Latest Odisha News

BREAKING NEWS

Browsing Category

ଫିଚର

କରୋନା ସହ ଲଢେଇ: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧କୋଟି ଟଙ୍କା ଦାନ କଲେ ଓସିଏ ସଭାପତି

ଭୁବନେଶ୍ୱର: ଓଡ଼ିଶା କ୍ରିକେଟ ଆସୋସିଏସନ (ଓସିଏ)ର ସଭାପତି ତଥା ଏମଜିଏମ ମିନେରାଲ୍ସ ଲିମିଟେଡ଼ର ଚେୟାରମ୍ୟାନ ପଙ୍କଜଲୋଚନ ମହାନ୍ତି ମରଣାନ୍ତକ କରୋନା ଭୂତାଣୁ ବିରୋଧରେ ଓଡ଼ିଶାର ଲଢେଇ ଲାଗି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ସହଯୋଗ ରାଶି ପ୍ରଦାନ କରିଛନ୍ତି ।…

ସୁଦର୍ଶନ ପଟ୍ଟନାୟକଙ୍କ କରୋନା ସଚେତନତା ବାଲୁକାକଳାକୁ WHO, ଜାତିସଙ୍ଘର ପ୍ରଂଶସା

ଭୁବନେଶ୍ୱର: କରୋନା ଲକଡାଉନ ମଧ୍ୟରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ‘ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ’ ଉପଦେଶ ଦେଉଥିବା ବାଲୁକାକଳାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ(WHO) ଓ ଜାତିସଙ୍ଘ ପ୍ରଂଶସା କରିଛନ୍ତି । କରୋନାଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ…

କରୋନାକୁ କୁଣିଆ କରି ଡାକନି: ବାଗଚୀ

ଭୁବନେଶ୍ୱର: କରୋନାକୁ କରନି କୁଣିଆ । ବେଳ ଥାଉ ସଜାଗ ହୁଅ । ସଚେତନ ରୁହ । ସରକାର ୨୧ ଦିନର ତାଲା ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୟରେ ଅଯଥାରେ ଘରୁ ବାହାରି କରୋନା ଭୂତାଣୁକୁ କୁଣିଆ କରି ଘରକୁ ଡାକନ୍ତୁ ନାହିଁ ବୋଲି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି…

ତାଲା ବନ୍ଦ: ଟ୍ୱିନସିଟିରେ ଦିନିକିଆ ପାସ୍ ବ୍ୟବସ୍ଥା ଆରମ୍ଭ

ଭୁବନେଶ୍ୱର: ଟ୍ୱିନସିଟିରେ ଆରମ୍ଭ ହେଲା ଦିନିକିଆ ପାସ୍ ବ୍ୟବସ୍ଥା । ଜରୁରୀକାମରେ ବାହାରକୁ ବହାରୁଥିବା ଲୋକଙ୍କ ପାଇଁ ଦିନିକିଆ ପାସ୍ ବ୍ୟବସ୍ଥା କରିଛି କମିଶନରେଟ୍ ପୋଲିସ । ଏଥିପାଇଁ ଏକ ଜରୁରୀକାଳିନ ଷ୍ଟିକର ବ୍ୟବସ୍ଥା କରାଯାଇଛି । ଯାତ୍ରୀ ନେଉଥିବା ଗାଡିର ସାମ୍ନା ପଟରେ ଷ୍ଟିକର ଭାବେ…

କରୋନାରେ ବଢିଲା ପ୍ରେମ; ଆକାଶଛୁଆଁ ବୃଦ୍ଧି ପାଉଛି କଣ୍ଡୋମ ବିକ୍ରି !

