି । ପ୍ରସାରଣ ସମୟ ସକାଳ ୯ଟା ଓ ରାତି ୯ଟା…

ମାନ୍ଦାବସ୍ଥାରେ ପ୍ରବେଶ କରିଛି ବିଶ୍ୱ ଅର୍ଥନୀତି: ଆଇଏମଏଫ ମୁଖ୍ୟ

ୱାଶିଂଟନ: ବିଶ୍ୱର ଅର୍ଥବ୍ୟବସ୍ଥା ଉପରେ କରୋନାର ପ୍ରଭାବ । କରୋନା ମହାମାରୀ ଯୋଗୁଁ ବିଶ୍ୱ ଅର୍ଥବ୍ୟବସ୍ଥା ତଳକୁ ଖସିଯାଇଛି । ଦେଶଗୁଡିକର ବିକାଶ ପାଇଁ ବହୁଳ ମାତ୍ରାରେ ଆର୍ଥିକ ସହାୟତା କରିବାକୁ ପଡିବ ବୋଲି ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜର୍ଜିଭା କହିଛନ୍ତି । କ୍ରିଷ୍ଟଲିନା ଜର୍ଜିଭା…

କରୋନା ପ୍ରକୋପ: ନିଜ ରେକର୍ଡ ଭାଙ୍ଗିଲା ଇଟାଲୀ, ୨୪ ଘଣ୍ଟାରେ ୯୧୯ ମୃତ

ରୋମ: ଘାତକ କରୋନାଭାଇରସ ଯୋଗୁଁ ଇଟାଲୀରେ ୨୪ ଘଣ୍ଟାରେ ୯୧୬ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ ଇଟାଲୀରେ ମୃତ୍ୟୁ ସଂଖ୍ୟା ୯୧୩୪କୁ ପହଞ୍ଚିଛି । ମାର୍ଚ୍ଚ ୨୧ରେ ଇଟାଲୀରେ ଦିନକରେ ହୋଇଥିବା ମୃତ୍ୟୁ ସଂଖ୍ୟା ୭୯୩କୁ ଇଟାଲୀ ନିଜେ ଟପି ଯାଇଛି । କରୋନାରେ ଇଟାଲୀରେ ଗୁରୁବାର ଦିନ ୭୧୨ଜଣଙ୍କ…