Latest Odisha News

BREAKING NEWS

Browsing Category

ଫିଚର

କରୋନାଭାଇରସ୍ ପ୍ରଭାବ: ଭିଡିଓ କଲିଂରେ ବିବାହ

ବିିହାର: କରୋନାଭାଇରସ୍ ଭୟରେ ବିହାରରେ ଭିଡିଓ କଲିଂ ବିବାହ । ସୋସିଆଲ୍ ମିଡିଆରେ ଏହି ବିବାହର(ନିକାହ) ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି । ନୋଭେଲ କରୋନାଭାଇରସ୍ ଆତଙ୍କରେ ସାରା ଦେଶରେ ଜାରି ହୋଇଛି ଲକ୍‌-ଡାଉନ୍ ନିର୍ଦ୍ଦେଶ । ଏପରି ସ୍ଥିତିରେ ବିହାରରେ ହୋଇଥିବା ଏହି ଭିଡିଓ କଲିଂ…

ଚୀନ୍‌ର ଉହାନରୁ ଉଠିଲା ଲକ୍ ଡାଉନ୍‌, ଗଡିଲା ବସ୍‌

ଉହାନ: ପ୍ରାୟ ୪ ମାସ ପରେ ଉଠିଲା ଲକ୍ ଡାଉନ । କୋହଲା ହେଲା କଟକଣା । ରାସ୍ତାରେ ଗଡିଲା ବସ୍ । କରୋନାର କେନ୍ଦ୍ର ସ୍ଥଳ ଚୀନ୍‌ର ଉହାନରେ ଆଜି ସ୍ଥିତି ସ୍ୱାଭାବିକ ହୋଇଛି । ପ୍ରାୟ ୩ ମାସ ହେବ ଜାରି ଅବରୋଧ ହଟାଇବା ପାଇଁ ମଙ୍ଗଳବାର ନିଷ୍ପତି ନିଆଯାଇଥିଲା । ଏହାପରେ ବୁଧବାର ଅର୍ଥାତ ଆଜି…

କରୋନା ଭୂତାଣୁରେ ଆକ୍ରାନ୍ତ ହେଲେ ପ୍ରିନ୍ସ ଚାର୍ଲସ; ନମୂନା ପରୀକ୍ଷାରେ ପଜିଟିଭ୍ ଚିହ୍ନଟ !

ଲଣ୍ଡନ: ମରଣାନ୍ତକ କରୋନା ଭୂତାଣୁ ସାମ୍ନାରେ ନା ଧନୀ ନା ଗରିବ ନା ପ୍ରଜା ନା ରାଜା ସମସ୍ତେ ସମାନ । ଏହି କଥାଟି ସତ୍ୟ ସାବ୍ୟସ୍ତ ହୋଇଛି ଯେତେବେଳେ ବ୍ରିଟେନ ପ୍ରିନ୍ସ ଚାର୍ଲସଙ୍କୁ କରୋନା ଭୂତାଣୁ ସଂକ୍ରମଣ ହୋଇଥିବାର ଖବର ପ୍ରଚାରିତ ହେଲା । ଏହି ଖବର ଏବେ ସାରା ୟୁରୋପରେ ଚର୍ଚ୍ଚାର ବିଷୟ…

କରୋନା ମୁକାବିଲା: ପ୍ରଥମ ପର୍ଯ୍ୟାୟ ଜନଗଣନା ଓ ଏନ୍‌ପିଆର୍ ସ୍ଥଗିତ

ନୂଆଦିଲ୍ଲୀ: ସ୍ଥଗିତ ହେଲା ପ୍ରଥମ ପର୍ଯ୍ୟାୟ ଜନଗଣନା । କରୋନା ମୁକାବିଲା ପାଇଁ କେନ୍ଦ୍ର ଗୃହମନ୍ତ୍ରାଳୟ ଏଭଳି ବଡ ନିଷ୍ପତ୍ତି ନେଇଛିି । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପ୍ରଥମ ପର୍ଯ୍ୟାୟ ୨୦୨୧ ଜନଗଣନା ସ୍ଥିଗିତ ରହିବ । କେବଳ ସେତିକି ନୁହେଁ ଏନ୍‌ପିଆର ସଂଶୋଧନ କାର୍ଯ୍ୟ ମଧ୍ୟ ସ୍ଥିଗିତ…