ନୂଆଦିଲ୍ଲୀ: ସାରା ଦେଶରେ ଏବେ ଲକ୍ ଡାଉନ୍ । ଜନସାଧାରଣ ଏବେ ଘରେ ରହିବା ଛଡ଼ା ଅନ୍ୟ ଉପାୟ କିଛି ନାହିଁ । ବିଭିନ୍ନ ଫାରମାଚ୍ୟୁଟିକାଲ୍ସ କମ୍ପାନୀ ଏବଂ କେତେକ ଇ-କମର୍ସ ସାଇଟର ସୂଚନାନୁଯାୟୀ ଲକଡ଼ାଉନ୍ ଆରମ୍ଭ ହେବା ଦିନଠୁଁ ହିଁ ଅତ୍ୟଧିକ ମାତ୍ରାରେ କଣ୍ଡୋମ୍ ଏବଂ ଗର୍ଭ ନିରୋଧକ ବଟିକାର…

ହାତ ନ ଧୋଇଲେ ଗାଁକୁ ପସିବା ମନା

ଗଜପତି: ହାତ ନ ଧୋଇଲେ ଗାଁକୁ ଆସିବା ମନା । ବିନା ହାତ ଧୁଆରେ କେହି ବି ପସି ପାରିବେନି ଗାଁ ଭିତରକୁ । କରୋନା ଭୂତାଣୁକୁ ନେଇ ଚାରିଆଡେ ହାତ ଧୋଇବା ପାଇଁ ସଚେତନ କରାଯାଉଥିବା ବେଳେ ଗଜପତି ଜିଲ୍ଳାର ବାଦକୁଡୁରୁ ଗାଁରେ ଏହି ନିୟମକୁ କଡାକଡି କରାଯାଇଛି । ଗାଁ ଭିତରକୁ ପସିବା ପୂର୍ବରୁ ଗାଁ…

କୋଭିଡ୍‌-୧୯: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଶିଖରଙ୍କ ସହାୟତା

ନୁଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ରିଲିଫ୍ ପାଣ୍ଠିରେ ଦାନ କଲେ ଟିମ୍ ଇଣ୍ଡିଆ କ୍ରିକେଟର୍ ଶିଖର ଧାୱନ । ସୋସିଆଲ୍ ମିଡିଆରେ ଶିଖର ଘୋଷଣା କରିବା ସହ କରୋନା ମହାମାରୀର ମୁକାବିଲା କରିବା ପାଇଁ ଲୋକଙ୍କୁ ଆହ୍ୱାନ କରିଛନ୍ତି । Hi everyone remember to stay indoors & take care of…

ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କ ପାଇଁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ବାହାର ରାଜ୍ୟରେ ଫସିଥିବା ଓଡ଼ିଆଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଛନ୍ତି ରାଜ୍ୟ ସରକାର । ଏଥିପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ପୃକ୍ତ ରାଜ୍ୟ ଫସିଥିବା ଓଡ଼ିଆ ଲୋକଙ୍କୁ ସହାୟତାର ହାତ ବଢ଼ାନ୍ତୁ ବୋଲି ଚିଠିରେ ନବୀନ…

ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା

ପୁରୀ: ଦୁଇଟି ବ୍ୟାଙ୍କରେ ରହିବ ମହାପ୍ରଭୁଙ୍କ ଟଙ୍କା । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ ଶ୍ରୀମନ୍ଦିର ଟଙ୍କା ରହିବ । ଏନେଇ ୬.୨୬ ସୁଧହାରରେ ଉଭୟଙ୍କୁ ଶ୍ରୀମନ୍ଦିର ପ୍ରଶାସନର ଟେଣ୍ଡର ଦିଆଯାଇଛି । ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ବ୍ୟାଙ୍କ ଅଫ୍ ବରୋଦାରେ…

କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଅବଲମ୍ବନ କରନ୍ତୁ ଏହି ୧୦ଟି ଉପାୟ

ଭୁବନେଶ୍ୱର: ସାରା ବିଶ୍ୱରେ କରୋନା ଭୂତାଣୁ ବ୍ୟାପକ ଭାବେ ସଂକ୍ରମିତ ହୋଇ ଚାଲିଥିବା ବେଳେ ଏହି ଘାତକ ମହାମାରୀ ଯୋଗୁଁ ହଜାର ହଜାର ବ୍ୟକ୍ତିଙ୍କ ପ୍ରାଣହାନୀ ଘଟିସାରିଛି । ଭାରତରେ ଏହି ଭୂତାଣୁ ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇଚାଲିଥିବା ବେଳେ ଏହାକୁ ରୋକିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ…