Latest Odisha News

BREAKING NEWS

Browsing Category

ଫିଚର

ବାହୁବଳୀ ଲୁକରେ ଡୋନାଲ୍ଡ୍ ଟ୍ରମ୍ପ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୨୪ ଓ ୨୫ ତାରିଖରେ ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ତାଙ୍କ ଗସ୍ତର କିଛି ସମୟ ପୂର୍ବରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ସୁପରହିଟ୍ ଫିଲ୍ମ ବାହୁବଳୀ ଲୁକରେ ନଜର ଆସୁଛନ୍ତି । ଏନେଇ ଏକ…

ଆଉ ଶୁଣିବାକୁ ମିଳୁନାହିଁ ଘରଚଟିଆର କିଚିରିମିଚିରି ଶବ୍ଦ…

ଭୁବନେଶ୍ୱର: ଘରଚଟିଆକୁ ମନୁଷ୍ୟର ଏକ ଉତ୍ତମ ବନ୍ଧୁ ଭାବେ ବିବେଚନା କରାଯାଏ । ଗାଁ ହେଉ ଅବା ସହର ସେ ସବୁବେଳେ ମନୁଷ୍ୟ ସାଥିରେ ରହିବାକୁ ଭଲପାଏ । ବିଶେଷ କରି ଏମାନେ ଗାଁରେ ଅଧିକ ଦେଖାଯାଆନ୍ତି । ଚାଳ ଘରର କାନ୍ଥରେ ଏମାନେ କୁଟାକାଠିର ବସାଟିଏ ତିଆରି କରି ରହିଥାନ୍ତି । ସକାଳୁ ସକାଳୁ…

ଭାରତ ବଜାରରେ ସାଓମିର ଇଲେକ୍ଟ୍ରିକ ଟୁଥ ବ୍ରସ, ଜାଣନ୍ତୁ ଏହାର ମୂଲ୍ୟ ଓ ବ୍ୟବହାର

ନୂଆଦିଲ୍ଲୀ: ଭାରତୀୟ ବଜାରରେ ପ୍ରବେଶ କରିଛି ସାଓମିର ନୂଆ ଇଲେକ୍ଟ୍ରିକ ଟୁଥ ବ୍ରସ । ଚୀନ୍‌ର ଟେକ୍‌ କମ୍ପାନୀ ସାଓମି ଭାରତରେ ଏମ୍‌ଆଇ ଇଲେକ୍ଟ୍ରିକ୍‌ ଟୁଥବ୍ରଶ୍‌ ଟି୩୦୦ ଲଞ୍ଚ୍‌ କରିଛି। ଏହାର ଦାମ୍‌ କମ୍ପାନୀ ୱେବସାଇଟରେ ୧୨୯୯ ଟଙ୍କା ରହିଛି। କିପରି କିଣିବେ: ଏହି ଇଲେକ୍ଟ୍ରିକ…

କରୋନା ଭୂତାଣୁ ସ୍ଥିତି ସମୀକ୍ଷା କଲେ କ୍ୟାବିନେଟ ସଚିବ: ସିଙ୍ଗାପୁର ଗସ୍ତ ଏଡ଼ାଇବା ପାଇଁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସଚିବ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ନୋଭେଲ କରୋନା ଭୂତାଣୁ ମୁକାବିଲାର ସ୍ଥିତି, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଏବଂ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ବୈଠକରେ…

ଭାରତ ଆସୁଛନ୍ତି ଟ୍ରମ୍ପ: କ’ଣ ସବୁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା, ଜାଣନ୍ତୁ…

ଭୁବନେଶ୍ୱର: ପରିବାର ସହ ୨ ଦିନିଆ ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ତ୍ରୀସ୍ତରୀୟ ସୁରକ୍ଷା ବଳୟ ମଧ୍ୟରେ ଟ୍ରମ୍ପଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି। ଆମେରିକୀୟ ରାଷ୍ଟ୍ରପତିଙ୍କ ଭବ୍ୟ ଅଭ୍ୟର୍ଦ୍ଧନା ପାଇଁ…

