Latest Odisha News

BREAKING NEWS

Browsing Category

ଫିଚର

କ୍ଷମା ମାଗିଲେ ୱାରିସ ପଠାନ୍

ମୁମ୍ବାଇ:ଏଆଇଏମଆଇଏମର ନେତା ୱାରିସ ପଠାନ ତାଙ୍କର ୧୫ କୋଟି ୱାଲା ଭାଷଣବାଜି ନେଇ କ୍ଷମା ପ୍ରାର୍ଥନା କରିଛନ୍ତି । ମୋତେ ରାଜନୈତିକ ଉଦେ୍ଧଶ୍ୟ ନେଇ ଫସାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ମୋ ସ୍ଳୋଗାନ ନେଇ କାହାକୁ ଆଘାତ ଲାଗିଛି ତାହାହେଲେ ଦୁଃଖିତ । ପ୍ରକୃତରେ ବିବାଦୀୟ ଭାଷଣବାଜି…

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା

ଭୁବନେଶ୍ୱର: ଓଡ଼ିଶାରେ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ପ୍ରଥମ ସଂସ୍କରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟନ କରିଛନ୍ତି । “ଆଜି ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି । ଏହା କେବଳ ଯେ, ଭାରତୀୟ କ୍ରୀଡ଼ା…

ଟ୍ରମ୍ପ,ମୋଦି ରୋଡ ଶୋରେ ରୂପାଣି ସାମିଲ ହେବେନି

ଅହମ୍ମଦାବାଦ: ଅମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ ଶୋରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ସାମିଲ ହେବେ ନାହିଁ । ଟ୍ରମ୍ପ ପହଂଚିବା ପରେ ତାଙ୍କ ସୁରକ୍ଷା ଦାୟିତ୍ୱ ଆମେରିକା ଗୋଇନ୍ଦା ଏଜେନ୍ସି ହାତରେ ରହିବ । ସେମାନେ…

୪୭ ବର୍ଷ ପରେ ପରସ୍ପରକୁ ଭେଟିଲେ ଦୁଇ ଭଉଣୀ

ନୋମପେହ୍ନ: କାମ୍ବୋଡିଆରେ ଦୁଇ ବୟସ୍କା ଭଉଣୀ ୪୭ ବର୍ଷ ପରେ ପୁନର୍ବାର ପରସ୍ପରକୁ ଭେଟି ପାରିଛନ୍ତି । ଏହି ଦୁଇ ଜଣ ହେଲେ ୱନ ସେନ୍ (୯୮) ଓ ୱନ ଚିୟୋ(୧୦୧) । ୧୯୭୩ରେ ସେମାନେ ପରସ୍ପରକୁ ଶେଷ ଥର ପାଇଁ ଦେଖିଥିଲେ । ସେମାନଙ୍କ ମଧ୍ୟରେ କେହି ଚିନ୍ତା କରି ନ ଥିଲେ ଯେ, ତାଙ୍କ ଭଉଣୀ ବଂଚିଥିବେ…

ପୁରୀ: ପର୍ଯ୍ୟଟକଙ୍କୁ ଅଧା ରାସ୍ତାରେ ଛାଡି ଗାଡି ଚାଳକ ଫେରାର

ଗୋପ: ଚେନ୍ନାଇର ମଦୁରାଇରୁ ଆସିଥିବା ୨୫ଜଣ ପର୍ଯ୍ୟଟକଙ୍କ ଖୁସିର ଯାତ୍ରା ଦୁଃସ୍ୱପ୍ନରେ ପରିଣତ ହୋଇଛି । ଯେତେବେଳେ ପୁରୀ ଜିଲ୍ଲାର ଗୋପ-କୋଣାର୍କ ରାସ୍ତାରେ ବାଲିସାହି ନିକଟରେ ଗାଡି ଚାଳକ ସେମାନଙ୍କୁ ଛାଡି ଫେରାର ହୋଇଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ଦ୍ୱିପହର ବେଳା ପୁରୀ, କୋଣାର୍କ,…

