Latest Odisha News

BREAKING NEWS

Browsing Category

ଫିଚର

କରୋନା ଆଲର୍ଟ: ଆଜିଠାରୁ ୨୧ ଦିନ ଯାଏଁ ସାରାଦେଶ ଲକଡାଉନ..

ନୂଆଦିଲ୍ଲୀ: କରୋନାଭାଇରସ ମୁକାବିଲା ପାଇଁ ସରକାରଙ୍କ କଠୋର ଆଭିମୁଖ୍ୟ । ଆଜିଠାରୁ ଆଗାମୀ ୨୧ ଦିନ ଯାଏଁ ସମ୍ପୂର୍ଣ୍ଣ ଦେଶ ଲକଡାଉନ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୪ ମାର୍ଚ୍ଚ ମଙ୍ଗଳବାର ଘୋଷଣା କରିଛନ୍ତି। "କୋଭିଡ-୧୯…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୫-୩-୨୦୨୦ ବୁଧବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି  ସୃଷ୍ଟିର ପ୍ରଥମ ଦିବସ ତେଲୁଗୁ ନୂତନ ବର୍ଷ  ଯୁଗାଦ୍ଧ ୫୧୨୨ ବିକ୍ରମ ସମ୍ବତ୍ ୨୦୭୭ ପ୍ରବେଶ  ସନ ୨୦୨୦ ମସିହା ମାର୍ଚ୍ଚ  ତା୨୫ ରିଖ ବୁଧବାର ମୀନ ୧୨ ଦିନ ଚୈତ୍ର  ମାସ ଶୁକ୍ଳ ପକ୍ଷ ପ୍ରତିପଦା ତିଥି   ରେବତୀ ନକ୍ଷତ୍ର…

ଭାରତରେ ଲଂଚ ହେବ ପ୍ରଥମ କୋଭିଡ୍‌-୧୯ ଟେଷ୍ଟିଂ କିଟ୍ !

ମୁମ୍ବାଇ: ଭାରତର ଅଣୁ ନିଦାନ କମ୍ପାନୀ Mylabs ଲଂଚ କରିବ ପ୍ରଥମ କରୋନା ଟେଷ୍ଟିଂ କିଟ୍ । ଏହି କିଟ୍ କୁ Reverse Transcription - polymerase chain reaction ବା (RT-PCR) ଟେଷ୍ଟ ଭାବେ ନାମିତ କରାଯାଇଛି । ମୁମ୍ବାଇର ଲୋକାଲ୍ ନ୍ୟୁଜ୍ ଏଜେନ୍ସି ମୁମ୍ବାଇ ଲାଇଭ ଅନୁଯାୟୀ ଏହି…

ମରଣାନ୍ତକ କରୋନା ମହାମାରୀରୁ ବର୍ତ୍ତିବା ଲାଗି ଏହା ଶେଷ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ମରଣାନ୍ତକ କରୋନା ଭୂତାଣୁ ସାରା ଭାରତରେ ଦ୍ରୁତଗତିରେ ସଂକ୍ରମଣ ହୋଇ ଚାଲିଥିବା ବେଳେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ସତର୍କତା ଅବଲମ୍ବନ ଲାଗି ପରାମର୍ଶ କରିଛନ୍ତି । ଆଜି ମଧ୍ୟ ରାତ୍ରୀରୁ ଆସନ୍ତା ୨୧ ଦିନ ପର୍ଯ୍ୟନ୍ତ ଦେଶବ୍ୟାପୀ ଚାଲିଥିବା…

୨୧ଦିନ ସଜାଗ ନ ରହିଲେ ଦେଶ ୨୧ବର୍ଷ ପଛକୁ ଫେରିଯିବ: ମୋଦି

ନୂଆଦିଲ୍ଲୀ- କରୋନା ସଂକ୍ରମଣ ଭାରତରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସାରା ଦେଶରେ ୨୧ ଦିନ ପାଇଁ ସମ୍ପୂର୍ଣ୍ଣ ଲକ୍‌ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରି ଏହି ୨୧ ଦିନ ସଜାଗ ରହି ସରକାରଙ୍କୁ କରୋନା…

ମେ ଶେଷ ସୁଦ୍ଧା କୋଭିଡ୍‌-୧୯ ଦ୍ୱାରା ଓଡ଼ିଶାରେ ଆକ୍ରାନ୍ତ ହୋଇପାରନ୍ତି ୩୬ ହଜାର ବ୍ୟକ୍ତି: ସୁବ୍ରତ ବାଗଚୀ