ପାଟଣାଗଡ଼ ପାର୍ସଲ ବୋମା ଟ୍ରାଜେଡିକୁ ୨ ବର୍ଷ; ଜାଣନ୍ତୁ କ’ଣ ଥିଲା ଘଟଣାକ୍ରମ…

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ଆଜି ପୁରିଲା ୨ ବର୍ଷ । ୨୦୧୮ ମସିହା ଠିକ ଆଜିଏ ଦିନରେ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ ନବବିବାହିତ ସୌମ୍ୟ ଶେଖର ଓ ଗୁରୁତର ଆହତ ହୋଇଥିଲେ ତାଙ୍କ ପତ୍ନୀ ରୀମା ରାଣୀ । କିପରି ଥିଲା ସେଦିନର…

କରୋନା ଭାଇରସ: ୨୪୬୨ ଛୁଇଁଲା ମୃତ୍ୟୁ ସଂଖ୍ୟା

ବେଜିଂ: ବୋଲ ମାନୁନି ମାରାତ୍ମକ କରୋନା ଭାଇରସ । ଏହି ମାରାତ୍ମକ ଭାଇରସ ପ୍ରଭାବରେ ଚୀନରେ ଗଲାଣି ୨୩୪୫ ଜୀବନ । ଚୀନ ପରେ ଦକ୍ଷିଣ କୋରିଆ ଏହି ଭାଇରସରେ ଅଧିକ ସଂକ୍ରମିତ ହୋଇଥିବା ଦେଶ । ଏଠାରେ ୪୩୩ ଜଣ ଲୋକ କରୋନା ଭାଇରସରେ ସଂକ୍ରମଣର ଶିକାର ହୋଇଥିବା ଜଣାଯାଇଛି । ଏହାର ପ୍ରଭାବରେ…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୩-୦୨-୨୦୨୦ ରବିବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା ୨୩ ରିଖ ରବିବାର କୁମ୍ଭ ୧୧ଦିନ ଫାଲଗୁନ ମାସ କୃଷ୍ଣ ପକ୍ଷ ଅମାବାସ୍ଯା ଭୁକ୍ତ ପ୍ରତିପଦା ତିଥି  ଧନିଷ୍ଠା ନକ୍ଷତ୍ର କୁମ୍ଭ ଚନ୍ଦ୍ର       ଘାତ ବାର-: ମେଷ ରାଶିର ଘାତ ଚନ୍ଦ୍ର-: ମିଥୁନ…

ଏଫଆଇଏଚ ପ୍ରୋ ଲିଗ: ଅଷ୍ଟ୍ରେଲିଆକୁ ୩-୧ ସୁଟଆଉଟରେ ପରାସ୍ତ କଲା ଭାରତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଅନୁଷ୍ଠିତ ହେଉଥିବା ଏଫଆଇଏଚ ହକି ପ୍ରୋ ଲିଗ ମ୍ୟାଚରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୩-୧ ପେନାଲ୍ଟି ସୁଟଆଉଟରେ ପରାସ୍ତ କରିଛି ଭାରତ । ମ୍ୟାଚର ନିର୍ଦ୍ଧାରିତ ସମୟରେ ଦୁଇ ଦଳ ୨-୨ରେ ଗୋଲ ସ୍କୋର କରି ଅମିମାଂସିତ ରଖିବା ପରେ ପେନାଲ୍ଟି…

ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଜିଏସଆଇର ଖଣ୍ଡନ

ନୂଆଦିଲ୍ଲୀ: ଉତରପ୍ରଦେଶର ସୋନଭଦ୍ରରେ ୩୦୦୦ ଟନ ସୁନା ଗଚ୍ଛିତ ଖବରକୁ ଭାରତୀୟ ଭୂବୈଜ୍ଞାନିକ ସର୍ବେକ୍ଷଣ (ଜିଏସଆଇ) ପକ୍ଷରୁ ଖଣ୍ଡନ କରାଯାଇଛି । ହରଦୀ ପାହଡରେ କେତେମାତ୍ରାରେ ସୁନା ମିଳିବ ତାହା ସ୍ପଷ୍ଟ ହୋଇ ନାହିଁ । ଜିଏସଆଇ ଏଭଳି ତଥ୍ୟ କାହାକୁ ଦେଇ ନାହିଁ ବୋଲି ମହାନିଦେ୍ର୍ଧଶକ…