Latest Odisha News

BREAKING NEWS

Browsing Category

ଫିଚର

ଓଡ଼ିଶା ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ପୋର୍ଟାଲ ଲଞ୍ଚ କଲା ‘ଓପିଏସସି’

କଟକ: ଓଡିଶା ଲୋକସେବା ଆୟୋଗ (ଓପିଏସସି) ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଓ ରେଜଲ୍ଟ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ନିମନ୍ତେ ବୁଧବାର ଦିନ ଏକ ୱେବ ପୋର୍ଟାଲ ଲଞ୍ଚ କରିଛନ୍ତି । ଓପିଏସସି ଅଧ୍ୟକ୍ଷ ଲକ୍ଷ୍ମୀ ଚରଣ ପଟ୍ଟନାୟକ କହିଛନ୍ତି ଯେ, www.opsc.gov.in ଜରିଆରେ ଆଶାୟୀ…

ରାମ ମନ୍ଦିର ଟ୍ରଷ୍ଟରେ ରହିବେ ୧୫ ସଦସ୍ୟ: ଅମିତ ଶାହା

ନୂଆଦିଲ୍ଳୀ: ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ପାଇଁ ଗଠନ ହୋଇଥିବା ଟ୍ରଷ୍ଟରେ ରହିବେ ୧୫ ଜଣ ସଦସ୍ୟ । ଏହି କମିଟିରେ ସର୍ବଦା ଜଣେ ଦଳିତ ସମାଜର ସଦସ୍ୟ ମଧ୍ୟ ରହିବେ । ଏନେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି । ବୁଧବାର ଅମିତ ଶାହା ଟ୍ୱିଟ୍ କରି ରାମ ମନ୍ଦିରକୁ ନେଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଫସିଲେ କନିଷ୍ଠ ଯନ୍ତ୍ରୀ

ବାଲେଶ୍ଵର: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କନିଷ୍ଠ ଯନ୍ତ୍ରୀ । ମିଳିଥିବା ସୂଚନା ଅନୁସାରେ, ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ରାସ୍ତା ଓ ଗୃହ ନିର୍ମାଣ ବିଭାଗର କନିଷ୍ଠ ଯନ୍ତ୍ରୀ ବାସୁଦେବ ସାହୁ ବିଲ ପାସ କରାଇବା ପାଇଁ କହି ଜଣେ ଠିକାଦାରଙ୍କୁ ୨ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ…

ଓଡ଼ିଶାରେ କରୋନା ଆତଙ୍କ: ଏସସିବିରେ ଭର୍ତ୍ତି ହେଲେ ହଂକଂ ଫେରନ୍ତା ଇଞ୍ଜିନିୟର

କଟକ: କାୟା ବିସ୍ତାର କରୁଛି ମାରାତ୍ମକ ଭୁତାଣୁ କରୋନା । କରୋନା ଭୁତାଣୁ ସନ୍ଦେହରେ ଚୀନର ହଂକଂ ରୁ ଫେରିଥିବା ଯୁବ ଇଞ୍ଜିନିୟର ମଙ୍ଗଳବାର ରାତିରେ ଏସସିବିର ସ୍ୱତନ୍ତ୍ର ୱାର୍ଡ଼ରେ ଭର୍ତ୍ତି ହୋଇଛନ୍ତି । ଅନ୍ୟପଟେ ପୂର୍ବରୁ କରୋନା ଭୂତାଣୁ ସଂକ୍ରମଣ ଭୟରେ ମୟୁରଭଞ୍ଜ ଓ ଫୁଲବାଣୀର ଦୁଇ…

କିଡନୀ ପ୍ରତିରୋପଣ: ପ୍ରିୟଙ୍କାରାଣୀଙ୍କ ଝିଅ ପାଇଁ ମାଗଣା ଚିକିତ୍ସା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ନିଜ ମୃତ ଆତ୍ମୀୟ ପ୍ରିୟଙ୍କା ପାତ୍ର(୨୬)ଙ୍କ କିଡନୀ ଦାନ କରି ୨ ଜଣଙ୍କ ପ୍ରାଣ ବଞ୍ଚାଇଥିବା ପ୍ରିୟଙ୍କାଙ୍କ ପରିବାରର ଏହି ମହାନ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୋକସନ୍ତପ ପରିବାର ପ୍ରତି ନିଜର କୃତଜ୍ଞତା ଜ୍ଞାପନ କରିବା ସହ ଭୁବନେଶ୍ୱରର…