ଭୁବନେଶ୍ୱର: ଆସନ୍ତା ମେ ଶେଷ ସୁଦ୍ଧା ଓଡ଼ିଶାରେ ଆନୁମାନିକ ୩୬,୦୦୦ ବ୍ୟକ୍ତି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇପାରନ୍ତି ବୋଲି ମଙ୍ଗଳବାର ଦିନ ରାଜ୍ୟ ସରକାର ସୂଚନା ପ୍ରଦାନ କରିଛନ୍ତି । “ଆଗାମୀ ଦିନରେ ଏହି କରୋନା ଭୂତାଣୁ ଭୟଙ୍କର ସ୍ଥିତିରେ ରହିଥିବ । ଏକ ଆକଳନ ଅନୁସାରେ ଯଦି ଭାରତ…

‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କଲେ ନବୀନ: କହିଲେ ବାହାରକୁ ବାହାରିବା ନାହିଁ, କରୋନାକୁ ଘରକୁ ଆଣିବା ନାହିଁ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ମୋ ଜୀବନ କାର୍ଯ୍ୟକ୍ରମ’ ଆରମ୍ଭ କରିଛନ୍ତିି । ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିବା ସହ ରାଜ୍ୟ ସରକାର ଏକ ଭିଡିଓ ଜାରି କରି ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି । ଘରୁ ନବାହାରିବା ପାଇଁ ରାଜ୍ୟ ବାସୀଙ୍କୁ ଶପଥ ନେବାକୁ…

କରୋନା ଆତଙ୍କ: ବର୍ଷକ ଲାଗି ସ୍ଥଗିତ ରହିଲା ଟୋକିଓ ଅଲିମ୍ପିକ୍ସ

ଟୋକିଓ: ଚଳିତ ବର୍ଷ ଜୁଲାଇ ୨୪ରେ ଜାପାନରେ ଅନୁଷ୍ଠିତ ହେବାକୁ ଥିବା ୨୦୨୦ ଟୋକିଓ ଅଲିମ୍ପିକ୍ସ କରୋନା ଭୂତାଣୁ ସଂକ୍ରମଣ ଲାଗି ସ୍ଥଗିତ ରହିଛି । ଏନେଇ ଅନ୍ତର୍ଜାତୀୟ ଅଲିମ୍ପିକ କମିଟି ଏବଂ ଜାପାନ ସରକାର କୋଭିଡ୍ ୧୯ ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଏକବର୍ଷ ଲାଗି ସ୍ଥଗିତ ରଖିଥିବା…

ଦେଶବ୍ୟାପୀ ଲକ୍‌-ଡାଉନ୍‌, ବନ୍ଦ ହେବନି ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ !

ନୂଆଦିଲ୍ଲୀ: ସାରା ଦେଶରେ ଲକ୍‌-ଡାଉନ୍ । ହେଲେ ସବୁଦିନ ଭଳି କାର୍ଯ୍ୟକ୍ଷମ ରହିବ ଇଣ୍ଡିଆନ୍ ଷ୍ଟକ୍ ମାର୍କେଟ୍ । ସାରା ଦେଶରେ କରୋନାଭାଇରସ୍ ର ମହାମାରୀ ଦେଖିବାକୁ ମିଳିଛି । ସ୍କୁଲ, କଲେଜଠୁ ଆରମ୍ଭ କରି ଅନେକ ବେସରକାରୀ ଓ ସରକାରୀ ସଂସ୍ଥା ଲକ୍‌-ଡାଉନ୍ ନିର୍ଦ୍ଦେଶକୁ ପାଳନ କରୁଛନ୍ତି ।…

ଚୀନରେ କରୋନା ପରେ ‘ହନ୍ତା’ ଭାଇରସ, ଜଣେ ମୃତ

ବେଜିଂ: ଚୀନରୁ ସୃଷ୍ଟି ହୋଇଥିବା କରୋନା ଭାଇରସ ଏବେ ସାରା ବିଶ୍ୱରେ କୋକୁଆ ଭୟ ସୃଷ୍ଟି କରିଛି । ଏହାର ଆତଙ୍କ ଥମିବାରେ ନାଁ ନେଉନାହିଁ। କରୋନା ପ୍ରତିରୋଧକ ଲାଗି ବୈଜ୍ଞାନିକମାନେ ଦିନ ରାତି ଏକ କରିଦେଲେଣି କିନ୍ତୁ ଏଯାଏଁ ତାର କୌଣସି ପ୍ରତିଷେଧକ ଟୀକା ବାହାରି ନାହିଁ । ଏହାରି ଭିତରେ…