Latest Odisha News

BREAKING NEWS

Browsing Category

ଫିଚର

ମହିଳା ଦିବସରେ ମହିଳା କ୍ୟାଡର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି: ମହିଳା ଦିବସରେ ଅସ୍ତ୍ରଶସ୍ତ୍ର ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମହିଳା କ୍ୟାଡର ମାଓବାଦୀ ପ୍ରୟାସ କରିଛନ୍ତି । ମାଲକାନଗିରିରେ ଜଣେ ମହିଳା କ୍ୟାଡର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମାଲକାନଗିରି ଏସପିଙ୍କ ପାଖରେ ମହିଳା ମାଓବାଦୀ ଦେବେ ସୋଢ଼ି ଆତ୍ମସମର୍ପଣ କରିଛନ୍ତି ।…

ମହିଳା ଟି୨୦ ବିଶ୍ୱକପ କ୍ରିକେଟ : ଭାରତ ସମ୍ମୁଖରେ ୧୮୫ ରନର ବିଶାଳ ଲକ୍ଷ୍ୟ

ମେଲବୋର୍ଣ୍ଣ: ଆଇସିସି ମହିଳା ଟି୨୦ ବିଶ୍ୱକପ କ୍ରିକେଟ ଫାଇନାଲରେ ଅଷ୍ଟ୍ରେଲିଆ ୧୮୫ ରନର ବିଶାଳ ଲକ୍ଷ୍ୟ ଭାରତ ସମ୍ମୁଖରେ ରଖିଛି । ନିର୍ଦ୍ଧାରିତ ଓଭରରେ ଘରୋଇ ଦଳ ୪ ଉଇକେଟ ବିନିମୟରେ ୧୮୪ ରନ କରିଥିଲା । ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିଥିଲା । ଦୁଇ ଓପନର ଆଲିସା ହୀଲେ ଓ…

କରୋନାଭାଇରସ୍‌ରେ ସଂକ୍ରମିତ ରହୁଥିବା ହୋଟେଲ୍‌ ଭୁଶୁଡ଼ି ୪ଜଣଙ୍କର ମୃତ୍ୟୁ

ସଙ୍ଘାଇ: କରୋନା ଭାଇରସ ସଂକ୍ରମିତ ରହୁଥିବା ଚୀନର ଏକ ହୋଟେଲ ଭୁଷୁଡି ପଡିବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । କ୍ୱାନ୍‌ଝୌ ସହରରେ ଶନିବାର ସନ୍ଧ୍ୟାରେ ଭୁଶୁଡ଼ି ପଡ଼ିଥିବା ହୋଟେଲ୍‌ରେ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା କଥା ରବିବାର ଦିନ ଜରୁରୀ ପରିସ୍ଥିତି ପରିଚାଳନା…

ଗଜିଆବାଦରେ ଆକାଶରୁ ଖସିଲା ଅଗ୍ନି ପିଣ୍ଡୁଳା, ତାପରେ କ’ଣ ହେଲା ଜାଣନ୍ତୁ…

ଗଜିଆବାଦ: ଗାଜିଆବାଦ୍ ରେଳ ଷ୍ଟେସନ ନିକଟରେ ଦେଖିବାକୁ ମିଳିଛି ଏକ ଅସ୍ୱାଭାବିକ ଘଟଣା । ବର୍ଷା ହେଉଥିବା ସମୟରେ ଶୂନ୍ୟରୁ ହଠାତ ଏକ ଅଗ୍ନି ପିଣ୍ଡୁଳା ଭଳି ଜିନିଷ ତଳକୁ ଖସିଛି । ଯାହାକି ଲୋକଙ୍କ ମନରେ ଆତଙ୍କ ଖେଳାଇ ଦେଇଛି । ପ୍ରାଥମିକ ପରୀକ୍ଷାରୁ ଜଣାପଡିଛି ଯେ, ଜଣାପଡ଼ିଛି ଯେ ଏହି…

ଆଜି କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ମହିଳା ପର୍ଯ୍ୟଟଙ୍କ ପାଇଁ ପ୍ରବେଶ ନିଃଶୁଳ୍କ

ଭୁବନେଶ୍ୱର: ଆଜି ମହିଳା ଦିବସ ଅବସରରେ ଜାତୀୟତା ନିର୍ବିଶେଷରେ ସମସ୍ତ ମହିଳା ପର୍ଯ୍ୟଟକଙ୍କୁ କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ପ୍ରବେଶ ନିଃଶୁଳ୍କ ରହିବ । ମହିଳା ଦିବସ ଅବସରରେ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ରବିବାର ଦିନ କେନ୍ଦ୍ର ଦ୍ୱାରା ସଂରକ୍ଷିତ ଟିକେଟ ଦ୍ୱାରା ପ୍ରବେଶ ହେଉଥିବା ସ୍ମାରକ…