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର…

ନିର୍ଭୟା ଦୋଷୀ ବିନୟର ପିଟିସନ ଖାରଜ କଲେ ପଟିଆଲା ହାଉସ କୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ଦୋଷୀ ବିନୟ ଶର୍ମାର ପିଟିସନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । କୋର୍ଟ କହିଛି କି, ତିହାଡ ଜେଲ ରିପୋର୍ଟ ମୁତାବକ ଦୋଷୀ ବିନୟ ଶର୍ମାର ମାନସିକ ଅବସ୍ଥା ଠିକ୍ ଅଛି । ତା’ର ମାନସିକ ଅବସ୍ଥାକୁ ନେଇ ଚିକିତ୍ସା କରାଇବାର କୌଣସି…

ଭୁବନେଶ୍ୱର ଏମ୍ସରେ ହିନ୍ଦୀ ପ୍ରସଙ୍ଗ: ନିର୍ଦ୍ଦେଶିକା କହିଲେ ହିନ୍ଦୀ ବ୍ୟବହାର ଲାଗି ନିର୍ଦ୍ଦେଶାନାମା ଜାରୀ ହୋଇଛି

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ନିର୍ଦ୍ଦେଶିକା ବି ଗୀତାଞ୍ଜଳି ଶନିବାର ଦିନ ଏକ ସ୍ପଷ୍ଟିକରଣ ଦେଇ କହିଛନ୍ତି ଯେ, ହିନ୍ଦୀ ଭାଷା ବ୍ୟବହାର ଲାଗି ଜାରି କରାଯାଇଥିବା ନିର୍ଦ୍ଦେଶାନାମାର ଭୂଲ୍ ଭାବେ ଅବତାରଣା କରାଯାଇଛି । ଭୁବନେଶ୍ୱରସ୍ଥିତ…

ଡୋନାଲ୍ଡ ଟ୍ରମ୍ପଙ୍କ ସୁରକ୍ଷାରେ ନିୟୋଜିତ ହେବେ ହନୁମାଙ୍କଡ

ଆଗ୍ରା: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଗ୍ରା ଗସ୍ତକୁ ଦେଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଓ ତାଙ୍କ ପରିବାରର ସୁରକ୍ଷା ଦାୟିତ୍ୱ ଆମେରିକୀୟ ସିକ୍ରେଟ ସର୍ଭିସ ପାଖରେ ରହିବ । କିନ୍ତୁ ବାହ୍ୟ ସୁରକ୍ଷା ଦାୟିତ୍ୱ ଏନଏସଜି ଓ ଉତ୍ତର ପ୍ରଦେଶ…

ରଣଜୀ ଟ୍ରଫି: ବେଙ୍ଗଲ ୧୬୧ ରନରେ ଅଗ୍ରଣୀ

କଟକ:ରଣଜୀ ଟ୍ରଫି କ୍ରିକେଟ କ୍ୱାର୍ଟରଫାଇନାଲରେ ଓଡିଶା ବିପକ୍ଷରେ ବେଙ୍ଗଲ ପ୍ରଥମ ଇନିଂସ ଅଗ୍ରଣୀ ହାସଲ କରିଛି । ତୃତୀୟ ଦିବସ ଶେଷ ସୁଦ୍ଧା ବେଙ୍ଗଲ ୧୬୧ ରନ ଆଗରେ ରହିଛି । ଦ୍ୱିତୀୟ ଇନିଂସରେ ବେଙ୍ଗଲ ପକ୍ଷରୁ କୌଶିକ ଘୋଷ ୪୧ ଓ ଅଭିମନ୍ୟୁ ଈଶ୍ୱରନ ୩୦ ରନ କରିଥିଲେ । ଓଡିଶାର ଗୋବିନ୍ଦ…