କ୍ୟାବିନେଟ ବୈଠକରେ ବି ସାମଜିକ ଦୂରତାର ବାର୍ତ୍ତା

ନୂଆଦିଲ୍ଲୀ: ମାହାମାରୀ କରୋନାର ମୁକାବିଲା ପାଇଁ ସାରା ଦେଶକୁ ୨୧ ଦିନ ପାଇଁ ଲକ ଡାଉନ୍ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏଥିପାଇଁ ସାମଜିକ ଦୂରତା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାର ପ୍ରଭାବ ବୁଧବାର ମୋଦୀଙ୍କ ଅଧ୍ୟକ୍ଷତାରେ ବିସିଥିବା କ୍ୟାବିନେଟ ବୈଠକରେ ମଧ୍ୟ ଦେଖିବାକୁ…

ମଣିଷ ଏକାଠି ରହିଲା, ଏହି ମଉକା ଖୋଜୁଥିଲା ମହାମାରୀ…

ଆଦିମ ମଣିଷ ଯେତେବେଳେ ପଶୁ ଶିକାର ଏବଂ ଜଙ୍ଗଲରୁ ଖାଦ୍ୟ ସଂଗ୍ରହ କରି ବଞ୍ଚୁଥିଲା ସେତେବେଳେ ମଧ୍ୟ ସଂକ୍ରାମକ ରୋଗ ଥିଲା । ହେଲେ ଏହା ମହାମାରୀ ରୂପ ନେଉନଥିଲା । ଆଜିକୁ ୧୦ହଜାର ବର୍ଷ ତଳେ ଯେତେବେଳେ ମଣିଷ କୃଷି ଆରମ୍ଭ କଲା, ଗୋଟିଏ ସ୍ଥାନରେ ଅନେକ ଲୋକ ଏକାଠି ରହିଲେ , ସେତେବେଳେ ସଂକ୍ରାମକ…

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ଆଗୁଆ ୪ ମାସର ଦରମା

ଭୁବନେଶ୍ୱର: ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ମିଳିବ ୪ ମାସର ଆଗୁଆ ଦରମା । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । କରୋନା ଭୂତାଣୁର ନିୟନ୍ତ୍ରଣ ସହ ରୋଗୀଙ୍କୁ ଜରୁରୀ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବାରୁ ସେମାନଙ୍କ ପାଇଁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।…

କାବୁଲ୍ ଗୁରୁଦ୍ୱାରରେ ଆତ୍ମଘାତୀ ହମଲା: ୨୭ମୃତ, ୮ଆହତ

କାବୁଲ: ଆତଙ୍କବାଦକୁ ରୋକିପାରିନି କରୋନାଭାଇରସ୍ । ଆଫଗାନିସ୍ତାନ ରାଜଧାନୀ କାବୁଲର ଗୁରୁଦ୍ୱାରା ସାହିବରେ ଆତ୍ମଘାତୀ ହମ୍‌ଲା । ୨୭ ନିହତ, ୮ ଆହତ । #UPDATE 27 civilians killed and 8 wounded in a terror attack on a Gurudwara in Kabul, Afghanistan. All 4…

କରୋନା ମୁକାବିଲା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଛୁଟିଲା ସହାୟତାର ସୁଅ

ଭୁବନେଶ୍ୱର: କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି (କୋଭିଡ-୧୯)କୁ ଛୁଟିଲା ସହାୟତାର ସୁଅ । ମାରାତ୍ମକ କରୋନା ଭୂତାଣୁର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୩ ମାସର ଦରମା ଦାନ କରିବା ପାରେ ଆଜି ମନ୍ତ୍ରୀ ଓ ବିଧାୟକ ନିଜ ଦରମା ଦାନ କରିଛନ୍ତି ।…

କରୋନା ମୁକାବିଲା: ସ୍ୱାସ୍ଥ୍ୟକର୍ମୀଙ୍କ ନିଯୁକ୍ତି ପାଇଁ ବିଜ୍ଞାପନ ଦେଲେ ଓଡିଶା ସରକାର

ଭୁବନେଶ୍ୱର: ଦେଶରେ କରୋନଭାଇରସ ଭଳି ଘାତକ ମହାମାରୀ ସମୟରେ ଲୋକମାନଙ୍କୁ ଚିକିତ୍ସାର ଆବଶ୍ୟକତା ଅଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ଯୋଗ୍ୟ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହିତ ଅବସରପ୍ରାପ୍ତ ଚିକିତ୍ସକଙ୍କୁ ସରକାରୀ ଡାକ୍ତରଖାନାରେ ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ଆବେଦନ କରିବାକୁ…