ବିନା ରେଜିଷ୍ଟ୍ରେସନରେ ଗାଡି ବିକ୍ରି କରି ୧ ଲକ୍ଷ ଟଙ୍କା ଜରିମାନା ଗଣିଲା ‘ସୋ’ରୁମ’

ସମ୍ବଲପୁର: ନୂଆ ମୋଟରେ ଯାନ ଆଇନ କଡାକଡି ଭାବରେ ଲାଗୁ ହେବା ପରେ ନିୟମ ଉଲଂଘନକାରୀଙ୍କ ଆଖିରୁ ନିଦ ହଜି ଯାଇଛି । ବିନା ରେଜିଷ୍ଟ୍ରେସନ ନମ୍ବରରେ ଗାଡି ବିକ୍ରି କରିଥିବାରୁ ଝାରସୁଗୁଡାର ଏକ ବାଇକ୍ ସୋରୁମକୁ ହୋଇଛି ଲକ୍ଷେ ଟଙ୍କାର ଫାଇନ୍ । ଝାରସୁଗୁଡାର ବାଇକ୍ ସୋ’ରୁମକୁ ଏହି ଫାଇନ୍…

ଆହୁରି ବର୍ଷିବ; ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ବହିବ ପବନ

ଭୁବନେଶ୍ୱର: ରାଜ୍ୟରେ ଆହୁରି ତିନି ଦିନ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଓଡିଶାରେ ଆସନ୍ତା ୧୨ ଘଣ୍ଟାରେ ବର୍ଷା ହେବାର ସମ୍ଭାବନର ରହିଛି । ରାଜ୍ୟରେ ଆସନ୍ତା ୨ ଦିନ ଅର୍ଥାତ୍ ସୋମବାର ଓ ମଙ୍ଗଳବାର ପାଗ ଶୁଷ୍କ ରହିବା ଯୋଗୁଁ ବର୍ଷା…

ଥମୁନି କରୋନା ଭାଇରସ; କେରଳରେ ୫ ପଜିଟିଭ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ (କୋଭିଡ-୧୯) ଦ୍ୱାରା ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ବଢୁଥିବା ବେଳେ ରବିବାର ଦିନ କେରଳରେ ଆଉ ୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୩ ଜଣ ନିକଟ ଅତୀତରେ ଇଟାଲିରୁ ଫେରିଥିଲେ । ଏହି ବ୍ୟକ୍ତିମାନଙ୍କୁ ବର୍ତ୍ତମାନ ସମୟରେ କେରଳର…

ୟେସ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ଗିରଫ; ଆଜି କୋର୍ଟରେ ହେବେ ହାଜର

ମୁମ୍ବାଇ: ୟେସ ବ୍ୟାଙ୍କ ପ୍ରତିଷ୍ଠାତା ତଥା ପୂର୍ବତନ ସିଇଓ ରାଣା କପୁରଙ୍କୁ ଭୋର ୩ଟାରେ ଗିରଫ କରିଛି ପ୍ରବତ୍ତନ ନିର୍ଦ୍ଦେଶାଳୟ । ମନି ଲଣ୍ଡରିଂ ମାମଲାରେ ଇଡି ୧୫ ଘଣ୍ଟା ପର୍ଯ୍ୟନ୍ତ ଜେରା କରିବା ପରେ ଗିରଫ କରିଛି । ଏହା ପୂର୍ବରୁ କେନ୍ଦ୍ରୀୟ ଯାଂଚ ସଂସ୍ଥା ଶୁକ୍ରବାର ଦିନ ତାଙ୍କ ଘରେ ଚଢ଼ଉ…

ଆଜି ‘ଅନ୍ତର୍ଜାତୀୟ ମହିଳା ଦିବସ’: ‘ମୋ ବସ’ରେ ମହିଳା ଯାତ୍ରୀଙ୍କୁ ମାଗଣା ସେବା

ଭୁବନେଶ୍ୱର : ପ୍ରତି ବର୍ଷ ମାର୍ଚ୍ଚ ୮ ତାରିଖକୁ ସାରା ଦେଶରେ ‘ଅନ୍ତର୍ଜାତୀୟ ମହିଳା ଦିବସ’ ଭାବେ ପାଳନ କରାଯାଉଛି । ଏହି ଅବସରରେ ପୁରୀ ବେଳାଭୂମିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଛାତ୍ରୀମାନେ ବାଲୁକା କଳା ନିର୍ମାଣ କରିଛନ୍ତି ।…