ନ୍ୟୁଜିଲାଣ୍ଡ ସାମ୍ନାରେ ଟିମ୍ ଇଣ୍ଡିଆର ବିଶାଳ ସ୍କୋର୍‌; ଭାରତ – ୩୪୭/୪

ହାମିଲଟନ: ହାମିଲଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହେଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଆଜି କପ୍ତାନ ବିରାଟ କୋହଲୀଙ୍କ ଟିମ୍ ଇଣ୍ଡିଆ କିୱି ଦଳ ସମ୍ମୁଖରେ ଏକ ବିଶାଳ ସ୍କୋର ଛିଡ଼ା କରିଛି । ଭାରତ ନିର୍ଦ୍ଦାରିତ ୫୦ ଓଭରରେ ୪ଟି ୱିକେଟ ହରାଇ କରିଛି ୩୪୭ ରନ । A…

ଶ୍ରେୟସଙ୍କ ଆକର୍ଷଣୀୟ ଶତକ; ରାହୁଲଙ୍କ ଦମଦାର୍ ବ୍ୟାଟିଂ ଜାରି

ହାମିଲଟନ: ନ୍ୟୁଜିଲାଣ୍ଡ ବିପକ୍ଷରେ ଆଜି ଭାରତ ଖେଳୁଥିବା ପ୍ରଥମ ଦିନିକିଆ ମ୍ୟାଚରେ ଶ୍ରେୟସ ଆୟାର୍ ଏକ ଆକର୍ଷଣୀୟ ଶତକ ହାସଲ କରିପାରିଛନ୍ତି । ୧୦୫ଟି ବଲରୁ ସେ ୧୦୩ ରନ କରି ବ୍ୟାଟିଂ କରୁଥିବା ବେଳେ ଦଳର ଅନ୍ୟତମ ବ୍ୟାଟ୍ସମ୍ୟାନ କେ ଏଲ୍ ରାହୁଲ ଦମଦାର ବ୍ୟାଟିଂ ପ୍ରଦର୍ଶନ କରୁଛନ୍ତି ।…

କରିଡ଼ର ପାଇଁ ବଦଳିବନି ଶ୍ରୀମନ୍ଦିର ପରମ୍ପରା…

ଭୁବନେଶ୍ୱର :ଶ୍ରୀକ୍ଷେତ୍ରରେ ଆଗାମୀ ଦିନରେ ମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ହେବାକୁ ଥିବା ଐତିହ୍ୟ କରିଡର ନିର୍ମାଣ ଯୋଗୁଁ କୌଣସି ଶ୍ରୀମନ୍ଦିର ନୀତିକାନ୍ତି ତଥା ପରମ୍ପରା ପ୍ରଭାବିତ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ମନ୍ଦିର ପ୍ରଶାସକ ତଥା ପୂର୍ତ୍ତ ସଚିବ କ୍ରିଶନ କୁମାର । ମଙ୍ଗଳବାର…

ଆଜି ପଶ୍ଚିମ ଓଡ଼ିଶା ବନ୍ଦ: ହାଇକୋର୍ଟ ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ନେଇ ଆନ୍ଦୋଳନ ଜାରି

ଭୁବନେଶ୍ୱର/ସମ୍ବଲପୁର/ବଲାଙ୍ଗୀର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ସମଗ୍ର ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ ପାଳନ ବୁଧବାର ସକାଳୁ ଆରମ୍ଭ ହୋଇଛି । ପଶ୍ଚିମ ଓଡ଼ିଶାର ସମସ୍ତ ଆଇନଜୀବୀ ସଂଘ ଗୁଡ଼ିକର ମିଳିତ ଉଦ୍ୟମରେ ଏହି ବନ୍ଦ ପାଳନ ଅନୁଷ୍ଠିତ ହେଉଛି । ମିଳିଥିବା…

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ: ଟିମ୍ ଇଣ୍ଡିଆର ପ୍ରଥମେ ବ୍ୟାଟିଂ

ହାମିଲଟନ: ଆଜି ହାମିଲଟନଠାରେ ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହେଉଛି । ନ୍ୟୁଜିଲାଣ୍ଡ ଟସରେ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ ଲାଗି ଆମନ୍ତ୍ରଣ କରିଛି । 50-run partnership comes up between @imVkohli &…